M.b.NEWS

M.b.NEWS NEWS & MEDIA

12/02/2024

ଲଷ୍ମୀଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ସାରସକଣା ବ୍ଲକର ଅଞ୍ଚଳ ବାସୀ
ଜୟ ଜଗନ୍ନାଥ

12/02/2024

ନୂଆ ଆସିବା ପରେ ଆଜିର ଆଲୋଚ୍ୟ ବିଷୟ କେଉଁ କାର୍ଯ୍ୟରୁ କେତେ % ମିଳିବ ଅନୁଧ୍ୟାନ କରାଗଲା @ସାରସକଣା ବ୍ଲକ

12/02/2024

ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ! ପମ୍ପ ହାଉସରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

12/02/2024

ରିଲ୍ସ ପାଇଁ ସ୍ତ୍ରୀ ନେଇଗଲା ନିଜ ସ୍ୱାମୀର ଜୀବନ, ରିଲ୍ସ ନକରିବାକୁ କହିବାରୁ ସ୍ୱାମୀର ଗଳା କାଟି ହତ୍ୟା କଲା ସ୍ତ୍ରୀ,

12/02/2024

ଥାନାରେ ବେକ କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

11/02/2024

ଖୁଡିକୁ ଟେକିନେଇ ଦୁଷ୍କର୍ମ କଲା ପୁତୁରା

11/02/2024

ମୋଫୋସୋଲି ଗାଈ ବାଡ଼ ଭାଂଗିବେନି ନ ପାଇଲେ ନୋଡା କୁଟା , ବଜାରିଆ ଗାଈକୁ ହଜାରେ ଜୁହାର ନ ପାଇଲେ ନୋଡା କୁଟା ଖାଇ ଯିବେ ଲୁଗାପଟା

11/02/2024

ମଦ ନିଶାରେ ନିଜ ୫ ମାସର କୁନିପୁଅକୁ କଚାଡ଼ି ମାରିଲା ନୃଶଂସ ବାପା
ବରଗଡ଼

10/02/2024

ଗଞ୍ଜେଇ ମାଫିଆ ସହିତ ପୋଲିସର ଭିତିରି ସମ୍ପର୍କ ଅଛି କି ?
ଗଞ୍ଜେଇ ଧରିବା ପରେ ପୋଲିସ ତଥ୍ୟ ଦେବାର କୁଣ୍ଠାବୋଧ କାହିଁକି ।

10/02/2024

ପ୍ରତି ସ୍କୁଲକୁ ଗଣିତ,ବିଜ୍ଞାନ ପ୍ରକଳ୍ପ ତିଆରି ପାଇଁ ଆସିଥିବା 5000/- କାର୍ଯ୍ୟକାରୀ ହେଲା ନାଁ କାଗଜପତ୍ର ରେ ବାଟମାରଣା

10/02/2024

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ହେଲେ ଦାୟୀ ରହିବେ ପ୍ରଧାନଶିକ୍ଷକ,

10/02/2024

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ, ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ନିରଞ୍ଜନ ରାଜଧାନୀ

10/02/2024

ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ଜିଅନ୍ତା ଜଳିଗଲେ ଯୁବକ
ମୟୁରଭଞ୍ଜ

10/02/2024

OD11X 9237 ଗାଡିକୁ ଧୋକା ଦେଇ ଫେରାର ଥିବା ବାଇକ ଚାଳକ ଚପଲ ଖୋଜିବାକୁ ଆସି ଧରାପଡିଲେ ।

10/02/2024

OD11AC 3564 KTM ବାଇକ ଭାରସାମ୍ୟ ହରେଇ ଦୁର୍ଘଟଣା
ଅଳ୍ପକେ ବର୍ତିଲେ ଚାଳକ

09/02/2024

ଭିଜିଲାନ୍ସ ଜାଲରେ ଡାକ୍ତର, ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

09/02/2024

ଅନ୍ୟତ୍ର ବଦଳିକୁ ନେଇ ଦଲାଲଙ୍କ ମୁଣ୍ଡ ବ୍ୟଥା
@ସାରସକଣା

09/02/2024

ସାରସକଣା ଗୋଷ୍ଠୀଶିକ୍ଷା ଅଧିକାରୀ କାର୍ଯ୍ୟଳୟରେ ଦଲାଲି କରୁଥିବା ଦଲାଲ ମାନଙ୍କ ମୁଣ୍ଡ ବ୍ୟଥା ବୋଲି ଚା ଖଟିରେ ଚର୍ଚ୍ଚା ।

09/02/2024

ଜନ୍ମଦାତ୍ରୀ ମା’ ସାଜିଲା ପିଶାଚୀନି; ୬ ମାସ ଶିଶୁର ତଣ୍ଟିକାଟି କଲା ହତ୍ୟା

09/02/2024

ସାରସକଣା ବ୍ଲକକୁ ନୂଆ BDO ସୁମନ ରାଜା ମହାନ୍ତିଙ୍କ ପାଦ ପଡୁ ପଡୁ କର୍ମଚାରୀ ଓ ଠିକାଦାରଙ୍କ ଫୁଲତୋଡା ମାଧ୍ୟମରେ ସାକ୍ଷାତ ମେଳା । ଆମ ପାଳି କେବେ ?

09/02/2024
08/02/2024

ଶଶୁର ଘରେ ଜୋଇଁର ଉତ୍ପାତ
ଶଶୁର ଶାଶୁଙ୍କୁ ଆକ୍ରମଣ

08/02/2024
08/02/2024
08/02/2024

Address

MAYURBHANJ BREAKING
Baripada
757051

Alerts

Be the first to know and let us send you an email when M.b.NEWS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to M.b.NEWS:

Videos

Share