#Bhanjanagar
PPG -ଭଞ୍ଜନଗତ ଠାରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଇଛି।। । ଏଚଆଇଭି ଏକ ଭୂତାଣୁ ରୋଗ। ଏହା ବିଶେଷ କରି ସଂକ୍ରମିତ ରକ୍ତ ଦ୍ୱାରା ବ୍ୟାପୀଥାଏ। ଏଡସ୍ ମୁକ୍ତ ପାଇଁ ବିଶ୍ୱ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି। ଲୋକ ସଚେତନ ହେଉଛନ୍ତି ତଥାପି ସଂକ୍ରମଣ ହାର ଆଶାନୁରୁପକ ହ୍ରାସ ହେଉନାହିଁ। ଓଡିଶାରେ ଏଡସର ସ୍ଥିତି ସାଙ୍ଘାତିକ ରହିଛି। #bhanjanagar #PPG@Pragatipatheghumusar
#Bhanjanagar
PPG - କାନାରା ବ୍ୟାଙ୍କ ଉଦଘାଟନ ଉତ୍ସବ ରେ ଯୋଗ ଦେଲେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ।
PPG - ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଓଡ଼ିଶା ପୋଲିସ ପାଇଁ ଗର୍ବ ଓ ଗୌରବ।
PPG - ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଓଡ଼ିଶା ପୋଲିସ ପାଇଁ ଗର୍ବ ଓ ଗୌରବ।ଦେଶ ର ଦ୍ଵିତୀୟ ସର୍ବ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ପାଇଥିଲେ । ଏବେ ଚାଲ ବୁଲି ଦେଖିବା ଥାନା ରେ କଣ କଣ ସବୁ ସୁବିଧା ରହିଛି।
ଭଞ୍ଜନଗର ସାଂସଦ,ବିଧାୟକଙ୍କ ସହିତ ଘୁମୁସର ଅଞ୍ଚଳର କିଛି ବିଜେପି କର୍ମୀ ମାନନୀୟ ବିଶ୍ଵର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କୁ ଭବ୍ୟ ସ୍ୱାଗତ ଜଣାଇଵା ପାଇଁ ଏପେକ୍ଷା କରିଥିବା ସମୟର ଦୂର୍ଷ୍ୟ।
BIG BREAKING
ଗଞ୍ଜାମ ସୋରଡା ଖପରାଗଣ୍ଡା ଗାଁରେ ଜରୁରୀକାଳୀନ ଅବତରଣ କଲା ହେଲିକପ୍ଟର । ପାଗ ଖରାପ ହେତୁ ଓହ୍ଲିଲା ହେଲିକପ୍ଟର ।
#ଭଞ୍ଜନଗର
PPG - 100% ଆପଣ ପୂର୍ବରୁ ଏହି କଥା କେବେ ବି ଶୁଣିନଥିବେ!ଭିଡ଼ିଓ ଟି ଦେଖିଲା ପରେ ଆପଣଙ୍କ ଚିନ୍ତାଧାରା ନିଶ୍ଚୟ ବଦଳିବ।ଆଜିଠାରୁ ଫୋନ ରେ ଆଉ Hello...କହିଲେ ହେବନାହିଁ କହିବାକୁ ପଡିବ ଜୟ ଜଗନ୍ନାଥ।
#ଭଞ୍ଜନଗର
PPG - 100% ଆପଣ ପୂର୍ବରୁ ଏହି କଥା କେବେ ବି ଶୁଣିନଥିବେ!ଭିଡ଼ିଓ ଟି ଦେଖିଲା ପରେ ଆପଣଙ୍କ ଚିନ୍ତାଧାରା ନିଶ୍ଚୟ ବଦଳିବ।ଆଜିଠାରୁ ଫୋନ ରେ ଆଉ Hello...କହିଲେ ହେବନାହିଁ କହିବାକୁ ପଡିବ ଜୟ ଜଗନ୍ନାଥ।
PPG-ବଡଗଡ ଥାନା ତଥା ଧରାକୋଟ ବ୍ଲକ ସାବା ପଞ୍ଚାୟତ ର ଖାରିପଲ୍ଲୀ ଏବଂ ପାଟପୁର ଥାନା ଅନ୍ତର୍ଗତ T.ଗୋବିନ୍ଦପୁର ରେ ଏକର ଏକର ଗଞ୍ଜେଇ ଗଛ କଟାଗଲା।
ଗଞ୍ଜେଇ ଚାଷ! ଯେଉଁ ଚାଷ କଥା ମନେ ପଡିଲେ ସାଧାରଣ ତଃ ମଣିଷ ର ଛାତି ଥରି ଉଠିଥାଏ । ହେଲେ କିନ୍ତୁ ଗଞ୍ଜାମ, ଗଜପତି ଓ କନ୍ଧମାଳ ସୀମାନ୍ତ ର ଉପାନ୍ତ ଇଲାକା ଗୁଡିକରେ ବର୍ଷ ବର୍ଷ ଧରି ଚାଲିଛି ବେଆଇନ ଗଞ୍ଜେଇ ଚାଷ । ଯାହା କୁ ରୋକିବା ପାଇଁ ଗଞ୍ଜାମ ପୋଲିସ ଓ ଅବକାରୀ ବିଭାଗ ଶପଥ ନେଇଥିବା ବେଳେ ଆରମ୍ଭ କରିଛି ଗଞ୍ଜେଇ ଗଛ କଟା ଅଭିଯାନ । ଆଉ ଏହି ଅଭିଯାନରେ ବଡଗଡ ଥାନା ତଥା ଧରାକୋଟ ବ୍ଲକ ସାବା ପଞ୍ଚାୟତ ର ଖାରିପଲ୍ଲୀ ପଞ୍ଚାୟତ ରେ ଅଚାନକ ଚଢାଉ କରିଛି ପୋଲିସ ଓ ଅବକାରୀ ବିଭାଗ । ଆଉ ହଜାର ହଜାର ଗଞ୍ଜେଇ ଗଛକୁ କାଟି ପୋଡି ଦିଆ ଯାଇଥିବା ବେଳେ ପ୍ରାୟ ପନ୍ଦର ଏକରରୁ ଅଧିକ ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଦିଆଯାଇଛି ।ଯାହା କି ଏଵେ ଗଞ୍ଜେଇ ମାଫିଆଙ୍କ ମହଲରେ ଛନକା ପଶିଛି ।
PPG - ସାବଧାନ ଭଞ୍ଜନଗର ଗାଙ୍ଗପୁର ଅଞ୍ଚଳ ରେ ପ୍ରସ୍ତୁତ ହେଉଛି ଡୁପ୍ଳିକେଟ ମଦ ଵା ବାଡ଼ିଆ ମାଲ।
PPG - ସାବଧାନ ଭଞ୍ଜନଗର ଗାଙ୍ଗପୁର ଅଞ୍ଚଳ ରେ ପ୍ରସ୍ତୁତ ହେଉଛି ଡୁପ୍ଳିକେଟ ମଦ ଵା ବାଡ଼ିଆ ମାଲ।
BHANJANAGAR
PPG-ବିଶେଷ -ଆକର୍ଷଣ
ଭଂଜନଗର ଠାରେ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୨ ବେଶ ଦର୍ଶନ।BHANJANAGAR BHANJANAGAR
PPG - ଭଞ୍ଜନଗର ରେ ପୂର୍ବରୁ ଏଭଳି ଦୃଶ୍ୟ କେବେ ଦେଖି ନଥିବେ। BHANJANAGAR BHANJANAGAR
PPG - ଭଞ୍ଜନଗର ରେ ପୂର୍ବରୁ ଏଭଳି ଦୃଶ୍ୟ କେବେ ଦେଖି ନଥିବେ।BHANJANAGAR BHANJANAGAR
BHANJANAGAR ନାମ ଯଜ୍ଞ,ଭଞ୍ଜନଗର