Utkal sambada live

Utkal sambada live କର୍ମ ହିଁ ପରମାତ୍ମା

02/04/2024
01/04/2024

ବିଜେପିରେ ଯୋଗଦେଲେ ଅନୁଭବ ମହାନ୍ତି।

01/04/2024
01/04/2024

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଲି।

01/04/2024

ଓଡିଶାର ସାମହିକ ବିକାଶ ପାଇଁ ମୋ ମାଟି ମା ପାଇଁ ମୁଁ ବିଜେପିରେ ଯୋଗ ଦେଲି : ବିଧାୟକ ଆକାଶ ଦାସ ନାୟକ।

01/04/2024

ମୋତେ ଦଳରେ ରଖିବାକୁ ହେଲେ ମୋ ମାଟି ଆଉ ମୋ ଲୋକଙ୍କୁ ଭଲପାଇବାକୁ ହେବ : ସାଂସଦ ସିଦ୍ଧାନ୍ତ ମହାପାତ୍ର।

31/03/2024

କମିଶନରେଟ ପୋଲିସର ସାମ୍ବାଦିକ ସମ୍ମିଳନୀ...

31/03/2024

- Brand Ambassador
".....ମୁଁ ନିଜକୁ ଆଉ ଅଟକେଇ ପାରିଲିନି । ସେମାନେ କଣ ଭାବିବେ ସେକଥା ଚିନ୍ତା ନକରି ତାଙ୍କ କାନ୍ଧରେ ହାତ ରଖି ଡାକିଲି ଏବଂ ଇଂରାଜୀରେ କହିଲି 'ମୋ ନାଁ ତନୟା, ଆମ ଘର ଭୁବନେଶ୍ୱର। ଯେହେତୁ ଆପଣମାନେ ଓଡ଼ିଆରେ କଥା ହେଉଥିଲେ, ମୋତେ ଲାଗିଲା ନିଶ୍ଚୟ ଓଡ଼ିଶାର ହୋଇଥିବେ, ସେଇଥିପାଇଁ ମୁଁ ପଚାରୁଥିଲି' । ଦୁଇ ସେକେଣ୍ଡ ନୀରବତା ପରେ ସେମାନଙ୍କ ଭିତରୁ ଜଣେ କହିଲା 'ହିଁ, ଆମେ ଓଡ଼ିଆ, ଆମ ଘର ଢେଙ୍କାନାଳ, ବର୍ଷେ ହେଲା ଆମେ ଦିଲ୍ଲୀରେ ପଢ଼ିବାକୁ ଆସିଛୁ । ନୂଆ ନୂଆ ଆସିବାପରେ, ଆମ ଘର କେଉଁଠି କେହି ପଚାରିଲେ ଢେଙ୍କାନାଳ ତ ଦୂରର କଥା, ଓଡ଼ିଶା କେଉଁଠି ଅନେକ ଲୋକ ଜାଣି ପାରୁନଥିଲେ, ଆମକୁ ଭାରି ଲାଜ ଲାଗୁଥିଲା । ଏମିତି ଏକ ଛୋଟ ସହରରୁ ଆସି ଦେଶର ରାଜଧାନୀରେ ଲୋକଙ୍କ ସହ ମିଶିବା ଏବଂ ଚଳିବାରେ ଆମକୁ ଟିକେ ଅସୁବିଧା ହେଉଥିଲା , ସେଥିରେ ଓଡ଼ିଶା ଭଳି ଏକ ପଛୁଆ ଅଞ୍ଚଳରୁ ଆସିଛୁ ବୋଲି କାଳେ କେହି ଆମକୁ ହୀନ ମନେ କରିବ ସେଇ ଚିନ୍ତାରେ ଆମେ ଘାରି ହେଉଥିଲୁ....."
Sambad

31/03/2024
31/03/2024
29/03/2024

ରାଜ୍ୟକୁ ଲୁଣ୍ଠନ କରୁଥିବା ବିଜେଡିର କଳାକାରନାମାର ଗୁମର ଖୋଲିଲେ ପ୍ରଦୀପ ପାଣିଗ୍ରାହୀ।

29/03/2024
28/03/2024

ମରଣାତ୍ମକ ଆକ୍ରମଣକୁ ନେଇ ବିଜେଡି ବିରୋଧରେ CEO ପାଖରେ ଅଭିଯୋଗ ଦାଖଲ କଲା ରାଜ୍ୟ ବିଜେପି।

28/03/2024
28/03/2024

ମୁଖ୍ୟମନ୍ତ୍ରୀ ଙ୍କ ଯାହା ନିଷ୍ପତି ସେଥିରେ ଆମେ ରାଜି।

28/03/2024

ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟଳୟରେ ପଦ୍ମ ଧରିଲେ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ଭର୍ତ୍ତୁହରି ମହତାବ।

25/03/2024

ବିଜେପି ବିଜେଡି ମିଶିକି ଲୁଟି ସାରିଲାଣି ଏଥର ଲୋକେ କଂଗ୍ରେସକୁ ଆଣିବେ।

24/03/2024

ଓଡିଶାରୁ ଚୋରି ମୁମ୍ବାଇରେ ତାଜ ହୋଟେଲରେ ଅୟସ, ଏମିତି ଏକ ଚୋରକୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ।

17/03/2024
17/03/2024

ଓଃ ଓଃ ଓଃ ଏ କାନ କଣ ନ ଶୁଣିଲା.. 🌹🌹🙏🏾🙏🏾

17/03/2024
17/03/2024
17/03/2024

ପାଣ୍ଡୁକୁ ତାମିଲ ନାଡ଼ୁ ବିଦା କରିବେ ବବି ଦାସ, ସବୁ ଯୋଜନା ପ୍ରସ୍ତୁତ ହୋଇ ସାରିଛି

16/03/2024

ଏଥର ମୁଁ ଆଉ ଲଢ଼ିବିନି ମୋ ପୁଅମାନେ ଲଢ଼ିବେ।

16/03/2024

ଦଳ ରହିଛି ଏମିତି କେତେ ନେତା ଆସିବେ କେତେ ନେତା ଯିବେ।

16/03/2024

ବିଜେଡି ଛାଡି ବିଜେପିରେ ମିଶିଲେ ଓଡ଼ିଆ ହିରୋ ଅରିନ୍ଦମ।

Address

Bhubaneswar
751019

Telephone

+918144684850

Website

Alerts

Be the first to know and let us send you an email when Utkal sambada live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Utkal sambada live:

Videos

Share


Other Media/News Companies in Bhubaneswar

Show All