Swadhincheta Dasmohapatra

  • Home
  • Swadhincheta Dasmohapatra

Swadhincheta Dasmohapatra Journalist, Professional Photographer and Social Worker.

Boats waiting for the sea...
05/01/2025

Boats waiting for the sea...

05/01/2025

ମ୍ୟାଚ୍ ରେ କିଏ ଗୋଳିଆ କଲା ଦେଖନ୍ତୁ ପୁରା ଭିଡିଓ 🙏

I've received 25,000 reactions to my posts in the past 30 days. Thanks for your support. 🙏🤗🎉
04/01/2025

I've received 25,000 reactions to my posts in the past 30 days. Thanks for your support. 🙏🤗🎉

Actual Happiness 🥰
03/01/2025

Actual Happiness 🥰

Temple City
02/01/2025

Temple City

01/01/2025

Plots for sale@keonjhar near ghatagaon, adjacent to NH215.

30/12/2024

କବିତା ରୁ କିଛି 🙏

28/12/2024

Digital Arrest is a fraud.

ପାରାଦ୍ୱୀପ ସର୍କିଟ ହାଉସ ସଭାଗୃହରେ ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ପାରାଦୀପ ଅତିରିକ୍ତ ଜିଲାପାଳ ଶ୍ରୀ ନିରଞ୍ଜନ ବେ...
27/12/2024

ପାରାଦ୍ୱୀପ ସର୍କିଟ ହାଉସ ସଭାଗୃହରେ ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ପାରାଦୀପ ଅତିରିକ୍ତ ଜିଲାପାଳ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧକ୍ଷତାରେ ପାରାଦୀପ ସର୍କିଟ ହାଉସ ଠାରେ ରୋଡ଼ସେଫଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଜାତୀୟ ରୋଡ଼ ସେଫଟି ସପ୍ତାହ ବିଷୟରେ ଜିଲା ସ୍ତରୀୟ କାର୍ଯ୍ୟକ୍ରମ କୁ ଏନଫୋର୍ସମେଣ୍ଟ ଇଞ୍ଜିନିୟରିଂ, ଜରୁରୀ ଚିକିତ୍ସା ଏବଂ ଦୁର୍ଘଟଣା ବିଲୁପ୍ତ ଶିକ୍ଷା ବିଷୟରେ ବିସ୍ମୃତ ଭାବରେ ଉତଥାପାନ କରିଥିଲେ I ଅତିରିକ୍ତ ଜିଲାପାଳ,ଶ୍ରୀ ବେହେରା ଦୁର୍ଘଟଣା ସମୟରେ ତୁରନ୍ତ ପ୍ରତିକାର ସହ ସମସ୍ତ ଆମ୍ବୁଲାନ୍ସ କିପରି ସଠିକ୍ ସମୟରେ ସହଯୋଗ କରିପାରିବେ, ସେଥିପ୍ରତି ଅତିରିକ୍ତ ଅଧ୍ୟକ୍ଷ ପୋଲିସ କାର୍ଯ୍ୟଳୟ ସହ ଯୋଗାଯୋଗ ରେ ରହିବେ, ସଂପ୍ରତି ଉକ୍ତ କାର୍ଯ୍ୟକୁ କିପରି ରୂପାୟନ ହୋଇପାରିବ ସେଥିପ୍ରତି ସମସ୍ତ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ଆଲୋଚନା ସହ ଦୁର୍ଘଟଣା ର କାରଣ ଏବଂ ତାର ପ୍ରତିକାର ବିଷୟ ରେ ଆଲୋକପାତ କରିଥିଲେ I ତତ୍ସହିତ ଆସନ୍ତା ୨୦୨୫ ବର୍ଷ ଜାନୁଆରୀ ୧ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ଜିଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରେ ପିକନିକ୍ ସ୍ଥାନରେ ଏବଂ ଧର୍ମ ପିଠରେ ଦୁର୍ଘଟଣା ସଚେତନତା ବ୍ୟାନର ଲାଗିବା, ସଚେତନତା ରଥ ବୁଲିବା, ସ୍କୁଲ ଏବଂ କଲେଜ ପିଲାଙ୍କୁ ସଚେତନ କରିବା ସହ ସେମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗୀତା, କୁଇଜ୍, ସ୍ଲୋଗାନ ଏବଂ ରୋଡ଼ ସେପ୍ଟି ସଂକ୍ରାନ୍ତିୟ ପେଣ୍ଟିଂ ସହ ଉକ୍ତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

27/12/2024

ଦୃତ gati ମହା ବିପତ୍ତି 🤔Accident VDO

27/12/2024
26/12/2024

ମୋ ବୋଉ ଆଉ ମୁଁ ମେଡିକାଲ୍ ରେ 💕

26/12/2024

ଆଜି ବିଜେଡି ପାଳୁଛି ୨୮ତମ ପ୍ରତିଷ୍ଠା ଦିବସ l ଦେଶରେ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବରେ ପରିଗଣିତ ହୋଇଛି ବିଜୁ ଜନତା ଦଳ l ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡିକ ପାଇଁ ଆଜି ସରକାର ନ ଥିଲେ ମଧ୍ୟ ଓଡ଼ିଶାବାସୀ ବିଜୁ ଜନତାଦଳ ଓ ନବୀନ ପଟ୍ଟନାୟକ ଙ୍କୁ ପ୍ରଶଂସା କରୁଛନ୍ତି l କୁଜଙ୍ଗ ଓ ପାରାଦୀପ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ପାରାଦୀପ ଅଠରବାଙ୍କୀ ଠାରେ ପାରାଦୀପ ପୌରାଧ୍ୟକ୍ଷ ଓ ନଗର ସଭାପତି ବସନ୍ତ କୁମାର ବିଶ୍ୱାଳ ଙ୍କ ନେତୃତ୍ୱରେ ଆଜି ସକାଳୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଦଳୀୟ ପତାକା ଉନ୍ମୋଚନ କରାଯାଇଥିଲା l ଆୟୋଜିତ ସଭାରେ ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କୁ ମନେ ପକାଇବା ସହିତ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଦଳକୁ ସୁଦୃଢ କରିବାକୁ ସମସ୍ତ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ l ପାରାଦୀପ ବନ୍ଦର ନିର୍ମାଣର ସ୍ରଷ୍ଠା ଥିଲେ ବିଜୁ ପଟ୍ଟନାୟକ l ପାରାଦୀପ ହେଉଛି ବିଜୁବାବୁ ଙ୍କ ମାଟି, ଏହି ମାଟି ପାଇଁ ବିଜୁ ପଟ୍ଟନାୟକ ଯେଉଁ ସ୍ବପ୍ନ ଦେଖିଥିଲେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି l ଗତ ନିର୍ବାଚନ ରେ ଦଳ ପରାଜୟ ବରଣ କରିଥିଲେ ମଧ୍ୟ ନବୀନ ବାବୁ ଆଜି ଓଡ଼ିଶା ବାସୀ ଙ୍କ ହୃଦୟରେ ରହିଛନ୍ତି ।ପୌରାଧ୍ୟକ୍ଷ ଙ୍କ ନେତୃତ୍ୱ ରେ ଆୟୋଜିତ ପପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାରାଦୀପ ନିର୍ବାଚନ ମଣ୍ଡଳୀ ର ତୁଙ୍ଗ ନେତାମାନଙ୍କୁ ଦେଖିବାକୁ ମିଳିନାହିଁ l ଯାହା ଦଳରେ ରହିଥିବା ବିବାଦ ସ୍ପଷ୍ଟ ପ୍ରମାଣିତ କରୁଥିବା ନେଇ ପାରାଦୀପ ରେ ଚର୍ଚ୍ଚା ହେଉଛି
ବିଜେପି ସରକାର ଦେଇଥିଵା ପ୍ରତିଶୃତି କୁ ପୂରଣ କରିନାହିଁ,ବିଭିନ୍ନ ଯୋଜନା ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା ନେଇ କହିଛନ୍ତି l

26/12/2024

ପ୍ରମେୟରେ ଆଠ ବର୍ଷ ପୂରଣ କଲି, ମୋର ବିପଦ ସମୟରେ ପାହାଡ ଭଳି ଛିଡ଼ା ହୋଇଛି ମୋ ସହ। ଅନ୍ତରରୁ ଧନ୍ୟବାଦ ପ୍ରମେୟ କୁ। ଦୀର୍ଘାୟୁ ହେଉ ପ୍ରମେୟ ଏତିକି କାମନା 🙏🙏

25/12/2024

Plots for sale@keonjhar near ghatagaon, adjacent to NH215

Address


Website

Alerts

Be the first to know and let us send you an email when Swadhincheta Dasmohapatra posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Swadhincheta Dasmohapatra:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share