Love guru kalia

  • Home
  • Love guru kalia

Love guru kalia Miss you

ଜୟ ଜଗନ୍ନାଥ 🙏🌸🙏ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏🪔🙏ଆମ ଦେଶର ବିଶିଷ୍ଟ ଅଭିନେତା ତଥା ଘରେ ଘରେ ପରିଚିତ ମିଥୁନ ଚକ୍ରବର୍ତ୍ତୀଙ୍କ ଅକାଳ ବିୟୋଗ ରେ ମୁଁ ଦ...
18/02/2024

ଜୟ ଜଗନ୍ନାଥ 🙏🌸🙏
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏🪔🙏
ଆମ ଦେଶର ବିଶିଷ୍ଟ ଅଭିନେତା ତଥା ଘରେ ଘରେ ପରିଚିତ ମିଥୁନ ଚକ୍ରବର୍ତ୍ତୀଙ୍କ ଅକାଳ ବିୟୋଗ ରେ ମୁଁ ଦୁଃଖିତ🙏😭🙏

ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମା କୁ ସଦଗତି ଦିଅନ୍ତୁ।
ଓମ ଶାନ୍ତି 🙏🪔🙏

ଇତିହାସ ସାକ୍ଷୀ ଅଛି ଯେଉଁଠି ଯୁବକ ମାନେ ଏକତ୍ରିତ ହୋଇ ପରିବର୍ତ୍ତନର ସ୍ୱର ଉତ୍ତଳନ କରିଛନ୍ତି ସେଠି ପରିବର୍ତ୍ତନ ନିଶ୍ଚିତ ଭାବେ ହୋଇଛି l ିମୁ...
27/01/2024

ଇତିହାସ ସାକ୍ଷୀ ଅଛି ଯେଉଁଠି ଯୁବକ ମାନେ ଏକତ୍ରିତ ହୋଇ ପରିବର୍ତ୍ତନର ସ୍ୱର ଉତ୍ତଳନ କରିଛନ୍ତି ସେଠି ପରିବର୍ତ୍ତନ ନିଶ୍ଚିତ ଭାବେ ହୋଇଛି l
ିମୁଳିଆ_ଖଇରା_ରୁ_ପରିବର୍ତ୍ତନ_
ି_ନନା

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା
26/01/2024

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା

ନୂଆ ମନ୍ଦିର ନିର୍ମାଣ ଖର୍ଚ୍ଚ-1400କୋଟି(ଅଯୋଧ୍ୟା)7 ପାଇଖାନା,ମନ୍ଦିର ଚାରିପାର୍ଶ୍ୱ ରାସ୍ତା, ଫୁଲକୁଣ୍ଡ ଖର୍ଚ୍ଚ-4200 କୋଟି!!!(ପୁରୀ)
23/01/2024

ନୂଆ ମନ୍ଦିର ନିର୍ମାଣ ଖର୍ଚ୍ଚ-1400କୋଟି(ଅଯୋଧ୍ୟା)

7 ପାଇଖାନା,ମନ୍ଦିର ଚାରିପାର୍ଶ୍ୱ ରାସ୍ତା, ଫୁଲକୁଣ୍ଡ ଖର୍ଚ୍ଚ-4200 କୋଟି!!!(ପୁରୀ)

ରାମ ନାମରେ ପ୍ରକମ୍ପିତ ସାରା ଭାରତଜୟ ଶ୍ରୀ ରାମ 🙏🙏
22/01/2024

ରାମ ନାମରେ ପ୍ରକମ୍ପିତ ସାରା ଭାରତ
ଜୟ ଶ୍ରୀ ରାମ 🙏🙏

Jay shree ram
22/01/2024

Jay shree ram

ସମ୍ପର୍କ ସମସ୍ତଙ୍କ ସହ ଯୋଡ଼ ଭରଷା କେବଳ ନିଜ ଉପରେ ରଖ...ଏଠି ମଣିଷ ପ୍ରତ୍ୟେକ ମୂହୁର୍ତ୍ତ ରେ ନିଜକୁ ବଦଳାଏ।। 🚩🚩
21/01/2024

ସମ୍ପର୍କ ସମସ୍ତଙ୍କ ସହ ଯୋଡ଼ ଭରଷା କେବଳ ନିଜ ଉପରେ ରଖ...
ଏଠି ମଣିଷ ପ୍ରତ୍ୟେକ ମୂହୁର୍ତ୍ତ ରେ ନିଜକୁ ବଦଳାଏ।।
🚩🚩

ଯାହା ପାଖରେ ସକାଳ ହେଲେ ଓଡ଼ିଆ ମାନେ ଯାଇ ହାତ ପତାନ୍ତି ସେ ଆଜି ଟ୍ରଲିରେ ବୁଲି ବୁଲି ସେଇ ଓଡ଼ିଆ ମାନଙ୍କ ପାଖରେ ଆଜି ଚାଉଳ ପାଇଁ ହାତ ପାତୁଛି...
12/01/2024

ଯାହା ପାଖରେ ସକାଳ ହେଲେ ଓଡ଼ିଆ ମାନେ ଯାଇ ହାତ ପତାନ୍ତି ସେ ଆଜି ଟ୍ରଲିରେ ବୁଲି ବୁଲି ସେଇ ଓଡ଼ିଆ ମାନଙ୍କ ପାଖରେ ଆଜି ଚାଉଳ ପାଇଁ ହାତ ପାତୁଛି...😭😭😭

ଜୀବନ ରେ ପ୍ରତି ମୁହୂର୍ତ୍ତରେ ହସଖୁସିରେ ରୁହ।।ଏଠି କେହି କାହାର ନୁହଁ,, ସବୁ ରଙ୍ଗବଦଳାଇବାରେ ବ୍ୟସ୍ତ।।
10/01/2024

ଜୀବନ ରେ ପ୍ରତି ମୁହୂର୍ତ୍ତରେ ହସଖୁସିରେ ରୁହ।।
ଏଠି କେହି କାହାର ନୁହଁ,, ସବୁ ରଙ୍ଗବଦଳାଇବାରେ ବ୍ୟସ୍ତ।।

ଦୀର୍ଘ ୫୦୦ ବର୍ଷ ର ଆଶା ଜାନୁଆରୀ ୨୨ ରେ ପୂରଣ ହେବାକୁ ଯାଉଛିପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟା ରେ ବିରାଜମାନ ହେବେ।।ଜୟ ଶ୍ରୀ ରାମ 🙏🙏
10/01/2024

ଦୀର୍ଘ ୫୦୦ ବର୍ଷ ର ଆଶା ଜାନୁଆରୀ ୨୨ ରେ ପୂରଣ ହେବାକୁ ଯାଉଛି
ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟା ରେ ବିରାଜମାନ ହେବେ।।

ଜୟ ଶ୍ରୀ ରାମ 🙏🙏

ଏ ସ୍ଵାଭିମାନୀ ଓଡ଼ିଆ ଆଜି ଚୁପ୍ ହେଇ ବସିଛି ନିଜ ସ୍ବାର୍ଥ ପାଇ 🤔 ଆଉ କଣ ସବୁ ଦେଖିବାକୁ ବାକି ରଖିଛ 🙋🏼‍♂️ .....ଜୟ ଜଗନ୍ନାଥ 🙏🚩...
09/01/2024

ଏ ସ୍ଵାଭିମାନୀ ଓଡ଼ିଆ ଆଜି ଚୁପ୍ ହେଇ ବସିଛି ନିଜ ସ୍ବାର୍ଥ ପାଇ 🤔 ଆଉ କଣ ସବୁ ଦେଖିବାକୁ ବାକି ରଖିଛ 🙋🏼‍♂️ .....
ଜୟ ଜଗନ୍ନାଥ 🙏🚩...

ଯଦି ଆପଣ ନିଶା କରୁଛନ୍ତି, ଏବଂ ଆପଣ ଭାବୁଛନ୍ତି ଯେ ନୂଆ ବର୍ଷ ଆଜି ଅଛି ତେବେ ଆପଣ ଭୁଲ୍ ଭାବୁଛନ୍ତି, ଏହି ନୂଆ ବର୍ଷ ଆପଣଙ୍କ ପାଇଁ ନୂଆ ନୁହେଁ...
01/01/2024

ଯଦି ଆପଣ ନିଶା କରୁଛନ୍ତି, ଏବଂ ଆପଣ ଭାବୁଛନ୍ତି ଯେ ନୂଆ ବର୍ଷ ଆଜି ଅଛି ତେବେ ଆପଣ ଭୁଲ୍ ଭାବୁଛନ୍ତି, ଏହି ନୂଆ ବର୍ଷ ଆପଣଙ୍କ ପାଇଁ ନୂଆ ନୁହେଁ, ନିଶା ଛାଡି ନୂଆ ହୁଅନ୍ତୁ !!

Happy New Year 🎊🎊

Address


Website

Alerts

Be the first to know and let us send you an email when Love guru kalia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share