Shree Gundicha Tv Odia

  • Home
  • Shree Gundicha Tv Odia

Shree Gundicha Tv Odia Contact information, map and directions, contact form, opening hours, services, ratings, photos, videos and announcements from Shree Gundicha Tv Odia, News & Media Website, .

02/01/2024

କଟକ ଚାନ୍ଦବାଲି ମୁଖ୍ୟରାସ୍ତା ରେ ମର୍ମଦୂତ ସଡ଼କ ଦୃଘଟଣା. ବସ ସହିତ ମାଲବାହି ଟ୍ରକ ସହିତ ମୁହାଁମୁହିଁ। ଅଧିକ ଲୋକ ରାଜକନିକା ଅଞ୍ଚଳର ଅଛନ୍ତି ବୋଲି ସୂଚନାରୁ ଜଣାପଡିଛି

20/12/2023

ଭଦ୍ରକ ଜିଲ୍ଲା ରେ ବୁଲୁଛି ଆମ ସଂକଳ୍ପ ବିକଶିତ ଭାରତ ରଥ ଏହି ରଥ ଆଜି ଆସି ମୌସୁଧା ଗ୍ରାପ ରେ ପହଁଚିଛି। ପଞ୍ଚାୟତ ବାସି ମାନଙ୍କ ଦ୍ୱାରା ଏହି ରଥ କୁ ଭବ୍ୟ ସ୍ୱାଗତ କରାଯାଇଛି

26/11/2023

ବହୁ ଆଡ଼ମ୍ବର ରେ ଦୀର୍ଘ ବାର ବର୍ଷ ଧରି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମୌସୁଧା ରେ ହରି ହାଟ ହେଇ ଆସୁଛି ,,,,, ଏହି ଉତ୍ସବ କାର୍ତିକ ମାସ ପଞ୍ଚୁକ ନିମନ୍ତେ ପାଳିତ ହେଉଛି

ଜନ୍ମ ଦିନର ହାର୍ଦ୍ଦିକ ହର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା Subhra S Nayak ( ଜିତନ ) ଏତେ କମ ବୟସ ରେ ତମେ ଆଜି ଯେଉଁ ସ୍ଥାନ ରେ ଅଛ ନିଶ୍ଚିନ୍...
17/11/2023

ଜନ୍ମ ଦିନର ହାର୍ଦ୍ଦିକ ହର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା Subhra S Nayak ( ଜିତନ )
ଏତେ କମ ବୟସ ରେ ତମେ ଆଜି ଯେଉଁ ସ୍ଥାନ ରେ ଅଛ ନିଶ୍ଚିନ୍ତ ତମେ ବହୁତ ବହୁତ ଆଗକୁ ଯିବ 🧡🙏🏻🙏🏻🎉🎉🎉ଜଣେ ଭଲ ସମାଜ ସେବକ ହୋଇ ଭବିଷ୍ୟତ ରେ ଦୁନିଆ ରେ ତୁମେ ପାଦର୍ପଣ କର ଏବଂ ତୁମ ଭିତରେ ଥିବା କଳା କୌଶଳ ସେମିତି ଆଗକୁ ଆଗକୁ ବଢ଼ି ଚାଲିଥାଉ 🎉🎉ଏତିକି Shree Gundicha Tv Odia ଟିମ ତରଫରୁ ତୁମକୁ ଅଭିନନ୍ଦନ 🎉🎉🎉🎉🎉🎉🎉🎉

09/11/2023

ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚୁଟିକ୍ରି ଥରେ ୧୧ଦିନ ଧରି ପାଳିତ ହେଉଛି ନଣ୍ଡା ବାବନଙ୍କ ଜନ୍ମ ଉତ୍ସବ

03/11/2023

ପୁଣି ଦୁର୍ଘଟଣା ଘଟାଇଲା ଚୋରା କୋଇଲା ଗାଡ଼ି । ଗର୍ଭବତୀ ସ୍ତ୍ରୀ ସମେତ ସ୍ବାମୀ ଗୁରୁତର। ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର ପରେ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା କେନ୍ଦ୍ରାପଡ଼ା - ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ଛକ ନିକଟରେ । ମହିଳାଙ୍କ ସମ୍ପର୍କୀୟ ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ରୋକ କରିଛନ୍ତି ।

30/10/2023

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଠାରେ ଖୁବ ଧୁମ ଧାମ ରେ ପାଳନ ହେଉଛି ମା ଧନଦାତ୍ରୀ ଗଜଲଷ୍ମୀ ଙ୍କ ପୂଜା। ଚଳିତ ବର୍ଷ ଏହି ପୂଜା ୮୦ ତମ ପୂଜାରେ ପଦାର୍ପଣ କରିଛି

30/10/2023

Contact for news reporting
Mobile no - 9178935719

Address


Website

Alerts

Be the first to know and let us send you an email when Shree Gundicha Tv Odia posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share