ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିବା ଯୁବତୀ ଆଜି ଦୀର୍ଘ 48ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବରଗଡ଼ କୁର୍ଲା ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛି II A TV Odisha
#LetestUpdate #NewsUpdate #bargarh #newsfeed #dhanuyatra #UpdateNews #todaynews
ବରଗଡ ଜ଼ିଲ୍ଲା ଗାଇସିଲେଟ ବ୍ଲକ ର ସରକାରଙ୍କ ଫସଲ ବିବିଧ କରଣ ଯୋଜନା କାର୍ଯ୍ୟକ୍ରମ ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ବରଗଡ ଓ ଦେବଦତ୍ତ କ୍ଲବ କେନ୍ଦୁଭାଟ ମିଳିତ ଉଦ୍ୟମ ରେ 54 ଜଣ କୃଷକ ମଧ୍ୟ ପ୍ରଦେଶ ରାଜ୍ୟ ର ଭାରତୀୟ ମୂର୍ତ୍ତିକା ବିଜ୍ଞାନ କେନ୍ଦ୍ର ଭୋପାଲ କୁ କୃଷି ଶିକ୍ଷଣୀୟ ପରିଦର୍ଶନ ହୋଇଯାଇଛି l ଦୁଇ ଟି ପର୍ଯ୍ୟାୟରେ ପାଞ୍ଚ ଦିନ ଲେଖାଏଁ କୃଷକ ମାନେ ପରିଦର୍ଶନ ରେ ଯାଇ ଫେରିଛନ୍ତି l A TV Odisha
ଧରାପୃଷ୍ଠରେ ଦେଖିବାକୁ ମିଳିବ କୃଷ୍ଣ-ବଳରାମଙ୍କ ମାନବୀୟ ଲୀଳାଖେଳ ସାଙ୍ଗକୁ କଂସ ବଦ୍ଧ II A TV Odisha
#LetestUpdate #NewsUpdate #bargarh #newsfeed #dhanuyatra #UpdateNews #comingsoon #todaynews
ଆଉ କିଛି ଦିନ ପରେ ଦୁଲୁକିବ ବରଗଡ଼ ସହର। ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଚରେ ପ୍ରଦର୍ଶିତ ହେବ ଧନୁଯାତ୍ରା। ଧରାପୃଷ୍ଠରେ ଦେଖିବାକୁ ମିଳିବ କୃଷ୍ଣ-ବଳରାମଙ୍କ ମାନବୀୟ ଲୀଳାଖେଳ ସାଙ୍ଗକୁ କଂସ ବଦ୍ଧ I A TV Odisha
#LetestUpdate #NewsUpdate #bargarh #newsfeed #UpdateNews #todaynews #comingsoon #dhanuyatra
ଟ୍ରାଫିକ ସମସ୍ୟାକୁ ନେଇ ବରଗଡ଼ ଧର୍ମଶାଳା ରାସ୍ତା ରାସ୍ତା ରୋକ କଲେ ବରଗଡ଼ର ଯୁବକ ମାନେ, ଜବର ଦଖଲ ଉଚ୍ଛେଦ ମଧ୍ୟ ଅଧାରୁ ରହି ଯାଇଥିବା ବେଳେ ବର୍ତମାନ ରାସ୍ତା କଡ଼ରେ ବେଆଇନ ପାର୍କିଙ୍ଗ ଯୋଗୁଁ ଜନସାଧାରଣ ମାନେ ଯିବା ଆସିବା ପାଇଁ ବହୁ ସମସ୍ୟାର ଆମ୍ମୁଖୀନ ହେଉଛନ୍ତି II A TV Odisha
#todaynews #LetestUpdate #NewsUpdate #UpdateNews #bargarh #newsfeed
ହାତୀର ଫଟୋ ଉଠାଇବା ହେଲା କାଳ, ହାତୀ ଆକ୍ରମଣରେ ଜଣେ ଗୁରୁତର, ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ କେଉଟିପାଳି ବ୍ରିଜ ନିକଟରେ II A TV Odisha
ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ୟୁ ଥି କ୍ଳବ୍ ପରିସର ରେ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ରାଜ୍ୟ ସରକାର ନୁପୁର କ୍ଳବ୍ ବରପାଲି ୟୁଥି କ୍ଳବ୍ ଗାଇସିଲେଟ ସୌଜନ୍ୟ ରେ ଏକା ଦଶ ଫକିର ମୋହନ ପଟ୍ଟନାୟକ ସୁର ତା ଉତ୍ସବ ପାଳିତ ହୋଇଯାଇଛି I A TV Odisha #LetestUpdate #UpdateNews #todaynews #bargarh #NewsUpdate #newsfeed
ବରଗଡ଼ ଅମ୍ବାପାଲି ବୃନ୍ଦାବନ ପଡିଆ ଠାରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କଲା ପୌରପରିଷଦ, ମହିଳା ମାନେ ଜେସିବି ଆଗରେ ବସିବା ସହ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଛନ୍ତି II A TV Odisha
#LetestUpdate #UpdateNews #NewsUpdate
#todaynews #bargarh
ସମ୍ବଲପୁର ଠାରେ ଭିନ୍ନକ୍ଷମମାନଙ୍କୁ ଆତ୍ମ ନିଯୁକ୍ତି ନିମନ୍ତେ ଇ-ରିକ୍ସା ବଣ୍ଟନ କାର୍ଯ୍ୟକ୍ରମ II A TV Odisha
Jharsuguda BJP MLA Tankadhar Tripathy received a notice from the High Court II #a_tv_odisha_24x7 #TankadharTripathy #jharsuguda #LatestNews #todaynewsupdates ##LetestUpdate
ଉଠାଦୋକାନୀଙ୍କ ବ୍ୟାକୁଳ ନିବେଦନ, ଆମକୁ ବଞ୍ଚିବାକୁ ଦିଅନ୍ତୁ,ନାଇଁତ ବଡଦାଣ୍ଡରେ ବୁଲଡୋଜର ଚଢେଇ ମାରିଦିଅନ୍ତୁ........... A TV Odisha
#CMOOdisha #MohanCharanMajhi #puri #LatestNews #LetestUpdate #Update #UpdateNews
ବର୍ଷା ହେଲେ ବଢି ଯାଏ ଲୋକଙ୍କ ଦୁର୍ଦ୍ଦଶା II ନା ଗାଁକୁ ପକ୍କା ରାସ୍ତା ଅଛି ନା ଗାଁର ଲୋକଙ୍କ ସମସ୍ୟା ଦୂର ହେଉଛି II A TV Odisha
#CMOOdisha #BDO #kantamal #LatestNews #NewsUpdate #LetestUpdate