The Politics

The Politics Mobile first, digital media platform to consume, share and discover content on the go. More about us

14/01/2025


ଦିଲ୍ଲୀ ଲଢେଇରେ ବୈଜୟନ୍ତ ସେନାପତି I କେଜ୍ରିଓ୍ବାଲଙ୍କ ରଣନୀତିକୁ ଭେଦ କରିପାରିବ ବିଜେପି ? I

14/01/2025


ସବୁଠୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର । ସମ୍ପୁର୍ଣ୍ଣ ପୋଡକାଷ୍ଟ ଦେଖିବା ପାଇଁ କ୍ଲିକ୍ କରନ୍ତୁ https://www.youtube.com/watch?v=dbRh_KLtaZQ

 ଦିଲ୍ଲୀ ଲଢେଇରେ ବୈଜୟନ୍ତ ସେନାପତି I କେଜ୍ରିଓ୍ବାଲଙ୍କ ରଣନୀତିକୁ ଭେଦ କରିପାରିବ ବିଜେପି ? I ଆଜି ରାତି ୮ଟାରେ
14/01/2025


ଦିଲ୍ଲୀ ଲଢେଇରେ ବୈଜୟନ୍ତ ସେନାପତି I କେଜ୍ରିଓ୍ବାଲଙ୍କ ରଣନୀତିକୁ ଭେଦ କରିପାରିବ ବିଜେପି ? I ଆଜି ରାତି ୮ଟାରେ

ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ଠାରେ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
14/01/2025

ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ଠାରେ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
13/01/2025

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

11/01/2025


ଦିଲ୍ଲୀ ନିର୍ବାଚନ, କେଜ୍ରିଓ୍ବାଲଙ୍କ ବଡ଼ ପ୍ଲାନ୍ I ଆପ୍‌କୁ ଇଣ୍ଡି ମେଣ୍ଟ ସହଯୋଗୀଙ୍କ ସମର୍ଥନ I

 ଦିଲ୍ଲୀ ନିର୍ବାଚନ, କେଜ୍ରିଓ୍ବାଲଙ୍କ ବଡ଼ ପ୍ଲାନ୍ I ଆପ୍‌କୁ ଇଣ୍ଡି ମେଣ୍ଟ ସହଯୋଗୀଙ୍କ ସମର୍ଥନ I ଆଜି ରାତି ୯ଟା ୪୫ରେ
11/01/2025


ଦିଲ୍ଲୀ ନିର୍ବାଚନ, କେଜ୍ରିଓ୍ବାଲଙ୍କ ବଡ଼ ପ୍ଲାନ୍ I ଆପ୍‌କୁ ଇଣ୍ଡି ମେଣ୍ଟ ସହଯୋଗୀଙ୍କ ସମର୍ଥନ I ଆଜି ରାତି ୯ଟା ୪୫ରେ

11/01/2025

🔥ପଚାରୁଛି ଓଡ଼ିଶା 🔥
ବିଜେଡିର ଗର୍ଜନ ଛାନିଆ ମୋହନ ସରକାର

ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳ ଅନେକ ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ କାରଣରୁ ଆଜି ସ୍ୱତନ୍ତ୍ର ପରିଚୟ ପାଇଛି । ଏହି ପରିଚୟକୁ ଆହୁରି ବ୍ୟାପ...
11/01/2025

ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳ ଅନେକ ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ କାରଣରୁ ଆଜି ସ୍ୱତନ୍ତ୍ର ପରିଚୟ ପାଇଛି । ଏହି ପରିଚୟକୁ ଆହୁରି ବ୍ୟାପକ କରିବା ପାଇଁ ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଖେଳ ଏବଂ ଶିଳ୍ପାୟନର ବିକାଶ କରିବା ପାଇଁ ଯୋଜନା କରିବାକୁ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

10/01/2025

🔥ପଚାରୁଛି ଓଡ଼ିଶା 🔥
ମନ୍ତ୍ରୀ କହୁଛନ୍ତି ଆଳୁ କେଜି ୨୦ରେ ମିଳୁଛି

ପ୍ରବାସୀ ଭାରତୀୟ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
10/01/2025

ପ୍ରବାସୀ ଭାରତୀୟ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବୈଦଶିକ ବ୍ୟାପର ମନ୍ତ୍ରୀ ଏସ୍‌.ଜୟଶଙ୍କର, କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ମୁ...
08/01/2025

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବୈଦଶିକ ବ୍ୟାପର ମନ୍ତ୍ରୀ ଏସ୍‌.ଜୟଶଙ୍କର, କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଆରମ୍ଭ କରିଛନ୍ତି ।

08/01/2025

ଆସନ୍ତୁ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା : ମୋହନ ମାଝୀ , ମୁଖ୍ୟମନ୍ତ୍ରୀ

 ଏଥର ପଲଟିକ୍ସ ପୋଡକାଷ୍ଟରେ RTI activists ପ୍ରଦୀପ ପ୍ରଧାନ I ଶୁକ୍ରବାର ସକାଳ ୧୦ଟାରେ
08/01/2025


ଏଥର ପଲଟିକ୍ସ ପୋଡକାଷ୍ଟରେ RTI activists ପ୍ରଦୀପ ପ୍ରଧାନ I ଶୁକ୍ରବାର ସକାଳ ୧୦ଟାରେ

08/01/2025

🔥ପଚାରୁଛି ଓଡ଼ିଶା 🔥
ମୁଖ୍ୟମନ୍ତ୍ରୀ କିଏ ? ମୋହନ ମାଝୀ ନା ନବୀନ ପଟ୍ଟନାୟକ ?

08/01/2025

#ରାଜଧାନୀରେ_ବୀଭତ୍ସ_ହତ୍ୟା
ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ । ବାଇକ୍‌ରେ ଗୋଡେଇ ଗୋଡେଇ ନିର୍ମମ ଭାବେ ହତ୍ୟା କରାଯାଇଛି

07/01/2025

🔥ପଚାରୁଛି ଓଡ଼ିଶା 🔥
ପୁରୁଣା ଫର୍ମୁଲାରେ ନବୀନଙ୍କ ବ୍ରିଗେଡିୟର I ଫୁଲ୍ ଜୋସ୍’ରେ ବିଜେଡି, ଟେଷ୍ଟ ମ୍ୟାଚ୍’ରେ ହାଟ୍ରିକ୍ I

🔥ପଚାରୁଛି ଓଡ଼ିଶା 🔥ପୁରୁଣା ଫର୍ମୁଲାରେ ନବୀନଙ୍କ ବ୍ରିଗେଡିୟର I ଫୁଲ୍ ଜୋସ୍’ରେ ବିଜେଡି, ଟେଷ୍ଟ ମ୍ୟାଚ୍’ରେ ହାଟ୍ରିକ୍ I ଆଜି ରାତି ୧୦ଟା ୩୦ର...
07/01/2025

🔥ପଚାରୁଛି ଓଡ଼ିଶା 🔥
ପୁରୁଣା ଫର୍ମୁଲାରେ ନବୀନଙ୍କ ବ୍ରିଗେଡିୟର I ଫୁଲ୍ ଜୋସ୍’ରେ ବିଜେଡି, ଟେଷ୍ଟ ମ୍ୟାଚ୍’ରେ ହାଟ୍ରିକ୍ I ଆଜି ରାତି ୧୦ଟା ୩୦ରେ

Address

Bhubaneswar
751020

Alerts

Be the first to know and let us send you an email when The Politics posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Politics:

Videos

Share