Satyara Khabar

  • Home
  • Satyara Khabar

Satyara Khabar Contact information, map and directions, contact form, opening hours, services, ratings, photos, videos and announcements from Satyara Khabar, Media/News Company, .

14/05/2024

ଜନତା 2024 ରେ କାହାକୁ ଚୟନ କରୁଛନ୍ତି, ମତଦାନ ପରେ ଫଳାଫଳ,

13/05/2024

ମହିଳା ସୁରକ୍ଷା ମଞ୍ଚ, ସଭାପତି ଙ୍କ ନେତୃତ୍ୱ ରେ ମହିଳା ସୁରକ୍ଷା ମଞ୍ଚ କାର୍ଯ୍ୟଳୟ ଠାରେ ସାମ୍ବାଦିକ ସମିଳନୀ,,

10/05/2024

ଓଡିଶା ମୋଟର ଚାଳକ ସଂଘ ରାଜ୍ୟର ବିଭିନ୍ନ ଶାଖାର ସଦସ୍ୟ ସମାଜ ସେବା କରିବାସହ ସଂଘର ଶାଖା ସୁଦୃଡ଼ ହେବ ଓ ରାଜ୍ୟର ଚାଳକ ବନ୍ଧୁ ସଚେତନ ରହିବେ ଏନେଇ ଆଗକୁ ବଡିବାର ପ୍ରୟାଶ,

09/05/2024

ଜୋନ ସାଧାରଣ ଙ୍କ ମନରେ 2024 ନିର୍ବାଚନ କୁ ନେଇ ମନରେ ବିଭିନ୍ନ ମତ,

04/05/2024
26/04/2024

ଭୋଟ ମତଦାତାଙ୍କ ଖୁଲା କଥା,

*ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ରଙ୍କ ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦେଶ କ୍ରମେ, ଅବକାରୀ ବିଭାଗର ବ...
23/04/2024

*ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ରଙ୍କ ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦେଶ କ୍ରମେ, ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ*
ତା 22.4.2024 ରିଖ ଜନ ମୁଖ
ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି, ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ରଙ୍କ ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦେଶ କ୍ରମେ, ନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଓ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ନିରୀକ୍ଷକ ବୃନ୍ଦାବନ ମଣ୍ଡଳଙ୍କ ପ୍ରତଖ୍ୟ ତତ୍ୱାଅବଧାନରେ, ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ସୁଜିତ କୁମାର ନାଗ ଙ୍କ ନେତୃତ୍ୱରେ, ନବରଙ୍ଗପୁର ଥାନା ଅନ୍ତର୍ଗତ ଢ଼େପ ଗୁଡା ଗ୍ରାମର ଜଣେ ଆସାମୀ ଜିତୁ ବେନିଆ ନିକଟରୁ 25 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରା ଯାଇଛି , ବାଘଶିଉନି ଗ୍ରାମର ଜଣେ ଆସାମୀ ଲଖଣ ଭତରା ନିକଟରୁ 20 ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରାଯାଇଛି ଓ ମାଝିଗୁଡାର ଜଣେ ଆସାମୀ ଜଗନ୍ନାଥ ପ୍ରଧାନୀ ନିକଟରୁ 12 ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରା ଯାଇଛି ଓ ବଘ ସୁଇନି ଗ୍ରାମ ନିକଟ ଖୋଲା ଜାଗାରେ 1920 ଲିଟର ପୋଚ ଏବଂ 780 ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରି ଘଟଣାସ୍ଥଳରେ ନଷ୍ଟ କରାଯଇଛି. ଏହି ଚଢ଼ାଉରେ ଡିଗଲା ଅବକାରୀ ସହ ଉପ ନିରୀକ୍ଷକ ତ୍ରିନାଥ ସଉରା, ଉମେଶ ହରିଜନ, ସୁଧାଂଶୁ ସ୍ୱେଖେର ବାଗ, ସଦାନନ୍ଦ ଭତରା, ରଞ୍ଜୀତ ସିଂହ, ଦେବେନ୍ଦ୍ର ସମରଥ, ଛତର ଗଣ୍ଡ, ଅଂଶୁମାନ ପରିଡା ଏବଂ ମହିଳା ସିପାହୀ ରଞ୍ଜୀ ଯାନୀ ଓ ରୀନା ବଡନାୟକ ପ୍ରମୁଖ ଏହି ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ,
*ବିୟୁର ରିପୋର୍ଟ ସତ୍ୟର ଖବର*,

19/04/2024

ନବରଙ୍ଗପୁର ଜିଲ୍ଲା ନିର୍ବାଚନ କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ସାମ୍ବାଦିକ ସମିଳନୀ,

19/04/2024
15/04/2024

ବିଭିନ୍ନ ସଂଘ ଓ ଛାତ୍ର ଛାତ୍ରୀ ମିଳିତରେ ଡାକ୍ତର ଆମ୍ବେଦକର ଙ୍କ 133 ତମ ଜନ୍ମ ଜୟନ୍ତୀ ପାଳିତ,

14/04/2024

ବିଷୁବ ସାହିତ୍ୟ ଆସର, ନବରଙ୍ଗପୁର ସୀମାନ୍ତ ପରିଵାର ପକ୍ଷରୁ ମିଶନଶକ୍ତି ସଭାଗୃହରେ ପାଳିତ,

11/04/2024

ନବରଙ୍ଗପୁର 12 ବେଟାଲିୟନ ର ସହିଦ ଦିବସ ପାଳିତ,

नबरंगपुर जिले में 12 बटालियन सीआरपीएफ ने शोर्य दिवस मनाया।नबरंगपुर (यू.एस.) जिले में तैनात 12 बटालियन सीआरपीएफ बटालियन द...
11/04/2024

नबरंगपुर जिले में 12 बटालियन सीआरपीएफ ने शोर्य दिवस मनाया।

नबरंगपुर (यू.एस.) जिले में तैनात 12 बटालियन सीआरपीएफ बटालियन द्वारा आज शोर्य दिवस मनाया गया। यह दिन सीआरपीएफ जवानों की असीम बहादुरी और वीरता की स्मृति को जीवित रखने और उनके सर्वोच्च बलिदान की कहानी को याद करने के लिए मनाया जाता है। इस अवसर पर सियारपिफ़ के जावानीस के गौरवशाली इतिहास पर चर्चा की गई और वीर शहीदों की अमर आत्माओं को गहरी श्रद्धांजलि अर्पित की गई। आज के शोर्य दिवस कार्यक्रम में नबरंगपुर जिले के पापदाहांडी ब्लॉक के विजय हरिजन, जिन्होंने एसआईआरपीएफ में काम करते हुए नक्सली हमले में अपनी जान गंवा दी, को श्रद्धांजलि दी गई और अमर आत्मा की कामना की गई। विजय हरिजन को पिछले वर्ष 2009 में वीरगति प्राप्त हुई जब उन पर छत्तीसगढ़ के दंतेवाड़ा में चुनाव ड्यूटी के दौरान नक्सलियों ने हमला कर दिया। शहीद विजय हरिजन के परिजन शामिल थे. कार्यक्रम में सीआरपीएफ कमांडर एनकेके प्रसाद समेत सीआरपीएफ के वरिष्ठ अधिकारी और जवान मौजूद थे.

21/01/2024

ଆଡ଼ଲଟ୍ରି, ବା ବେବିଚାର,କୁ ନେଇ ସଚେତନ ର ବାର୍ତ୍ତା, ଭାଇରଲ ଭିଡ଼ିଓ,

ଗଙ୍ଗାଧରଙ୍କ  ବୋହି, 5t ସଚିବ ବି.କେ. ପାଣ୍ଡିଆନ ଙ୍କ କରକମଳ ରେ ଲକାର୍ପିତ,
21/01/2024

ଗଙ୍ଗାଧରଙ୍କ ବୋହି, 5t ସଚିବ ବି.କେ. ପାଣ୍ଡିଆନ ଙ୍କ କରକମଳ ରେ ଲକାର୍ପିତ,

ପରିଵର୍ତନ ଫାଉଣ୍ଡେସନ ତରଫରୁ ସନ୍ନମାନିତ,
21/01/2024

ପରିଵର୍ତନ ଫାଉଣ୍ଡେସନ ତରଫରୁ ସନ୍ନମାନିତ,

20/01/2024

ହାଇଦ୍ରାବାଦ ରୁ ଆସିଥିବା ଡ୍ରାଇଭର ଭାଇଙ୍କ ସହ ଭେଟିଲେ ବାବୁଲା ଭାଇ,

20/01/2024

ଡ୍ରାଇଭର ଭାଇଙ୍କ ସହ ଖୁଲା କଥା,ଓ ସଚେତନ,

19/01/2024
18/01/2024

ଦୃଘଟଣା ପରେ ଡ୍ରାଇଭର, ବା ସାରଥୀ, କୋଣ କରିବା ଦରକାର, ଛଟ କାଳ୍ପନିକ ଚିତ୍ର, ଡ୍ରାଇଭର ବନ୍ଧୁଙ୍କ ପାଇଁ ସଚେତନ ର ପ୍ରୟାସ, ସତ୍ୟର ଖବର, ପରିବାର ତରଫରୁ,

Address


Website

Alerts

Be the first to know and let us send you an email when Satyara Khabar posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share