Satyara Sandhan

Satyara Sandhan ଗରିବ ପୁଅର ସ୍ୱର ��

21/03/2025

ଏ ଜିବନ ବହୁତ୍ ଛୋଟ ମୋ ଭାଈ 😭😭😭😭
Jibana bahuta chota mo Bha🙏🙏🙏🙏i👍👍👍👍

Happy new year 💐💐💐
01/01/2025

Happy new year 💐💐💐

Happy diwali 🙏🙏🙏🌺🌺🌺🌺
31/10/2024

Happy diwali 🙏🙏🙏🌺🌺🌺🌺

ଚାଲିଗଲେ ଭାରତ ମାଁଙ୍କର ଗୋଟିଏ ସୁଯୋଗ୍ୟ ସନ୍ତାନ 😭😭🇮🇳We are Miss you sir🙏🙏🙏Sri ratan tata😭😭😭😭  ସାର୍ ଆମେ ଆପଣଙ୍କ ଠାରେ ସର୍ବଦା ଚିର ...
09/10/2024

ଚାଲିଗଲେ ଭାରତ ମାଁଙ୍କର ଗୋଟିଏ ସୁଯୋଗ୍ୟ ସନ୍ତାନ 😭😭🇮🇳
We are Miss you sir🙏🙏🙏
Sri ratan tata😭😭😭😭
ସାର୍ ଆମେ ଆପଣଙ୍କ ଠାରେ ସର୍ବଦା ଚିର ଋଣି l ଆପଣଙ୍କ ଅବଦାନ ସର୍ବଦା ଏ ଭାରତ ବାସି ତଥା ବିଶ୍ବ ବାସି ମନେ ରଖିବେ l ମନେ ପଡୁଛି ସାର୍ ଆପଣଙ୍କର ସେ ପୁରୁଣା କଥା ଯେତେ ବେଳେ ଦେଶ ବିପଦରେ ପଢ଼ୁଥିଲା ଆପଣ ଘରର ବଡ ପୁଅ ପରି ସର୍ବଦା ଦେଶକୁ ଗୋଟାଏ ନିଜ ପରିବାର ଭାବି ନିଜ କାନ୍ଧ ପରିବାର ଭାର ନେଲା ପରି ଦେଶର ଭାର ନିଜ କାନ୍ଧକୁ ନେଇଯାଉ ଥିଲେ ସାର୍ l ଆଉ ଆମକୁ ସେ ସାହସ ସେ ଭରସା ଆଉ କିଏ ଦେବ ସାର୍ 😭😭😭😭

ଜୟ ଶ୍ରୀ କୃଷ୍ଣ 🦚🦚🦚🦚
26/08/2024

ଜୟ ଶ୍ରୀ କୃଷ୍ଣ 🦚🦚🦚🦚

ଧର୍ଷଣ କାରୀ ମାନଙ୍କୁ କେବଳ ଗୋଟିଏ ଦଣ୍ଡ ଉଚିତ୍ ତାହା ମୃତ୍ୟୁ ଦଣ୍ଡ 😡😡🤬🤬
21/08/2024

ଧର୍ଷଣ କାରୀ ମାନଙ୍କୁ କେବଳ ଗୋଟିଏ ଦଣ୍ଡ ଉଚିତ୍ ତାହା ମୃତ୍ୟୁ ଦଣ୍ଡ 😡😡🤬🤬

ଶାନ୍ତିରେ ରୁହ ଭଉଣୀ ତୁମେ ସ୍ବର୍ଗ ପୁରେ 😭😭😭  ଏ ବଳାତ୍କାରୀ ଦୁନିଆ ତୁମକୁ କେବେ ନ୍ୟାୟ ଦେଇପାରିବ ନାହିଁ l ଏଭଳି ଏକ ପାପ ଦୁନିଆରେ ବାସ କରୁଥ...
19/08/2024

ଶାନ୍ତିରେ ରୁହ ଭଉଣୀ ତୁମେ ସ୍ବର୍ଗ ପୁରେ 😭😭😭
ଏ ବଳାତ୍କାରୀ ଦୁନିଆ ତୁମକୁ କେବେ ନ୍ୟାୟ ଦେଇପାରିବ ନାହିଁ l ଏଭଳି ଏକ ପାପ ଦୁନିଆରେ ବାସ କରୁଥିବାରୁ ଆମେ ତୁମ ପାଖରେ କ୍ଷମା ଚାହୁଁଛୁ ଭଉଣୀ 🙏🙏 l ଯିଏ ଦିନେ ରକ୍ଷକ ହୋଇ ଆସିଥିଲା ଆଜି ତାକୁ ରାକ୍ଷସ ମାନେ ଭକ୍ଷଣ କରିଦେଲେ I ତୁମେ ସିନା ଅନ୍ୟର ଜିବନ ପାଈଁ ନିଜ ଜୀବନ ଉତ୍ସର୍ଗ କରି ସେବା କରି ଜୀବନ ଦାନ ଦେଉଥିଲ କିନ୍ତୁ ଆଜି ଆମେ ତୁମକୁ ଟିକେ ନ୍ୟାୟ ଦେଇ ପାରୁ ନାହୁଁ ଧିକ ଆମ ମଣିଷ ପଣିଆକୁ l ସତରେ କଣ ଆମେ ସ୍ଵାଧୀନ ଭାରତର ନାଗରିକ ଯେଉଁଠି ଆମେ ଗୋଟାଏ ନାରୀକୁ ନ୍ୟାୟ ଦେଇ ପାରୁନେ ? ଯେଉଁଠି ଗୋଟିଏ ନାରୀ ଆଜିବି ଏକା ଚାଲିବା ପାଇଁ ଭୟ କରୁଛି ? ଯେଉଁଠି ଆଜିବି ଅପରାଧୀ ମାନେ ଛାତି ଫୁଲେଇ ଚାଲୁଛି ଆଉ ନିର୍ଦ୍ଦୋଷ ମାନେ ମୁଁହ ଲୁଚେଇ ଚାଲୁଛନ୍ତି l ଏମିତି ସ୍ବାଧୀନ କହିବା ଅପେକ୍ଷା ପରାଧୀନ ହିଁ କହିବା ଠିକ୍ 🥺🥺

Happy Rakhya Bandhan ପବିତ୍ର ରାକ୍ଷୀ ପୂର୍ଣିମା    #2024     
19/08/2024

Happy Rakhya Bandhan
ପବିତ୍ର ରାକ୍ଷୀ ପୂର୍ଣିମା
#2024
  

ଉଠରେ ଉତ୍କଳ ବୀର ନ କର ଡେରି 🙏🙏🙏
09/08/2024

ଉଠରେ ଉତ୍କଳ ବୀର ନ କର ଡେରି 🙏🙏🙏

Jay Jagannath 🙏🚩🚩🚩
07/07/2024

Jay Jagannath 🙏🚩🚩🚩

Good evening 🌄
29/06/2024

Good evening 🌄

ଜୟ ଜଗନ୍ନାଥ 🙏🙏🙏Good night 😴😴
28/06/2024

ଜୟ ଜଗନ୍ନାଥ 🙏🙏🙏
Good night 😴😴

Address

Berhampur

Alerts

Be the first to know and let us send you an email when Satyara Sandhan posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Satyara Sandhan:

Share

Category