କବି ବିଷ୍ଣୁସେଠୀଙ୍କ ପ୍ରତିଷ୍ଠିତ ତ୍ରୈମାସିକ ପତ୍ରିକା "ଘାସଫୁଲ"ର ଶୁଭ ଉନ୍ମୋଚନ
ପୁଅର ମୃତ୍ୟୁ ପରେ ସାଇତା ସ୍ମୃତିକୁ ମନେ ପକେଇ ପୁଅକୁ ହରାଇ ସଚେତନତା କରାଇବା ଲକ୍ଷରେ ଗୀତ ଲେଖୁଥିଲେ ମା' । ଏନେଇ ଏବେ ଇଣ୍ଡିଆ ବୁକ ଅଫ ରେକର୍ଦ୍ଧରେ ସ୍ଥାନ ପାଇଲେ ମାଆ ସୁଜାତା ଖଟୁଆ l ଯାହାକୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା ଜୋର ଧରିଛି l
ଭଡା ଘରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ l
ବିଲ ପାସକୁ ନେଇ ଭଦ୍ରକ ମୁନ୍ସୀପାଲିଟିରେ ପଡିଥିଲା ଚାବି ,ଆଉ ତା ପରେ.....
ଡ଼. ବଳରାମ ମିଶ୍ରଙ୍କ ଲିଖିତ ବିବିଧ ବୀକ୍ଷା ଓ ଚାଇ ଲେଉଟାଣୀ ଲୋକାର୍ପିତ
RDS Dance ସ୍କୁଲର ବାର୍ଷିକ ଉତ୍ସବ
ଆଜି ଦେଶ ପାଇଁ ଏକ ଐତିହାସିକ ଦିନ
୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇ ମାମଲାରେ ଭଦ୍ରକର ୬ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ l
T20 ବିଶ୍ୱକପ ଭାରତର ବିଜୟ ପାଇଁ କ୍ରିକେଟ ପ୍ରେମୀ ଉତ୍ସାହିତ ; ପୂଜାର୍ଚ୍ଚନା କଲେ କ୍ରିକେଟ ପ୍ରେମୀ
କେବେ ହେବ ଭଦ୍ରକରେ ବିଶ୍ୱବିଦ୍ୟାଳୟ
ଫାର୍ମ ହାଉସରୁ ଜବତ ହେଲା ୧କୁଇଣ୍ଟାଲ ୬୦କିଲୋ ଗଞ୍ଜେଇ, ବାପା -ପୁଅ ଗିରଫ
ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି ସ୍ୱାଗତିକା ଦାସ l ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ଦୁର୍ଗା ଶଙ୍କର ଦାସ ଫଳାଫଳ ପୁସ୍ତକ ଉନ୍ମୋଚନ କରିଛନ୍ତି l
ଆମକୁ ସ୍ଥାୟୀ ପଟା ଦିଅ l ୨୫ ବର୍ଷ ହେଲା ଦୌଡିଲୁଣି, ଆଉ କେତେ ଦିନ ଦୌଡ଼ିବୁ l ଏଭଳି କିଛି ଅଭିଯୋଗ ନେଇ ଆଜି ଭଦ୍ରକ ଚରମ୍ପା ଅଞ୍ଚଳର ବହୁ ଆଦିବାସୀ ସମ୍ପ୍ରଦାୟର ଲୋକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l
ଆମ ୱାର୍ଡରେ କାମ ହୋଇଥିବା କୌଣସି ବିଲ ପାସ କରୁନାହିଁ ଭଦ୍ରକ ପୌରପାଳିକା : କଂଗ୍ରେସ କାଉନସିଲର
ଇନଡୋର ଷ୍ଟାଡିୟମକୁ ନେଇ ଖୁସି ବ୍ୟକ୍ତ କଲେ ବିଧାୟକ ସଂଜୀବ ମଲ୍ଲିକ l
ଭଦ୍ରକ : ବିଧାୟକ ସଂଜୀବଙ୍କୁ ଶୁଭେଚ୍ଛା
ଯାତ୍ରା ରାଜନନ୍ଦିନୀର ଆଖଡ଼ା ପୂଜା
ଭଦ୍ରକ : ରଜ ମହୋତ୍ସବ ପରେ ବିଦାୟ ନେଲେ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା
ଭଦ୍ରକ : ଦୀର୍ଘ ୪ ବର୍ଷ ପରେ ଖୋଲିଲା ବସ ଆସୋସିଏସନ କାର୍ଯ୍ୟାଳୟ, ଖୁସିରେ ଝୁମିଲେ କର୍ମଚାରୀ l