Mamita maye

Mamita maye Contact information, map and directions, contact form, opening hours, services, ratings, photos, videos and announcements from Mamita maye, Bhubaneswar.

ସମୟ ସମସ୍ତ ଙ୍କୁ  ମିଳି ଥାଏ , ନିଜ ଜୀବନ କୁ ବଦଳେଇ ବାପାଇଁ କିନ୍ତୁ ଜୀବନ କାହାକୁ ମିଳେ ନାହିଁ ସମୟ କୁ ବଦଳେଇ ପାଇଁ 💞💞💞💞
22/12/2024

ସମୟ ସମସ୍ତ ଙ୍କୁ ମିଳି ଥାଏ , ନିଜ ଜୀବନ କୁ ବଦଳେଇ ବା
ପାଇଁ କିନ୍ତୁ ଜୀବନ କାହାକୁ ମିଳେ ନାହିଁ ସମୟ କୁ ବଦଳେଇ ପାଇଁ 💞💞💞💞

ସମ୍ପର୍କ ନିଜ ଇଛା  ରେ ଯୋଡ଼ି ହୋଇନଥାଏ କାହିଁକି ନା ଆପୋଣ କେବେ କଉଠି କାହାକୁ ଭେଟିବେ ସେଇଟା କେବଳ ଉପର ବାଲା ହିଁ ଠିକ୍ କରି ଥାଏ 💞💞💞💞
22/12/2024

ସମ୍ପର୍କ ନିଜ ଇଛା ରେ ଯୋଡ଼ି ହୋଇନଥାଏ କାହିଁକି ନା
ଆପୋଣ କେବେ କଉଠି କାହାକୁ ଭେଟିବେ ସେଇଟା କେବଳ ଉପର ବାଲା ହିଁ ଠିକ୍ କରି ଥାଏ 💞💞💞💞

ଭଲ ପାଉ ଥିବା ମଣିଷ ତ ସମସ୍ତଙ୍କୁ  ମିଳେ  କିନ୍ତୁ ବୁଝି ପାରୁ ଥିବା ଆଉ ବୁଝେଇ ପାରୁ ଥିବା ମଣିଷ  ଟି ବହୁତ କମ୍ ଜଣଙ୍କୁ ମିଳେ  ଯେମିତ ମୋ ପାଇ...
22/12/2024

ଭଲ ପାଉ ଥିବା ମଣିଷ ତ ସମସ୍ତଙ୍କୁ ମିଳେ କିନ୍ତୁ
ବୁଝି ପାରୁ ଥିବା ଆଉ ବୁଝେଇ ପାରୁ ଥିବା ମଣିଷ ଟି ବହୁତ
କମ୍ ଜଣଙ୍କୁ ମିଳେ ଯେମିତ ମୋ ପାଇଁ ତମେ 💞💞💞💞

ହୁଦୟରୁ ଭଲ ପାଉଛି  ହୁଦୟରୁ  ହିଁ ନିଭାଇବି ଯେତେ ଦିନ ଯାଏ ଏଇ ହୁଦୟ ରେ ଜୀବନ ଅଛି କେବଳ ତମକୁ ହିଁ ଚାହୁ ଥିବି 💞💞💞💞
22/12/2024

ହୁଦୟରୁ ଭଲ ପାଉଛି ହୁଦୟରୁ ହିଁ ନିଭାଇବି

ଯେତେ ଦିନ ଯାଏ ଏଇ ହୁଦୟ ରେ ଜୀବନ ଅଛି କେବଳ

ତମକୁ ହିଁ ଚାହୁ ଥିବି 💞💞💞💞

ବଞ୍ଚିବା ପାଇଁ  perfect  ମଣିଷ ଦରକାର ନାହିଁ  ଏହି ପରି ଜଣେ ମଣିଷ ଦରକାର ଯିଏ Respect ଆଉ care କରୁ ଥିବ  ଯେମିତି ତମେ ମୋ ପାଇଁ 💞💞💞💞
22/12/2024

ବଞ୍ଚିବା ପାଇଁ perfect ମଣିଷ ଦରକାର ନାହିଁ
ଏହି ପରି ଜଣେ ମଣିଷ ଦରକାର ଯିଏ Respect ଆଉ care କରୁ ଥିବ ଯେମିତି ତମେ ମୋ ପାଇଁ 💞💞💞💞

Good evening ❤️❤️❤️❤️
21/12/2024

Good evening ❤️❤️❤️❤️

01/12/2024
24/10/2024

Address

Bhubaneswar

Website

Alerts

Be the first to know and let us send you an email when Mamita maye posts news and promotions. Your email address will not be used for any other purpose, and you can unsubscribe at any time.

Videos

Share