2nd International Conference on Paid Period Leave ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଦେଶରୁ ଅତିଥି ଭାବେ ଯୋଗ ଦେବା ସହିତ ଓଡିଶାର ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ# tikinikhi khabar # update
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ମାସ ଧରି ହେଲ୍ପମେଟ୍ ସଂସ୍ଥା ତରଫରୁ ଏକ ଜାତୀୟ ସ୍ତରର ପିଲାମାନଙ୍କ ପାଇଁ ବିଭିନ୍ନ ମେଧାବୀ, କଳା, ଜ୍ଞାନ ଓ ଖଦି ଫେସନ୍ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଉଦଯାପନୀ ଉତ୍ସବରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରିଥିଲେ। #tikinikhikhabar #Update
ବାଲ୍ୟ ବିବାହ ସମ୍ପର୍କରେ ପଞ୍ଚାୟତ, ବିଦ୍ୟାଳୟ, ସମ୍ପ୍ରଦାୟର କାର୍ଯ୍ୟକାରିତା ଓ ଦାୟିତ୍ୱବୋଧ କୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। Child Marriage Free India ଓ Soceity for Enlightment and Voluntary Action ଓ କାର୍ଯ୍ୟକର୍ତ୍ତା ନିର୍ମଲ ଗୋଏଲ ଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନ ଶୁଣିବା ପରେ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। 2030 ସୁଦ୍ଧା ଦେଶରୁ ବାଲ୍ୟ ବିବାହର ଅନ୍ତ ଘଟାଯିବ ବୋଲି ସ୍ଥିର କରି ଓଡିଶା ସ୍ଥିତ NGO ସେବା ର ନିର୍ଦେଶକ ଅଳକା ସାହୁ ଆଜି ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏଥିପାଇଁ ସେ ସାତ ବର୍ଷ ପୂର୍ବରୁ ସୁପ୍ରିମକୋର୍ଟ ରେ ଏକ ପିଟିସନ ଫାଇଲ କରିଥିଲେ #tikinikhikhabar #Update
BJP ର ବଡ଼ ପଦକ୍ଷେପ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଲା ନିଯୁକ୍ତି ମେଳା। ନିଯୁକ୍ତି ପାଇବେ ଶୋଳ ହଜାର ନଅ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ। ଆଜି ଘୋଷଣା କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ #tikinikhikhabar #Update
ମିଳିତ ଜାତିସଂଘ (United Nation)ରେ ସମ୍ବଲପୁର ଝିଅ। ଆମେରିକା ନ୍ୟୁୟୋର୍କ ସିଟି ରେ WORLD PEACE SUMMIT, SUMMIT OF THE FUTURE Conference ରେ ଭାଗ ନେଇଛନ୍ତି ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ। ଏହି ସମିତି ରେ ସେ ମହିଳା ମାନଙ୍କ ମାସିକ ରୁତୁସ୍ରାବ ସମୟରେ ଚାକିରି କ୍ଷେତ୍ରରେ କିପରି ବେତନ ସହିତ ଛୁଟୀ (PaidPeriodLeave) ନେଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ସେ କେନିଆ ମଧ୍ୟ ଯାଇ ଆସିଛନ୍ତି। ଜାଣେ ଓଡ଼ିଆ ଓ ସମ୍ବଲପୁର ଝିଅ ହେଇ ଜାତୀୟ ସଂଘ ରେ ବସିବା ଆମ ମାନଙ୍କ ପାଇଁ ନିହାତି ଗର୍ବ ଓ ଗୌରବର ବିଷୟ। #tikinikhikhabar #update #UnitedNations #newyork #amerika #amerika #SummitOfTheFuture
ବିଭିନ୍ନ ଦାବି ନେଇ ଅଲ ଓଡିଶା କିନ୍ନର ଓ ଟ୍ରାନ୍ସ ଜେଣ୍ଡର୍ ଆସୋସିଏସନ ପକ୍ଷରୁ ଲୋହିଆ ଏକାଡେମୀ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟନ୍ୟ ଦାବି ସହିତ ସରକାରଙ୍କର ସୁଭଦ୍ରା ଯୋଜନା ରେ ମହିଳା ମାନଙ୍କ ଭଳି କିନ୍ନର ଓ ଟ୍ରାନ୍ସ ଜେଣ୍ଡର୍ ମାନଙ୍କୁ ଅନ୍ତର୍ଭୂକ୍ତ କରାଯିବା ଲାଗି ଆଲୋଚନା କରାଯାଇ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ କୁ ସଂସ୍ଥା ର ମୁଖ୍ୟ ମେଘନା ସାହୁ ଆୟୋଜନ କରିବା ସହିତ ଅନ୍ୟ ମାନେ ସହଯୋଗ କରିଥିଲେ। #tikinikhi khabar #Update #transgender #kinner #odisha #govt #bjp
My Podcast intro..please subscribe my channel Tk Tv Odisha on YouTube for exploring new experiences with our guests..
ମାସିକ ରୁତୁସ୍ରାବ ଗୋଟେ ମଜାକ ର କଥା ନୁହେଁ । #periods #paidperiodleave #campaign #ranjita #odisha #govt #bjp #declare #onedayleave
ମତେ ଦେଖି ସମସ୍ତେ ଭାବିଲେ ମୋ ସହ ରେପ ହେଇଛି | paid period leave | The Rupak Podcast |କିଛି ଅନୁଭୁତି ସଂକ୍ଷେପରେ
#paidperiodleave
#ranjitapriyadarshini
#campaigner
#initiative
#odisha
#government
ଆମେ ଭାଇ ଭାଇ ହେଇ ଚଳୁଛୁ । ଏହି ଆକ୍ରୋଶ ଓଡିଶାରେ ଦଙ୍ଗା ସୃଷ୍ଟି କରିବ #transgender #bangladesh #india #riot
ବାଂଲାଦେଶ ପରିସ୍ଥିତି ଏଠି ନ ହେଉ। ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ। #bangladesh #india #hindu #muslim #riot
ସ୍ଵାଧୀନତା ସଂଗ୍ରାମୀ କଣ ମୁସଲମାନ ନଥିଲେ?
#indipendenceday
#indian
#muslim
#hinduism