ମର୍ଜାକୁଦର ଇଷ୍ଟଦେବୀ ମାଁ ପିତାବଳୀଙ୍କ ଆଠ ମଙ୍ଗଳା ଯାତ୍ରା ଉପଲକ୍ଷେ ମିକ୍ସଚର ଦଣ୍ଡ ନୃତ୍ୟ ପରିବେଷଣ ୨୨-୧୨-୨୦୨୪
ମର୍ଜାକୁଦର ଇଷ୍ଟଦେବୀ ମାଁ ପିତାବଳୀଙ୍କ ଆଠ ମଙ୍ଗଳା ଯାତ୍ରା ଉପଲକ୍ଷେ ପ୍ରଥମ ଥର ପାଇଁ ମିକ୍ସଚର ଦଣ୍ଡ ନୃତ୍ୟ ଆଣି ପରିବେଷଣ କରାଯାଇଥିଲା ସମସ୍ତ ମର୍ଜାକୁଦ ବାସୀ ଙ୍କ ତରଫରୁ ୨୨-୧୨-୨୦୨୪
ମର୍ଜାକୁଦ ଦ୍ୱିପାଞ୍ଚଳର ସୁନ୍ଦର ମୟ ଦୃଶ୍ୟ
ଗହ୍ମା ପୂର୍ଣ୍ଣିମା ଅବସରରେ ପୁରୀ ଜଗନ୍ନାଥ ମନ୍ଦିର ନିକଟରେ ମର୍ଜାକୁଦ କଳାକାର ମାନଙ୍କ ଦ୍ୱାରା' ଶବର ନୃତ୍ୟ 'ପରିବେଷଣ କରାଯାଇଥିଲା
ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ଓଡିଶା
ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ମର୍ଜାକୁଦ ବୌଦ୍ଧ
ମର୍ଜାକୁଦ ଦଣ୍ଡ ୧୩ ଦିନିଆ ଯାତ୍ରା ସେଷ କରି ବନ୍ଦାଣ ନେଇ ମନ୍ଦିର ପ୍ରବେଶ କରିବେ ବାବା ଗୁପ୍ତେଶ୍ୱର
ବୌଦ୍ଧ ମର୍ଜାକୁଦ ଅଞ୍ଚଳବାସୀଙ୍କର ଦୀର୍ଘଦିନର ବିପଦପୂର୍ଣ୍ଣ ନୌକା ଯାତ୍ରାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଥିବାବେଳେ ଶିକ୍ଷା,ସ୍ଵାସ୍ଥ୍ୟ,ଗମନାଗମନ, ପର୍ଯ୍ୟଟନ ଏବଂ ସ୍ଥାନୀୟ ହସ୍ତତନ୍ତ କାରିଗରମାନଙ୍କର ସାମାଜିକ ଓ ଆର୍ଥିକ ବିକାଶକୁ ଆଗେଇ ନେବାରେ ଏହି ମର୍ଜାକୁଦ ମହାନଦୀ ସେତୁ ସହାୟକ ହୋଇଛି। Video release State Government of Odisha #pwdodisha #WorksDepartmentOdisha