Discover Kabisurya Nagar

Discover Kabisurya Nagar Change urself firstly, Society automatic changes. .

ପରିଡା ପାର୍ଟି ର ପୁରା Danda Nacha ଦେଖନ୍ତୁ
21/04/2025

ପରିଡା ପାର୍ଟି ର ପୁରା Danda Nacha ଦେଖନ୍ତୁ

କହିବାକୁ ଲାଜ ଶୁଣିଲେ ପାପ ଫୁଲ ଯାତ୍ରା (2025)KabisuryaNagar (Parida Party),Ganjam Danda Nacha Full Jatra (10/4/2025)special thanks to : Jayanta BhaiDesign Editing...

ପରିଡାପାର୍ଟ, କବିସୂର୍ଯ୍ୟନଗର
17/04/2025

ପରିଡାପାର୍ଟ, କବିସୂର୍ଯ୍ୟନଗର

କମେଡୀ odiaopera ...

16/04/2025

kana kalase hata mari dela... superhit Melody ,kabisurya nagar

16/04/2025

ବିଦାୟ ରଜନୀ 2025 parida party kabisuryanagar

କିଛି ଫୋଟୋ ମେରୁଯାତ୍ରା ର. Kabisurya Nagar
16/04/2025

କିଛି ଫୋଟୋ ମେରୁଯାତ୍ରା ର. Kabisurya Nagar

16/04/2025

ପଚାଶ ବର୍ଷରେ ମୋ ବୋଉ ମେରୁ ଦେଖିଲା. କବିସୂର୍ଯ୍ୟନଗର ମେରୁଯାତ୍ରା.

14/04/2025

ମେରୁଯାତ୍ରା, କବିସୂର୍ଯ୍ୟନଗର

ଫୁଲ ଯାତ୍ରା ଦେଖନ୍ତୁ kabisuryanagar ମାଝୀପୁଞ୍ଜା. ସ୍ୱାମୀପାଇଁ ପଛେ ନର୍କ କୁ ଯିବି.
13/04/2025

ଫୁଲ ଯାତ୍ରା ଦେଖନ୍ତୁ kabisuryanagar ମାଝୀପୁଞ୍ଜା. ସ୍ୱାମୀପାଇଁ ପଛେ ନର୍କ କୁ ଯିବି.

ସ୍ବାମୀ ପାଇଁ ପଛେ ନର୍କ କୁ ଯିବି ଫୁଲ ଯାତ୍ରାKabisuryaNagar (Majhi Party),Ganjam Danda Nacha Full Jatra (10/4/2025)special thanks to : Jayanta BhaiDesign Editing B...

12/04/2025

ଆଜି ତା- ୧୨ : ଏପ୍ରିଲ : ୨୦୨୫ : ଶନିବାର । ଆସନ୍ତୁ ଜାଣିବା ୧୪୨ ଗୋଟି ଦଣ୍ଡ ଅନୁଷ୍ଟାନ ର ତାଲିକା । କେଉଁ ଦଣ୍ଡ ପାର୍ଟି , କେଉଁ ଠାରେ ଓ କେଉଁ ନାଟକ ପରିବେଷଣ କରୁଛନ୍ତି ଆଗକୁ ପଡ଼ିବା । ଏହିଭଳି ଦଣ୍ଡ ନାଚ ତାଲିକା ଜାଣିବା ପାଇଁ, ଆମ ଫେସବୁକ୍ ପେଇଜ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା କୁ ଲାଇକ ଫଲୋ ସେୟାର କରନ୍ତୁ କିନ୍ତୁ କପି କରନ୍ତୁ ନାହିଁ । ଉପସ୍ଥାପକ :- ନବଘନ ବେହେରା ( ବାହାଲପୁର, ଗଞ୍ଜାମ ) ଫେସବୁକ୍ – ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଫେସବୁକ୍ ପେଇଜ । ବାହାଲପୁର ଗ୍ରାମ ର ମ୍ୟୁଜିକ ମାଷ୍ଟର - ଏସ ପି ତାରକେଶ ଓ ଏସ୍ ଲୋକାଚାରି ( ସ୍ୱାମୀ )

୦୧ : ମୋରାବାଇ ପାର୍ଟି, ସ୍ଥାନ - , ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୦୨ : ଲଣ୍ଡାବାଉଁଶ ପାର୍ଟି, ସ୍ଥାନ – ଟାଟା କୋଲନୀ, ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୦୩ : କବିସୂର୍ଯ୍ୟ ନଗର ଧୋବା ପାର୍ଟି, ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି, ସ୍ଥାନ – ଆଲିପୁର ଆସିକା,
୦୪ : ପୁରୁଷୋତ୍ତମପୁର ଧୋବା ପାର୍ଟି, ସ୍ଥାନ – ରାଇପୁର ତାରାତାରିଣୀ, ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି,
୦୫ : ପୁରୁଷୋତ୍ତମପୁର ଗୌଡ଼ ପାର୍ଟି, ସ୍ଥାନ - ପୁରୁଷୋତ୍ତମପୁର ଶ୍ରୀରାମ ନଗର, ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି,
୦୬ : ପୁରୁଷୋତ୍ତମପୁର ତେଲି ପାର୍ଟି, ସ୍ଥାନ – ପ୍ରତାପୁର ଖଉଡା ସାହି, ନାଟକ – ଏ ଆଖି କାନ୍ଦୁଛି ତୋରି ପାଇଁ,
୦୭ : ବାହାଲପୁର ପାର୍ଟି, ସ୍ଥାନ – ଉତ୍କଳ ହଲ ଛକ ୧୩ ୱାଡ ବ୍ରହ୍ମପୁର, ପୌରାଣିକ ନାଟକ,
୦୮ : କବିସୂର୍ଯ୍ୟ ନଗର ପରିଡା ପାର୍ଟି, ସ୍ଥାନ – ନିଳାଞ୍ଚଳ ନଗର ୭ ମ ଲାଇନ, ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୦୯ : କବିସୂର୍ଯ୍ୟ ନଗର ମାଝୀ ପାର୍ଟି, ସ୍ଥାନ –ପୋଲସରା , ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି,
୧୦ : କୋଳିଦାସପୁର ପୂର୍ବ ପାର୍ଟି ନାଟକ :- ହାଃ କୃଷ୍ଣ ବୋଲି ଯାଉ ଜୀବ, ସ୍ଥାନ :-କୋଠାରସିଂ ମାନସୀକ,
୧୨ : କୋଳିଦାସପୁର ପଶ୍ଚିମ ପାର୍ଟି, ନାଟକ – କହିବାକୁ ଲାଜ ଶୁଣିଲେ ପାପ, ସ୍ଥାନ – ଆସ୍କା,
୧୩ : ହିଞ୍ଜିଳିକାଟୁ ବଡ଼ ପାର୍ଟି, ସ୍ଥାନ – ବାଳକୃଷ୍ଣପୁର, ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୧୪ : ହିଞ୍ଜିଳିକାଟୁ ସାନ ପାର୍ଟି, ସ୍ଥାନ – ନଳିହାଡ , ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି,
୧୫ : ବରଦା ପାର୍ଟି, ସ୍ଥାନ – ମୁନିଷି ପେଣ୍ଠ , ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି,
୧୬ : ଲେମ୍ବେଇ ପଶ୍ଚିମ ପାର୍ଟି, ସ୍ଥାନ - ସୋରଡା ମେଇନ ରୋଡ଼, ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୧୭ : ଲମ୍ବେଇ ପୂର୍ବ ପାର୍ଟି, ସ୍ଥାନ – ନିଳାଦ୍ରୀ ବିହାର, ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୧୮ : ଆସିକା ପାର୍ଟି, ସ୍ଥାନ – ହରିହର ଛକ ଆସିକା, ନାଟକ – ଏ ଆଖି କାନ୍ଦୁଛି ତୋରି ପାଇଁ,
୧୯ : ବେଲଗାଁ ପାର୍ଟି, ସ୍ଥାନ – ଗଣ୍ଡଳା , ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୨୦ : ଗୋଲିଆ ପାର୍ଟି, ସ୍ଥାନ – ହଳଦିଆ ପଦର ବ୍ରହ୍ମପୁର, ନାଟକ – ହାଇଦର ,
୨୧ : ବିଜିପୁର ପାର୍ଟି, ସ୍ଥାନ – ସ୍ପେଟ୍ରୋମ କୋଲନି ବିଜିପୁର, ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୨୨ : କୁରୁଳା ପାର୍ଟି, ସ୍ଥାନ – ବ୍ୟବସାୟ ସଂଘ ମର୍ଦରାଜ ପୁର ଭେଣ୍ଡିଙ୍ଗ ଜୋନ, ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି,
୨୩ : ଶିଖରପୁର ପାର୍ଟି, ସ୍ଥାନ – ଗଣ୍ଡଳା ବେଲଗାଁ , ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୨୪ : ଦିଗପହଣ୍ଡି ବାଉରି ସାହି ପାର୍ଟି, ସ୍ଥାନ – ପଦ୍ମନାଭପୁର ଦିଗପହଣ୍ଡି, ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୨୫ : ସିଦ୍ଧେଶ୍ୱର ପାର୍ଟି, ସ୍ଥାନ – ମାଛ ମାର୍କେଟ ଗେଟ ବଜାର, ନାଟକ – ଜଗା ଖେଳୁଛି ଖେଳ,
୨୬ : ପଚାଲୁଣ୍ଡି ପାର୍ଟି, ସ୍ଥାନ – ବିଷ୍ଣୁ ଚକ୍ର, ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୨୭ : ଆମ୍ବପୁଆ ପାର୍ଟି, ସ୍ଥାନ – ଅଶୋକ ନଗର, ନାଟକ – ସିନ୍ଦୂର ଦେଖିଲେ ଡର ଲାଗୁଛି,
୨୮ : ନୂଆ ମୈଶାନପୁର ପାର୍ଟି, ସ୍ଥାନ – ବରଙ୍ଗ, ନାଟକ – କଳଙ୍କ ମୋ ପାଇଁ ଚନ୍ଦନ ଟୋପା,
୨୯ : କମାପଲ୍ଲୀ ପାର୍ଟି, ଭାୟା – ଛତ୍ରପୁର , ସ୍ଥାନ – ବ୍ରହଣୀଆପଲ୍ଲୀ, ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୩୦ : ଯାମୁନି ବି ପାର୍ଟି, ସ୍ଥାନ – ତାରାତାରିଣୀ ଛକ,
୦୦ : ଉପସ୍ଥାପକ : ନବଘନ ବେହେରା, ଫେସବୁକ୍ : ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା,
୩୧ : ଗାଙ୍ଗନାପୁର ପୂର୍ବ (ଏ) ପାର୍ଟି, ସ୍ଥାନ – ଠୁରୁବୁରାଇ ପଞ୍ଚୁ ଦଣ୍ଡ, ପୌରାଣିକ ନାଟକ – ଭାରତ ଲୀଳା,
୩୨ : ଶାଳିଆ ବନ୍ଧ ସାହି ପୁରୁଣା ବ୍ରହ୍ମପୁର, ସ୍ଥାନ – ବାସୁଦେବ ନଗର ବ୍ରହ୍ମପୁର, ନାଟକ – ଭାଇ ଭଉଣୀ ନୂଆଁ କାହାଣୀ,
୩୩ : ଏରେଣ୍ଡା ପାର୍ଟି, ସ୍ଥାନ – ଏରେଣ୍ଡା ନୂଆଁ ସାହି, ନାଟକ –
୩୪ : କେରାଣ୍ଡିତୋଳା ପାର୍ଟି, ସ୍ଥାନ – , ନାଟକ – ହାଇଦର,
୩୫ : ରାଉଳପଲ୍ଲୀ ପାର୍ଟି, ସ୍ଥାନ - , ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୩୬ : ଆଲପୁର ପାର୍ଟି, ସ୍ଥାନ – ଆଲପୁର,
୩୭ : କୁଲାଙ୍ଗି ପାର୍ଟି, ସ୍ଥାନ - ବାଘୁଆ ପଲ୍ଲୀ,, ନାଟକ – କାହାଣୀ କାନ୍ଦୁଛି ଆଖି ଲୁଚାଇ,
୩୮ : ମସିହାଖାଲି ପାର୍ଟି, ସ୍ଥାନ – ପଲ୍ଲୀଗୁମୁଳା , ନାଟକ – ପ୍ରେମ କଲେ ବେଳେ ବେଳେ ଏମିତି ହୁଏ,
୩୯ : ଶିକୁଳା ବଡ଼ ପାର୍ଟି, ସ୍ଥାନ – କଇଠଡା ନୂଆଁ ଗାଁ, ନାଟକ – ଭୁଲ୍ କାହାର ଭୋଗୁଛି କିଏ,
୪୦ : କୋକଲୁଣ୍ଡା ପାର୍ଟି, ସ୍ଥାନ - ବେଲଗୁଣ୍ଠା, ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୪୧ : ଶିକୁଳା ସାନ ପାର୍ଟି, ସ୍ଥାନ – ହତାପୁର, ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୪୨ : ବି ତୁରୁବୁଡି ପାର୍ଟି, ସ୍ଥାନ – ବିଜିପୁର ବ୍ରହ୍ମପୁର , ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୪୩ : ବ୍ରହ୍ମପୁର ନୁଆଁ ବସଷ୍ଟାଣ୍ଡ ପାର୍ଟି, ସ୍ଥାନ – ଅଶୋକ ନଗର ୬ ଲାଇନ ପଡିଆ ସାହି, ନାଟକ – କେତେ ଦୁଃଖ ଦେବୁ କହ ଦଇବ,
୪୪ : ପାତାଳେଶ୍ୱର ପାର୍ଟି, ସ୍ଥାନ – ବାଲୁଙ୍କେଶ୍ୱର ମନ୍ଦିର ଡେରା ସାହି, ନାଟକ -
୪୫ : ଗୁଡିବନ୍ଧ ମିନାକ୍ଷୀ ନଗର ଆମ୍ବ ମାର୍କେଟ ପାର୍ଟି , ସ୍ଥାନ – କୋର୍ପେଟିଭ କୋଲନୀ ୩ ଲାଇନ, ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୪୬ : ମକରଝୋଳ ପାର୍ଟି, ସ୍ଥାନ – ସୁନ୍ଦର ଖଣ୍ଡି, ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି,
୪୭ : ସମରଝୋଳ ପାର୍ଟି, ସ୍ଥାନ - ବୋଉଳଝୋଳି , ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୪୮ : ଭାଲିଆଝୋଳା ପାର୍ଟି, ସ୍ଥାନ - ଧର୍ମରାୟପୁର , ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି,
୪୯ : କରପଡା ପାର୍ଟି, ସ୍ଥାନ – ଗୋବିନ୍ଦ ପୁର , ନାଟକ – ଦୁଃଖ ମୋର ତୋରି ପାଇଁ,
୫୦ : ଝାଡାଙ୍କୁଲି ପାର୍ଟି, ସ୍ଥାନ – ଅଶୋକ ନଗର ୪ ର୍ଥ ଲାଇନ, ପୌରାଣିକ ନାଟକ,
୫୧ : ବଡ଼ବୋରିସିଂଙ୍ଗି ପାର୍ଟି, ସ୍ଥାନ – ଭଞ୍ଜନଗର ଏଲ ଆଇ ସି କୋଲନି, ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୫୨ : ଗୁରୁଣ୍ଠି ପାର୍ଟି, ସ୍ଥାନ – ଗୁରୁଣ୍ଠି , ନାଟକ – ମଝି ନଇରେ ମୋ ଜୀବନ ଡଙ୍ଗା,
୫୩ : ଭାମଶ୍ୟାଳା ପାର୍ଟି, ସ୍ଥାନ - ,ନାଟକ – ହାଃ କୃଷ୍ଣ ବୋଲି ଯାଉ ଜୀବ,
୫୪ : ହଳଦିଆ ପଦର ପାର୍ଟି, ସ୍ଥାନ – ଡୁରା , ନାଟକ – ଏତେ ଦୁଃଖ କାଇଁ ଦେଲ ଦଇବ,
୫୫ : ମନହୋରା ପାର୍ଟି, ସ୍ଥାନ – ଲାଞ୍ଜିପଲ୍ଲୀ ମେଇନ ରୋଡ଼, ନାଟକ – ଦୁଃଖ ଦେଇଗଲା ଅଦିନ ଝଡ଼,
୫୬ : ବଡ଼ ଗୁମୁଳା ପାର୍ଟି, ସ୍ଥାନ – ଡୁରା , ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୦୦ : ଉପସ୍ଥାପକ : ନବଘନ ବେହେରା, ଫେସବୁକ୍ : ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା,
୫୭ : କାଳଷଣ୍ଡପୁର ପାର୍ଟି, ସ୍ଥାନ – ମୁକୁନ୍ଦପୁର , ନାଟକ – ହାରିବନି କେବେ ବାପାର ପୁଅ,
୫୮ : ପଦ୍ମପୁର ପାର୍ଟି, ସ୍ଥାନ - ଧରମପୁର , ନାଟକ – ହେ ମଣିଷ କାନ୍ଦିବ ଆସ,
୫୯ : ଘୁ ନୁଆଁ ଗାଁ ପାର୍ଟି, ସ୍ଥାନ – , ନାଟକ – ଏହି ଫଗୁଣରେ ବାଜିବ ବାଜା,
୬୦ : କଲରା ପଦର ପାର୍ଟି, ସ୍ଥାନ – ଗୌତମୀ , ବସା ଭାଙ୍ଗିଦେଲା ଅଦିନିଆ ଝଡ,
୬୧ : ଚାଞ୍ଚଡାପଲ୍ଲୀ ପାର୍ଟି, ସ୍ଥାନ – ଖମ୍ବାରି ଗାଁ, ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୬୨ : ଚିଙ୍ଗୁଡ଼ି ଖୋଲ ପାର୍ଟି, ସ୍ଥାନ – ବାତ୍ରାପଲ୍ଲୀ , ନାଟକ – ଏ ଆଖି କାନ୍ଦୁଛି ତୋରି ପାଇଁ,
୬୩ : କୁକୁଡ଼ା ଖଣ୍ଡି ପାର୍ଟି, ସ୍ଥାନ – କମାପଲ୍ଲୀ , ନାଟକ – ଭୁଲିଯା ଯାହା ଭୁଲ୍ ହେଇଛି,
୬୪ : ଆମ୍ବପୁର ପାର୍ଟି, ସ୍ଥାନ – ବିଜିପୁର , ନୀଳକଣ୍ଠ ନଗର, ନାଟକ – ସେଇ ଭୁଲର କ୍ଷମା ନାହିଁ,
୬୫ : ବେନ୍ଦାଳିଆ ପାର୍ଟି, ସ୍ଥାନ – S.S PLY ମିଲିଟାରୀ କୋଲନୀ, ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୬୬ : ରାମଲିଙ୍ଗେଶ୍ୱର ପାର୍କ ପାର୍ଟି, ସ୍ଥାନ – ନିଳାଞ୍ଚଳ ନଗର, ନାଟକ – ଦୁଇ କେ ଦୁଇ ଦୁଇ ଦୁଣେ ଚାରି,
୬୭ : ବାବନପୁର ପାର୍ଟି, ସ୍ଥାନ – ଆମ୍ବପୁଆ , ନାଟକ – କାନ୍ଦେନା ଲୁହ ସରିଯିବ,
୬୮ : ତନରଡା ପାର୍ଟି, ସ୍ଥାନ – ବ୍ରଜଗଡ , ନାଟକ – କିଏ କାନ୍ଦି ନାହିଁ ହାତ ଟେକ,
୬୯ : ବିଶେଶ୍ୱର ବଡ଼ ପାର୍ଟି ଭାୟା ଛତ୍ରପୁର, ସ୍ଥାନ – ବ୍ରହ୍ମପୁର ଶାନ୍ତି ନଗନ, ପୌରାଣିକ ନାଟକ,
୭୦ : ବିଶେଶ୍ୱର ସାନ ପାର୍ଟି ଭାୟା ଛତ୍ରପୁର, ସ୍ଥାନ – ଭାବିନିପୁର , ପୌରାଣିକ ନାଟକ,
୭୧ : ଗଞ୍ଜାମ ଚୌଧୁରୀ ସାହି ପାର୍ଟି, ସ୍ଥାନ – ଛତ୍ରପୁର ପୁତି ଗୋପାଳପୁର, ପୌରାଣିକ ନାଟକ,
୭୨ : ବୋରିଗାଁ ପାର୍ଟି, ସ୍ଥାନ – ଭାବନ୍ଧ , ନାଟକ – ରାମାୟଣ ,
୭୩ : ଆଙ୍କୁଶପୁର ପାର୍ଟି, ସ୍ଥାନ – ଲୋଚାପଡା ଗୋବିନ୍ଦ ନଗର, ପୌରାଣିକ ନାଟକ,
୭୪ : ଅଲାରିଗଡ ପାର୍ଟି, ସ୍ଥାନ – ବଡ଼ ଖେମୁଣ୍ଡି ସାହି, ନାଟକ – ରାମାୟଣ ,
୭୫ : ଧବଳପୁର ପାର୍ଟି, ସ୍ଥାନ - ଖଇରବେଠୀ , ନାଟକ – ଫଗୁଣ ଅଳପ ଶ୍ରାବଣ ବେଶୀ,
୭୬ : କୁଲାଡ଼ଗଡ ପାର୍ଟି, ସ୍ଥାନ - ବୁରୁପଡା , ନାଟକ – ପୌରାଣିକ ନାଟକ,
୭୭ : ଗୋଦରାପଲ୍ଲୀ ପାର୍ଟି, ସ୍ଥାନ – ଗୋପିନାଥପୁର , ନାଟକ – ଦଣ୍ଡ ବିଧାନ,
୭୮ : କଞ୍ଚୁରୁ ଏ ପାର୍ଟି, ସ୍ଥାନ – କଣ୍ଟାଇକୋଳି , ପୌରାଣିକ ନାଟକ,
୭୯ : ଗୋଷାଣୀ ନୂଆଁ ଗାଁ ପାର୍ଟି, ସ୍ଥାନ – ଶଙ୍କରପୁର ସାହି ଗୋଷାଣୀ ନୂଆଁ ଗାଁ, ନାଟକ – ପୌରାଣିକ ନାଟକ,
୮୦ : ଗୋଦରାପଲ୍ଲୀ ପାର୍ଟି, ସ୍ଥାନ – ଗୋପିନାଥପୁର , ନାଟକ – ପୌରାଣିକ ନାଟକ ଦଣ୍ଡ ବିଧାନ,
୮୧ : ବେଲଗୁଣ୍ଠା ପାର୍ଟି, ସ୍ଥାନ – ବି ଡି ପୁର,
୮୨ : କୁଅଁପଲ୍ଲୀ ପାର୍ଟି, ସ୍ଥାନ – ବ୍ରହ୍ମପୁର , ନାଟକ – ପୌରାଣିକ ନାଟକ – ଦଣ୍ଡ ବିଧାନ,
୮୩ : ହଂସତୁଳି ପାର୍ଟି, ସ୍ଥାନ – ସୀତାରାମ ସାହି ପୁରୁଣା ବ୍ରହ୍ମପୁର, ନାଟକ – ମହାନ ପୌରାଣିକ ନାଟକ,
୮୪ : ରାଜପୁର ପାର୍ଟି, ସ୍ଥାନ – କୁମାର ବେଗ ପଲ୍ଲୀ, ନାଟକ – ଦଣ୍ଡ ବିଧାନ,
୮୫ : ସାରୁ ସାନ ପାର୍ଟି , ସ୍ଥାନ – ମିତ୍ରା ସାହି ଗେଟ ବଜାର, ନାଟକ – ଶିଶୁ ଭକ୍ତ ପ୍ରହଲାଦ ବା ହରି ଦର୍ଶନ,
୮୬ : ସାରୁ ବଡ଼ ପାର୍ଟି, ସ୍ଥାନ - ଭିମପୁର , ନାଟକ – ରାମାୟଣ ,
୮୭ : ମାରାଇପଲ୍ଲୀ ପାର୍ଟି , ସ୍ଥାନ - ମଧୁପଲ୍ଲୀ , ନାଟକ – ଇଦ୍ରଜୀତବଧ ରାମ ଜନ୍ମ
୮୮ : ଗୁଣ୍ଠପଡା ପାର୍ଟି, ସ୍ଥାନ – ଆସିକା କଲେଜ ଛକ, ନାଟକ – ସ୍ୱାମୀ ପାଇଁ ପଛେ ନର୍କ କୁ ଯିବି,
୮୯ : ସାତକୁଟଣୀ ପାର୍ଟି, ସ୍ଥାନ – ଅସୋକ ନଗର ୪ ଲାଇନ, ନାଟକ – ଦଣ୍ଡ ବିଧାନ,
୯୦ : କଉଡିଆ ପାର୍ଟି, ସ୍ଥାନ – କାଚଖଣ୍ଡି , ନାଟକ – ରାମାୟଣ,
୯୧ : ଜୁଗୁଡି ପାର୍ଟି, ସ୍ଥାନ – ଗୁଣ ସାଗର ଦଳାଇ ସାହି,
୯୨ : ପାର୍ଟି, ସ୍ଥାନ – ଉପରିଭାଗ , ନାଟକ – କାନ୍ଦେନା ଲୁହ ସରିଯିବ,
୯୩ : ପଥର ପୁଞ୍ଜି ପାର୍ଟି , ସ୍ଥାନ – ଏରେଣ୍ଡା,
୯୪ : ନନ୍ଦପଣ୍ଡା ପଲ୍ଲୀ ପାର୍ଟି, ସ୍ଥାନ – ପୋଟଲାମପୁର,
୯୫ : ପୁନାନ୍ଦ ପାର୍ଟି, ସ୍ଥାନ - ଠୁରୁବୁଡାଇ,
୯୬ : ରାଧାଦେଇପୁର, ପାଟପୁର ପାର୍ଟି, ସ୍ଥାନ – ପାଟପୁର ପାଣ୍ଡା ଛକ,
୯୭ : ଗେରେଡା ପାର୍ଟି, ସ୍ଥାନ – ବଡ଼ ଗୁଣ୍ଡଳବାଡି , ନାଟକ – ମହା ଭାରତ,
୯୮ : ରାମଚନ୍ଦ୍ର ପୁର ପାର୍ଟି, ସ୍ଥାନ – ଗୁଣ୍ଡିପଲ୍ଲୀ, ନାଟକ – ସୁଖରୁ ଆରମ୍ଭ ଦୁଃଖ ରେ ଶେଷ,
୯୯ : ଗୋଳାବନ୍ଧ ପାର୍ଟି, ସ୍ଥାନ – ଲୋଡି ଗାଁ, ନାଟକ – ଭାରତ ଲୀଳା,
୧୦୦ : ହରିଡ଼ା ଖଣ୍ଡି ପାର୍ଟି, ସ୍ଥାନ - ଦିଗପହଣ୍ଡି, ନାଟକ – ପୌରାଣିକ ନାଟକ,
୧୦୧ : ବେଲଗୁଣ୍ଠା ପାର୍ଟି, ସ୍ଥାନ - ବିରିପୁର,
୧୦୨ : ଦୁର୍ବନ୍ଦ ସି ପାର୍ଟି, ସ୍ଥାନ - ନେହୁରୁ ପାର୍କ, ନାଟକ – ପୌରାଣିକ ନାଟକ,
୧୦୩ : ଦୂର୍ବନ୍ଧ ବି ପାର୍ଟି, ସ୍ଥାନ – ଗୌତମୀ ନଗର ଭାବିନିପୁର, ନାଟକ – ପୌରାଣିକ ନାଟକ,
୧୦୪ : ବାଳକୃଷ୍ଣ ପୁର ପାର୍ଟି, ସ୍ଥାନ – ଗଣେଶ ନଗର ନିଳକଣ୍ଠେଶ୍ୱର ମନ୍ଦିର, ନାଟକ –
୧୦୫ : ଲୋଚାପଡା ପାର୍ଟି, ସ୍ଥାନ – ଲୋଚାପଡା ବିଶ୍ୱକର୍ମା ସାହି, ନାଟକ – ଏ ଆଖି କାନ୍ଦୁଛି ତୋରି ପାଇଁ ,
୧୦୬ : କୁକୁମା ସାନ ପାର୍ଟି, ସ୍ଥାନ – ଗୁଣ୍ଡିବିରା,
୧୦୭ : ଭାଟକୁମରଡା ପାର୍ଟି, ସ୍ଥାନ – ବ୍ରହ୍ମପୁର ସୁରଜ ବିହାର, ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୧୦୮ : କୁଲାଙ୍ଗି ପାର୍ଟି, ସ୍ଥାନ – ବାଘୁଆପଲ୍ଲୀ , ନାଟକ – କାହାଣୀ କାନ୍ଦୁଛି ଆଖି ଲୁଚାଇ,
୧୦୯ : ଦିତୀୟ ଧର୍ମ ପୁର ପାର୍ଟି, ସ୍ଥାନ - ଗାନ୍ଧୀ ଛକ ,
୧୧୦ : ଶ୍ରୀରଙ୍ଗରାଜପୁର ପାର୍ଟି, ସ୍ଥାନ –
୧୧୧ : ରାଳବ ପାର୍ଟି, ସ୍ଥାନ – ରାଳବ ,
୧୧୨ : ସାତ ଭଉଣୀଙ ଖାରବେଳ ନଗର ( ବ୍ରଜ ନଗର ) ପାର୍ଟି, ସ୍ଥାନ - ଜ୍ୟୋତି ନଗର ୩ ଲାଇନ,
୧୧୩ : ଡି ପାଟପୁର ପାର୍ଟି, ସ୍ଥାନ – ଶକ୍ତି ନଗର,
୧୧୪ : ଅନ୍ତରବାଟିଆ ପାର୍ଟି, ସ୍ଥାନ – ଆଙ୍କୁଲି,
୧୧୫ : ଖଜୁରିପଲ୍ଲୀ ପାର୍ଟି, ସ୍ଥାନ – ନାଡିଗାଁ, ନାଟକ – ରାମାୟଣ ,
୧୧୬ : ଟିକରପଡା ପାର୍ଟି, ସ୍ଥାନ - ବାଲିପଡା, ନାଟକ – ଦଣ୍ଡ ବିଧାନ,
୧୧୭ : ହାଟ ଆମ୍ବପୁଆ ପାର୍ଟି, ସ୍ଥାନ – ଘୋଡା ପ୍ରାଣୀ,
୧୧୮ : ଚୁଡଙ୍ଗପୁର ପାର୍ଟି, ସ୍ଥାନ – ହାଟପଦା,
୧୧୯ : ଗାଲେରୀ ପାର୍ଟି, ସ୍ଥାନ – ସାମରଡା
୧୨୦ : ନାରୀଗୋଛା ପାର୍ଟି, ସ୍ଥାନ - ବ୍ରାହ୍ମଣପଦା , ନାଟକ – ମହାଭାରତ ,
୧୨୧ : ଜୟନଗର ପାର୍ଟି, ସ୍ଥାନ – ପୋଡାମାରି , ନାଟକ – ସ୍ଵାମୀ ପାଇଁ ପଛେ ନର୍କ କୁ ଯିବି,
୧୨୨ : କାନକୁଟୁରୁ ପାର୍ଟି, ସ୍ଥାନ –
୧୨୩ : ପଳାସପୁର ପାର୍ଟି, ସ୍ଥାନ - ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ, ନାଟକ – କହିବାକୁ ଲାଜ ଶୁଣିଲେ ପାପ,
୧୨୪ : ରାଉତି ପାର୍ଟି, ସ୍ଥାନ – ପଞ୍ଚୁଭୁତି, ନାଟକ – କାହାଣୀ କାନ୍ଦୁଛି ଆଖି ଲୁଚାଇ,
୧୨୫ : ନିଜ ଗାଁ ମନୋହରା ପାର୍ଟି, ସ୍ଥାନ –
୧୨୬ : ଲକୋକଲୁଣ୍ଡା ପାର୍ଟି, ସ୍ଥାନ – ବେଲଗୁଣ୍ଠା ନିଗମାନନ୍ଦ ନଗର, ନାଟକ – କିଏ କାନ୍ଦି ନାହିଁ ହାତ ଟେକ,
୧୨୭ : ଗହଙ୍ଗୁ ପାର୍ଟି, ସ୍ଥାନ – ଗହଙ୍ଗୁ ପାଟଣା,
୧୨୮ : ସାଳବଣ ପାର୍ଟି, ସ୍ଥାନ –ପୁସ୍ତପୁର , ନାଟକ – ଛାତିରେ ଲାଗିଛି ତୋରି ନାଁ,
୧୨୯ : ସୀତା ନଗର ପାର୍ଟି, ସ୍ଥାନ – ଗଞ୍ଜାମ
୧୩୦ : ଏକବାର ପାର୍ଟି, ସ୍ଥାନ – ବ୍ରାହ୍ମଣ ପଦର,
୧୩୧ : ପାଣିଗ୍ରାହୀ ପେଣ୍ଠ ପାର୍ଟି, ସ୍ଥାନ – ଭେଙ୍କେଟେଶ୍ୱର ମନ୍ଦିର,
୧୩୨ : ଖଣ୍ଡି ଦେଉଳି ପାର୍ଟି, ସ୍ଥାନ – ହିଣ୍ଡୁଳା , ପୌରାଣିକ ନାଟକ,
୧୩୩ : ଡି ପାଟପୁର ପାର୍ଟି, ସ୍ଥାନ – ଶକ୍ତି ନଗର,
୧୩୪ : ଟିକରପଡା ପାର୍ଟି, ସ୍ଥାନ – ବାଲିପଡା , ଦଣ୍ଡ ବିଧାନ,
୧୩୫ : କଲରା ପଦର ପାର୍ଟି, ସ୍ଥାନ – ଗୈତମୀ ,
୧୩୬ : ସାନ କୁସୁମୀ ପାର୍ଟି, ସ୍ଥାନ – ଲାଞ୍ଜିପଲ୍ଲୀ ଦିପ ସାହି,
୧୩୭ : ଚୈତନ୍ୟ ପଡ଼ା ପାର୍ଟି, ସ୍ଥାନ – ଲାଞ୍ଜିପଲ୍ଲୀ,
୧୩୮ : ଶକ୍ତି ନଗର ପାର୍ଟି, ସ୍ଥାନ – ରେଡ଼ିଓ ଷ୍ଟେସନ,
୧୩୯ : ମାଳ ତେନ୍ତୁଳିଆ ପାର୍ଟି, ସ୍ଥାନ – ଶାସନ ,
୧୪୦ : ରାଳବ ପାର୍ଟି, ସ୍ଥାନ – ବାଳକୃଷ୍ଣ ପୁର,
୧୪୧ : କାଳିମେଘି ପାର୍ଟି, ସ୍ଥାନ – ଶୋଳଘର ,ନାଟକ – ଗୁମୁରି ଗୁମୁରି କାହାଣୀ କାନ୍ଦେ,
୧୪୨ : ହଂସତୁଳି ପାର୍ଟି, ସ୍ଥାନ – ସାଲବଣ ,

12/04/2025

Nua ranga nua rupare sarbamangala gananatya kabisuryanagar

11/04/2025

Address

Kabisurya Nagar
Boirani
761104

Alerts

Be the first to know and let us send you an email when Discover Kabisurya Nagar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Discover Kabisurya Nagar:

Share