ରାଜେନ୍ଦ୍ର ଦାସ ରାଜୁ ଭାଇ fan club madhapur GP

  • Home
  • India
  • Bhadrak
  • ରାଜେନ୍ଦ୍ର ଦାସ ରାଜୁ ଭାଇ fan club madhapur GP

ରାଜେନ୍ଦ୍ର ଦାସ ରାଜୁ ଭାଇ fan club madhapur GP ମୁଁ ଜଣେ ବିଜୁ ଜନତା ଦଳ ର ସୁଙ୍ଖଳୀତ କର୍ମି ? ଓଡ଼ିଶା ବାସୀ ଙ୍କ ବଳ ବିଜୁ ଜନତା ଦଳ

ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଅଣଖା ସାହି ଗ୍ରାମ ର ବିକ୍ରମ ଦାସ ଆନ୍ଦ୍ର ଗୁଣ୍ଠୁରୁ ଗୋଟେ ଘରଇ କମ୍ପାନୀ ରେ କାମ କରୁଥିଲେ ନଭେମ...
09/12/2023

ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଅଣଖା ସାହି ଗ୍ରାମ ର ବିକ୍ରମ ଦାସ ଆନ୍ଦ୍ର ଗୁଣ୍ଠୁରୁ ଗୋଟେ ଘରଇ କମ୍ପାନୀ ରେ କାମ କରୁଥିଲେ ନଭେମ୍ବର 1 ତାରିଖରୁ ପିଲାଟି ନିଖୋଜ ଅଛି ବିଦେଶ ରେ ରହୁଥିବା ଭାଈ ମାନେ ଯଦି ପିଲାଟିର ସନ୍ଧାନ ପାଇଥିବେ ଏହି ନମ୍ୱର୍ ରେ 9337344706 ଟିକେ ଜଣାଇବେ plz 👏👏

ଓଡିଶା ବିଧାନସଭା ର ପୂର୍ବତନ ବାଚସ୍ପତି, ରାଜ୍ୟ ସରକାରଙ୍କ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟ...
02/09/2023

ଓଡିଶା ବିଧାନସଭା ର ପୂର୍ବତନ ବାଚସ୍ପତି, ରାଜ୍ୟ ସରକାରଙ୍କ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ । ମୁଁ ଭଗବାନଙ୍କ ନିକଟରେ ସ୍ବର୍ଗତ ଶ୍ରୀ ପାତ୍ର ଙ୍କର ଆତ୍ମା ର ସଦଗତି କାମନା କରିବା ସହିତ , ଶୋକସନ୍ତପ୍ତ ପରିବାର କୁ ଧୈର୍ଯ୍ଯ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛି ।

08/05/2023

ଧାମନଗର ବାସୀଙ୍କର ପ୍ରିୟ ନେତା #ଧାମନଗର_ପୂର୍ବତନ_ବିଧାୟକ_ଶ୍ରୀଯୁକ୍ତ_ରାଜେନ୍ଦ୍ର_କୁମାର_ଦାସ ( #ରାଜୁ ଭାଇ) ଙ୍କ #ଜନ୍ମ_ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ାଥ_ଜଗନ୍ନାଥ_ବାବା_ଆଖଣ୍ଡଳମଣି ଙ୍କ କୃପାରୁ ଏମିତି ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ସାଥୀରେ ରୁହନ୍ତୁ ଓ ଆପଣଙ୍କ ଚଲାପଥ ପୁଷ୍ପ ମୟ ହେଉ।💐💐💐💐💐💐🎂🎂🎂🎂🎂🎉🎉🎉🎉🎉🎉 ଚାନ୍ଦବାଲି , ମଧାପୁର ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ରାଜୁ ଭାଇ

29/03/2023
ଭଦ୍ରକ ଜିଲ୍ଲା ରେ jahid habib ବଢାଇଲେଣି ବିଜେଡିର ବିପି, ଅସିତ୍ ପଟ୍ଟନାୟକ ଦେଖାଇଲେଣି ଶକ୍ତି । ହାତରୁ ଖସିଯାଇଛି ତ ବିଜେଡିର ଧାମନଗର ଗଡ !...
10/03/2023

ଭଦ୍ରକ ଜିଲ୍ଲା ରେ jahid habib ବଢାଇଲେଣି ବିଜେଡିର ବିପି, ଅସିତ୍ ପଟ୍ଟନାୟକ ଦେଖାଇଲେଣି ଶକ୍ତି । ହାତରୁ ଖସିଯାଇଛି ତ ବିଜେଡିର ଧାମନଗର ଗଡ ! ଦେଖ ଆଗ କୁ କଣ ହେଉଛି 2024 ରେ

04/10/2022

(ଧାମନଗର)- ଯେତେ ଦିନ ସରୁଛି ସେତେ ରାଜନୀତି ସରଗରମ ହେବାରେ ଲାଗିଛି ଧାମନଗର ଉପନିର୍ବାଚନ ରଣ କ୍ଷେତ୍ରରେ | ବିଜେପି ତାହାର ଆସନଙ୍କୁ ସୁ...

04/10/2022
03/10/2022
03/10/2022
03/10/2022

या देवी सर्वभूतेषु विष्णुमायेति शब्दिता |
नमस्तस्यै नमस्तस्यै नमस्तस्यै नमो नमः॥❤️🖤❤️🖤

ଦୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ; ସମର୍ଥନ ପାଇଁ ମୁଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି: ସୁର ରାଉତରାୟ
25/06/2022

ଦୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ; ସମର୍ଥନ ପାଇଁ ମୁଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି: ସୁର ରାଉତରାୟ

ବିଶ୍ବ ଶ୍ରମିକ ଦିବସର ସମସ୍ତ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ.ଆପଣମାନଙ୍କର ତ୍ୟାଗ, ନିଷ୍ଠା, ପରିଶ୍ରମ  ଦେଶ ଓ ରାଜ୍...
01/05/2022

ବିଶ୍ବ ଶ୍ରମିକ ଦିବସର ସମସ୍ତ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ.
ଆପଣମାନଙ୍କର ତ୍ୟାଗ, ନିଷ୍ଠା, ପରିଶ୍ରମ ଦେଶ ଓ ରାଜ୍ୟ ପ୍ରତି ଅବଦାନ ପ୍ରଶଂସନୀୟ।ଆପଣମାନଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା।
ଶ୍ରମିକ ଏକତା ଜିନ୍ଦାବାଦ୍

On  , salute the commitment, dedication & hardwork of countless workers who play an instrumental role in ensuring develo...
01/05/2022

On , salute the commitment, dedication & hardwork of countless workers who play an instrumental role in ensuring development and progress of the nation. Reaffirm commitment to protect their dignity, health & welfare.

ବିଜେଡିରେ ଯୋଗଦେଲେ ସାମ୍ବାଦିକ ସ୍ବୟଂପ୍ରକାଶ ।ସାଂଗଠାନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତି ରି ବିଜୁ ଜନତା ଦଳ ରେ ଯୋଗ ଦେଲେ।
29/04/2022

ବିଜେଡିରେ ଯୋଗଦେଲେ ସାମ୍ବାଦିକ ସ୍ବୟଂପ୍ରକାଶ ।
ସାଂଗଠାନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତି ରି ବିଜୁ ଜନତା ଦଳ ରେ ଯୋଗ ଦେଲେ।

29/04/2022
29/04/2022
29/04/2022
ରାଜେନ୍ଦ୍ର ଦାସ ରାଜୁ ଭାଇ fan club Madhapur GP ତରଫରୁ ଛାତ୍ର ଜନତା ଦଳର ମହାସଚିବ ଇପ୍ସିତା ସାହୁଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ...
28/04/2022

ରାଜେନ୍ଦ୍ର ଦାସ ରାଜୁ ଭାଇ fan club Madhapur GP ତରଫରୁ ଛାତ୍ର ଜନତା ଦଳର ମହାସଚିବ ଇପ୍ସିତା ସାହୁଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣଙ୍କ ଚଲାପଥ ସଦା କୁସୁମିତ ରହୁ ଏବଂ ଆପଣଙ୍କ ନିରାମୟ ଓ ସୁଖମୟ ତଥା ଦୀର୍ଘ ଜୀବନ କାମନା କରି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ।
୍ନାଥ
ୀନ

Address

ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ମାଧପୁର ଗ୍ରାମ ପଞ୍ଚାୟତ ର ୨ନଂୱାର୍ଡ ର ଜୋତିସିଂପୁର (ଅଣଖାସାହି) ଗ୍ରାମ
Bhadrak

Alerts

Be the first to know and let us send you an email when ରାଜେନ୍ଦ୍ର ଦାସ ରାଜୁ ଭାଇ fan club madhapur GP posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ରାଜେନ୍ଦ୍ର ଦାସ ରାଜୁ ଭାଇ fan club madhapur GP:

Videos

Share


Other Digital creator in Bhadrak

Show All