Odia Newj

04/04/2024
21/01/2024

08/09/2022
09/03/2022

#ପୁଷ୍ପା_ଷ୍ଟାଇଲରେ_ସଂକୀର୍ତନ
ହରେ ରାମ ଗୀତରେ ପୁଷ୍ପା ଷ୍ଟାଇଲର ନାଚରେ ଚାଲିଛି ସଂକୀର୍ତନ

The Stalwart of Indian Music is gone. We will miss you Lata Didi. You will continue to live in our hearts and hearts of ...
06/02/2022

The Stalwart of Indian Music is gone. We will miss you Lata Didi. You will continue to live in our hearts and hearts of Billions of fans around the globe 🙏🏻🙏🏻 RIP

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗ ରେ ଦୁଃଖିତ  |ଓଡିଶା ତଥା ଗଞ୍ଜାମ ଜଣେ ଦକ୍ଷ ଓ ଅଭିଜ୍ଞ ଜନନେତାଙ୍କୁ...
24/12/2021

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗ ରେ ଦୁଃଖିତ |ଓଡିଶା ତଥା ଗଞ୍ଜାମ ଜଣେ ଦକ୍ଷ ଓ ଅଭିଜ୍ଞ ଜନନେତାଙ୍କୁ ହରାଇଲା |ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ l ଗଞ୍ଜାମ ତଥା ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା lପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ବିଧାୟିକା |

LPG ଗ୍ୟାସ୍ ଦର  ବୃଦ୍ଧି କୁ ନେଇ କେନ୍ଦ୍ର କୁ ଦୋଷ ଦେଇ ଆନ୍ଦୋଳନ କୁ ଓହ୍ଲାଇ ଥିବା ବିଜୁ ଜନତା ଦଳର  ଲୋକଙ୍କୁ ଭୁଆଁ ବୁଲାଇବା ନୀତି.... କାହା...
25/11/2021

LPG ଗ୍ୟାସ୍ ଦର ବୃଦ୍ଧି କୁ ନେଇ କେନ୍ଦ୍ର କୁ ଦୋଷ ଦେଇ ଆନ୍ଦୋଳନ କୁ ଓହ୍ଲାଇ ଥିବା ବିଜୁ ଜନତା ଦଳର ଲୋକଙ୍କୁ ଭୁଆଁ ବୁଲାଇବା ନୀତି.... କାହା ଇଙ୍ଗିତ ରେ ଦଳ ମିଛ ପ୍ରହସନ କରୁଛି... 👇
କେନ୍ଦ୍ର ଗ୍ୟାସ୍ ସିଲିଣ୍ଡର ଖାଉଟି ଙ୍କୁ ଟ529.75ପ. ରେ ଦେଉଥିବା ବେଳେ ରାଜ୍ୟ ସରକାର ଟ861.18ପ. କାହିଁକି ନେଉଛନ୍ତି..
ଏଠି ମୋଦି - ନବୀନ କୋଳାକୋଳି ଚାଲିଥିବା ବେଳେ ଉଭୟ ଦଳର ଆନ୍ଦୋଳନ ଏକ ପ୍ରହସନ ପାଲଟିଛି..
👇👇👇👇👇👇👇👇👇👇👇👇👇👇👇

ଆଜି ଓଡ଼ିଶାରେ ନବୀନ ଶାସନରେ ଖାଲି ମହିଳା କିମ୍ବା ପରି ଭଳି କୁନି କୁନି ପିଲା ନୁହେଁ ବରଂ ମା ପେଟରେ ଥିବା ଶିଶୁ ମଧ୍ୟ ଜନ୍ମ ହେବାକୁ ବି ଡରୁଛନ...
21/11/2021

ଆଜି ଓଡ଼ିଶାରେ ନବୀନ ଶାସନରେ ଖାଲି ମହିଳା କିମ୍ବା ପରି ଭଳି କୁନି କୁନି ପିଲା ନୁହେଁ ବରଂ ମା ପେଟରେ ଥିବା ଶିଶୁ ମଧ୍ୟ ଜନ୍ମ ହେବାକୁ ବି ଡରୁଛନ୍ତି ।

Please like
17/11/2021

Please like

Address

Berhampur
761101

Website

Alerts

Be the first to know and let us send you an email when Odia Newj posts news and promotions. Your email address will not be used for any other purpose, and you can unsubscribe at any time.

Videos

Share