MBTV

MBTV news media house

Anweasan thieater group organised samajika bartabaha nataka 'ajab kahani'at Goutam budhha sanskruti bhabana
18/02/2024

Anweasan thieater group organised samajika bartabaha nataka 'ajab kahani'at Goutam budhha sanskruti bhabana

ଦ୍ୱିତୀୟ ଟାଇକୋଣ୍ଡୋ କଲର ବେଲ୍ଟ ଟେଷ୍ଟ----–-----------------------------ଚଳିତ ନଭେମ୍ବର ମାସ ୫ ତାରିଖରେ ଯାଜପୁର ଜିଲ୍ଲା ରୋଟାରି କ୍ଲବ ...
05/11/2023

ଦ୍ୱିତୀୟ ଟାଇକୋଣ୍ଡୋ କଲର ବେଲ୍ଟ ଟେଷ୍ଟ
----–-----------------------------
ଚଳିତ ନଭେମ୍ବର ମାସ ୫ ତାରିଖରେ ଯାଜପୁର ଜିଲ୍ଲା ରୋଟାରି କ୍ଲବ ଠାରେ ମା ବିରଜା ଟାଇକୋଣ୍ଡୋ ଏକାଡେମୀ ଦ୍ୱାରା ଦ୍ୱିତୀୟ ଟାଇକୋଣ୍ଡୋ କଲର ବେଲ୍ଟ ଟେଷ୍ଟ ଅନୁଷ୍ଠିତ କରାଯାଇଅଛି
ଏହି ଟେଷ୍ଟ ରେ ୨୫ ଜଣ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ ସେଥିରେ ୧୫ଜଣ ବାଳକ ୧୦ଜଣ ବାଳିକା ହଳଦିଆ, ସବୁଜ, ନୀଳ, ନାଲି ରଙ୍ଗର ବେଲ୍ଟ ପାଇଁ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ରେ ଧାମନଗର ଟାଇକୋଣ୍ଡୋ ଏକାଡେମୀ ରୁ ଖେଳାଳି ମାନେ ଅଂଶ ଗ୍ରହଣ କରିଥିଲେ ।
ପରୀକ୍ଷକ ଭାବେ ଓଡିଶା ଟାଇକୋଣ୍ଡୋ ସଂଘ ର ସମ୍ପାଦକ ଓ ଅନ୍ତର୍ଜାତୀୟ ମାଷ୍ଟର ଶ୍ରୀ ମନମୋହନ ଭଞ୍ଜ ପରୀକ୍ଷା କରାଇଥିଲେ ଏବଂ ଧାମନଗର ଟାଇକୋଣ୍ଡ ଏକାଡେମୀ ର ସଭାପତି ମାନସ ରଞ୍ଜନ ମହାପାତ୍ର, ମା ବିରଜା ଟାଇକୋଣ୍ଡୋ ଏକାଡେମି ର ସଭାପତି ସୁରଜଲାଲ ସାମଲ ଏବଂ ଉଭୟ ଏକାଡେମୀ ର କୋଚ୍ ଶ୍ରୀ ଗଜେନ୍ଦ୍ର ମାଝୀ ଉପସ୍ଥିତ ରହି କୃତଜ୍ଞତା ଜଣାଇଥିଲେ। MBTV

  MBTV
18/09/2023

MBTV

୨ୟ ଯାଜପୁର ଜିଲ୍ଲା ଟାଏକୋଣ୍ଡୋ ଚାମ୍ପିଅନସିପରେ,ମା ବିରଜା ଟାଏକୋଣ୍ଡୋ ଏକାଡେମୀ ଭାଗ ନେଇ ୬ ଟି ଗୋଲ୍ଡ ପଦକ, ୪ ଟି ସିଲଭର ପଦକ, ୧ ଟି ବ୍ରୋଞ୍ଜ...
17/09/2023

୨ୟ ଯାଜପୁର ଜିଲ୍ଲା ଟାଏକୋଣ୍ଡୋ ଚାମ୍ପିଅନସିପରେ,
ମା ବିରଜା ଟାଏକୋଣ୍ଡୋ ଏକାଡେମୀ ଭାଗ ନେଇ ୬ ଟି ଗୋଲ୍ଡ ପଦକ, ୪ ଟି ସିଲଭର ପଦକ, ୧ ଟି ବ୍ରୋଞ୍ଜ ପଦକ କ୍ୟୁରୁଗିରେ ହାସଲ କରିବା ସହିତ ୩ ଗୋଲ୍ଡ ପଦକ, ୨ ଟି ବ୍ରୋଞ୍ଜ ପଦକ ପୂମସାଏରେ ଜିତିଛନ୍ତି ଓ
ପୂମସାଏ ରନର ଅପ୍ ଟ୍ରଫି ହାସଲ କରିଛନ୍ତି। MBTV

08/09/2023
16/08/2023

ମହମ୍ମଦ ରଫି ନାଇଟ ଯାଜପୁର ସଂସ୍କୃତି ଭବନ ପରିସରରେ ରେ ଅନୁଷ୍ଠିତ

16/08/2023

ଆର. ଆଇ.ଇ. ଟି ଇଣ୍ଟରନେସନାଲ ସ୍କୁଲ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ@MBTV

12/08/2023

ଭଙ୍ଗା ଘର ଜରି ପାଲ ତଳେ ବିତୁଛି ଗରିବ ହିତାଧିକାରୀଙ୍କ ଜୀବନ l@MBTV

12/08/2023

ବ୍ୟାସନଗର ରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ

ପୁରୀ ସମୁଦ୍ର କୂଳରେ କିଛି ମୁହୂର୍ତ୍ତ.....
07/08/2023

ପୁରୀ ସମୁଦ୍ର କୂଳରେ କିଛି ମୁହୂର୍ତ୍ତ.....

Good morning.....
29/07/2023

Good morning.....

01/07/2023

ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ MBTV

ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ MBTV
01/07/2023

ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ MBTV

20/06/2023

ତୁମ ଠିକଣା ନିଶା ମହାରଣା.!

20/06/2023

ଜମି ଜାଲିଆତି କରି ଜମି ନେଇଗଲା ଜମି ଦଲାଲ

ସମସ୍ତେ ସେଆର କରନ୍ତୁ ଆଉ ଅନ୍ୟ ଜଣାନ୍ତୁ !
19/06/2023

ସମସ୍ତେ ସେଆର କରନ୍ତୁ ଆଉ ଅନ୍ୟ ଜଣାନ୍ତୁ !

19/06/2023

ବିଳମ୍ବିତ ରାତ୍ରିରେ ବିଦ୍ୟୁତ ଟ୍ରାନ୍ସଫରମାର ଫାଟି ଜଳିଗଲା ଦୋକାନ

18/06/2023

ଜୀବନ ହାରିବା ପୂର୍ବରୁ ଏଇଟା ଥିଲା ଶେଷ ଭିଡ଼ିଓ.

18/06/2023

ତିନୋଟି ଟ୍ରକ ପିଟା ପିଟି ହୋଇ ଡ୍ରାଇଭର ମୃତ ଜଣେ ଗୁରୁତ୍ତର l

17/06/2023

Mbtv

17/06/2023

ବିଜେପି ତରଫରୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଓ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା।

17/06/2023

MBTV

17/06/2023

ବିଜେଡି ସାଂସ୍କୃତିକ ସମନ୍ୱୟ ସମ୍ମୁଖ୍ୟ ଦ୍ୱାରା ଲୋକକଳା ଦିବସ ପାଳିତ@MBTV

13/06/2023

କାଳବୈଶାଖିର ତାଣ୍ଡବ- ମୁନିଗୁଡ଼ା ଅଂଚଳରେ ବ୍ୟାପକ କ୍ଷୟକ୍ଷତି

13/06/2023

ନିଶା ମହାରଣା ଆଉ ରାନୀ ପଣ୍ଡା ଙ୍କ କଲି ହେଲା ଭାଇରଲ, ଶୁଣିବା ପରେ ଆପଣ ମଧ୍ୟ କାନରେ ହାତ ଦେଇଦେବେ

Address

Ochc Complex, Janpath, Unit-3, Near Ram Mandir
Bhubaneswar
751001

Website

Alerts

Be the first to know and let us send you an email when MBTV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to MBTV:

Videos

Share

Nearby media companies


Other Media/News Companies in Bhubaneswar

Show All

You may also like