TO TIRTOL MLA SIR
ମାନନୀୟ ବିଧାୟକ ସାର୍, ତିର୍ତ୍ତୋଲ.
ଆଜି ଆମେ ତିର୍ତ୍ତୋଲ ଦେଇ ଯିବା ବେଳେ ତିର୍ତ୍ତୋଲ ବାଲିଯାତ୍ରା ପଡିଆ ରେ ହୋଇଥିବା ବାଲିଯାତ୍ରା ପରର ଆବର୍ଜନା ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ. କଣ ଏଇ ପରି ଭାବେ ଆପଣ ପରିବେଶ ର ସୁରକ୍ଷା ପ୍ରତି ଧ୍ୟାନ ଦେଉଛନ୍ତି?
ଏହି ସ୍ଥାନ ରେ ବାଲିଯାତ୍ରା ଶେଷ ପରେ ବିପୁଳ ଆକାର ରେ ପଲିଥିନ ଆଉ ଅଳିଆ ପଡ଼ି ରହି ପରିବେଶ କୁ ବହୁତ୍ ଭାବ ରେ ଅପରିଷ୍କାର କରୁଅଛି. ତାହା କଣ ଆପଣ ଙ୍କ କେଉଁ ସରକାରୀ ବିଭାଗ ର ଦୃଷ୍ଟି ଗୋଚର ରେ ଆସୁ ନାହିଁ? ଏଇ ପରି ଭାବ ରେ ଆବର୍ଜନା ଲାଗି ଆଖ ପାଖ ଅଞ୍ଚଳ ବହୁତ୍ ଅପରିଷ୍କାର ଦିଶୁଛି
ଆପଣଙ୍କୁ ଅନୁରୋଧ ଆପଣ ଏଇ ନେଇ ଦ୍ରୁଷ୍ଟି ଦେବେ ଏମିତି ଆବର୍ଜନା କରୁଥିବା କମିଟି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବେ. ଆଶା କରୁ ଆପଣ ଆମର ଏହି ଅନୁରୋଧ କୁ ରକ୍ଷା କରିବେ #tirtol @top fans #Tirtol #rama_tirtol #ramakanta_bhoi #bjd #KanakNews #PrameyaNews7 #PratidinTime #odishabhaskar #CMO #Odisha #tirtolblock
ମାନନୀୟ ବିଧାୟକ ସାର୍, ତିର୍ତ୍ତୋଲ.ଆଜି ଆମେ ତିର୍ତ୍ତୋଲ ଦେଇ ଯିବା ବେଳେ ତିର୍ତ୍ତୋଲ ବାଲିଯାତ୍ରା ପଡିଆ ରେ ହୋଇଥିବା ବାଲିଯାତ୍ରା ପରର ଆବର୍ଜନା ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ. କଣ ଏଇ ପରି ଭାବେ ଆପଣ ପରିବେଶ ର ସୁରକ୍ଷା ପ୍ରତି ଧ୍ୟାନ ଦେଉଛନ୍ତି?ଏହି ସ୍ଥାନ ରେ ବାଲିଯାତ୍ରା ଶେଷ ପରେ ବିପୁଳ ଆକାର ରେ ପଲିଥିନ ଆଉ ଅଳିଆ ପଡ଼ି ରହି ପରିବେଶ କୁ ବହୁତ୍ ଭାବ ରେ ଅପରିଷ୍କାର କରୁଅଛି. ତାହା କଣ ଆପଣ ଙ୍କ କେଉଁ ସରକାରୀ ବିଭାଗ ର ଦୃଷ୍ଟି ଗୋଚର ରେ ଆସୁ ନାହିଁ? ଏଇ ପରି ଭାବ ରେ ଆବର୍ଜନା ଲାଗି ଆଖ ପାଖ ଅଞ୍ଚଳ ବହୁତ୍ ଅପରିଷ୍କାର ଦିଶୁଛିଆପଣଙ୍କୁ ଅନୁରୋଧ ଆପଣ ଏଇ ନେଇ ଦ୍ରୁଷ୍ଟି ଦେବେ ଏମିତି ଆବର୍ଜନା କରୁଥିବା କମିଟି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବେ. ଆଶା କରୁ ଆପଣ ଆମର ଏହି ଅନୁରୋଧ କୁ ରକ୍ଷା କରିବେ @rama_tirtol #bjd Tirtol, Odisha #ramakanta_bhoi Tirtol BJP Tirtol Congress @top fans
ଯଦି ଆପଣ ବି ଏମିତି କିଛି କରିଛନ୍ତି ତାହାଲେ ନିଶ୍ଚୟ ଆମକୁ କମେଣ୍ଟ କରି ଜଣାନ୍ତୁ #viral #odisha #odia #fyp #reels #trending
#viral #odia #video #odisha
ଜନତା ଙ୍କ ଉପଲକ୍ଷେ ବୈଜୟନ୍ତ ଙ୍କ କିଛି ବାର୍ତ୍ତା #viral #odia #odisha #video
ସକାଳୁ କରନ୍ତୁ ନୀଳଚକ୍ର ବାନା ଦର୍ଶନ : ଲେଖି ଦିଅନ୍ତୁ ଜୟ ଜଗନ୍ନାଥ #virat #viral #odia #odisha
କଣ ରାଣୀ ଙ୍କ ଲୁହ ରେ ବରବାଦ ହେଇଯିବ କି ବିକ୍ରମ ? #viral #video #odia #odisha
ପ୍ରେମିକ ବିକ୍ରମ କୁ ଆସି ଏମିତି କହିଲି ରାଣୀ, କହିଲେ ମୁଁ ତତେ ଜମା ଛାଡିବିନି.. #viral #video #odia #odisha
ବିଜେଡ଼ି ରେ ମିଶିଲା ପରେ ବର୍ଷା ଦେଲେ ରଣ ହୁଙ୍କାର - କହିଲେ ମୁ ନବୀନ ସାର୍ ଙ୍କ ବହୁତ୍ ବଡ଼ ଫ୍ୟାନ
#video #odia #viral #odisha
କୁକୁର ଟି ର ଉପସ୍ଥିତ ବୁଦ୍ଧି ଲାଗି ନିଆଁ ଲାଗିବା ରୁ ବଞ୍ଚିଲା ମାଲିକ ଘର, ଏଇ ସାହସୀ କୁକୁର ପାଇଁ ଗୋଟେ ଲାଇକ ସେୟାର ଦେବେ
#viral #odia #odisha #odia
ଜଙ୍ଗଲ ରେ ମଙ୍ଗଲ କରୁଥିଲେ ପ୍ରେମୀ ଯୁଗଳ : ଧରିଲେ ଲୋକେ.. #viral #video #odia #odisha