Odisha warrior LIVE

Odisha warrior LIVE Odisha Warrior LIVE ® verified. Channels mean to spread more authentic information about odisha.

21/08/2024

ତେବେ ସଞ୍ଜୟ ରୟ ତା’ର ଜଣେ ସିଭିକ ସ୍ୱେଚ୍ଛାସେବୀ ବନ୍ଧୁ ସହ ଅଗଷ୍ଟ ୮ ତାରିଖ ମଧ୍ୟରାତ୍ର ପରେ ରେଟ ଲାଇଟ ଅଞ୍ଚଳ ଭାବେ ପରିଚିତ ସୋନାଗାଚ୍ଛି ଯାଇଥିଲା। ସେଠାକୁ ଯିବା ପୂର୍ବରୁ ସେ ପ୍ରବଳ ମଦ ବି ପିଇଥିଲା।

ସୋନାଗାଚ୍ଛିରେ ପହଞ୍ଚିବା ପରେ ତା’ର ବନ୍ଧୁ ବେଶ୍ୟାଳୟକୁ ଭିତକୁ ଯାଇଥିଲା। ହେଲେ ସଞ୍ଜୟ ବାହାରେ ରହିଥିଲା। ରାତି ପ୍ରାୟ ୨ଟା ବେଳେ ସେମାନେ ଆଉ ଏକ ରେଡ ଲାଇଟ ଅଞ୍ଚଳ ଚେତଲା ଯାଇଥିଲେ। ସେଠାରେ ମଧ୍ୟ ସଞ୍ଜୟ ବାହାରେ ଛିଡ଼ା ହୋଇଥିଲା
ସେଠାରୁ ଫେରି‌ ମେଡିକାଲରେ ଏମିତି କରିଥିଲା..


17/08/2024

ଓଡ଼ିଶା ଲୋକଙ୍କ ପାଇଁ ମୁହଁ ଖୋଲିଲେ ରଚନା ବାନାର୍ଜୀ, ଆଳୁ ଦେବାକୁ ମମତାଙ୍କୁ କଲେ ବାଧ୍ୟ! ସେପଟେ ଦୁଇ ରାଜ୍ୟ ମଧ୍ୟରେ ଆଳୁ ବିବାଦର ଶୀଘ୍ର ସମାଧାନ ନହେଲେ ଦେଶର ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ ଚେତାବନୀ ଦେଇଛି ପଶ୍ଚିମବଙ୍ଗ ପ୍ରଗତିଶୀଳ ଅଳୁ ବ୍ୟବସାୟୀ ସମିତି ସଂଘ । ଏନେଇ ବାଙ୍କୁରା ଜିଲାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟର ୨୫୦ ଜଣ ଆଳୁ ବ୍ୟବସାୟୀ ଯୋଗଦେଇଥିଲେ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆଲୋଚନା ସଫଳ ନ ହେଲେ ରାଜ୍ୟର ୪୭୦ ଶୀତଳ ଭଣ୍ଡରରେ ଥିବା ଆଳୁ କଢାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ କାହା କଥା ଶୁଣିଲେ ମମତା ବାନାର୍ଜୀ ।






05/08/2024

ଥମୁନି ଆଳୁ ଟେନସନ୍। ମାର୍କେଟରେ ଆଳୁ ଥିଲେ ବି ଟେନସନ୍ କମୁନି। କାରଣ ଆଳୁ ସଙ୍କଟ ଦେଖାଦେବାରୁ ପଶ୍ଚିମବଙ୍ଗ ବଦଳରେ ଉତ୍ତର ପ୍ରଦେଶରୁ ଆଳୁ ମଗାଇଲେ ରାଜ୍ୟ ସରକାର। କିନ୍ତୁ ଆଗକୁ ଆଳୁ ପାଇଁ ପଶ୍ଚିମବଙ୍ଗର ମମତାଙ୍କୁ ହେବାକୁ ଯାଉଅଛି ବଡ଼ କ୍ଷତି,
ଓଡିଶା ନେଇପାରେ ବଡ଼ ନିଷ୍ପତ୍ତି।



23/07/2024

ଟି-୨୦ ବିଶ୍ୱକପ ୨୦୨୪ର ବିଜୟଲାଭ ପରେ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଅଲଗା ହୋଇଛନ୍ତି । ନତାଶାଙ୍କଠାରୁ ଅଲଗା ହେବା ପରେ ପାଣ୍ଡ୍ୟା ବର୍ତ୍ତମାନ ଅନ୍ୟ ଜଣେ ଅଭିନେତ୍ରୀଙ୍କ ନିକଟତର ହୋଇଛନ୍ତି । ନିକଟରେ ରାଧିକା ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହରେ ହାର୍ଦ୍ଦିକ ଅନନ୍ୟା ପାଣ୍ଡେଙ୍କ ସହ ନଜର ଆସିଥିଲେ । ଯାହାକୁ ନେଇ ହେଉଛି ଚର୍ଚ୍ଚା




23/07/2024

ଆଗରୁ ଆସୁଥିଲା ଟ୍ରେନ୍, ବ୍ରିଜ ଉପରେ ସ୍ବାମୀ ସ୍ତ୍ରୀ କରୁଥିଲେ ରିଲ୍।
ସୋସିଆଲ ମିଡିଆରେ ଚର୍ଚ୍ଚା ସେ ଦୁହିଁଙ୍କର କ'ଣ ହେଲା..ଯାହାକି ଏହି ଭିଡିଓରେ ରହିଛି ସୁଚନା





16/07/2024

ସଲମାନଙ୍କ ପାଖରେ ଐଶ୍ୱର୍ଯ୍ୟା ! ସବୁଦିନ ପାଇଁ ଅଭିଷେକ ବଚ୍ଚନଙ୍କୁ ଛାଡ଼ିଦେଲେକି ଐଶ୍ୱର୍ଯ୍ୟା
ଅଭିଷେକ ବଚ୍ଚନଙ୍କ ସହ ଥିବା ସମସ୍ୟା ମଧ୍ୟରେ ଐଶ୍ୱର୍ଯ୍ୟା ରାୟଙ୍କର ଆଉ ଏକ ଫଟୋ ଚର୍ଚ୍ଚାରେ ଅଛି। ଯେଉଁଥିରେ ସେ ସଲମାନ ଖାନ ଏବଂ ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ଅଭିନେତ୍ରୀ ତାଙ୍କ ପୂର୍ବତନ ପ୍ରେମିକା ସଲମାନ ଖାନଙ୍କ ହାତ ଧରିଛନ୍ତି ଏବଂ ଦୁହେଁ ଏକାଠି ହସୁଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଅଭିଷେକ ବଚ୍ଚନଙ୍କଠାରୁ ଦୂରେଇ ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନ ପୁଣି ଥରେ ଘନିଷ୍ଠ ବନ୍ଧୁ ହୋଇଛନ୍ତି ତେବେ ଏଫଟୋରେ କେତେ ସତ୍ୟତା ରହିଛି ଦେଖନ୍ତୁ ଭିଡିଓ।

ଯେତେବେଳେ ପହଞ୍ଚିଲେ ଗଜପତି ମହାରାଜା 🧹
07/07/2024

ଯେତେବେଳେ ପହଞ୍ଚିଲେ ଗଜପତି ମହାରାଜା 🧹

ଜୟ ଜଗନ୍ନାଥ 🙏
07/07/2024

ଜୟ ଜଗନ୍ନାଥ 🙏

30/06/2024

ଭାରତୀୟ ଖେଳାଳିଙ୍କୁ କୋଟି କୋଟି ଟଙ୍କାର ପୁରସ୍କାର, ଏମିତି କହିଲେ ମୋଦୀ ଜିତିଲା ପରେ ଭାରତ ।






30/06/2024

ଚିନ୍ତାରେ ବୈଜ୍ଞାନିକ, ମହାକାଶରୁ ପୃଥିବୀକୁ ଆଉ ଫେରି ପାରିବେନି ସୁନିତା !

23/06/2024

ଭୁଲରେ ଗୁଡ଼ି ସହ ଉଡିଗଲା ଝିଅ , କେମିତି ଧରିବେ କାନ୍ଦିଲେ ବାପା-ମା

17/06/2024

ପଶ୍ଚିମବଙ୍ଗରେ ଘଟିଛି ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା I କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେଇଛି। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

09/06/2024

ଶପଥ ନେଉଛନ୍ତି ନରେନ୍ଦ୍ର ମୋଦି

05/06/2024

ଓଡ଼ିଆ ଅଭିନେତା ଦେବାଶିଷଙ୍କୁ ଏମିତି କହିଲେ ରାଣୀ ପଣ୍ଡା,ସେପଟେ ହାରିଗଲା ବିଜେଡି ଦଳ ।




04/06/2024

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ଲଢେଇ ସମ୍ବିଧାନ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା ଓ ଲୋକମାନେ ଏ ଦିଗରେ ନିଜର ପ୍ରଥମ ପାହୁଣ୍ଡ ପକାଇସାରିଛନ୍ତି । ସେ କହିଛନ୍ତି, ଜନତା ବିଜେପିକୁ ହିସାବ କରିଛନ୍ତି। ଦେଶ ମୋଦୀଙ୍କୁ ପ୍ରତ୍ୟାଖ୍ୟାନ କରିଛି। ଆଗକୁ ମିଳିତ ସରକାର ଗଠନ ହୋଇପାରିବ କି ନାହିଁ ତାହା ସ୍ପଷ୍ଟ କରିବେ ରାହୁଲ ଗାନ୍ଧୀ।

31/05/2024

ମୋଦୀ ରକ୍ ମେମୋରିଆଲରେ ଧ୍ୟାନରେ ବସିଛନ୍ତି । ହେଲେ ଗତ କାଲି ରାତିରେ କ'ଣ ଅନୁଭବ କଲେ ମୋଦୀ ତାକୁ ଅନେକ‌ ଚର୍ଚା , ମୋଦୀଙ୍କ ଧ୍ୟାନ କାର୍ଯ୍ୟକ୍ରମକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦୁଇହଜାର ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଳେ ଏହି ସମୟରେ ରକ୍ ମେମୋରିଆଲକୁ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ କଟକଣା ଜାରି କରାଯାଇଛି ।
ତେବେ ଏହି ସ୍ଥାନରେ ଆଗରୁ ବିବେକାନନ୍ଦ ଧ୍ୟାନରେ ବସିଥିଲେ ଆଉ ବଦଳିଥିଲା ତାଙ୍କ ଜୀବନ।

26/05/2024

ଓଡ଼ିଆ ଅଭିନେତା ଦେବାଶିଷଙ୍କୁ ଏମିତି କହିଲେ ରାଣୀ ପଣ୍ଡା, ଓଡ଼ିଆ କଳାକାର ହୋଇ ଏତେ ତଳକୁ କାହିଁକି ଯାଉଛ।




25/05/2024

ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ ସ୍ବାଧୀନ ଭାବେ ଲଢ଼ୁଛନ୍ତି। ନିଆରା ଢଙ୍ଗରେ ଗଳିକନ୍ଦି ବୁଲି ପ୍ରଚାର କରୁଛନ୍ତି। ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି ସବୁଦିନ ବ୍ୟବହାର କରୁଥିବା ବୁଲେଟ୍‌। ଆଉ ହାତ ଯୋଡି କହିଛନ୍ତି ଆଜି ଠିକ୍ ଲୋକଙ୍କୁ ନବାଛିଲେ ୫ ବର୍ଷ ଯାଏଁ ସେଇ କଷ୍ଟ ଭୋଗିବାକୁ ପଡିବ।




12/05/2024

କନ୍ଧମାଳର ନିର୍ବାଚନି ସଭାରେ ମୋଦୀ ପହଞ୍ଚିଥିଲେ ଆଉ ତୁଳା ବେହେରାଙ୍କ ୧ଲକ୍ଷ ଟଙ୍କାର କାହାଣୀ ଶୁଣିବା ପରେ ତାଙ୍କ ପାଦ ଛୁଇଁ ଆଶ୍ରୀବାଦ ନେଲେ.. ତୁଳା ବେହେରା କିଏ ଆଉ କାହିଁକି ମୋଦୀ ତାଙ୍କଠାରୁ ଆଶ୍ରୀବାଦ ନେଲେ ଏହି ଭିଡିଓରେ ରହିଛି ସମ୍ପୁର୍ଣ୍ଣ ତଥ୍ୟ।

10/05/2024

09/05/2024

ଚାକିରୀ ଖୋଜି ଖୋଜି ବନିଗଲେ ଜଲେବି ବାବା , କେମିତି ୧୨୦ ସୁନ୍ଦରୀ ଝିଅଙ୍କୁ ଫସାଇ ରଖିଲେ ସମ୍ପର୍କ..

ଜେଲରେ ଅନ୍ତହୋଇଛି ଜଲେବି ବାବାଙ୍କ କାରନାମା, ୧୨୦ ଝିଅଙ୍କୁ ଫସାଇ ଜାଇଥିଲେ ଜେଲ୍, ଚାକିରୀ ଖୋଜିବାକୁ ଆସି କେମିତି ବନିଗଲେ ଜଲେବି ବାବା ?

06/05/2024

ବ୍ରହ୍ମପୁରରେ ଠିକଣା ମାଗିଲେ ମୋଦି କହିଲେ ମୁ ତୁମକୁ ଓଡ଼ିଆରେ ଚିଠି ଲେଖିବି

28/04/2024

ଅରୁଣ ଗଭୀଲଙ୍କୁ ବାପା ରୋଲ କିନ୍ତୁ ପ୍ରଭୁ ରାମଙ୍କ ରୋଲ କରିଲେ ରଣବୀର କାପୁର , ଭାଇରଲ ହେଲା ସବୁ ଫୋଟୋ

22/04/2024

ଲୋକମାନଙ୍କ ସେବା କରି ସେମାନଙ୍କ ଜୀବନରେ ଖୁସି ଭରୁଥିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା, କିନ୍ତୁ ଏତେ ସବୁ ପରେ କଣ
ବଦଳିଯିବକି ରାଣୀ ପଣ୍ଡାଙ୍କ ମନ..
ଯେଉଁ ସାହାଯ୍ୟ ଦେଖି ସହିପାରୁନଥିଲା ହାତ ଛାଡିଲା ବିକ୍ରମ, ସେଥିପାଇଁ କ'ଣ ଆଉ ସାହାଯ୍ୟ କରିବେନି ରାଣୀ ପଣ୍ଡା?
ବିକ୍ରମ ରାଣୀ ପଣ୍ଡାଙ୍କ ଅଲଗା ହେବା ପଛର ବଡ କାରଣ ଏହି ଜନସେବା?

17/04/2024

କାହିଁ କେଉ ଯୁଗରୁ ଶ୍ରୀରାମଙ୍କ ମଥା ସ୍ପର୍ଶ କରିଥିଲା ସୁର୍ଯ୍ୟ, ପୁଣି ଏବେ ଯେମିତି ଫେରିଆସିଛି ସେହି ରାମ ଯୁଗ।
ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି। ମନ୍ଦିର ଭିତରେ ରାମ ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ଏହା ହେଉଛି ପ୍ରଥମ ରାମ ନବମୀ।ବିଜ୍ଞାନର ଫର୍ମୁଲା ଅନୁସାରେ ଏହା ସମ୍ପନ୍ନ କରାଯାଇଛି । ବୈଜ୍ଞାନିକମାନେ ଏନେଇ ଯଥେଷ୍ଟ ଗବେଷଣା କରାଯାଇ ପରୀକ୍ଷଣ କରାଯିବା ପରେ ଆଜି ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରାଯାଇଛି ।୫୦୦ ବର୍ଷ ପରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ସୂର୍ଯ୍ୟତିଲକ ହୋଇଛି।

ପୁଣି ଫେରିବ ବିକ୍ରମ ? Watch 👇
17/04/2024

ପୁଣି ଫେରିବ ବିକ୍ରମ ? Watch 👇

ସାମ୍ନାକୁ ଆସିଲା ନୁଆ କଥା ..ନିଜ ଭୁଲ ବୁଝିପାରିଲେ ବିକ୍ରମ , ରାଣୀ ପଣ୍ଡାଙ୍କୁ କ୍ଷମା ମାଗି ପୁଣି ମିଶିବେ ବିକ୍ରମ ଏହା କେବଳ ଚର୍ଚ୍ଚା...

ଶ୍ରୀରାମଙ୍କ ମସ୍ତକରେ ସୁର୍ଯ୍ୟ ତିଲିକ,ଭାବବିହୁଳ କରୁଛି ଦୃଶ୍ୟ 🙏
17/04/2024

ଶ୍ରୀରାମଙ୍କ ମସ୍ତକରେ ସୁର୍ଯ୍ୟ ତିଲିକ,ଭାବବିହୁଳ କରୁଛି ଦୃଶ୍ୟ 🙏

Address

Berhampur

Alerts

Be the first to know and let us send you an email when Odisha warrior LIVE posts news and promotions. Your email address will not be used for any other purpose, and you can unsubscribe at any time.

Videos

Share


Other News & Media Websites in Berhampur

Show All