ଭିନ୍ନକ୍ଷମ ଦେଉଛି ସ୍ୱାବଲମ୍ବୀ ର ବାର୍ତ୍ତା // Disable person encouraged for self employement.
🙏👨🦽🌺ଭିନ୍ନକ୍ଷମ ଦେଉଛି ସ୍ୱାବଲମ୍ବୀ ର ବାର୍ତ୍ତା ମୋର ଆଗାମୀ ଖବର ✍️✍️🕵♂️🕵♂️🌺👨🦽🙏
ଆଜିର ଯୁବବର୍ଗ ପାଠ ପଢି ଚାକିରୀ ନପାଇ ବେକାର ହୋଇ ବୁଲୁଥିଲା ବେଳେ ଆତ୍ମନିଯୁକ୍ତି ପାଇଁ ସରକାରଙ୍କ ତରଫରୁ ବହୁ ବ୍ୟବସ୍ଥା କରାଯାଇଛି l ମାତ୍ର ଯୁବବର୍ଗ ଏହି ସୁଯୋଗକୁ ନ ଆପଣେଇ ବେକାରୀ ଉପାଧି ନେଇ ବୁଲିବା କେତେ ଯୁକ୍ତିଯୁକ୍ତ l ଯଦି ଅଳ୍ପ ଶିକ୍ଷିତ ଭିନ୍ନକ୍ଷମ ରବିନ୍ଦ୍ର ଭାଇଟି କିଛି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇପାରୁଛି l ତେବେ ଶିକ୍ଷିତ ଯୁବକ କଣ ସ୍ୱାବଲମ୍ବୀ ହୋଇପାରିବେନି ?????
page- https://www.facebook.com/profile.php?id=100088422691739&mibextid=ZbWKwL
Youtube-
https://youtube.com/@aafbls2022
Instagram-
https://instagram.com/amaadhikarfoundation?igshid=ZDdkNTZiNTM=
#amaadhikarfoundtion
#socialwork
#socialjustice
#Unemployed
#selfcare
#independent
#selfemployed
#RTI
#Odisha
#Balasore
#Baliapal
#lagaleswar
ଧନ୍ୟବାଦ👏
ରାଜକିଶୋର ପାତ୍ର l
ରିପୋର୍ଟର @ ସେଇଠୁ ଆରମ୍ଭ, ଦୈନିକ ଓଡ଼ିଆ ଖବରକାଗଜ
ମୋ - 8093565051, 9437833051.
ବାଲିକୁଟି ମିଶନ ଶକ୍ତି GPLF ର ସଭାନେତ୍ରୀ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ l
🤦♀️ବାଲିକୁଟି ମିଶନ ଶକ୍ତି GPLF ଗଠନ କାହା ସ୍ୱାର୍ଥରେ🤦♀️
ଆଜି ଯେଉଁମାନେ GPLF ର ସଭାନେତ୍ରୀ, ସମ୍ପାଦକ, MBK, CRP, EC ସେମାନେ ବାସ୍ତବରେ ଭୁଲି ଯାଉଛନ୍ତି କି ତାଙ୍କର ପଦ ଓ ପଦବୀ ତଳ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ଗୋଷ୍ଠି ର ସଦସ୍ୟା ମାଆ ମାନଙ୍କ ପାଇଁ l ସାମାନ୍ୟ ଅର୍ଥ ପାଇଁ ନିଜ ଭିତରେ କଳି ସୃଷ୍ଟି କରିବା, ପଦବୀ ପାଇଲା ପରେ ମନମୁଖୀ କାର୍ଯ୍ୟ କରିବା, ନିଜ ପଦବୀର ଅପବ୍ୟବହାର କରିବା, ବ୍ୟକ୍ତିଗତ ରାଗ ରଖି ଅନ୍ୟ ସହକର୍ମୀ ଙ୍କ ବିରୋଧରେ ଷଡଯନ୍ତ୍ର କରିବା କେତେ ଠିକ l ନିଜେ ସ୍ୱାବଲମ୍ବୀ ହେବା ପାଇଁ ପ୍ରୟାସ ନ କରି ନେତାଙ୍କ ଭିକ୍ଷା ଟଙ୍କା କୁ ଚାହିଁ ବସିବା ଏବଂ ଅର୍ଥ ପାଇଲା ପରେ ନିଜ ଭିତରେ ସୁବ୍ୟବସ୍ଥା ନକରି ବିନା ମୂଲ୍ୟରେ ତୃଣମୂଳ ସ୍ତରରେ ସଦସ୍ୟା ଙ୍କୁ ନେତାଙ୍କ ସଭା ସମିତି କୁ ପଠାଇବା ପାଇଁ କହିବା ନିଜ ପଦବୀର ଅହମିକା ନା ନେତାଙ୍କ ଚାଟୁକାରିତ l ଇଚ୍ଛା ନଥିଲେ ବି ବାଧ୍ୟ ହୋଇ କିଛି ମାଆ ମାନଙ୍କ ର ଅଧିକାର ପାଇଁ ଶେଷରେ ଖବର ପ୍ରକାଶ ପାଇଁ ପ୍ରୟାସ ଆରମ୍ବ ହେଲା l
ଧନ୍ୟବାଦ 👏
ରାଜକିଶୋର ପାତ୍ର