Paschim Odisha News

  • Home
  • Paschim Odisha News

Paschim Odisha News Paschim odisha News is a leading and first web channel .
(2)

23/08/2024

ସମ୍ବଲପୁରରେ ୩ ଟଂକାରେ ରୋଟି..

23/08/2024

ଆସ୍ ମାଫିଆଙ୍କ ଭୂସ୍ବର୍ଗ ପାଲଟିଲାଣି ତବଡାବାହାଲ

ଆଜିର ଦର୍ଶନ ଜୟ ମାଁ ସମଲେଇ
23/08/2024

ଆଜିର ଦର୍ଶନ ଜୟ ମାଁ ସମଲେଇ

ଆଜିର ଦର୍ଶନ ଜୟ ମାଁ ସମଲେଶ୍ବରୀ
22/08/2024

ଆଜିର ଦର୍ଶନ ଜୟ ମାଁ ସମଲେଶ୍ବରୀ

21/08/2024

ମାନେଶ୍ବର ତବଲା ଗାଁରେ ବଜ୍ରାଘାତରେ ୩ ଆହତ

21/08/2024

ଆପଣ ଭାରତ ବନ୍ଦ କେ ସମର୍ଥନ କରୁଛନ୍ ?

19/08/2024

ରକ୍ତଭିଜା ରାକ୍ଷୀ ବାନ୍ଧିଲେ ଭିମସାର ଡାକ୍ତରୀ ଛାତ୍ରଛାତ୍ରୀ

ପ୍ରତିକାତ୍ମକ ରକ୍ତ ଆଣି ରାକ୍ଷୀ ବାନ୍ଧିଲା ପରେ ଭିଜାଇଛନ୍ତି

19/08/2024

ଆଳୁ ଚୋର ଗିରଫ

କ୍ଷେତରାଜପୁର ଆଳୁ ଗୋଦାମ ରୁ ଜଣେ ଯୁବକ ଆଳୁ ବସ୍ତା ଚୋରି କରି ଲୋକଙ୍କ ହାତରେ ଧରା ପଡିଲେ l ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ 7 ଟା ସମୟରେ ଜଣେ ଯୁବକ କ୍ଷେତରାଜପୁର ଅଞ୍ଚଳରେ ଥିବା ଏକ ଆଳୁ ଗୋଦାମକୁ ପସି ଏକ ଆଳୁ ବସ୍ତା ଚୋରି କରି ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଯୁବକ କୁ କାବୁ କରି ଉତ୍ତମ ମଧ୍ୟମ ଦେଇ କ୍ଷେତରାଜପୁର ପୋଲିସ କୁ ଖବର ଦେଇଥିଲେ l

17/08/2024

ବୁର୍ଲା ଭିମସାରରେ ଓପିଡି ସେବା ବନ୍ଦ
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

15/08/2024

ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ଖେଲ ପଡ଼ିଆ ଠାରେ 78 ତମ ସ୍ବାଧିନତା ଦିବସ ପାଳିତ ହୋଇଛି

ସମ୍ବଲପୁର ସହରରେ ପ୍ରଥମ, ୩ଟଂକାରେ ରୋଟି
15/08/2024

ସମ୍ବଲପୁର ସହରରେ ପ୍ରଥମ, ୩ଟଂକାରେ ରୋଟି

ଆଜିର ଦର୍ଶନ, ଜୟ ମାଁ ସମଲେଶ୍ବରୀ
15/08/2024

ଆଜିର ଦର୍ଶନ, ଜୟ ମାଁ ସମଲେଶ୍ବରୀ

13/08/2024

ବିନିକା ସହର ଠାରେ ହର ଘର ତ୍ରିରଙ୍ଗା ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀଙ୍କ 100 ମିଟର ତ୍ରିରଙ୍ଗା ଶୋଭାଯାତ୍ରା

ଆଜିର ଦର୍ଶନ, ଜୟ ଜୟ ମାଁ ସମଲେଶ୍ବରୀ
11/08/2024

ଆଜିର ଦର୍ଶନ, ଜୟ ଜୟ ମାଁ ସମଲେଶ୍ବରୀ

09/08/2024
ଆଜିର ଦର୍ଶନ, ଜୟ ମାଁ ସମଲେଇ
09/08/2024

ଆଜିର ଦର୍ଶନ, ଜୟ ମାଁ ସମଲେଇ

08/08/2024

ବିନିକା ଥାନା ଚୁଲିମାଲ ଗ୍ରାମରେ ପୋଲିସ କନେଷ୍ଟବଳ ଗୁଳିରେ କନେଷ୍ଟବଳ ଓ ସମ୍ପର୍କିତ ଭାଇଙ୍କ ମୃତ୍ୟୁ ଘଟଣାକୁ ନେଇ ଆଇଜି ଏବଂ ଏସ୍ ପିଙ୍କ ସାମ୍ବାଦିକ ସମ୍ମିଳନୀ

06/08/2024

* ବିନିକା: ପୋଲିସ ରିଭଲବରରୁ ଗୁଳି ପୁଟି ୨ ମୃତ ସୂଚନା

* ଉଭୟ ମୃତକ ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର
* ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ହୋଇଥିବା ସୂଚନା
* ଦୁଇ ଜଣଙ୍କ ମୁଣ୍ଡରେ ବାଜିଛି ଗୁଳି, କିଏ କାହାକୁ ମାରିଛି ଅସ୍ପଷ୍ଟ
* ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ଗୁଳିମାଡ଼ ସନ୍ଦେହ
* ଉଭୟଙ୍କ ମୃତଦେହ ବିନିକା ମେଡିକାଲ୍‌ରେ; ପହଞ୍ଚିଲେ ଏସ୍‌ପି

Address

BUDHARAJA

768004

Website

Alerts

Be the first to know and let us send you an email when Paschim Odisha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Paschim Odisha News:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share