30/12/2024
ସୁଦର୍ଶନ ପୂଜାରୀଙ୍କ ପ୍ରଚେଷ୍ଟାରେ ନବୋଦୟ ଓ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ନିମନ୍ତେ ମାଗଣା କୋଚିଂ ବ୍ୟବସ୍ଥା ସହ ଜଳଖିଆ ମଧ୍ୟାହ୍ନ ଭୋଜନ ଦିଆଯାଉଛି ଛାତ୍ରଛାତ୍ରୀମାନଙ୍କୁ------------------------------------------------------------------------
ନବରଙ୍ଗପୁର:(୨୯/୧୨)(ରବି ନାରାୟଣମହାନ୍ତି)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅନ୍ତର୍ଗତ ଚାଟିଗୁଡା ଗ୍ରାମର ଜଣେ ସମାଜସେବୀ ସୁଦର୍ଶନ ପୂଜାରୀଙ୍କ ଉଦ୍ୟମରେ ଡାବୁଗାଁ ବ୍ଳକ ମେଦନା ଅଞ୍ଚଳର ଓ ଝରିଗାଁ ବ୍ଳକର ପାଖାପାଖି ଗ୍ରାମରୁ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଓ ନବୋଦୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଦିବାସୀ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷାଦାନ ର ବ୍ୟବସ୍ଥା କରିଛନ୍ତି । ଏହି ଉଦ୍ୟମକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରୁଛନ୍ତି । ନିଜ ଝିଅ ପ୍ରିୟଦର୍ଶିନୀ ପୂଜାରୀ ଓଏଏସ ପରୀକ୍ଷାରେ ସଫଳତା ହାସଲ କରିବା ପରେ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଠନ କରିବା ପାଇଁ ସେ ଏକ ଛୋଟ ପ୍ରୟାସ କରିଥିବା ସେ ନିଜ ପ୍ରତିକ୍ରିୟାରେ ସମାଜସେବୀ ଶ୍ରୀ ପୂଜାରୀ କହିଛନ୍ତି । ମେଦନା, ଅଞ୍ଚଳା, ଝରିଗାଁ ବ୍ଳକ ରାମସା ପାଲିଆ ଆଦି ଅଞ୍ଚଳର ପାଖାପାଖି ୭୦ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଚାଟିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକତ୍ରୀତ କରି ୬ଜଣ ଶିକ୍ଷକ ସକାଳ ୧୦ଘଟିକା ରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ପାଠ ପଢ଼ାଉଛନ୍ତି । ଏହି କାର୍ଯ୍ୟକ୍ରମ ଡିସେମ୍ବର ୭ ତାରିଖ ଦିନ ଠାରୁ ଆରମ୍ଭ କରାଯାଇଛି | ପ୍ରତି ରବିବାର ଦିନ ସକାଳୁ ପିଲାଙ୍କ ପାଇଁ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ସେମାନଙ୍କ ପାଇଁ ମାଗଣା ବହି, ଖାତା, କଲମ, ରବର, ପେନସିଲ ଆଦିର ବ୍ୟବସ୍ଥା ସମାଜସେବୀ ସୁଦର୍ଶନ ପୂଜାରୀ ନିଜେ ବହନ କରୁଛନ୍ତି । ଶିକ୍ଷକ ମାନଙ୍କ ମଧ୍ୟରେ ବେଣୁଧର ଭତରା, ତୁଳାରାମ ହରିଜନ, ଦୟାନିଧି ବଞ୍ଜରା, ପ୍ରଫୁଲ୍ଲ କୁମାର ମେହେର, ଧନୁର୍ଜୟ ସ୍ୱାଇଁ ପ୍ରମୁଖ ପ୍ରତି ରବିବାର ଦିନ ନିଜ ଅମୁଲ୍ୟ ସମୟ ପିଲାଙ୍କ ପ୍ରଶିକ୍ଷଣ ପାଇଁ ଦାନକରୁଥିବା ସୂଚନା ମିଳିଛି । ଆଜି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପୂଜାରୀ, ସୁଦର୍ଶନ ପୂଜାରୀ ଙ୍କ ଉପସ୍ଥିତିରେ ପ୍ରଫୁଲ୍ଲ କୁମାର ମେହେର ଓ ବେଣୁଧର ଭତ୍ରl ଶିକ୍ଷକ ଦ୍ୱୟ ଶିକ୍ଷା ଦାନ କରୁଥିବା ବେଳେ ଅଭିଭାବକ ଜଳଧର ମାଝୀ ଓ ସବ୍ୟସାଚୀ ଭରତୀୟା ଉପସ୍ଥିତ ଥିଲେ l ଦିଆଲି ପରବ ଥିବାରୁ ସତୁରି ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଆଜି ଚଉବନ ଛାତ୍ରଛାତ୍ରୀ କୋଚିଂ ନବାକୁ ଆସିଥିଲେ l ଛାତ୍ରଛାତ୍ରୀ ମାନେ କୋଚିଂ ସରିବା ପରେ ଭାତ,ଡାଲମା ଓ ପାମ୍ପଡ ଖାଇବାକୁ ଦେଇ ଆତ୍ମ ସନ୍ତୋଷ ପାଆନ୍ତି ସାମାଜ ସେବୀ ପୂଜାରୀ ବାବୁ। ଆଦିବାସୀ ଗ୍ରାମାଞ୍ଚଳର ଗରୀବ ଛାତ୍ରଛାତ୍ରୀ ମାନେ କୋଚିଂ ପାଉନଥିବାରୁ ଏଇ ପ୍ରୟାସ ଜାରୀ ରଖି ଛାତ୍ରଛାତ୍ରୀ ମାନଙ୍କୁ ମେଧାବୀ କରିବା ଲକ୍ଷ ରଖିଛନ୍ତି ସାମାଜସେବୀ ପୂଜାରୀ ବାବୁ l ଜିଲ୍ଲା ସାରା ସବୁରି ମୁହଁରେ ପ୍ରସଂଶା ର ଶୁଅ ଛୁଟୁଛି l ଏଭଳି ପ୍ରୟାସ ଯଦି ପ୍ରତ୍ୟେକ ବ୍ଳକ ରେ ହୋଇ ପାରନ୍ତା, ତେବେ ଆଦିବାସୀ ଅଞ୍ଚଳରୁ ବହୁ ମେଧାବୀ ଛାତ୍ରଛାତ୍ରୀ ବାହାରି ପାରନ୍ତେ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l
సుదర్శన్ పూజారి గారి కృషితో నవోదయ, ఆదర్శ విద్యాలయ ప్రవేశానికి ఉచిత కోచింగ్ సదుపాయం తో పాటు విద్యార్థులకు అల్పాహారం, మధ్యాహ్న భోజనం అందిస్తున్నారు---------------------------------------------------------
నబరంగ్పూర్:(29/12)(రవి నారాయణమహంతీ)-నబరంగ్పూర్ జిల్లా డబుగావ్ బ్లాక్ మేడన పంచాయతీలోని చాటిగూడ గ్రామానికి చెందిన సంఘ సేవకుడు సుదర్శన్ పూజారి చొరవతో ఆదర్శ స్కూల్ ఏరియా మరియు Jరిగావ్ బ్లాక్ మరియు చుట్టుపక్కల గ్రామాలకు చెందిన ఆదర్శ పూజారి గిరిజన పేద విద్యార్థులకు ఉచిత విద్యను ఏర్పాటు చేశారు. ప్రవేశ పరీక్ష మరియు నవోదయ పరీక్ష కొరకు. ఈ ప్రయత్నాన్ని స్థానికులు ఎంతో ప్రశంసిస్తారు. తన కుమార్తె ప్రియదర్శిని పూజారి ఓఏఎస్ పరీక్షలో విజయం సాధించిన తరువాత ఈ ప్రాంత విద్యార్థుల భవిష్యత్తును నిర్మించడానికి ప్రియదర్శిని పూజారి చిన్న ప్రయత్నం చేశారని సమాజ సేవకురాలు శ్రీ పూజారి తన స్పందనలో తెలిపారు. మెడ్నా, అంచలా, Jారిగావ్ బ్లాక్, రాంసా పాలియా మొదలైనవి. రాంసా పాలియా పరిసర ప్రాంతాల నుండి 70 మంది విద్యార్థులు, 6 గురు ఉపాధ్యాయులు ఉదయం 10 గంటల నుండి మధ్యాహ్నం 1 గంటల వరకు బోధిస్తున్నారు. డిసెంబర్ 7 నుండి ఈ ప్రోగ్రాం ప్రారంభించడం జరిగింది. ప్రతి ఆదివారం ఉదయం అల్పాహారం, భోజనం మరియు పిల్లలకు ఉచిత పుస్తకాలు, పేపర్, పెన్, రబ్బరు, పెన్సిల్ మొదలైనవి సంఘ సేవకులు సుదర్శన్ పూజారి గారు స్వయంగా ఏర్పాటు చేస్తున్నారు ప్రతి ఆదివారం విద్యార్థుల శిక్షణ కోసం తమ అమూల్యమైన సమయాన్ని విరాళంగా ఇస్తున్న ఉపాధ్యాయులలో వేణుధర్ భతర, తులారాం హరిజన్, దయానిధి బంజారా, ప్రఫుల్ల కుమార్ మెహెర్, ధనుర్జయ్ స్వైన్. ఈ రోజు ప్రిన్సిపల్ గోవర్ధన్ పూజారి, సుదర్శన్ పూజారి, ప్రఫుల్ల కుమార్ మహేర్, బెనుధర్ భట్రా సమక్షంలో ప్రఫుల్ల కుమార్ మెహెర్, వేణుధర్ భట్రా ఉన్నారు. ఉపాధ్యాయులు రెండవ విద్యను అందిస్తున్నారు, కాపరులు జల్ధర్ మాజి మరియు సబ్యసాచి భారతీయులు ఉన్నారు. డియాలి పండుగ ఉండటంతో డెబ్బై మంది విద్యార్థుల్లో పద్నాలుగు మంది విద్యార్థులు ఈరోజు కోచింగ్ కు వచ్చారు. విద్యార్థులు కోచింగ్ చేస్తున్నారు. ముగిసిన తరువాత అన్నం, దాల్మా, పంపాడ్ తినిపించి ఆత్మ సంతృప్తి పొందిన సంఘ సేవకుడు పూజారి బాబు. గిరిజన గ్రామీణ పేద విద్యార్థులకు కోచింగ్ రాకపోవడంతో ఈ చొరవను కొనసాగిస్తూ విద్యార్థులను పుణ్యం కట్టుకోవాలని సంఘ సేవకులు పూజారి బాబు నిర్ణయించారు. జిల్లాలో అందరూ మెచ్చుకొని నిద్రపోతున్నారు. ఇలాంటి చొరవ ప్రతి బ్లాక్ లో చేయగలిగితే గిరిజన విద్యార్థులు ఎంతో మంది ఉంటారు. గట్టిగా పట్టుకోవడం.
· · ఈ అనువాదానికి రేటింగ్ ఇవ్వండి