Balasore Update

Balasore Update Subscribe for fast news updates

ଅମାନିଆ   ଉପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ତରଫରୁ ପାହାର। ପ୍ରଶାସନ ଜବତ କରିଲା   ଗୁଡ଼ିକୁ ।
30/08/2025

ଅମାନିଆ ଉପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ତରଫରୁ ପାହାର।
ପ୍ରଶାସନ ଜବତ କରିଲା ଗୁଡ଼ିକୁ ।

30/08/2025

DJ ନିଶାରେ ନାଚିଲେ ଯୁବକ !

ଥରିଲା ବାଲେଶ୍ବର ସହର ।



ପାଣିରେ ପଡ଼ିଲେ ୪୮ଟି ମେଢ଼ ।ଏବର୍ଷ ମଧ୍ୟ ବିଶୃଙ୍ଖଳା ।
30/08/2025

ପାଣିରେ ପଡ଼ିଲେ ୪୮ଟି ମେଢ଼ ।

ଏବର୍ଷ ମଧ୍ୟ ବିଶୃଙ୍ଖଳା ।



ବନ୍ୟା ଆସୁନି ଯେ ନେତା, ବାବୁଙ୍କ  ବଡ଼ଲୋକ କରିଦେଉଛି ।
30/08/2025

ବନ୍ୟା ଆସୁନି ଯେ ନେତା, ବାବୁଙ୍କ ବଡ଼ଲୋକ କରିଦେଉଛି ।



କାର୍ଯ୍ୟରେ ଯୋଗ ଦେବାପରେ ପୂର୍ବାଞ୍ଚଳ ଡିଆଇଜି ପିନାକୀ ମିଶ୍ର ସାର୍।
30/08/2025

କାର୍ଯ୍ୟରେ ଯୋଗ ଦେବାପରେ ପୂର୍ବାଞ୍ଚଳ ଡିଆଇଜି ପିନାକୀ ମିଶ୍ର ସାର୍।



29/08/2025

ଅଚାନକ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜ ବୁଲିଗଲେ। ରୋଗୀଙ୍କ ଉତ୍ତମ ଚିକିତ୍ସା କିପରି ଯୋଗାଇ ଦିଆଯିବ ସେ ବିଷୟରେ ତାଗିଦ୍ କରିଲେ ।




ବାଲେଶ୍ବରରେ ସରିଲା convent School ଲେନ ଗଣେଶ ଠାକୁର । ଶାନ୍ତି ଶୃଙ୍ଖଳାରେ ମେଢ଼ ଗୁଡ଼ିକ ଭସାଣୀ ସରିଲା ।
29/08/2025

ବାଲେଶ୍ବରରେ ସରିଲା convent School ଲେନ ଗଣେଶ ଠାକୁର । ଶାନ୍ତି ଶୃଙ୍ଖଳାରେ ମେଢ଼ ଗୁଡ଼ିକ ଭସାଣୀ ସରିଲା ।



Address

Balasore
756003

Telephone

+917978111107

Website

Alerts

Be the first to know and let us send you an email when Balasore Update posts news and promotions. Your email address will not be used for any other purpose, and you can unsubscribe at any time.

Share