Times Square, New York shines brightly to welcome Lord Ram on the occasion of 'Pran Prathistha' ceremony in #Ayodhya
#RamMandirPranPrathistha #Ayodhya
Remembering #Khairi The Beloved Tigress on World Tigers Day 2023
Credit: Manas Behera - ANI
ମହାମହିମ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ର ଝଲକ୍ President of India ଜୋହାର ଗେ' , ଜୋହାର ଗେ' 🙏
ଶିମିଳିପାଳ ରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ # ଜନ୍ମ ମାଟି ମୟୂରଭଞ୍ଜ ରେ ମହାମହିମ
ଶିମିଳିପାଳ ରେ ବାଘ
ପର୍ଯ୍ୟଟକ ଙ୍କ ଦ୍ଵାରା ଭିଡିଓ ଟି ହେଇଥିବା କୁହା ଯାଉଛି
Credit: Jashipur Times
ସେ "ମାଟି ମଟାଳ" , "ପରଜା" , "ଅମୃତର ସନ୍ତାନ" ତଥା "ଛାଇ ଆଲୁଅ"..
ଆଧୁନିକ ସାହିତ୍ୟ ର ବିନ୍ଧାଣୀ ଓଡ଼ିଆ ଉପନ୍ୟାସ ର ଯୁଗସ୍ରଷ୍ଟା ତଥା ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ବିଜେତା ଗୋପୀନାଥ ମହାନ୍ତି ଙ୍କ ଜୟନ୍ତି ରେ Mayurbhanj Status ର ଗଭୀର ଶ୍ରଦ୍ଧାଞ୍ଜଳୀ. 🌹🌹
#mayurbhanjstatus #Jnanapitha #odialiterature
ଆମେରିକାର ଏକ ପତ୍ରିକା ରେ ମୟୂରଭଞ୍ଜ ର ଉଲ୍ଲେଖ, କିନ୍ତୁ ଆମ ଓଡ଼ିଶାବାସୀଙ୍କୁ ଜଣା ନାହିଁ ମୟୂରଭଞ୍ଜ || Mayurbhanj in international Discussion, but we have been neglecting It ..|| ବିଶ୍ଵର ଶ୍ରେଷ୍ଠତମ ସ୍ଥାନ -୫୦ ଟି ମଧ୍ୟରେ ମୟୂରଭଞ୍ଜ ର ସ୍ଥାନ
#mayurbhanjstatus #Mayurbhanj #TimeMagazine #NandighoshaTV #sunilawasthi
ଥାଇଲାଣ୍ଡ କୁ ପଛରେ ପକାଇଲା ମୟୂରଭଞ୍ଜ..
ବିଶ୍ବର ୫୦ ଟି ଶ୍ରେଷ୍ଠତମ ସ୍ଥାନ ମଧ୍ୟରେ ମୟୂରଭଞ୍ଜ
#mayurbhanjstatus #Mayurbhanj #top50
Mayurbhanj - one of the greatest places of world 2023
ଶିମିଳିପାଳ ସୁରକ୍ଷା ପରିକ୍ରମା ରଥ// ଶିମିଳିପାଳ// ମୟୂରଭଞ୍ଜ
କ୍ରେଡିଟ: ଶିମିଳିପାଳ ଉତ୍ତର ବନଖଣ୍ଡ
Chhilkaw 5.0 Bhubaneswar 2022 #mayurbhanjstatus #kiituniversity #Bhubaneswar
ଖାନ୍ ସାର୍ ଙ୍କ କ୍ଲାସରେ ମୟୂରଭଞ୍ଜ ର ଅମର୍ଡା ଏୟାରଷ୍ଟ୍ରିପ ର କଥା... ଶୁଣନ୍ତୁ କଣ୍ କହୁଛନ୍ତି ଖ୍ୟାିତିସମ୍ପନ୍ନ ଶିକ୍ଷକ ଖାନ୍ ସାର୍ #mayurbhanjstatus #Mayurbhanj #Amarda #airstrip #ProudEducator #khansirpatna