Ananta Yuga Dhara ଅନନ୍ତ ଯୁଗ ଧାରା

Ananta Yuga Dhara ଅନନ୍ତ ଯୁଗ ଧାରା Discussion About Mahapursha Achyutananda, Sriradha

23/08/2024

*ଜୟ ଯଦୁନଦନ*

ଜୟ ଯଦୁନଦନ,
ଜୟ ଯଦୁନଦନ ରାଧିକା ପ୍ରାଣବଲ୍ଲଭ ହେ ବଂଶୀ ବଦନ,
ରାଧିକା ପ୍ରାଣବଲ୍ଲଭ ହେ ବଂଶୀ ବଦନ,
ଜୟ ଜଗଦୀଶ ହରେ,
ଜୟ ଜଗଦୀଶ ହରେ,
ଜୟ ଯଦୁନଦନ ଜୟ ଜଗଦୀଶ ହରେ,
ଜୟ ଜଗଦୀଶ ହରେ.

ଆହେ ଚିନ୍ତାମଣି ପ୍ରଭୁ ଦୀନବନ୍ଧୁ ମୁକୁନ୍ଦ ମୁରାରୀ ହେ କରୁଣାସିନ୍ଧୁ,
ଆହେ ଚିନ୍ତାମଣି ପ୍ରଭୁ ଦୀନବନ୍ଧୁ ମୁକୁନ୍ଦ ମୁରାରୀ ହେ କରୁଣାସିନ୍ଧୁ,
ଜୟ ବ୍ରଜମୋହନ ଘେନହେ ବନ୍ଦନ,
ଜୟ ବ୍ରଜମୋହନ ଘେନହେ ବନ୍ଦନ,
ଜୟ ଜଗଦୀଶ ହରେ,
ଜୟ ଜଗଦୀଶ ହରେ.

ଆହେ ବ୍ରଜବନ୍ଧୁ ଦୁଃଖଭଞ୍ଜନ,
ଗୋବିନ୍ଦ ଗୋପାଳ ହେ ମଧୁସୂଦନ,
ଆହେ ବ୍ରଜବନ୍ଧୁ ଦୁଃଖଭଞ୍ଜନ,
ଗୋବିନ୍ଦ ଗୋପାଳ ହେ ମଧୁସୂଦନ,
ଜୟ କୃଷ୍ଣମୁରାରୀ ଘେନହେ ବନ୍ଦନ,
ଜୟ କୃଷ୍ଣମୁରାରୀ ଘେନହେ ବନ୍ଦନ,
ଜୟ ଜଗଦୀଶ ହରେ,
ଜୟ ଜଗଦୀଶ ହରେ.
🙏

21/02/2022

Address

Bhubaneshwar

Website

Alerts

Be the first to know and let us send you an email when Ananta Yuga Dhara ଅନନ୍ତ ଯୁଗ ଧାରା posts news and promotions. Your email address will not be used for any other purpose, and you can unsubscribe at any time.

Share

Category