Odia Daily news

  • Home
  • Odia Daily news

Odia Daily news Odia News
odia daily news
odia Viral news
odia video

17/02/2024

‘ନଟି ବଏ’ ଲଞ୍ଚ କରିବ ଇସ୍ରୋ ||17 February 2024|| today's morning news odisha||Odia News

16/11/2023
16/11/2023
15/11/2023

କିଏ ଜିତିବ ଆଜି ର ମ୍ୟାଚ ? ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲକୁ ନେଇ ଜ୍ୟୋତିଶଙ୍କ ଭବିଷ୍ୟବାଣୀ ।।Odia cricket news

14/11/2023

ସେମିଫାଇନାଲ ରେ ବର୍ଷା ହେଲେ ଭାରତ ର କଣ ହେବ? ||Odia Cricket News

14/11/2023

ଦଳରୁ ବାଦ୍ ପଡ଼ିଲେ ରୋହିତ, ଅଧିନାୟକ ବନିଲେ ବିରାଟ! ||Odia Cricket News

13/11/2023

ବିଶ୍ବକପ ଜିତିଲେ ଭାରତକୁକେତେ ଟଙ୍କା ମିଳିବ ? Odia cricket news।।

13/11/2023

ବିଶ୍ୱକପ୍‌ ୨୦୨୩ : ଟପ ସ୍କୋରର ତାଲିକାରେ ତିନି ଜଣ ଭାରତୀୟ, ଜାଣନ୍ତୁ କିଏ ସବୁ ଏହି ଖେଳାଳି ।। Odia cricket news

13/11/2023

କୋହଲି, ରୋହିତଙ୍କୁ ପ୍ରଥମ ବିଶ୍ବକପ୍‌ ୱିକେଟ୍‌ ||Odia cricket news ||Odia Cric News 18 ||

12/11/2023
12/11/2023
11/11/2023

ପାକିସ୍ତାନର ସେମି ଆଶା ଧୂଳିସାତ ।।odia cricket news।।odia cric news 18 ।।

11/11/2023

ଡେବ୍ୟୁ ବିଶ୍ୱକପ୍‌ରେ ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ରାଚିନ, ହୃଦୟ ଜିତିଲା...

11/11/2023

Sri Lanka Cricket Board suspended: ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଶନିଦଶା, ନିଲମ୍ବନ କଲା ICC

11/11/2023

ପ୍ରଥମେ ବ୍ୟାଟିଂ ଅଧିକାଂଶ ଦଳର ପସନ୍ଦ ||Odia Daily Cricket news|| Odia cricket news ||ODIA CRIC NEWS 18

10/11/2023

World Cup ପରେ ବଡ଼ ନିଷ୍ପତ୍ତି ନେବେ ଅଧିନାୟକ! ନେତୃତ୍ୱ ପଦରୁ ଦେଇପାରନ୍ତି ଇସ୍ତଫା ।। odia cricket news।। odia

10/11/2023

ଋଷଭ ପନ୍ନ ଖେଳିବେ କ୍ରିକେଟ ।।

Rishab pant11Odia cricket newsII odia Cric news 18

10/11/2023

ସେମିଫାଇନାଲ ଯିବାକୁ ହେଲେ ପାକିସ୍ତାନକୁ କ'ଣ କରିବାକୁ ହେବ ?

09/11/2023
(ଟାଣି ନେଲା କୁମ୍ଭୀର, ତା' ଆଖିକୁ କାମୁଡ଼ି ବର୍ତ୍ତିଗଲେ ବୃଦ୍ଧ)          'ହଠାତ୍‌ ନଦୀ ମଝିକୁ ଟାଣିନେଲା କୁମ୍ଭୀର। ବଞ୍ଚିବା ଆଶା ଛାଡ଼ି ଦେଇ...
09/11/2023

(ଟାଣି ନେଲା କୁମ୍ଭୀର, ତା' ଆଖିକୁ କାମୁଡ଼ି ବର୍ତ୍ତିଗଲେ ବୃଦ୍ଧ)

'ହଠାତ୍‌ ନଦୀ ମଝିକୁ ଟାଣିନେଲା କୁମ୍ଭୀର। ବଞ୍ଚିବା ଆଶା ଛାଡ଼ି ଦେଇଥିଲି। ମାତ୍ର ଜୀବନ ବିକଳରେ କୁମ୍ଭୀର ଆଖିକୁ କାମୁଡ଼ି ଦେଇଥିଲି। ଏହା ପରେ ପ୍ରାୟ ୩ ମିଟର ଲମ୍ବର କୁମ୍ଭୀରଟି ମତେ ଛାଡ଼ି ଦେଇଥିଲା ଓ ମୋ' ଜୀବନ ବଞ୍ଚି ଯାଇଥିଲା।' ଏପରି ଏକ ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ୬୦ ବର୍ଷ ବୟସ୍କ କୋଲିନ ଡେଭେରକ୍ସ ନାମକ ଜଣେ ଅଷ୍ଟ୍ରେଲୀୟ ଚାଷୀ।ପରିଣତ ବୟସରେ ବେଶ୍‌ ଚଳଚଞ୍ଚଳ ଥିବା କୋଲିନ ଚାଷବାସ ଉପରେ ନିର୍ଭର କରିଥାନ୍ତି। ପ୍ରାୟ ପ୍ରାୟେ ମାସେ ପୂର୍ବରୁ ଘଟଣା ଦିନ ସେ ନିଜ ଜମି ପାଖ ଫିନିସ ନଦୀ କୂଳରେ ଛିଡ଼ା ହୋଇଥିଲେ। ହଠାତ୍‌ ଅନୁଭବ କଲେ ତାଙ୍କ ଗୋଡ଼କୁ କିଏ କାମୁଡ଼ି ନଦୀ ଭିତରକୁ ନେଇ ଯାଉଛି।କୁମ୍ଭୀର କବଳରୁ ବର୍ତ୍ତିବା ମୁସ୍କିଲ ଜାଣି ମୃତ୍ୟୁ ସୁନିଶ୍ଚିତ ବୋଲି କୋଲିନ ଭାବି ନେଇଥିଲେ। ମାତ୍ର ଆପ୍ରାଣ ଚେଷ୍ଟା ପରେ ବି କୁମ୍ଭୀର କବଳରୁ ସେ ମୁକୁଳି ନ ପାରିବାରୁ ହଠାତ୍‌ ତା' ଆଖିକୁ କାମୁଡ଼ି ଦେଇଥିଲେ।
ଏହାପରେ ବିଶାଳ ଜଳଚର ପ୍ରାଣୀ କୋଲିନଙ୍କ ଗୋଡ଼ ଛାଡ଼ି ପାଣିକୁ ଚାଲି ଯାଇଥିଲା। ଫଳରେ କୋଲିନ କୂଳକୁ ଫେରିବାକୁ ସକ୍ଷମ ହୋଇଥିଲେ। ମାତ୍ର ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ସେ ଚିକିତ୍ସାଧୀନ ଅଛନ୍ତି। ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଲେ ବି ସେ ଚାଲିବାକୁ ସକ୍ଷମ ହୋଇ ପାରି ନାହାନ୍ତି। ଏଥିନିମନ୍ତେ ତାଙ୍କୁ ଆଉ କିଛି ସର୍ଜରୀ କରାଇବାକୁ ପଡ଼ିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।କିଛି ସେକେଣ୍ଡର ଏହି ଘଟଣା ତାଙ୍କ ଜୀବନ ଗତିପଥକୁ ବଦଳାଇ ଦେଇଥିବା କହିଛନ୍ତି କୋଲିନ। ଏପରିକି ଏବେ ସେ ନିଜ ସୁରକ୍ଷା ପ୍ରତି ଅଧିକ ସଚେତନ ହେବା ସହ ଆଖପାଖ ଜିନିଷ ଉପରେ ତୀକ୍ଷଣ ନଜର ରଖିବେ ବୋଲି ବି କହିଛନ୍ତି।

09/11/2023

ରାଜ୍ୟରେ ବଢ଼ିବ ଶୀତ ।। odia News|| Odia today News ||odia short Likun ||Odia Daily news

09/11/2023

Good morning

Address


Website

Alerts

Be the first to know and let us send you an email when Odia Daily news posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share