Odisha365

Odisha365 Odisha 365 Channel Ollywood 365
(3)

https://youtu.be/Enuc5_ziaWUମହାଶିବରାତ୍ରି ଅବସରରେ ଆମର ସ୍ଵତନ୍ତ୍ର ଉପସ୍ଥାପନା, ନିଜେ ଦେଖିବା ସହ ଆପଣଙ୍କ ପ୍ରିୟଜନଙ୍କୁ ପଠାଇଦେବେ।
08/03/2024

https://youtu.be/Enuc5_ziaWU

ମହାଶିବରାତ୍ରି ଅବସରରେ ଆମର ସ୍ଵତନ୍ତ୍ର ଉପସ୍ଥାପନା, ନିଜେ ଦେଖିବା ସହ ଆପଣଙ୍କ ପ୍ରିୟଜନଙ୍କୁ ପଠାଇଦେବେ।

ବର୍ଷ ସାରା କେତକୀ ଫୁଲ କାହିଁକି ପୂଜା ହୁଏ ନାହିଁ ?Why Ketaki Flower Is Offered To Lord Shiva Only On Mahashivratri ଆଜି ଏକମାତ୍ର ଦିନ ଯେବେ ଭଗବାନ ଶିବଙ୍କୁ ଚଢ଼ାଯାଏ କେ...

https://youtu.be/bzFp6UtQXrgଫୁଲ ମାନଙ୍କ ଭିତରେ ସତୀ କିଏ?କେତକୀ ଫୁଲରେ କାହିଁକି ଭଅଁର ବସେ ନାହିଁ?ମହାଶିବରାତ୍ରି ଅବସରରେ ଆମର ସ୍ଵତନ୍ତ୍...
08/03/2024

https://youtu.be/bzFp6UtQXrg

ଫୁଲ ମାନଙ୍କ ଭିତରେ ସତୀ କିଏ?
କେତକୀ ଫୁଲରେ କାହିଁକି ଭଅଁର ବସେ ନାହିଁ?

ମହାଶିବରାତ୍ରି ଅବସରରେ ଆମର ସ୍ଵତନ୍ତ୍ର ଉପସ୍ଥାପନା, ଆପଣଙ୍କ ପ୍ରିୟଜନଙ୍କୁ ପଠାଇଦେବେ।

#ମହାଶିବରାତ୍ରି #ଶିବରାତ୍ରି

Shivaratri Special VideoThe Scientific Significance of MahashivaratriDr. Ashutosh Prasad MishraOdisha 365କେତକୀ ଫୁଲ ଘରେ ରଖିଲେ ତା’ର ସୁଗନ୍ଧରେ ଦୃଷ୍ଟି ଶକ୍ତି ବର୍ଦ୍...

https://youtu.be/bmkHyO_qJpUମା' ବିଶ୍ୱେଶ୍ୱରୀଙ୍କ ମହିମା
07/03/2024

https://youtu.be/bmkHyO_qJpU

ମା' ବିଶ୍ୱେଶ୍ୱରୀଙ୍କ ମହିମା

ମାଟି ତଳୁ ଖୋଳା ହୋଇ ବାହାରିଲେ ମା' ବିଶ୍ୱେଶ୍ୱରୀ ମା'ଙ୍କୁ ପଣା ଭୋଗରେ ହୁଏ ରୋଗ ନିବାରଣ |ମା' ବିଶ୍ଵେଶ୍ଵରୀଙ୍କ ମହିମା ଶୁଣିଲେ ଆପଣ ବ.....

https://youtu.be/eDav8AYoFdgDaily Morning Prayer
18/12/2023

https://youtu.be/eDav8AYoFdg

Daily Morning Prayer

ଆପଣଙ୍କର ସବୁ କାମରେ ବାଧା ଉପୁଜୁଛି କି ?କୌଣସି କାମ ଆରମ୍ଭ କଲା ପରେ ନିର୍ବିଘ୍ନରେ ସମାପିତ ହେଉ ନାହିଁ କି ?କାମ ସମାପ୍ତ ହେବ ପୂର୍ବରୁ...

https://youtu.be/3BRItKDuYKEWatch & Share
26/11/2023

https://youtu.be/3BRItKDuYKE

Watch & Share

a special programme of 2010 ON THE OCCASION OF KARTIKA PURNIMA_-_-_-_-_-_-_-_-_-_-_-_-_ ...

18/11/2023

Juhar ଭାଇ ଆମେ ଅଲଗା ହେବାନି Jay Jagannath | Dr. Ashutosh Prasad Mishra | Odisha 365
-----------
ବର୍ତ୍ତମାନ ସମୟରେ ଓଡ଼ିଶା ବିଭାଜନ ବା ନୂତନ କୋଶଳ ରାଜ୍ୟ ଗଠନ ନେଇ,
ଯେଉଁ ବିବାଦ ସୃଷ୍ଟି ହେଇଛି, ସେହି ପରିପେକ୍ଷୀରେ ଆମର
ଏକ ସ୍ୱତନ୍ତ୍ର ଉପସ୍ଥାପନା "ଭାଇ ଆମେ ଅଲଗା ହେବାନି"
ସମଗ୍ର ଓଡ଼ିଶାବାସୀ ଏହି ଭିଡ଼ିଓଟି ଠାରେ ଦେଖନ୍ତୁ ଆଉ
ନିଜର ମତାମତ ରଖିବା ସହ ରାଜ୍ୟ ବିଭାଜନ ଭଳି ବିବାଦ ଠାରୁ
ଦୁରେଇ ରହିବ ପାଇଁ ଆମର ନିବେଦନ |
ସମଗ୍ର ଓଡ଼ିଶାବାସୀଙ୍କୁ ଏକତ୍ରିତ କରି ରଖିବା ପାଇଁ ଆମର ଏକ ଛୋଟ ପ୍ରୟାସ
ଆଶା ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିବ |
--------------------------------------------
Dr. Ashutosh Prasad Mishra
Jagannath Mahima
Odisha 365
--------------------------------------------

15/11/2023

ମାମୁ ନାହାନ୍ତି
I have Many Uncle But No Mamu

Baishnaba Charan Mohanty
Samaj O Sanskruti
Odisha 365

04/10/2023

ବାଲେଶ୍ୱର, ସୋରୋ'ର ଉପେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଆଜିର " ଅଭୁଲା ସ୍ମୃତି "

ଉପେନ୍ଦ୍ର ଅନ୍ତଃସ୍ୱର | Abhula Smruti | Baishnaba Charan Mohanty | Odisha 365 | Upendra Antahswara | SORO | Balasore

03/10/2023

ଜଗନ୍ନାଥଙ୍କୁ ପାଇବା କେମିତି ?
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Ashutosh Prasad Mishra

https://youtu.be/V-fvwzglvGYଯେମିତି ଇଂରାଜୀରେ father's day mother's day valentine's day ଆଦି ପାଳନ ହେଉଛି, ଏବେ ଆସନ୍ତୁ ଆମେ ଓଡ଼...
05/07/2023

https://youtu.be/V-fvwzglvGY

ଯେମିତି ଇଂରାଜୀରେ father's day mother's day valentine's day ଆଦି ପାଳନ ହେଉଛି, ଏବେ ଆସନ୍ତୁ ଆମେ ଓଡ଼ିଆରେ ସବୁ ଡେ ପାଳନ କରିବା, କିନ୍ତୁ ଓଡ଼ିଆରେ ଡେ ଗୁଡ଼ିକ ସମାନ ତାରିଖରେ ନପଡ଼ି ସମାନ ତିଥି ଅନୁସାରେ ପଡ଼ିଥାଏ। ଯାହା ଦ୍ଵାରା ଆମର ଲୋକମାନେ ସବୁ ତିଥି ନକ୍ଷତ୍ର ବିଷୟରେ ଜାଣିବା ସହିତ ଏହାର ମହତ୍ତ୍ଵ ସମ୍ପର୍କରେ ଜାଣି ପାରିବେ।

ଆଶା ଏହି କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିବ ଓ ଆମ ସମାଜ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ସହାୟକ ହେବ। ଏହାକୁ ଅଧିକରୁ ଅଧିକ ସେୟାର କରି ପ୍ରତ୍ୟେକ ଓଡିଆଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି ଆମର ନିବେଦନ।

https://youtu.be/xe6pbIfEbNUଅନନ୍ୟ ସେ ମହାପ୍ରଭୁଙ୍କ ଲୀଳା ଧନ୍ୟ ସେ ଓଡ଼ିଆ ଜାତି, ଯିଏ ତାର କିଛି ଅସୁବିଧା ହେଲେ ହାତ ଟେକି ଦିଏ ମହାପ୍ରଭ...
30/06/2023

https://youtu.be/xe6pbIfEbNU
ଅନନ୍ୟ ସେ ମହାପ୍ରଭୁଙ୍କ ଲୀଳା
ଧନ୍ୟ ସେ ଓଡ଼ିଆ ଜାତି, ଯିଏ ତାର କିଛି ଅସୁବିଧା ହେଲେ ହାତ ଟେକି ଦିଏ ମହାପ୍ରଭୁଙ୍କୁ, ସେହି ଭଳି ଏହି ଭିଡ଼ିଓରେ ଜଣେ ଭକ୍ତ ନୀଳଚକ୍ରକୁ ଚାହିଁ ତାଙ୍କ ସଦ୍ୟ ଜାତ ପିଲାକୁ କଦଳୀ ପତ୍ରରେ ଥୋଇ ଟେକିଦେଲେ ମହାପ୍ରଭୁଙ୍କୁ ଆଉ ତା ପରେ ଯାହା ହେଲା ଶୁଣନ୍ତୁ ।

ଜୟ ଜଗନ୍ନାଥ
ସେୟାର କରିବାକୁ ଭୁଲିବେନି

୨୦୦୯ ମସିହାର ସତ୍ୟ ଘଟଣା ନୀଳଚକ୍ରକୁ ଚାହିଁ ମହାପ୍ରଭୁ ଜଗନ୍ନାଥଙ୍କୁ କଦଳୀ ପତ୍ରରେ ଟେକିଦେଲେ ପୁଅକୁ |ପାରିକୁଦ, ବଜ୍ରକୋଟ, ତାଳତୋଳ....

https://youtu.be/KnAk_vAvpO4 # ବାହୁଡ଼ା ଯାତ୍ରା  #ମା' କାନ୍ଦୁଛି - ସ୍ତ୍ରୀ ରାଗିଛି - ମାଉସୀ ପୋଡପିଠା ଧରି ବସିଛି -ଏକ ଅନନ୍ୟ ଯାତ୍ରାର...
28/06/2023

https://youtu.be/KnAk_vAvpO4
# ବାହୁଡ଼ା ଯାତ୍ରା #
ମା' କାନ୍ଦୁଛି - ସ୍ତ୍ରୀ ରାଗିଛି - ମାଉସୀ ପୋଡପିଠା ଧରି ବସିଛି -
ଏକ ଅନନ୍ୟ ଯାତ୍ରାର ଗାଥା।
ଆପଣଙ୍କ ବନ୍ଧୁ ପ୍ରିୟ ପରିଜନଙ୍କୁ ସେୟାର କରିବାକୁ ଭୁଲିବେନି।


Bahuda Yatra is the festival for return of 3 chariots to Srimandira. There was lots of emotion attached with this yatra. It's observed on the tenth day of Ra...

https://youtu.be/JJ8_PzVsLIgନିତ୍ୟ ମହାପ୍ରଭୁଙ୍କ ନିମନ୍ତେ ତୁଳସୀ ଫୁଲ ଫଳ ନେଇ ଯାଉଥିବା ତୁଳସୀ ବାବାଙ୍କ ବିଷୟରେ ଆପଣ ଜାଣିଲେ, ଆପଣବି ପଠ...
27/06/2023

https://youtu.be/JJ8_PzVsLIg

ନିତ୍ୟ ମହାପ୍ରଭୁଙ୍କ ନିମନ୍ତେ ତୁଳସୀ ଫୁଲ ଫଳ ନେଇ ଯାଉଥିବା ତୁଳସୀ ବାବାଙ୍କ ବିଷୟରେ ଆପଣ ଜାଣିଲେ, ଆପଣବି ପଠାଇ ପାରିବେ ଆପଣଙ୍କ ପ୍ରିୟ ଦ୍ରବ୍ୟ ମହାପ୍ରଭୁଙ୍କ ନିମନ୍ତେ।

ଏହି ଭିଡ଼ିଓକୁ ଅଧିକରୁ ଅଧିକ ସେୟାର କରି ଭକ୍ତ ମାନଙ୍କୁ ଜଣାଇବା ହେବେ।

- ମହାପ୍ରଭୁଙ୍କ ସେବାରେ ତୁଳସୀ ବାବା -
ଜୟ ଜଗନ୍ନାଥ

Uncover the Unbelievable Life of Tulasi Baba: He Dedicated His Life to Mahaprabhu Jagannath!Uncovering the Incredible Story of Tulasi Baba in Jagannath Mahim...

https://youtu.be/KoIudEo_4scତିନିଟି ରଥ ନଅଟି କଥାର ପଞ୍ଚମ ଅଧ୍ୟାୟ # # ହେରାପଞ୍ଚମୀ  # #Hera Panchami Dr. Ashutosh Prasad Mishra...
24/06/2023

https://youtu.be/KoIudEo_4sc

ତିନିଟି ରଥ ନଅଟି କଥାର ପଞ୍ଚମ ଅଧ୍ୟାୟ
# # ହେରାପଞ୍ଚମୀ # #

Hera Panchami
Dr. Ashutosh Prasad Mishra
Odisha 365
Jagannath Mahima

Share with your family and friends

Hera Panchami------------Tiniti Ratha Naati Katha 5ରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ମହା...

https://youtu.be/CoFwsd5FqE4ବରିଷ୍ଠ ସେବାୟତ ନାରାୟଣ ପ୍ରତିହାରୀଙ୍କ ସହ ଶ୍ରୀମନ୍ଦିର ଭିତରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ଆଜିର ...
22/06/2023

https://youtu.be/CoFwsd5FqE4

ବରିଷ୍ଠ ସେବାୟତ ନାରାୟଣ ପ୍ରତିହାରୀଙ୍କ ସହ ଶ୍ରୀମନ୍ଦିର ଭିତରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ଆଜିର ଜଗନ୍ନାଥ ମହିମା

ସେୟାର କରିବାକୁ ଭୁଲି ବେନି
ଜୟ ଜଗନ୍ନାଥ

https://youtu.be/CPugYzoeQCsପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭକାମନା, ଆମର କାର୍ଯ୍ୟକ୍ରମ - ତିନିଟି ରଥ ନଅଟି କଥା - ୪...
20/06/2023

https://youtu.be/CPugYzoeQCs

ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭକାମନା, ଆମର କାର୍ଯ୍ୟକ୍ରମ - ତିନିଟି ରଥ ନଅଟି କଥା - ୪ ରେ ରଥଯାତ୍ରାର ସ୍ବତନ୍ତ୍ର ଉପସ୍ଥାପନା ଦେଖିବାକୁ ଭୁଲି ବେନି।

Share with your family and friends. Jay Jagannath

https://youtu.be/pBrmK2Jl5hoଭାଇନା ଟିକେ ପୁରୀ ଯାଆନ୍ତେନିରଥଯାତ୍ରା ଉପଲକ୍ଷେ ଏକ ସୁନ୍ଦର ଭଜନଯାହା ଆପଣଙ୍କୁ ମହାପ୍ରଭୁଙ୍କ ସହ ଭାବରେ ବାନ...
19/06/2023

https://youtu.be/pBrmK2Jl5ho

ଭାଇନା ଟିକେ ପୁରୀ ଯାଆନ୍ତେନି
ରଥଯାତ୍ରା ଉପଲକ୍ଷେ ଏକ ସୁନ୍ଦର ଭଜନ
ଯାହା ଆପଣଙ୍କୁ ମହାପ୍ରଭୁଙ୍କ ସହ ଭାବରେ ବାନ୍ଧି ରଖିବ ଆଉ ଭଜନ ଶେଷରେ ଦୁଇ ଟୋପା ଲୁହ ଆଖିରୁ ବହି ଯିବ, ସତରେ ମହାପ୍ରଭୁ ତୁମ ମହିମାର ପଟାନ୍ତର ନାହିଁ।

Audio Version
-----
ସେୟାର କରିବାକୁ ଭୁଲିବେନି
ଜୟ ଜଗନ୍ନାଥ

https://youtu.be/EdLg0oGEffIଜଗନ୍ନାଥଙ୍କୁ କଣ ନଡ଼ିଆ ନିଅଣ୍ଟ?ଆଜି ଅନେକ ଦାସିଆ ବାହାରିଲେଣି। ସେମାନେ ଅନେଇ ବସିଥାନ୍ତି କେବେ ରଥଯାତ୍ରା ଆ...
18/06/2023

https://youtu.be/EdLg0oGEffI

ଜଗନ୍ନାଥଙ୍କୁ କଣ ନଡ଼ିଆ ନିଅଣ୍ଟ?
ଆଜି ଅନେକ ଦାସିଆ ବାହାରିଲେଣି। ସେମାନେ ଅନେଇ ବସିଥାନ୍ତି କେବେ ରଥଯାତ୍ରା ଆସିବ ଆଉ ଆମ ମହାପ୍ରଭୁ ରଥକୁ ଆସିବେ, ଆମ ଭଳି ପତିତ ମାନଙ୍କୁ ଉଦ୍ଧାର କରିବେ।
ମହାପ୍ରଭୁ ଏମିତି ଲୀଳା ଲଗେଇଥାଅ, ତମ ଭାବରେ ଆମେ ଏ ସଂସାର ଡଙ୍ଗା ପାର ହେଉଥାଉ।
ଆପଣଙ୍କ ବନ୍ଧୁ ପ୍ରିୟଜନଙ୍କୁ ସେୟାର କରିବାକୁ ଭୁଲିବେନି।
ଜୟ ଜଗନ୍ନାଥ।

https://youtu.be/Jt641Ox6rBUଦେଖିବାକୁ ଭୁଲିବେନି- ଗଛରେ ଜଗନ୍ନାଥେ ବାଡ଼ିରେ ବଡ଼ଦେଉଳ -କେବଳ odisha365 youtube ଚ୍ୟାନେଲରେ
17/06/2023

https://youtu.be/Jt641Ox6rBU

ଦେଖିବାକୁ ଭୁଲିବେନି
- ଗଛରେ ଜଗନ୍ନାଥେ ବାଡ଼ିରେ ବଡ଼ଦେଉଳ -

କେବଳ odisha365 youtube ଚ୍ୟାନେଲରେ

https://youtu.be/EGkvIzeB-BUରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ...
15/06/2023

https://youtu.be/EGkvIzeB-BU

ରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଅନେକ ଭାବାତ୍ମକ ଦିଗକୁ ଆପଣଙ୍କ ସମ୍ମୁଖରେ ପରଷି ଦେବାର ଏକ ପ୍ରୟାସ, ଆଶା ଆପଣ ମାନଙ୍କୁ ଏହା ଭଲ ଲାଗିବ ଆଉ ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭାବକୁ ବହୁଗୁଣିତ କରିବ।
ଆପଣଙ୍କ ପ୍ରିୟଜନ ଓ ଜଗନ୍ନାଥ ପ୍ରେମୀଙ୍କୁ ସେୟାର କରିବାକୁ ଭୁଲିବେନି।

ତିନିଟି ରଥ ନଅଟି କଥା ୨
ଅକ୍ଷିତୃତୀୟା ଠାରୁ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ଅନନ୍ୟ ଯାତ୍ରାର ଗାଥା।

https://youtu.be/UT5SuHip-T0ମୋ ନାଁ ସାଧୁସା - ମୁଁ ସାଲବେଗ ଜାତିର ସାଧୁସାଙ୍କ କଳା ସାଆନ୍ତ ୦୬/୦୨/୨୦୨୨ର ଏକ ସତ୍ୟ ଘଟଣା ଆଧାରିତ ରୋମାଞ୍...
12/06/2023

https://youtu.be/UT5SuHip-T0

ମୋ ନାଁ ସାଧୁସା - ମୁଁ ସାଲବେଗ ଜାତିର
ସାଧୁସାଙ୍କ କଳା ସାଆନ୍ତ
୦୬/୦୨/୨୦୨୨ର ଏକ ସତ୍ୟ ଘଟଣା ଆଧାରିତ ରୋମାଞ୍ଚକର ଅନୁଭୂତି
-----------
Dr. Ashutosh Prasad Mishra
Jagannath Mahima
Odisha 365
------------
Share with your family and friends.

https://youtu.be/HUBQm9b85Fwବେଶ ତ ବେଶ ବଡ଼ସିଂହାର ବେଶ।ଯିଏ ଦେଖିଛି ଝୁରୁଛି, ଯିଏ ନଦେଖିଛି ସିଏ ଦେଖିବାକୁ ଝୁରୁଛି।ବଡ଼ସିଂହାର ବେଶ ଦର୍...
10/06/2023

https://youtu.be/HUBQm9b85Fw

ବେଶ ତ ବେଶ
ବଡ଼ସିଂହାର ବେଶ।
ଯିଏ ଦେଖିଛି ଝୁରୁଛି, ଯିଏ ନଦେଖିଛି ସିଏ ଦେଖିବାକୁ ଝୁରୁଛି।

ବଡ଼ସିଂହାର ବେଶ ଦର୍ଶନର ନିଆରା ଅନୁଭୂତି।

ନିଜେ ଦେଖିବା ସହ ଆପଣଙ୍କ ବନ୍ଧୁ ପ୍ରୀୟଜନଙ୍କୁ ସେୟାର କରିବାକୁ ଭୁଲିବେନି ।

https://youtu.be/Grpd9WaGW74  . Ashutosh Prasad Mishra  ଯେତେ ଚମତ୍କାର ସଂସାରରେ ସାଧାରଣ ଲୋକ ଦେଖାଉଛନ୍ତି, ସେମାନେ ଭୁଲି ଯାଆନ୍ତି ...
05/06/2023

https://youtu.be/Grpd9WaGW74


. Ashutosh Prasad Mishra


ଯେତେ ଚମତ୍କାର ସଂସାରରେ ସାଧାରଣ ଲୋକ ଦେଖାଉଛନ୍ତି, ସେମାନେ ଭୁଲି ଯାଆନ୍ତି ଅସଲି ଚମତ୍କାର ଦେଖେଇବା ବାଲା ମହାପ୍ରଭୁ ଜଗନ୍ନାଥଙ୍କୁ, ସେଇଠି ମହାପ୍ରଭୁ ଟିକେ ଚେତେଇ ଦିଅନ୍ତି, କିନ୍ତୁ ଏ ସାଧାରଣ ମାନବ ତାକୁ ବୁଝିକି ବି ଅବୁଝା ହୁଏ ଆଉ ଏଠି ସେଠି ସବୁଠି ଚମତ୍କାର ଖୋଜୁଥାଏ।

Watch & Share with your family and friends.

https://youtu.be/fr6BAIb3jpUଏହି ସଂସାରର ସବୁ ସୃଷ୍ଟି ମହାପ୍ରଭୁଙ୍କ ଦ୍ଵାରା ହେଇଥାଏ, କିନ୍ତୁ ବେଳେ ବେଳେ ଏ ଛାର ମାନବ ଏହାକୁ ଭୁଲି ଯାଇଥ...
04/06/2023

https://youtu.be/fr6BAIb3jpU

ଏହି ସଂସାରର ସବୁ ସୃଷ୍ଟି ମହାପ୍ରଭୁଙ୍କ ଦ୍ଵାରା ହେଇଥାଏ, କିନ୍ତୁ ବେଳେ ବେଳେ ଏ ଛାର ମାନବ ଏହାକୁ ଭୁଲି ଯାଇଥାଏ। ଆରେ ସବୁ ତ ମୋର ତୁ କାହିଁ ପାଇଁ ଏତେ ଗର୍ବ କରୁଛୁ?

ଏତେ ପ୍ରକାର ପଦ୍ମ ଫୁଲ ଦେଖି ମହାପ୍ରଭୁ କି ଲୀଳା କଲେ ଦେଖନ୍ତୁ।

ଶ୍ରୀମନ୍ଦିରରେ ଫୁଟିବ ପଦ୍ମ ଫୁଲ।
---------
Dr. Srikanta Parija
Jagannath Mahima
Odisha 365

Watch & Share

Address

Bhubaneswar

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Telephone

+919040004900

Alerts

Be the first to know and let us send you an email when Odisha365 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha365:

Videos

Share

Category