News11odia live

  • Home
  • News11odia live

News11odia live Contact information, map and directions, contact form, opening hours, services, ratings, photos, videos and announcements from News11odia live, Media/News Company, .

29/04/2024
23/04/2024

ବିଶାଳ ରାଲି କରି ପ୍ରାର୍ଥି ପତ୍ର ଦାଖଲ କଲେ କୋରାପୁଟ ଲୋକସଭା ପ୍ରାର୍ଥିନୀ କୌଶଲ୍ୟା ହିକକା, କୋରାପୁଟ ବିଧାୟକ ପ୍ରାର୍ଥି ରଘୁରାମ ପଡ଼ାଲ ଓ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥି ପ୍ରଭୁ ଜାନି.

23/04/2024

ବିଶାଳ ରାଲି ରେ ଆସି ପ୍ରାର୍ଥି ପତ୍ର ଦାଖଲ କରିବେ କୋରାପୁଟ ଲୋକସଭା ପ୍ରାର୍ଥିନୀ କୌଶଲ୍ୟା ହିକକା, କୋରାପୁଟ ବିଧାୟକ ପ୍ରାର୍ଥି ରଘୁରାମ ପଡ଼ାଲ ଓ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥି ପ୍ରଭୁ ଜାନି.

23/04/2024

ଲକ୍ଷ୍ମୀପୁର ନିର୍ବାଚନ ପାଇଁ କଂଗ୍ରେସ ରୁ ବିଧାୟକ ପ୍ରାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କଲେ ପବିତ୍ର ସାଉଁନ୍ତା.

23/04/2024

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ରୁ ପ୍ରାର୍ଥି ପତ୍ର ଦାଖଲ କଲେ ପବିତ୍ର ସାଉଁନ୍ତା.

23/04/2024

ମନ୍ଦିର ଦର୍ଶନ କରିବା ସହିତ ନିର୍ବାଚନ ପ୍ରଚାର କଲେ କୋରାପୁଟ କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ.

23/04/2024

ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ରୁ ପ୍ରାର୍ଥି ପତ୍ର ଦାଖଲ କଲେ ପ୍ରଫୁଲ ପାଙ୍ଗି.

23/04/2024

ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଚୈତନ୍ୟ ହନ୍ତାଳ.

22/04/2024

ଜୟପୁର ନିର୍ବାଚନ ମଣ୍ଡଳୀ ର ବୋରିଗୁମ୍ମା ରେ ବିଜେଡି ର ବିଶାଳ ଶୋଭାଯାତ୍ରା.

22/04/2024

ଜୟପୁର ଉପ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କଂଗ୍ରେସ ବିଧାୟକ ପ୍ରାର୍ଥି ତାରା ବାହିନୀପତି ଙ୍କ ସମେତ କୋଟପାଡ଼ ର କଂଗ୍ରେସ ଓ ବିଜେଡି ବିଧାୟକ ପ୍ରାର୍ଥି ଙ୍କ ପ୍ରାର୍ଥି ପତ୍ର ଦାଖଲ.

22/04/2024

ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥି ପ୍ରଫୁଲ ପାଙ୍ଗି ଙ୍କ ନାମାଙ୍କନ ପତ୍ର ଦାଖଲ.

22/04/2024

ଜୟପୁର ରେ ବିରାଟ ରାଲି କରି ଶକ୍ତି ପ୍ରଦର୍ଶନ କଲେ କଂଗ୍ରେସ ବିଧାୟକ ପ୍ରାର୍ଥି ତାରା ପ୍ରସାଦ ବାହିନୀପତି.

05/04/2024

କୋରାପୁଟ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ ଙ୍କୁ ଲମତାପୁଟ ଠାରେ ଦଳୀୟ କର୍ମୀ ଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା.

07/03/2024

ଜୟପୁର ଠାରେ କର୍ମୀ ସମ୍ବିଳନୀ ରାଲି ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସଫଳ ପାଇଁ ପ୍ରସ୍ତୁତି ବୈଠକ.

07/03/2024

କୋରାପୁଟ ଜ଼ିଲ୍ଲା ଜୟପୁର ବ୍ଲକ କଙ୍ଗା ଠାରେ ବିସ୍ପୋରକ ବାରୁଦ କାରଖାନା କୁ ସ୍ଥାନାନ୍ତରିତ କରିବା କୁ ନେଇ ଜ଼ିଲ୍ଲାପାଳ ଦ୍ଵାରସ୍ଥ.

07/03/2024

କୋରାପୁଟ ନିର୍ବାଚନ ମଣ୍ଡଳୀ ରେ ସୁବାଷ ରାଉତ ଙ୍କୁ ନେଇ ଚର୍ଚ୍ଚା.

21/02/2024

ସ୍ୱାଧୀନତା ର 75 ବର୍ଷ ପରେ ବି ବିକାଶ ଠାରୁ ବହୁ ଦୂରରେ କୋରାପୁଟ ଜ଼ିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଜାଗୁଗୁଡା ପଞ୍ଚାୟତ ର ଜାମ୍ବେଡି ଗ୍ରାମବାସୀ.

18/02/2024

କୋରାପୁଟ ଜ଼ିଲ୍ଲା ଦଶମନ୍ତପୁର ବ୍ଲକ ପୋଡାଗାଡ଼ ସ୍ଥିତ ବଙ୍ଗଳାଗୁଡ଼ା ଚର୍ଚ୍ଚ ବୁଲି ଦେଖିବା ସହିତ ଆଲୋଚନା କରିଛନ୍ତି ସାଂସଦ ସପ୍ତଗିରି ଉଲାକା l ଏହି ଗସ୍ତ ସମସ୍ୟାରେ ସାଙ୍ଗରେ ଥିଲେ କୋରାପୁଟ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ ଙ୍କ ସମେତ କଂଗ୍ରେସ କର୍ମୀ.

18/02/2024

କୋରାପୁଟ ଜ଼ିଲ୍ଲା ବୋରିଗୁମ୍ମା କୁ ଏନଏସି ମାନ୍ୟତା ଦେବା ପାଇଁ ଦାବି କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଏ ନେଇ ଏକ ସାମ୍ବାଦିକ କରି ସୂଚନା ଦେଲେ ବିଧାୟକ, ଯଦି ଆସନ୍ତା 25 ତାରିଖ ଭିତରେ ବୋରିଗୁମ୍ମା କୁ ଏନ ଏନଏସି ମାନ୍ୟତା ନ ମିଳେ ତେବେ ଆସନ୍ତା 26 ତାରିଖ ରେ ବୋରିଗୁମ୍ମା 12 ଘଣ୍ଟିଆ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି.

Address


Website

Alerts

Be the first to know and let us send you an email when News11odia live posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share