Bhagyaprabha News

Bhagyaprabha News ଦକ୍ଷିଣ ଓଡିଶା ତଥା ରାଜ୍ୟର ପ୍ରମୁଖ ଖବର କୁ ନେଇ ଆମର ଉପସ୍ଥାପନା ...

ଭାଗ୍ୟପ୍ରଭା ନ୍ୟୁଜ୍ ...
ଖବରର ପଛେ ପଛେ..

01/02/2025

ବେଙ୍ଗାଳୁରୁ - ସର୍ଜlପୁରର ବିକାନାହଲି ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରା.....

01/02/2025

ବ୍ରହ୍ମପୁର- ପାଞ୍ଚୋଟି ରାଜ୍ୟର ୪୦ ଜଣ ପ୍ରତିଯୋଗୀଙ୍କୁ ନେଇ ରେଶମ ସହରରେ ଆଯୋଜିତ ହେବ ଅଲ ଇଣ୍ଡିଆ ଟେନିସ୍ ଟୁର୍ଣ୍ଣାମେଣ୍ଟ, ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଆୟୋଜକ ..

01/02/2025

ଦେଶର ସଂସଦରେ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅପମାନ ଜନକ ବିବୃତ୍ତି ଦିଆଯିବା ପ୍ରତିବାଦରେ ବ୍ରହ୍ମପୁରରେ ଭାଜପା ପକ୍ଷରୁ ପ୍ରତିବାଦ ଓ କୁଶପିତୁଳିକା ଦାହ ..

30/01/2025

ବ୍ରହ୍ମପୁର ମହାନଗର ନିଗମର ସାଧାରଣ ପରିଷଦ ବୈଠକରେ ହଟ୍ଟଗୋଳ ସହିତ କମିଶନରଙ୍କୁ ଦୁଃବ୍ୟବହାର ସହିତ ଲଗାତର ଘଟଣାକୁ ନେଇ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ ,କମିଶନରଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଲେ କର୍ପୋରେଟର ଧିରେଶ ସାବତ..

30/01/2025

ଗଞ୍ଜାମ-ବ୍ରହ୍ମପୁର ମହାନଗର ନିଗମ ବୈଠକରେ ଦୁଇ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ହଟ୍ଟଗୋଳ ଘଟଣା,ନିଗମର କମିଶନରଙ୍କୁ ଖରାଫ ବ୍ୟବହାର ନେଇ ଜିଲ୍ଲାପାଳଙ୍କୁ ଅବଗତ କଲେ ମେୟର ଓ ମିଳିତ କର୍ପୋରେଟର..

28/01/2025

ବ୍ରହ୍ମପୁର ରେଳଷ୍ଟେସନ ଠାରୁ ଶିରିଡି ଓ ନାସିକ୍ ଅଭିମୁଖେ ଶୁଭାରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ , ପାଞ୍ଚ ଜିଲ୍ଲାର ୮୦୦ ତୀର୍ଥଯାତ୍ରୀଙ୍କୁ ନେଇ ଗଡିଲା ଟ୍ରେନ୍...

28/01/2025

ବ୍ରହ୍ମପୁର - ଓଡ଼ିଆ ୟୁଥ୍ କମିଟି ବେଙ୍ଗାଳୁରୁ ( OYC) ତରଫରୁ ବ୍ଲାଙ୍କେଟ ଏବଂ ଖାଦ୍ୟ ବଣ୍ଟନ...

27/01/2025

ବ୍ରହ୍ମପୁର- ରଣ ନେବାକୁ ଆଗ୍ରହ ଦେଖାଇ ଫାଇନାନ୍ସ କମ୍ପାନୀର ଚାରି ସଦସ୍ୟଙ୍କୁ ଅପହରଣ କରି ଚାରି ଦିନ ଧରି ଚିକିଟି ଅଞ୍ଚଳର ଜଙ୍ଗଲ ମଧ୍ୟରେ ରଖିଲେ ମୁଣ୍ଡ ଜାମିନ ରଖିଥିବା ଅଭିଯୋଗ ,ଜଣେ ଗିରଫ , ଗ୍ୟାଙ୍ଗକୁ ଧରିବାକୁ ପୋଲିସର ତଦନ୍ତ ଜାରି..

26/01/2025

କୋରାପୁଟ- ଲକ୍ଷ୍ମୀପୁର ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥାନରେ ପାଳିତ ହେଲା ୭୬ ତମ ସାଧାରଣତନ୍ତ୍ର ଦିବସ ..

26/01/2025

ଗଞ୍ଜାମ - -ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ,ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କଲେ ଜାତୀୟ ପତାକା ଉତ୍ତୋଳନ ..

26/01/2025

ବ୍ରହ୍ମପୁର ଠାରେ ମହାସମାରୋହରେ ପାଳିତ ହେଲା ୭୬ ତମ ସାଧାରଣତନ୍ତ୍ର ଦିବସ ..

25/01/2025

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଶ୍ୟାମଳାଇ ପୀଠରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଭାବରେ ନିର୍ବାଚିତ ହେଲେ ବିଜୟ ସ୍ଵାଇଁ ..

25/01/2025

ଗଞ୍ଜାମ -କୁକୁଡାଖଣ୍ଡି ବ୍ଳକ ଘାଟିପାରି ଉଚ୍ଚ ବିଦ୍ୟାଳୟ ବାଲିପଡା ବାର୍ଷିକ ଉତ୍ସବରେ ଯୋଗ ଦେଲେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର..

25/01/2025

ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ଭାବରେ ସରୋଜ ସାବତ ଙ୍କୁ ମିଳିଲା ଦାୟିତ୍ଵ, ସାଂସଦ , ବିଧାୟକ ଓ ଦଳର ନେତୃବୃନ୍ଦଙ୍କ ଉପସ୍ଥିତରେ ହେଲା ଘୋଷଣା...

24/01/2025

ବ୍ରହ୍ମପୁର ବିଧାୟକଙ୍କ ହାତପାଣ୍ଠିରୁ ହେଉଥିବା ଉନ୍ନତିମୂଳକ କାର୍ଯ୍ୟରେ ମନ୍ଥରତା, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ସମୀକ୍ଷା..

23/01/2025

ବ୍ରହ୍ମପୁର-ଛୁଟି ଶେଷ ହେବା ପରେ ନିଜ ଘରୁ ବାହାରି କାର୍ଯ୍ୟରେ ଯୋଗ ଦେବା ପାଇଁ କେରଳ ଫେରୁଥିବା ବେଳେ ଇଚ୍ଛାପୁର ରେଳଷ୍ଟେସନରୁ ନିଖୋଜ ହେଲେ ନୈସେନାର ଯୁବ ଅଫିସର , ପୋଲିସର ତଦନ୍ତ ଜାରି ..

22/01/2025

ଗଞ୍ଜାମ-କୁକୁଡାଖଣ୍ଡି ବ୍ଳକରେ ନୂତନ ଭତ୍ତା ବିତରଣ ସମାରୋହ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର..

22/01/2025

ଗଞ୍ଜାମ-ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସାମ୍ୱାଦିକଙ୍କୁ ପ୍ରବେଶ ବାରଣ ପୋଷ୍ଟର ,ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଘଟଣାକୁ ନାପସନ୍ଦ କରି ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର..

Address

Gandhi Nagar
Berhampur
760001

Alerts

Be the first to know and let us send you an email when Bhagyaprabha News posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

ଦୁର୍ଘଟଣାରେ ଗୋଟିଏ ପରିବାର ପାଞ୍ଚ ମୃତ -ଗ୍ରାମରେ ଶୋକାକୁଳ ପରିବେଶ

ଦୁର୍ଘଟଣାରେ ଗୋଟିଏ ପରିବାର ପାଞ୍ଚ ମୃତ -ଗ୍ରାମରେ ଶୋକାକୁଳ ପରିବେଶ

ପାତ୍ରପୁର :ଅସ୍ଥି ବିସର୍ଜନ କରିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟି ଗୋଟିଏ ପରିବାର ର ପାଞ୍ଚ ଜଣ ପ୍ରାଣ ହରାଇବା ଘଟଣା ସମସ୍ତଙ୍କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଅନ୍ତର୍ଗତ ଜରଡ଼ାଥାନା ଅନ୍ତର୍ଗତ ଲାଲକାମାରୁ ଅସ୍ଥିବିସର୍ଜନ ପାଇଁ ଏକ ବୋଲେରୋ ଗାଡିରେ ଗତକାଲି ରାତ୍ର ସମୟରେ ଗୋଟିଏ ପରିବାରର ୨୩ ଜଣ ବନ୍ଧୁ ସଂପର୍କୀୟ ଦୁଇଟି ବୋଲେରୋ ଗାଡିରେ ଜଗନ୍ନାଥ ସଡକ ଦେଇ ପୁରୀ ଅଭିମୁଖେ ଯାଉଥିବାବେଳେ ସୁକନ ଭାଇଲିପୁର ଠାରେ ଭାରସାମ୍ୟ ହରାଇ ଏକ ନାଳକୁ ଖସିପଡିଥିଲା ସେଥିମଧ୍ୟରୁ ଯାଉଥିବା ଏକ ବୋଲୋର । ଯାହାକି ପାଣି ମଧ୍ୟରେ ଗାଡିଟି ବୁଡି ରହିବା ଯୋଗୁଁ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ହେବେ କେ. କ୍ରିଷ୍ଣା,ଜଗଦୀଶ,କ୍ଷମାବତୀ,ୟମାବତୀ,ଅବନାମ ପାଞ୍ଚଜଣଙ୍କ ଘଟଣା ସ୍ଥଳରେମୃତ୍ୟୁ ଘଟିବl ସହ ୨ଜଣ ଗୁରୁତରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତିକରାଯାଇଛି l ଏଭଳି ଗୋଟିଏ ପରିବାରର ସାରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।