Nandighosha TV

Nandighosha TV Nandighosha TV is Odisha's wheel of trust and truth delivering local, national and international news across broadcast and digital platforms.

15/01/2025

ଅସ୍ତରଙ୍ଗ ଥାନା ମାଣ୍ଡୁକି କଳ ଘର ଛକ ନିକଟରେ ଚୋରା ମଦ କାରବାରକୁ ମହିଳାଙ୍କ ବିରୋଧ। ବାରମ୍ବାର ବାଣ ସତ୍ତ୍ବେ ମଦ ବ୍ୟବସାୟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବ୍ୟବସାୟୀ ଦୋକାନରେ ଭଙ୍ଗା ରୁଜା ସହ ପୋଡାଜଳା କରିଛନ୍ତି।

15/01/2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କଲେ ସଂସଦୀୟ ପଛୁଆ ବର୍ଗ କଲ୍ୟାଣ କମିଟି । ସାଂସଦ ଗଣେଶ ସିଂହଙ୍କ ଅଧ୍ୟକ୍ଷତାରେ ଏହି କମିଟି ଷ୍ଟଡି ଟୁରରେ ରହିଛନ୍ତି । ଶ୍ରୀମନ୍ଦିର ଦର୍ଶନ ପରେ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି କମିଟିର ସମସ୍ତ ସଦସ୍ୟ ।

15/01/2025

#ହନ୍ତସନ୍ତ_ଚାଷୀ
ଧାନ ବିକ୍ରି ପାଇଁ ମୁଣ୍ଡିକୁ ଧାନ ଆଣି ହନ୍ତସନ୍ତ ହେଲେ ଚାଷୀ। ସକାଳୁ ଆସି ରାତି ହେଲା। ହେଲେ ଧାନ ଉଠିପାରିଲା ନାହଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଧନେଶ୍ଵର ସେବା ସମବାୟ ସମିତିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

15/01/2025

BMCର ହ୍ଵାଟ୍ସଆପ୍ ଚାର୍ଟବୋଟ୍ । ନାଗରିକଙ୍କ ସମସ୍ୟାର ହେବ ସହଜ ସମାଧାନ। ଇଣ୍ଡସଇଣ୍ଡ ବ୍ୟାଙ୍କ ସହ BMCର ଏମଓୟୁ ସ୍ବାକ୍ଷରିତ ହୋଇଛି। ନାଗରିକଙ୍କ ସମସ୍ତ ସମସ୍ୟାର ସମାଧାନ ହାତ ପାଆନ୍ତାରେ କରିବା ପାଇଁ ବିଏମସି ଆପଣାଇବ ନୂତନ ପଦ୍ଧତି ।

15/01/2025

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହେଲେ ଯୁବତୀ। ଘରକୁ ନଫେରିବାରୁ ଏନେଇ ଥାନାରେ ମାମଲା ରୁଜୁ କରାଗଲା। ଅନ୍ୟପଟେ ଏହି ଘଟଣାରେ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନ ଉଠାଇଛି ଭୀମ୍ ଆର୍ମି। ପୀଡ଼ିତାଙ୍କ ଚିକିତ୍ସା ବ୍ୟବସ୍ଥା ଠିକ ଭାବରେ କରାଯାଉ ବୋଲି ଏସ.ପି ଅଫିସରେ ଦ୍ୱାରସ୍ଥ ହୋଇ ଦାବି କରିଛି ଭୀମ ଆର୍ମି।

15/01/2025

ଭୁବନେଶ୍ଵର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଳୀଳ ନାଚ। ୬ଟି ଯାତ୍ରା କମିଟିଙ୍କ ସହିତ କମିଶନରେଟ ପୋଲିସର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ମାଘ ମାସରେ ଖଣ୍ଡଗିରି ମେଳା ହୋଇଥାଏ। ଏଥର ଅଶ୍ଳୀଳ ନୃତ୍ୟକୁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

15/01/2025

ଏଥର କୁମ୍ଭମେଳାର କିଛି ଝଲକ

15/01/2025

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପରାଗାଁ ପାଣିଟାଙ୍କି ନିକଟରେ ଦୁର୍ଘଟଣା। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୩ ଜଣ ଗୁରୁତର ଅଛନ୍ତି।

15/01/2025

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆଇଆଇଟି ବାବା କିଏ ? ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ବିଜୁଳି ସ୍ମାର୍ଟ ମିଟର ପ୍ରସଙ୍ଗରେ ଗର୍ଜିଲା ଆପ୍
15/01/2025

ବିଜୁଳି ସ୍ମାର୍ଟ ମିଟର ପ୍ରସଙ୍ଗରେ ଗର୍ଜିଲା ଆପ୍

ନନ୍ଦିଘୋଷ ବ୍ୟୁରୋ: ସ୍ମାର୍ଟ ମିଟର ଲଗାଇବା ଓ ୩ ଶହ ୟୁନିଟ ବିଜୁଳି ମାଗଣା ପ୍ରଦାନ ନେଇ ବିଜେପିକୁ ଜବାବ ମାଗିଛି ଆମ୍ ଆଦମୀ ପାର୍ଟି.....

15/01/2025

୩ ଦିନ କାହିଁକି ଉପବାସରେ ରହିଲେ ଲିଙ୍ଗରାଜ ? ଶୁଣନ୍ତୁ କଣ କହୁଛନ୍ତି ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ

15/01/2025

ଲିଙ୍ଗରାଜଙ୍କ ଉପାସ ପାଇଁ ଦାୟୀ କିଏ ? ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ସଚ୍ଚିକାନ୍ତ ପୂଜାପଣ୍ଡା

15/01/2025

ଖଣ୍ଡଗିରିକୁ ଆଇଟମ୍ ଗାର୍ଲ ମନା ...

15/01/2025

ଅଫିସରେ ପଶି ବିଜେପି ନେତାଙ୍କ ଦାଦାଗିରି...

15/01/2025

କଣାସ ଝାଡ଼ାବାନ୍ତି ନେଲାଣି ୨ ଜୀବନ ...

15/01/2025

#ରାଜ୍ୟ_ସରକାରଙ୍କ_ଉପରେ_ଗର୍ଜିଲା_ଆପ
ସ୍ମାର୍ଟ ମିଟର ଲଗାଇବା ଓ ୩୦୦ ୟୁନିଟ୍ ବିଜୁଳି ମାଗଣା ପ୍ରଦାନ ନେଇ ବିଜେପିକୁ ଜବାବ ମାଗିଲା ଆମ୍ ଆଦମୀ ପାର୍ଟି ।

15/01/2025

#ଗାଜା_ଉପରେ_ଆକ୍ରମଣ
#୬୦ରୁ_ଅଧିକ_ମୃତ
ମଧ୍ୟପ୍ରାଚ୍ୟର ଶାନ୍ତି ପ୍ରକ୍ରିୟାକୁ ବଡ଼ ଝଟକା। କିଛି ଦିନ ହେଲା ଯୁଦ୍ଧ ବିରତି ନେଇ ହମାସ ଓ ଇସ୍ରାଏଲ ମଧ୍ୟରେ ଯେଉଁ କଥାବାର୍ତ୍ତା ଚାଲିଥିଲା, ତାକୁ ଲାଗିଛି ଧକ୍କା। କାରଣ ଆଜି ବି ଗାଜା ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଏଥିରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

Address

DN Regalia Road, Kalinga Vihar
Bhubaneswar
751019

Alerts

Be the first to know and let us send you an email when Nandighosha TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nandighosha TV:

Videos

Share

Nandighosha TV | 24x7 News Channel

Nandighosha TV is one of the leading Odia Satellite Channels. Unbiased news reporting is our Motto. We are true to our tagline, “Aame Kahu Apanka Katha”. Search for any Info on Odisha and find it here.