Saroj Ganga Sai Production

Saroj Ganga Sai Production Passionate about music and its enchanting power to captivate souls. ��
Sharing my musical journey and favorite tunes that make my heart sing. ��

17/04/2024
A Soulful Jagannath Bhajan.
13/04/2024

A Soulful Jagannath Bhajan.

Jaga Debu To Pade Jaaga / Odia Jagannatha Bhajan / Siba Shankar / Saroj Ganga Sai ProductionSong Credits :-Bhajan - Jaga Debu to pade jaga (ଜଗା ଦେଵୁ ତୋ ପାଦେ ...

25/11/2023
21/11/2023
20/11/2023

I am always proud to see my lovable KISSians shine in sports. This time, Sangita Kisan and Simran Ekka have made me proud by winning bronze medals for Odisha in the Women's Sepak Takraw event at the National Games in Goa. Their dedication to excellence is truly inspiring for their fellow sports enthusiasts at KISS. Heartiest congratulations on your remarkable success!

18/11/2023

Feeling the warmth of my deep-rooted connections.

18/11/2023

କନ୍ଧମାଳର କୁନି କରାଟେକା ସାନଭି ସାଧନା ପ୍ରଧାନ ଦିଲ୍ଲୀରେ ନଭେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜାତୀୟ ଉପକନିଷ୍ଠ କରାଟେ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଏଥିପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସାନଭିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପିତାମାତା ଓ କରାଟେ ପ୍ରଶିକ୍ଷକଙ୍କୁ ମଧ୍ୟ ଡ. ସାମନ୍ତ ଧନ୍ୟବାଦ ଜଣାଇଛନ୍ତି।

18/11/2023
13/11/2023
08/11/2023

ଭାବନାର ବି ଗୋଟିଏ ଚମତ୍କାର #ଭାବ ଥାଏ ଯାହାକୁ ବେଳେବେଳେ ବୁଝି ବି ବୁଝି ହୁଏନା...

ଶୁଭ ସକାଳ...

07/11/2023

#ହସ ! ଛୋଟିଆ #ଶବ୍ଦଟିଏ କିନ୍ତୁ ପୃଥିବର ବହୁ ବଡ ବଡ ସମସ୍ୟାକୁ #ସମାଧାନ କରିଦିଏ ମଣିଷ ମୁହଁର ହସ ଟିକକ I ଯେଉଁଠି ଖଣ୍ଡା, ତଲଵାର, ବନ୍ଧୁକ, ଶାବଳ, କୋଦାଳ ଭଳି ଜିନିଷ ସମ୍ପର୍କକୁ ଭାଙ୍ଗି ରୁଜି ଛାରଖାର କରିଦିଏ ଏବଂ ଖଣ୍ଡ ଖଣ୍ଡ କରିଦିଏ ସେଇଠି ମଣିଷ ମୁହଁର ହସ ଟିକକ ସେ ସବୁକିଛିକୁ #ସଜାଡି ଦେଇଥାଏ I ଆଜି ଏ କଥା କହିଲା ବେଳେ ମନେ ପଡୁଛି ମୋତେ ପଢ଼େଇଥିବା ଜଣେ ଶିକ୍ଷକଙ୍କ କଥା I ଖାନନଗର ହାଇସ୍କୁଲରେ ଅଷ୍ଟମ, ନବମ, ଦଶମ ତିନି ଶ୍ରେଣୀ ପାଠ ପଢ଼ୁଥିବା ସମୟରେ History, Geography ପଢ଼ାଉଥିଲେ ଆମକୁ ଜଣେ ସାର (ଅଞ୍ଜନ ସାର) I ସବୁବେଳେ ମୋତେ ଗୋଟିଏ କଥା କହୁଥିଲେ, ''ଯାହାକୁ ଯୋଉ କଥା ବି କହିବୁ #ହସିକି କହିବୁ ମୁହଁ ଗମ୍ଭୀର ରଖି କଥା କହିବୁ ନାହିଁ I ମୁହଁରେ ହସ ଲଗେଇ କଥା କହିଲେ ଦେଖିବୁ ସବୁ ଜିନିଷ ବହୁତ #ଭଲ ହେବ I ''
ଯଦିଓ ତା' ପୂର୍ବରୁ ମୁହଁ ଗମ୍ଭୀର କରି କଥା କହିବା ଶିଖିଥିଲି ମୁଁ; କିନ୍ତୁ ଅଷ୍ଟମ ଶ୍ରେଣୀ ପରଠାରୁ ସମସ୍ତଙ୍କୁ ହସ ହସ ମୁହଁରେ କଥା କହିବା ଅଭ୍ୟାସରେ ପଡିଗଲା ମୋର I ଅଞ୍ଜନ ସାରଙ୍କ ପାଖରେ ନିଶ୍ଚିତ ଭାବରେ କୃତଜ୍ଞ ମୁଁ ସାରା ଜୀବନ I ପରବର୍ତ୍ତୀ ସମୟରେ ବୁଝି ଯାଇଛି ମୁଁ, ମୁହଁରେ ହସର #ମହତ୍ୱ କେତେ ବେଶୀ..
ଶୁଭ ସକାଳ
ଦିନଟି ଭଲରେ ଯାଉ ଆପଣମାନଙ୍କର....

07/11/2023
07/11/2023
07/11/2023
07/11/2023

#ଜୀବନାନୁଭୂତି...
ଜୀବନରାସ୍ତା ନିଶ୍ଚିତ ଭାବରେ ଗୋଟିଏ #ସରଳରେଖା ନୁହେଁ I ସରଳରେଖା ହେଲେ ମଧ୍ୟ ସେମିତି ବିଶେଷ ଭଲ ଲାଗିବ ନାହିଁ; ଜୀବନରାସ୍ତାରେ ଚାଲିବା ପାଇଁ I ସେ ରେଖାଟି ବଙ୍କା ତେଢା ହେବ; ଦିନେ ନା ଦିନେ #ବାଧାବିଘ୍ନ ଆସିବ I ଆସୁ ମଧ୍ୟ ବାଧାବିଘ୍ନ I କିନ୍ତୁ ତାକୁ ଡରି ନଯାଇ ତା'ର ସାମ୍ନା କରି ତା'ର ସମIଧାନର ପନ୍ଥା ଖୋଜି ଜୀବନରାସ୍ତାରେ ଆଗେଇ ଚାଲିବା ହେଉଛି ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି ମଣିଷର କାମ I ସେହିଭଳି ହେଲେ ହିଁ ନିଜର ଲକ୍ଷ୍ୟ ପୂରଣ କରିବା ରାସ୍ତାରେ ଆମେ ଆଗେଇ ଯାଇ ପାରିବା; ହୁଏତ ଦିନେ ଲକ୍ଷ୍ୟ ପୂରଣ ଜାଗାରେ ପହଞ୍ଚି ମଧ୍ୟ ଯାଇପାରିବା I ଚେଷ୍ଟା, ନିଷ୍ଠା, ଦୃଢ଼ତା ଜାରି ରହୁ ସଦା ସର୍ବଦା ....
ଶୁଭ ସକାଳ...

27/10/2023

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring...

Address

Neeladri Vihar, 3rd Lane. Extn
Berhampur
760001

Alerts

Be the first to know and let us send you an email when Saroj Ganga Sai Production posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Saroj Ganga Sai Production:

Videos

Share


Other Music production in Berhampur

Show All