Pragativadi Mayurbhanj

Pragativadi Mayurbhanj ପ୍ରଗତିବାଦୀ ଓଡିଶାର ଏକ ପ୍ରତିଷ୍ଠିତ ଏବଂ ବହୁଳ ପ୍ରସାରିତ ଦୈନିକ ସମ୍ବାଦପତ୍ର Contact for News & Advt in Mayurbhanj Dist.

26/01/2024

ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବହୁ ଭାଷି କବି ସମ୍ମିଳନୀରେ ସ୍ୱରଚିତ କବିତା ପାଠ ସମୟରେ...

21/01/2024
ସରକାର ଜଳ ସେଚନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଚାଷୀଙ୍କୁ ମିଳୁନି ପାଣି. ଖତ ଖାଉଛି କୋଟି କୋଟି ଟଙ୍କାର ପ୍ରକଳ୍ପ... ଚାଷୀଙ...
16/12/2023

ସରକାର ଜଳ ସେଚନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଚାଷୀଙ୍କୁ ମିଳୁନି ପାଣି. ଖତ ଖାଉଛି କୋଟି କୋଟି ଟଙ୍କାର ପ୍ରକଳ୍ପ... ଚାଷୀଙ୍କ ବିକାଶ ନାମରେ ସରକାର କେବଳ କଣ୍ଟ୍ରାକ୍ଟର ତୁଷ୍ଟି କରଣରେ ବ୍ୟସ୍ତକି??? ଉତ୍ତର ଆପଣ ମାନଙ୍କର...

On the NATIONAL PRESS DAY, today a Delegate of Odisha Journalists Union (OJU), met Sri Saroj Kumar Samal, The Director I...
16/11/2023

On the NATIONAL PRESS DAY, today a Delegate of Odisha Journalists Union (OJU), met Sri Saroj Kumar Samal, The Director Information and Public relation Dipartment, and Deputy director Sri Gurubir Sing at Information and Public Relation Bhawan, BBSR. State OJU Present Sri Sasibhusan Praharaj, Vice President Sri Deepak Nayak, Nabarangpur Dist OJU Present Sri Siva Sankar Tripathy and BBSR representative Sri Swarup Mohanty discussed the welfare and Various aspects of Press Reporters .
There were indications that a multi-faceted scheme would be introduced for journalists by the State Govt. in the near future.

10/11/2023
Lady Cop Injured in 'Blade Attack' by Theft Accused in Odisha’s    Read More:
28/10/2023

Lady Cop Injured in 'Blade Attack' by Theft Accused in Odisha’s



Read More:

A woman police personnel was seriously injured after a theft accused attacked her with a blade during detention in the Bisoi police station of Mayurbhanj district.

ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନରେ ଲୋକେ ଆପଣାଛାଏଁ ଯୋଡି ହେଉଥିଲେ ଦେଶ ମାତୃକାର ସେବାପାଇଁ ସତ୍ୟର ଅନୁଶରଣ ପୂର୍ବକ ବଳିଦାନ ଦେବାକୁ... କାରଣ ଏଠ...
02/10/2023

ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନରେ ଲୋକେ ଆପଣାଛାଏଁ ଯୋଡି ହେଉଥିଲେ ଦେଶ ମାତୃକାର ସେବାପାଇଁ ସତ୍ୟର ଅନୁଶରଣ ପୂର୍ବକ ବଳିଦାନ ଦେବାକୁ... କାରଣ ଏଠାରେ ଛଳନା ନଥିଲା... ଆଜିର ପରିସ୍ଥିତିକୁ ନେଇ ବିଚାର କରିବାର ସମୟ ଆସିଛି 🙏 ସମସ୍ତଙ୍କୁ ଗାନ୍ଧୀ ଜୟନ୍ତୀର ଶୁଭେଚ୍ଛା 🙏

ଶିଳ୍ପ ଶୂନ୍ୟ ମୟୁରଭଞ୍ଜ ଜିଲ୍ଲା ରେ ଉତ୍କଟ ଦାଦନ ସମସ୍ୟା.....ଦାୟୀ କିଏ???
28/09/2023

ଶିଳ୍ପ ଶୂନ୍ୟ ମୟୁରଭଞ୍ଜ ଜିଲ୍ଲା ରେ ଉତ୍କଟ ଦାଦନ ସମସ୍ୟା.....
ଦାୟୀ କିଏ???

2022 ସୁଦ୍ଧା ସମସ୍ତଙ୍କୁ ପକ୍କା ଛାତ ମିଳିବ ବୋଲି ନିର୍ବାଚନ ଇସ୍ତାହାର ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ. ମାତ୍ର 2024ପ...
19/09/2023

2022 ସୁଦ୍ଧା ସମସ୍ତଙ୍କୁ ପକ୍କା ଛାତ ମିଳିବ ବୋଲି ନିର୍ବାଚନ ଇସ୍ତାହାର ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ. ମାତ୍ର 2024ପରେବି ପ୍ରତିଶୃତି ସ୍ୱପ୍ନରେ ରହିଯିବ.

Pragativadi 12.5.23
12/05/2023

Pragativadi 12.5.23

କେବଳ ମୋ ପାଇଁ ନୁହେଁ ପ୍ରଗତିବାଦୀ ପରିବାର ର ପ୍ରତିଟି ସଦଶ୍ୟ ପାଇଁ ବିରଳ ସୌଭାଗ୍ୟ ଏବଂ ଦୂଲ୍ଲଭ ମୂହୁର୍ତ୍ତ....। "ପ୍ରଗତିବାଦୀ" ର ଅର୍ଦ୍ଧ ଶ...
01/11/2022

କେବଳ ମୋ ପାଇଁ ନୁହେଁ ପ୍ରଗତିବାଦୀ ପରିବାର ର ପ୍ରତିଟି ସଦଶ୍ୟ ପାଇଁ ବିରଳ ସୌଭାଗ୍ୟ ଏବଂ ଦୂଲ୍ଲଭ ମୂହୁର୍ତ୍ତ....।
"ପ୍ରଗତିବାଦୀ" ର ଅର୍ଦ୍ଧ ଶତାବ୍ଦୀର ଜୟ ଯାତ୍ରାରେ ଆମେମାନେ ଯାତ୍ରୀ। ଆସନ୍ତା ନଭେମ୍ବର ୮ ତାରିଖ ମଙ୍ଗଳବାର ପ୍ରଗତିବାଦୀତ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା କ୍ଷେତ୍ରରେ ଓଡିଶାରେ ଏକ ଅନନ୍ୟ ଧାରା ସୃଷ୍ଟିକରି ଯାଇଥିବା ଆମ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ କିଶୋର ବଳଙ୍କ ଜୟନ୍ତୀ ଅବସର ରେ ପାଳିତ ହେବାକୁ ଯାଉଥିବା ବେଳେ ଆଜି ପ୍ରଗତିବାଦୀ କାର୍ଯ୍ୟାଳୟ ପରିସର ରେ ଏହାର ଚୁଡାନ୍ତ ପ୍ରସ୍ତୁତି ବୈଠକରେ ଅନ୍ୟତମ ସହ ସଂଯୋଜକ ଭାବେ ଯୋଗ ଦେଇ ଉସ୍ଥବର ରୂପରେଖ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନାରେ ଅଂଶଗ୍ରହଣ କଲି। ଏଥିରେ ଆମ ପ୍ରଗତିବାଦୀର ମୁଖ୍ୟ ନିର୍ଦ୍ଦେଶକ ସାର, କାର୍ଯ୍ୟ ନିର୍ବାହୀ ସମ୍ପାଦକ ସାର, ମୁଖ୍ୟ ଆର୍ଥିକ ଅଧିକାରୀ ସାର, ସମାରୋହର ଅଧ୍ୟକ୍ଷ ମହାଶୟଙ୍କ ସମେତ ଉସ୍ଥବ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

Address

Trafic Square
Baripada

Telephone

+919437223627

Website

Alerts

Be the first to know and let us send you an email when Pragativadi Mayurbhanj posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Pragativadi Mayurbhanj:

Videos

Share

Category


Other Newspapers in Baripada

Show All