Kailash Parida Journalist

  • Home
  • Kailash Parida Journalist

Kailash Parida Journalist Contact information, map and directions, contact form, opening hours, services, ratings, photos, videos and announcements from Kailash Parida Journalist, Media/News Company, .

08/05/2024

ବିଜେଡିର ପ୍ରଭାବଶାଳୀ ନେତା ଭି.କେ #ପାଣ୍ଡିଆନ କହିଛନ୍ତି ଓଡ଼ିଶାରେ ମଧ୍ୟ ଅପରେସନ #ଲୋଟସ୍ ଚଳାଇବାକୁ ପ୍ରୟାସ କରୁଛି ବିଜେପି । ଆଉ ଏହି ସମୟରେ ବିଜେପି #ପ୍ରଶ୍ନ କରିଛି, ତାହା ହେଲେ ବିଜେଡିରେ #ଏକନାଥ ସିନ୍ଦେ କିଏ? ବିଜେଡିର ସବୁଠାରୁ ଚର୍ଚ୍ଚିତ ଓ ପାୱାରଫୁଲ ନେତା କୁହାଯାଉଥିବା ଭି.କେ. ପାଣ୍ଡିଆନଙ୍କ ଏହିି ମନ୍ତବ୍ୟ ରାଜ୍ୟ #ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ରାଜନୈତିକ ମହଲ ଠାରୁ ଆରମ୍ଭ କରି ସବୁଠି ଏହା ଆଲୋଚନାର ପ୍ରସଙ୍ଗ ପାଲଟିଛି । ଏହି ଚର୍ଚ୍ଚା ଭିତରେ ପାଲଟା ପ୍ରଶ୍ନ କରିଛି ବିଜେପି । ବିଜେଡିରେ ସିନ୍ଦେ କିଏ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ।

୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲେ, ଓଡ଼ିଶା ପାଇଁ କ’ଣ କରିଛନ୍ତି?ଓଡ଼ିଶାର କେନ୍ଦ୍ରୀୟ ବିଦ୍ୟାଳୟ ନା’ ୫-ଟି ସ୍କୁଲ କେଉଁଠି ବେଶୀ ସୁବିଧା?ଏନଏ...
08/05/2024

୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲେ, ଓଡ଼ିଶା ପାଇଁ କ’ଣ କରିଛନ୍ତି?
ଓଡ଼ିଶାର କେନ୍ଦ୍ରୀୟ ବିଦ୍ୟାଳୟ ନା’ ୫-ଟି ସ୍କୁଲ କେଉଁଠି ବେଶୀ ସୁବିଧା?
ଏନଏଚ-୫୫ କାମ ସରୁନି, ନିର୍ବାଚନ ସମୟରେ କାମକୁ ତ୍ୱରାନ୍ୱିତ କରାଯାଉଛି କାହିଁକି?
ଢେଙ୍କାନାଳ ଚାହୁଁଥିଲେ ହଠାତ୍ ସମ୍ବଲପୁରରୁ ଲଢ଼ିଲେ କାହିଁକି?
ଢେଙ୍କାନାଳର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ କରିଛନ୍ତି କ’ଣ?

ସୋନପୁର ଅଂଚଳର ଉମେଶ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ନଳିନୀ ପାଣିଗ୍ରାହୀ ପୁରୀ ଯିବା ପାଇଁ  #ପଳାଶୁଣୀ ଛକରେ ରାସ୍ତା ପାର୍ ହେଉଥିବା ସମୟରେ  #ବା...
08/05/2024

ସୋନପୁର ଅଂଚଳର ଉମେଶ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ନଳିନୀ ପାଣିଗ୍ରାହୀ ପୁରୀ ଯିବା ପାଇଁ #ପଳାଶୁଣୀ ଛକରେ ରାସ୍ତା ପାର୍ ହେଉଥିବା ସମୟରେ #ବାଣୀବିହାର ପଟୁ ଆସୁଥିବା ଟ୍ରକ ଧକାରେ ପ୍ରାଣ ହରାଇଛନ୍ତି । ପ୍ରଥମେ ଟ୍ରକଟି ନଳୀନିଙ୍କୁ ଧକ୍କା ଦେଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ସେହି ସମାନ ଟ୍ରକ ଉମେଶଙ୍କୁ ଧକ୍କା ଦେଇ ପଳାଶୁଣୀରୁ ସତ୍ୟବିହାର ପର୍ଯ୍ୟନ୍ତ ଘୋଷାରି ନେଇଥିଲା ପରେ ତାଙ୍କର ବି ମୃତ୍ୟୁ ଘଟିଛି ।

ବ୍ୟବସାୟୀଙ୍କଠାରୁ ଡକାୟତ କରି ଫେରାର ମାରିବା ବେଳେ ଧରିଲା ପୋଲିସ l ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଯିବା ସମୟରେ ଝାମ୍ପି ନେଇ ଫେରାର ହୋଇ...
05/04/2023

ବ୍ୟବସାୟୀଙ୍କଠାରୁ ଡକାୟତ କରି ଫେରାର ମାରିବା ବେଳେ ଧରିଲା ପୋଲିସ l ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଯିବା ସମୟରେ ଝାମ୍ପି ନେଇ ଫେରାର ହୋଇଗଲେ ଡକାୟତି ଗ୍ୟାଙ୍ଗ୍ l ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ୬ ଜଣକୁ ଅଟକ ରଖିଛି ପୋଲିସ ।ଫୁଲବାଣୀର ଅଜୟ ପାତ୍ର ଗୁପ୍ତା ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଯିବା ସମୟରେ ଝାମ୍ପି ନେଇ ଫେରାର ହୋଇଥିଲେ ଡକାୟତି ଗ୍ୟାଙ୍ଗ l ଫେରାର ହେବା ସମୟରେ ଏହି ଗ୍ୟାଙ୍ଗ୍‌କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ଧରିଛି l ଏହି ଗ୍ୟାଙ୍ଗକୁ କେସିଙ୍ଗା ପୋଲିସ ପୋଡ଼ଖମାରଠାରେ କାବୁ କରିଛି । ଏହି ଘଟଣାରେ ୨ ଜଣ ମହିଳା ସମେତ ୬ ଜଣକୁ ଅଟକ ରଖିଛି କେସିଙ୍ଗା ପୋଲିସ । ତାଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ପୋଲିସ ଜବତ କରିଥିବା ସୂଚନା ।

05/04/2023

ପ୍ରେମ ସମ୍ପର୍କରେ ଭଟ୍ଟା ଆସିଲେ ଲଗାଇ ହେବନି ବଳାତ୍କାର ଅଭିଯୋଗ

କେନ୍ଦୁଝର, ଶାଳଦେଇ ବାଲିଘାଟ ବିବାଦରୁ ହତ୍ୟା ଘଟଣାବିଧାୟକଙ୍କ ପୁଅଙ୍କୁ ତଦନ୍ତ ପରିସରକୁ ନେବ‌ା ପାଇଁ ଡିଜିଙ୍କୁ ଦାବିପତ୍ର   Naveen Patnaik...
05/04/2023

କେନ୍ଦୁଝର, ଶାଳଦେଇ ବାଲିଘାଟ ବିବାଦରୁ ହତ୍ୟା ଘଟଣା
ବିଧାୟକଙ୍କ ପୁଅଙ୍କୁ ତଦନ୍ତ ପରିସରକୁ ନେବ‌ା ପାଇଁ ଡିଜିଙ୍କୁ ଦାବିପତ୍ର Naveen Patnaik 🇮🇳🇮🇳🌹

Median Street l Beutiful Flower 🌺💐🪴🌹SmartCity Bhubaneswar 🌹
05/04/2023

Median Street l Beutiful Flower 🌺💐🪴🌹
SmartCity Bhubaneswar 🌹

ଗଞେଇ ଗଛ କାଟିଦେଲେ Rasulgarh, Bhubaneswar 👉Mancheswar Industrial Estate Entry Point Tata Power ଅଳିଆ ଆବର୍ଜ୍ଜନା କୁଣ୍ଡ ପାଲଟିଛ...
05/04/2023

ଗଞେଇ ଗଛ କାଟିଦେଲେ Rasulgarh, Bhubaneswar
👉Mancheswar Industrial Estate Entry Point Tata Power ଅଳିଆ ଆବର୍ଜ୍ଜନା କୁଣ୍ଡ ପାଲଟିଛି l
MY Bhubaneswar Odisha

Address


Website

Alerts

Be the first to know and let us send you an email when Kailash Parida Journalist posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share