OdishaLIVE

OdishaLIVE Independent. Responsible. Connected. Explore stories that matter and make sense of the news, elegant Nilambar is a media industry veteran cm entrepreneur.

OdishaLIVE, since 2012, has 2 separate wings covering News & Communication Services. OdishaLIVE Media Network is the digital media wing of the organization with web and social channels, presenting news & current affairs content, in the form of Text and Videos. Apart from it's news portal www.odisha.live, OdishaLIVE reaches out to millions of audiences locally & globally on popular social media pla

tforms. OdishaLIVE Media Services offer integrated media & communication services like strategic communication, social media, AV Production, Branding, PR & IEC. It has been serving various Government departments, PSUs, UN Agencies, Corporates, delivering high quality and diverse media services. OdishaLIVE was founded by Nilambar Rath, a strategic communication & SBCC specialist cm documentary filmmaker. He is the former group editor of Eenadu Television (ETV) Group. Email: info(@)odisha(.)live
Website: www.odisha.live, Call: +91 9437069508
Social: www.youtube.com/odishalive, www.facebook.com/odishalive

ଓଡ଼ିଶାର ସ୍ଵତନ୍ତ୍ର ମିଠା ହେଉଛି ‘ରସାବଳି’। ଏହି ସୁଆଦିଆ ମିଠା ପାଇଁ କେନ୍ଦ୍ରାପଡ଼ା ପ୍ରସିଦ୍ଧ। ୨୦୨୩ରେ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମିଳିଥିଲା।...
02/02/2025

ଓଡ଼ିଶାର ସ୍ଵତନ୍ତ୍ର ମିଠା ହେଉଛି ‘ରସାବଳି’। ଏହି ସୁଆଦିଆ ମିଠା ପାଇଁ କେନ୍ଦ୍ରାପଡ଼ା ପ୍ରସିଦ୍ଧ। ୨୦୨୩ରେ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମିଳିଥିଲା।



02/02/2025

ଓଡ଼ିଶାଲାଇଭ୍ ପରିବାର ପକ୍ଷରୁ ସମସ୍ତଙ୍କୁ ପବିତ୍ର ବସନ୍ତ ପଞ୍ଚମୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

01/02/2025

“ଓଡ଼ିଶାରେ ପାରାଦୀପ, ଗୋପାଳପୁର, ଧାମରା ଭଳି ବନ୍ଦର ରହିଛି। ଓଡ଼ିଶାର ଭିତ୍ତିଭୂମି ଏବଂ ନିବେଶକଙ୍କୁ ସୁହାଇଲା ଭଳି ପରିବେଶ ଅଧିକରୁ ଅଧିକ ନିବେଶକଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶାରେ ଶିଳ୍ପର ନୂଆ ଯୁଗ ଆରମ୍ଭ ହେବ’’। ‘ଉର୍ତ୍କଷ ଓଡ଼ିଶା–ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’ରେ ଯୋଗଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ ‘ଉନୁରୁମ’ ଉଦଯାପିତ ହୋଇଯାଇଛି।
01/02/2025

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ ‘ଉନୁରୁମ’ ଉଦଯାପିତ ହୋଇଯାଇଛି।

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଆୟୋଜିତ ହୋଇଥିବା ଆନ୍ତର୍ଜାତିକ ସାଂସ୍କୃତିକ ମହୋତ୍ସବ 'ଉନୁରୁମ' ଉଦଯାପିତ ହୋଇଯାଇଛି....

ରାତି ପାହିଲେ ପବିତ୍ର ଶ୍ରୀପଞ୍ଚମୀ। ମା’ ସରସ୍ୱତୀଙ୍କ ଆରାଧନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି।
01/02/2025

ରାତି ପାହିଲେ ପବିତ୍ର ଶ୍ରୀପଞ୍ଚମୀ। ମା’ ସରସ୍ୱତୀଙ୍କ ଆରାଧନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି।

ରାତି ପାହିଲେ ପବିତ୍ର ଶ୍ରୀପଞ୍ଚମୀ। ମା’ ସରସ୍ୱତୀଙ୍କ ଆରାଧନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି...

ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ରାଜ୍ୟରେ ୨୦୧୭ ମସିହାରେ ରେରା ଆଇନ ...
01/02/2025

ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ରାଜ୍ୟରେ ୨୦୧୭ ମସିହାରେ ରେରା ଆଇନ ଆସିବା ପୂର୍ବରୁ ନିର୍ମିତ ସବୁ ଆପାର୍ଟମେଣ୍ଟଗୁଡ଼ିକର ରେଜିଷ୍ଟ୍ରେସନ ହୋଇପାରିବ।

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭା...

ଓସିଏସ ପରୀକ୍ଷାରେ କେମିତି ସଫଳ ହେଲେ ପ୍ରଜ୍ଞା ପାରଙ୍ଗମା, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
01/02/2025

ଓସିଏସ ପରୀକ୍ଷାରେ କେମିତି ସଫଳ ହେଲେ ପ୍ରଜ୍ଞା ପାରଙ୍ଗମା, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

ଓସିଏସ ପରୀକ୍ଷାରେ କେମିତି ସଫଳ ହେଲେ ପ୍ରଜ୍ଞା ପାରଙ୍ଗମା, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚ...
01/02/2025

ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ...

ଆଜି ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଦେଶର ୧୦ଟି ପ...
01/02/2025

ଆଜି ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଦେଶର ୧୦ଟି ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ଵ ମିଳିଛି।

-26

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଦେଶର ୧୦ଟି ପ୍ରମୁଖ କ୍ଷେତ୍ରକୁ ବଜେଟରେ ଗୁରୁତ୍ଵ ମିଳିଛ.....

ଆଜି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗର ମେଗା ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ହାଇଦ୍ରାବାଦ ତୁଫାନ୍ସ...
01/02/2025

ଆଜି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗର ମେଗା ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ହାଇଦ୍ରାବାଦ ତୁଫାନ୍ସ ଏବଂ ରା’ବେଙ୍ଗଲ ଟାଇଗର୍ସ ଦଳ ମୁହାଁମୁହିଁ ହେବେ।

ଆଜି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗର ମେଗା ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ହାଇଦ୍ରାବ...

କରମା ନୃତ୍ୟ: ଆଦିବାସୀଙ୍କ ଏକ ପାରମ୍ପରିକ ଲୋକନୃତ୍ୟ। ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କରମା ପୂଜା ଅବସରର...
01/02/2025

କରମା ନୃତ୍ୟ: ଆଦିବାସୀଙ୍କ ଏକ ପାରମ୍ପରିକ ଲୋକନୃତ୍ୟ। ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କରମା ପୂଜା ଅବସରରେ ଏହି ନୃତ୍ୟ ପରିବେଷଣ କରାଯାଇଥାଏ। ପାରମ୍ପରିକ ପୋଷାକ ପିନ୍ଧି ବାଦ୍ୟର ତାଳେ ତାଳେ ଏହି ନୃତ୍ୟ ପରିବେଷଣ କରିଥାନ୍ତି ଜନଜାତି ସମୁଦାୟର ଲୋକ।

Odia Language Literature & Culture Department, Government of Odisha Odisha Tourism

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍। ଶନିବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟରେ...
01/02/2025

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍। ଶନିବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି।

ଓଡ଼ିଶାଲାଇଭ୍ ବ୍ୟୁରୋ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍। ଶନିବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀ...

ଆଜି ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। ଏଥିରେ ଦେଶରେ ଚାଲୁ ରହିଥିବା ନୂଆ ଆୟକର ବ୍ୟବସ୍ଥାର ଆୟକର ସୀମାକୁ...
01/02/2025

ଆଜି ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। ଏଥିରେ ଦେଶରେ ଚାଲୁ ରହିଥିବା ନୂଆ ଆୟକର ବ୍ୟବସ୍ଥାର ଆୟକର ସୀମାକୁ ନେଇ ବଡ଼ ଘୋଷଣା କରାଯାଇଛି। ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ କିଛି ଆୟକର ଦେବାକୁ ପଡ଼ିବ ନାହିଁ।

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ...

ରୁପି ସମସ୍ୟା କିପରି ଦୂର ହେବ, ସେ ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍...
01/02/2025

ରୁପି ସମସ୍ୟା କିପରି ଦୂର ହେବ, ସେ ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Health & Family Welfare Department, Government of Odisha Swasthya Plus Odia

ରୁପି ସମସ୍ୟା କିପରି ଦୂର ହେବ, ସେ ବିଷୟରେ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହ.....

ବଜେଟ୍ ୨୦୨୫-୨୬ ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆସନ୍ତୁ ଜାଣିବା ଏଥର ବଜେଟରେ କ’ଣ ଶସ୍ତା ହେଲା ଏବଂ କ’ଣ ମହଙ୍ଗା ...
01/02/2025

ବଜେଟ୍ ୨୦୨୫-୨୬ ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆସନ୍ତୁ ଜାଣିବା ଏଥର ବଜେଟରେ କ’ଣ ଶସ୍ତା ହେଲା ଏବଂ କ’ଣ ମହଙ୍ଗା ହେଲା।

-26

ଓଡ଼ିଶାଲାଇଭ୍ ବ୍ୟୁରୋ ବଜେଟ୍ ୨୦୨୫-୨୬ ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମସ୍ତଙ୍କର ନଜର ଥିଲା ଏଥର କ’ଣ ....

ସଂସଦରେ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ଚଳିତ ବଜେଟରେ।    ...
01/02/2025

ସଂସଦରେ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ଚଳିତ ବଜେଟରେ।

ସଂସଦରେ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ଚଳିତ ବ...

ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ୍ ୨୦୨୫-୨୬। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଦିନ ୧୧ଟା ସମୟରେ ବଜେଟ୍ ଉପସ୍ଥାପନ କରିବେ...
01/02/2025

ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ୍ ୨୦୨୫-୨୬। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଦିନ ୧୧ଟା ସମୟରେ ବଜେଟ୍ ଉପସ୍ଥାପନ କରିବେ।

ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ୍ ୨୦୨୫-୨୬। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଦିନ ୧୧ଟା ସମୟରେ ବଜେଟ୍ ଉପସ୍.....

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣରୁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ସଦନକୁ ସମ୍ବୋଧିତ କରି ବିକଶିତ ଭାର...
31/01/2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣରୁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ସଦନକୁ ସମ୍ବୋଧିତ କରି ବିକଶିତ ଭାରତର ବାର୍ତ୍ତା ଦେଇଥିଲେ ମହାମହିମ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ସଦନକୁ ସମ୍ବୋଧିତ କରି ବିକଶିତ ଭାରତର .....

Address

A/23 Ground Floor, Surya Nagar
Bhubaneswar
751003

Opening Hours

Monday 10am - 10pm
Tuesday 10am - 10pm
Wednesday 10am - 10pm
Thursday 10am - 10pm
Friday 10am - 10pm
Saturday 10am - 10pm

Telephone

+916370952104

Alerts

Be the first to know and let us send you an email when OdishaLIVE posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OdishaLIVE:

Videos

Share

OdishaLIVE - Digital Media Channels

OdishaLIVE is a leading digital platform of India having a portfolio of web and social channels and focusing on creating and presenting engaging content in the from of Text and Videos. We craft high-quality content for the digital medium and present it across platforms delivering a consistent, relevant, and engaging experience.

Understanding the deep insights gained with over millions of user engagements, OdishaLIVE is forward looking and continues to delight its steadily growing and increasingly mobile user base. Independent, Responsible, and Connected, the digital platform aim at creating user relationships that go beyond consumption to active engagement.

Central to our vision and content strategy, OdishaLIVE is actively involved with local communities and envisions brand collaboration efforts in ground, as well as digital events.

Especially, OdishaLIVE has developed an active engagement on the page (www.facebook.com/odishalive) with 50K plus Likes. Similarly, it has so far posted over 4,000 videos to its unique YouTube Channel (www.youtube.com/odishalive) ultimately achieving over 120 million plus video views and a decent 5,00,000 plus Subscribers.