NB LIVE ODIA

NB LIVE ODIA Regd no -OD-05000-4666

NB LIVE ODIA is a Digital Odia Channel in Odisha and delivers reliable Video's and information .
(1)

19/02/2025

ଖୁବ୍ କମ୍ ମୂଲ୍ୟରେ ଇଲେକ୍ଟ୍ରି ଗାଡି ସେଥିରେ ପୁଣି ୫ ବର୍ଷ ୱାରେଣ୍ଟି ସହ ନିଜ ବ୍ୟାଙ୍କ୍ ଖାତାକୁ ଆସିବ ୧୧ ହଜାର ଟଙ୍କା ll AMPERE ,BHADRAK(ARADI CHAKA)7735833780 NB LIVE ODIA

18/02/2025

ତୁମେ ଜାଣିଛ ମାଆ କଣ, ମାଆ କାହାକୁ କୁହାଯାଏ ll ମାଆ ସିନା କ୍ଷମା କରିଦେବ, ତୁମେ ଯାହା କାମ କରିଛ କଳାସାଆନ୍ତ କ୍ଷମା କେବେ ଦେବେନି ll କ୍ଷମା ଦେବେ ଥରୁଟିଏ ହୃଦୟରୁ ଡାକ ଜୟ ଜଗନ୍ନାଥ ll ଟିକି, କାହ୍ନା ଙ୍କ ଜବରଦସ୍ତ ସିନ ll NB LIVE ODIA

18/02/2025

ଅବିକଳ ରାଇମୋହନ ପରିଡା ପରି ଭଏସ, ଅଭି କୁମାର ଙ୍କ କଣ୍ଠରୁ ll NB LIVE ODIA

17/02/2025

ସିରିୟଲ କରୁଛି କିନ୍ତୁ ସ୍ଥାୟୀ ନୁହେଁ ll ସେଥିପାଇଁ ମୁଁ ଯାତ୍ରାକୁ ଆସିଛି ll ସିନ୍ଦୂରର ଅଧିକାର ସିରିୟଲ ର ରୋମି ll NB LIVE ODIA

17/02/2025

ଭୋଜି କଣ ଯାତ୍ରାରେ ଦବ୍ , ଅଧିକ ରୋଜଗାର କରିବାକୁ ଏସବୁ ଡ୍ରାମା ll ରାଣୀ ପଣ୍ଡା କୁ ଟାର୍ଗେଟ କଲେ ଲେଖକ ll NB LIVE ODIA Rani panda fan club

17/02/2025

ନୋଟିସ ଦେବାକୁ ଆସିଥିବା ଅବକାରୀ ପୋଲିସ ହଟହଟା ll NB LIVE ODIA

16/02/2025

ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ... NB LIVE ODIA

16/02/2025

ପୁଣି ଠାକୁର ଙ୍କୁ ଅସମ୍ମାନ ମହୋତ୍ସବ ପରେ ଅବହେଳିତ ହେଲେ ମହାଦେବ ll NB LIVE ODIA District Administration,Bhadrak Suryabanshi Suraj

16/02/2025

ଗୌର ଦାସ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ନମିତା ll NB LIVE ODIA

16/02/2025

କି ଚଡି ପ୍ରେମ୍ ବେ, ଚଡି ରେ କଣ ସୁନା ଲାଗିଛି ll ଯାତ୍ରା କମେଡିଆନ ସାନମଣି ll NB LIVE ODIA

16/02/2025

ଆସନ୍ତା ବର୍ଷ ମୁଁ ଏଣ୍ଟ୍ରି... ପୀୟୁଷ ଆଉଟ୍... କମେଡିଆନ ନରି ପଣ୍ଡା ll NB LIVE ODIA

15/02/2025

ଡମ୍ବରୁ ଧରିଲାଣି କିଏ ଟିଣା ଧରିଲାଣି ll ଲଙ୍ଗୁଳୀ କି ସାବଡ୍ କଲେ ଭିକାରୀ ll NB LIVE ODIA

15/02/2025

ହାତ ଧରି ଯିଏ ଚାଲିବା ଶିଖାଏ ll ହୃଦୟ ଯାହାର ସରଗ ଠୁ ବଡ଼ ll ମା ମା ସିଏ ମା ଆମ ମା ll NB LIVE ODIA

14/02/2025

ପଦାକୁ ଆସିଲା ଭଦ୍ରକ ପୋଲିସ ର ଅଯୋଗ୍ୟ ପଣିଆ ll NB LIVE ODIA Odisha Police Organisation

14/02/2025

ଏଠି ଭୁଲ କରେ ପାଣ୍ଡିଆନ ବଦନାମ ହୁଏ ନବୀନା ll ଭଦ୍ରକ ମଞ୍ଚରେ ଏହି ଡାଇଲଗ ଭାଇରାଲ ll NB LIVE ODIA

14/02/2025

ଆପଣ ଡାଇବେଟିସ୍ ରୋଗରେ ପୀଡିତ କି?ଖାଲିପେଟରେ ଭୁଲରେ ବି ନିଅନ୍ତୁନି ଏହି ଜିନିଷ ll NB LIVE ODIA

13/02/2025

କିସ୍ଥି ସୁଝିଦେଲି ତଥାପି ଟଙ୍କା ମାଗୁଛନ୍ତି ଫାଇନାନ୍ସ କମ୍ପାନୀ ଦେଉନାହାନ୍ତି NOC ll NB LIVE ODIA

12/02/2025

ଭଦ୍ରକ : ମନ୍ତ୍ରୀ, ସାଂସଦ ଓ଼ ବିଧାୟକଙ୍କୁ ପ୍ରଶଂସା କରି ବରପଦା ଇଞ୍ଜିନୀୟରିଂ କଲେଜର ଲାଗିଥିବା କଳହ ଏକ ଭୁଲ ବୁଝାମଣା ,ଏକ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ପ୍ରୟାସ କରିବୁ ବୋଲି କହିଲେ ପ୍ରୟାସ କାନ୍ତି ସାମଲ l ତାହା ସହ ଭଦ୍ରକ କଲେଜ କୁ ବିଶ୍ୱବିଦ୍ୟାଳୟ କରିବା ଜିଲ୍ଲାପ୍ରଶାସନ ଜମି ଖୋଜୁଥିବା ବେଳେ ବରପଦା ଯାନ୍ତ୍ରିକ ବିଦ୍ୟାଳୟ ରେ ଥିବା ୭୬ ଏକର ଜମିରୁ ନିୟମାନୁଯାୟୀ ୨୫ ଏକର ହେଲେ ଯାନ୍ତ୍ରିକ ମହାବିଦ୍ୟାଳୟ ଚାଲିପାରିବ ଅବଶିଷ୍ଠ ଥିବା ଜମି ବିଶ୍ୱବିଦ୍ୟାଳୟ ପାଇଁ ଦେବା ରେ କୌଣସି ଅସୁବିଧା ନାହିଁ ତେଣୁ ମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ବିଧାୟକ ଓ ସାଂସଦ ଙ୍କ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି ଲୁଲୁ ଏବଂ ବିଶ୍ୱବିଦ୍ୟାଳୟ କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବଉତ୍କଳର ନିର୍ମାତା ଡ଼ଃ ହରେକୃଷ୍ଣ ମହତାବ ଙ୍କ ନାମରେ ନାମିତ କରିବା ପାଇଁ ଅନୁରୋଧ କରିଛନ୍ତି ତାହା ସହ ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ କୁ ସମ୍ପୂର୍ଣ ଭାବରେ ସରକାରିକରଣ କରିବା ପାଇଁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିବା ସହ ବିଗତ ଦିନରେ ଲାଗିଥିବା ବିବାଦ କୁ ଶେଷ କରିବା ପାଇଁ ପ୍ରୟାସ ଚାଲିଛି ଏବଂ ମାନ୍ୟବର କୋର୍ଟ ଙ୍କ ନିର୍ଦେଶ ଅନୁସାରେ ବେସରକାରୀ ଅନୁସ୍ଥାନ ର କଳହ କୁ ନିଜ ଭିତରେ ସମାଧାନ କରିବାକୁ ଆମେ ଚେଷ୍ଟା କରୁଛୁ ଶୀଘ୍ର ସମାଧାନ ହେବ ବୋଲି ମଧ୍ୟ କହିଛନ୍ତି ପ୍ରୟାସକାନ୍ତି ସାମଲ ll NB LIVE ODIA Sitansu Sekhar Mohapatra

Address

BHADRAK
Bhadrak
756100

Telephone

+918249443724

Website

Alerts

Be the first to know and let us send you an email when NB LIVE ODIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to NB LIVE ODIA:

Videos

Share