DEBU Network

DEBU Network This page is dedicated for teaching and philosophical videos.

 େଦରଦୀ...
25/11/2024

େଦରଦୀ...

 #ପ୍ରଥମାଷ୍ଟମୀ
23/11/2024

#ପ୍ରଥମାଷ୍ଟମୀ

 #ବାଲେଶ୍ବର_ସହରରେ_ଗ୍ରାଣ୍ଡ_ଗାଲା_ଇଭେଣ୍ଟ  #ସମସ୍ତଙ୍କୁ_ନମ୍ର_ନିମନ୍ତ୍ରଣ 🙏
22/11/2024

#ବାଲେଶ୍ବର_ସହରରେ_ଗ୍ରାଣ୍ଡ_ଗାଲା_ଇଭେଣ୍ଟ
#ସମସ୍ତଙ୍କୁ_ନମ୍ର_ନିମନ୍ତ୍ରଣ 🙏

ଆଜି ଭୋଗରାଇ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଆମ  #ଦହମୁଣ୍ଡା_ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ରୀ  #ମାମାଶ୍ରୀ_ମାଝୀ 'ବର୍ଜ୍ୟବସ୍ତୁ ପରିଚାଳନ...
22/11/2024

ଆଜି ଭୋଗରାଇ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଆମ #ଦହମୁଣ୍ଡା_ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ରୀ #ମାମାଶ୍ରୀ_ମାଝୀ 'ବର୍ଜ୍ୟବସ୍ତୁ ପରିଚାଳନା' ଉପରେ ପ୍ରୋଜେକ୍ଟ ତିଆରି କରି #ପ୍ରଥମ ସ୍ଥାନ ଅଧିକାର କରିଛି l

Dum hai to answer batao.
20/11/2024

Dum hai to answer batao.

20/11/2024

#ମୂକ_ନାଟକ


in Balasore District
in Odisha State

ଆଜି ଆମ ଦହମୁଣ୍ଡା ହାଇସ୍କୁଲର କୁନି ବିଦ୍ୟାର୍ଥୀ ବୈଜ୍ଞାନିକମାନେ ଖୁବ ସୁନ୍ଦର ପ୍ରକଳ୍ପ ତିଆରି କରି ପ୍ରଦର୍ଶନ କଲେ l ସେମାନଙ୍କ ଅକ୍ଲାନ୍ତ ପର...
19/11/2024

ଆଜି ଆମ ଦହମୁଣ୍ଡା ହାଇସ୍କୁଲର କୁନି ବିଦ୍ୟାର୍ଥୀ ବୈଜ୍ଞାନିକମାନେ ଖୁବ ସୁନ୍ଦର ପ୍ରକଳ୍ପ ତିଆରି କରି ପ୍ରଦର୍ଶନ କଲେ l ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ସତରେ ପ୍ରଶଂସାଯୋଗ୍ୟ l
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀ ମାମି ଅପା, ଜ୍ୟୋତି ଅପା, ସୌରଭ ସାର, ଚନ୍ଦ୍ରଶେଖର ସାର ଓ ସର୍ବୋପରି ପ୍ରଧାନ ଶିକ୍ଷକ ଆଲୋକ ସାରଙ୍କ ପ୍ରେରଣା ଓ ମାର୍ଗଦର୍ଶନ ନିମନ୍ତେ ସେମାନଙ୍କୁ ମଧ୍ୟ ଅୟୁତ ସାଧୁବାଦ l

19/11/2024
17/11/2024

ସୁରଭି - ପ୍ରଥମ ସ୍ଥାନ - ବାଲେଶ୍ବର
ସୁରଭି - ପଞ୍ଚମ ସ୍ଥାନ - ଓଡ଼ିଶା

 #ମୂକଅଭିନୟ
14/11/2024

#ମୂକଅଭିନୟ

# KALAUTSAV LEVEL ODISHA MIME GOVT HIGH SCHOOL DEBUNETWORK

 #ଡୁଆଲ_ଫ୍ଲଶ_ବଟନର_ମହତ୍ତ୍ୱ ଅନେକ ଲୋକ ତଥାପି ଭାବନ୍ତି ଯେ ଏହି 2 ଟି ବଟନ୍ କେବଳ ଏମିତି ସାଧାରଣ ଫ୍ଲଶ୍ ପାଇଁ ଉଦ୍ଦିଷ୍ଟ lକିନ୍ତୁ, ଏହି ଡୁଆଲ...
20/10/2024

#ଡୁଆଲ_ଫ୍ଲଶ_ବଟନର_ମହତ୍ତ୍ୱ
ଅନେକ ଲୋକ ତଥାପି ଭାବନ୍ତି ଯେ ଏହି 2 ଟି ବଟନ୍ କେବଳ ଏମିତି ସାଧାରଣ ଫ୍ଲଶ୍ ପାଇଁ ଉଦ୍ଦିଷ୍ଟ l
କିନ୍ତୁ, ଏହି ଡୁଆଲ୍ ଫ୍ଲଶ୍ ବଟନ୍, ଯାହାକୁ ଡୁଆଲ୍-ଫ୍ଲଶ୍ ଟଏଲେଟ୍ ମଧ୍ୟ କୁହାଯାଏ, ଆଧୁନିକ ବାଥରୁମରେ ଅଧିକ ସାଧାରଣ ହୋଇଗଲାଣି | ଯଦିଓ ସେଗୁଡ଼ିକ ଏକ ସରଳ ବୈଶିଷ୍ଟ୍ୟ ପରି ମନେହୁଏ, କିନ୍ତୁ ସେଗୁଡ଼ିକ କେବଳ ଫ୍ଲଶ୍ କରିବା ବ୍ୟତୀତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ବହନ କରନ୍ତି |
ଯାହା ଆପଣ ନିହାତି ଜାଣିବା ଉଚିତ -
1. ଜଳ ସଂରକ୍ଷଣ:
ଡୁଆଲ୍-ଫ୍ଲଶ୍ ଶୌଚାଳୟରେ ଦୁଇଟି ବିକଳ୍ପ ବଟନ ଜଳ ବ୍ୟବହାରକୁ ଯଥେଷ୍ଟ ହ୍ରାସ କରିଥାଏ | ବଡ଼ଫ୍ଲଶ୍ ଟି ୬ ରୁ ୯ ଲିଟର ପାଣି ନିଷ୍କାସନ କରିଥାଏ, ଯାହାକି କଠିନ ବର୍ଜ୍ୟବସ୍ତୁ ପାଇଁ ବ୍ୟବହାର କରାଯାଇଥାଏ l ଅନ୍ୟପକ୍ଷରେ ଛୋଟ ବଟନଟି ୩ ରୁ ୪ ଲିଟର ପାଣି ନିଷ୍କାସନ କରେ ଓ ଏହା ତରଳ ବର୍ଜ୍ୟବସ୍ତୁ ପାଇଁ ଉଦ୍ଦିଷ୍ଟ ହୋଇଥାଏ l
2. ଖର୍ଚ୍ଚ ସଞ୍ଚୟ:
ଏକ ୪ଜଣ ବିଶିଷ୍ଟ ଛୋଟ ପରିବାରରେ ଆମେ ଏହି ଡୁଆଲ-ବଟନ ବ୍ୟବହାର ଉପାୟରେ କମ୍ ଜଳ ଖର୍ଚ୍ଚ କରି ପାଣି ବିଲରେ ବାର୍ଷିକ 20,000 ଲିଟର ପାଣି ସଞ୍ଚୟ କରିପାରିବୁ, ଯାହାକି ଉଭୟ ପରିବେଶ ଓ ଆମ ପକେଟ ପାଇଁ ଶୁଭଙ୍କର l
3. ପରିବେଶ ଉପକାରିତା:
ଜଳ ସଂରକ୍ଷଣ କରିବା ଦ୍ୱାରା ଜଳ ବିଶୋଧନାଗାରରେ ଥିବା ଷ୍ଟ୍ରେନ୍ ହ୍ରାସ ହୁଏ ଏବଂ ବର୍ଜ୍ୟଜଳ ଉତ୍ପାଦନ କମିଯାଏ | ଏହା ଆମ ଇକୋ ସିଷ୍ଟମ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଆହ୍ୱାନ l
4. କମ୍ ରକ୍ଷଣାବେକ୍ଷଣ:
ପାରମ୍ପାରିକ ଶୌଚାଳୟ ତୁଳନାରେ ଡୁଆଲ୍-ଫ୍ଲଶ୍ ଟଏଲେଟ୍ ର ରକ୍ଷଣାବେକ୍ଷଣ କରିବା ଅଧିକ ସହଜ ଅଟେ, କାରଣ ଏହା ଅଧିକ ଦିନ ଯାଏ ସମସ୍ୟାବିହୀନ ଓ ତ୍ରୁଟିବିହୀନ ସେବା ଯୋଗାଇଥାଏ l
ଏଣୁ, ଯେଉଁମାନେ ନୂଆ ଘର ବା ନୂଆ ଶୌଚାଳୟ ତିଆରି କରୁଛନ୍ତି, ସେମାନେ ପାରମ୍ପରିକ ବା ପୁରୁଣା ଫ୍ଲଶ କ୍ରୟ ନକରି ଏହି ନୂତନ ଡବଲ ବଟନ ଫ୍ଲଶ ଇନଷ୍ଟଲ କରିବାକୁ ନିଶ୍ଚିତ ଚିନ୍ତା କରିବେ l
(ଯଦି ଭଲ ଲାଗିଲା, ତେବେ ଅନ୍ୟମାନଙ୍କୁ ଜଣାଇବା ପାଇଁ ମେସେଜଟିକୁ ନିଶ୍ଚିତ ଶେୟର କରିବେ l)
-ଦେବବ୍ରତ ଦେ
ସହକାରୀ ଶିକ୍ଷକ, ଦହମୁଣ୍ଡା ହାଇସ୍କୁଲ
ଭୋଗରାଇ, ବାଲେଶ୍ବର

ମାରିଦେ ମାରିଦେ ପ୍ରେମତୀର ମାରିଦେ......
08/08/2024

ମାରିଦେ ମାରିଦେ ପ୍ରେମତୀର ମାରିଦେ......

ମାରିଦେ ମାରିଦେ ଟିକେ ପ୍ରେମତୀର ମାରିଦେ ♥️

CM Race in Odisha (at Front).......  from BJP.At present he is C&AG of India and was ex- Lft Governor of J& K. He was al...
05/06/2024

CM Race in Odisha (at Front).......
from BJP.
At present he is C&AG of India and was ex- Lft Governor of J& K. He was also PS to CM, Gujarat. He was an IAS.
He is from Mayurbhanj ( near khiching, Betonati )

29/11/2023

Address

AT/P. O/BARBATIA
Balasore
756079

Telephone

+917873726975

Website

Alerts

Be the first to know and let us send you an email when DEBU Network posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to DEBU Network:

Videos

Share