NewsM Odisha

NewsM Odisha NewsM Odisha ବାସ୍ତବତା ର ପରିଚୟ

15/12/2022

HSRP ନମ୍ବର ପ୍ଲେଟ, ଲୁଟିବାର ଗୋଟେ ନୂଆ ଯୋଜନା......

10/12/2019
06/12/2019

ପିଆଜ ଦର ବେଲଗାମ । ଟିକିଏ ବଡ ପିଆଜ ହେଲେ ଗୋଟାଏ ପିଆଜର ଦାମ ପାଖାପାଖି ୧୫ଟଙ୍କା । ଏମିତି ସ୍ଥିତିରେ ଅଢେଇ ଶହ ପିଆଜ କିଣିବା ବେଳେ ବି ଗ୍ରାହକ ଦଶ ଥର ଭାବୁଛନ୍ତି । ରାଜ୍ୟର ବିଭିନ୍ନ ବଜାରରେ ପିଆଜ ଦର ୧୨୦ରୁ ୧୫୦ଟଙ୍କାରେ ବିକ୍ରି ହେଉଛି । ଦାମ ଶୁଣି ଲୋକେ କାନମୁଣ୍ଡା ଆଉଁସି ଘରକୁ ଫେରୁଛନ୍ତି । ଭୁବନେଶ୍ବରର ବିଭିନ୍ନ ମାର୍କେଟରେ ପିଆଜ ଦର ୧୫୦ଟଙ୍କା ଛୁଇଁଛି ।

ଗୋଟିଏ ଦିନରେ ଦର ୨୦ଟଙ୍କା ବଢି ଯାଇଛି । ରାଜ୍ୟର ଅନ୍ୟ ସ୍ଥାନରେ ବି ଏକା ହାଲ । ଗ୍ରାହକ ଦୋକାନକୁ ଆସି ଗୋଟିଏ ଏବଂ ଦୁଇଟି ପିଆଜ ମାଗୁଛନ୍ତି । ପିଆଜର ଅହେତୁକ ଦରବୃଦ୍ଧି ସବୁ ବର୍ଗର ଲୋକଙ୍କୁବାଧୁଛି । ଏହାର ପ୍ରଭାବ ଜଳଖିଆ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ପଡିଛି । ଅଭାବକୁ ଦେଖି ପିଆଜର ମନଇଚ୍ଛା ଦର କଷୁଛନ୍ତି ବେପାରୀ । ହେଲେ ହାତ ଟେକି ଦେଇଛି ଯୋଗାଣ ବିଭାଗ ।

ସେପଟେ ସରକାରୀ ଆଦର୍ଶ ଖୁଚୁରା କେନ୍ଦ୍ରରେ ଲୋକଙ୍କୁ ୮୦ଟଙ୍କା ଦରରେ ପିଆଜ ଯୋଗାଇବାକୁ ଘୋଷଣା ହୋଇଥିଲେ ମଧ୍ୟ ସରକାରୀ ଦୋକାନରେ ଆବଶ୍ୟକ ପରିମାଣର ପିଆଜ ନାହିଁ । ଏପଟେ ପିଆଜ ମହଜୁଦକାରୀଙ୍କ ଉପରେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା ହେଉଥିଲେ ମଧ୍ୟ ଆକ୍ସନ ଜିରୋ ।

27/10/2019

Address

Bhubaneswar
752017

Alerts

Be the first to know and let us send you an email when NewsM Odisha posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Nearby media companies


Other Media/News Companies in Bhubaneswar

Show All