Baitarani Pictures LTD

Baitarani Pictures LTD Filmmaking is not about what we see - it's a very misconceived notion, it's about what we don't see.

22/07/2024

ଆସନ୍ତୁ ଜାଣିବା ଲକ୍ଷ୍ମନାରାୟଣ କଳି ବିଷୟରେ 🙏🏻
#ରଥଯାତ୍ରା #ନୀଳାଦ୍ରିବିଜେ

ହରି ବୋଲ 🙏🙌ମା ସାଆନ୍ତାଣୀ ଙ୍କ ପାଇଁ ମିଠା ଧରି, ବିଜେ କରିବେ ଶ୍ରୀ ମନ୍ଦିର ନରହରି 🙏
19/07/2024

ହରି ବୋଲ 🙏🙌
ମା ସାଆନ୍ତାଣୀ ଙ୍କ ପାଇଁ ମିଠା ଧରି,
ବିଜେ କରିବେ ଶ୍ରୀ ମନ୍ଦିର ନରହରି 🙏

ଦିବ୍ୟ ମାନବୀୟ ଲୀଲା ଖେଳିବେ ମହାପ୍ରଭୁ ଓ ମହାଦେଇ 🙏 ମହାଲକ୍ଷ୍ମୀଙ୍କ ପ୍ରତି କରିଥିବା ଅନ୍ୟାୟ ପାଇଁ ମହାପ୍ରଭୁ ଓ ମା ଙ୍କ ଝଗଡ଼ା ଦାଣ୍ଡ ରେ ପଡ...
19/07/2024

ଦିବ୍ୟ ମାନବୀୟ ଲୀଲା ଖେଳିବେ ମହାପ୍ରଭୁ ଓ ମହାଦେଇ 🙏 ମହାଲକ୍ଷ୍ମୀଙ୍କ ପ୍ରତି କରିଥିବା ଅନ୍ୟାୟ ପାଇଁ ମହାପ୍ରଭୁ ଓ ମା ଙ୍କ ଝଗଡ଼ା ଦାଣ୍ଡ ରେ ପଡି ହାଟ ରେ ଗଡିବ। ଦୁନିଆଁ ଲୋକ ଦେଖିବେ। ଶେଷରେ ରସଗୋଲା ଓ ପାଟ ଶାଢ଼ି ଉପହାର ଦେଇ ମା ମହାପ୍ରଭୁ ପୁନଶ୍ଚ ଦେଉଳ ପ୍ରବେଶ କରିବେ।

SUNA BESHA  ❤️🥹🙏🏻
17/07/2024

SUNA BESHA ❤️🥹🙏🏻

ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ 🤩 #ରଥଯାତ୍ରା
17/07/2024

ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ 🤩

#ରଥଯାତ୍ରା

ରଥ ରେ ବିରାଜିତ ମହାବାହୁ...रथारूढो गच्छन् पथि मिलित भूदेव पटलैःस्तुति प्रादुर्भावम् प्रतिपदमुपाकर्ण्य सदयः ।दया सिन्धुर्बन्...
17/07/2024

ରଥ ରେ ବିରାଜିତ ମହାବାହୁ...
रथारूढो गच्छन् पथि मिलित भूदेव पटलैः
स्तुति प्रादुर्भावम् प्रतिपदमुपाकर्ण्य सदयः ।
दया सिन्धुर्बन्धुः सकल जगतां सिन्धु सुतया
जगन्नाथः स्वामी नयन पथ गामी भवतु मे

ରଥାରୁଧ ମଣିମାଙ୍କ ଦୁର୍ଲଭ ଦର୍ଶନ  #୧୬/୦୭/୨୦୨୪ ଜୟ ଜଗନ୍ନାଥ
16/07/2024

ରଥାରୁଧ ମଣିମାଙ୍କ ଦୁର୍ଲଭ ଦର୍ଶନ #୧୬/୦୭/୨୦୨୪

ଜୟ ଜଗନ୍ନାଥ

Address

Bhubaneswar

Telephone

+919337343448

Website

Alerts

Be the first to know and let us send you an email when Baitarani Pictures LTD posts news and promotions. Your email address will not be used for any other purpose, and you can unsubscribe at any time.

Videos

Share