Rudraprasad Lenka

  • Home
  • Rudraprasad Lenka

Rudraprasad Lenka ଜୟ ଜଗନ୍ନାଥ �

25/01/2025
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଭକ୍ତଙ୍କ ଭାବନାକୁ ନେଇ ନିମ୍ନ ସ୍ତରର ରାଜନୀତି କରୁଥିବା ଓଡ଼ିଶାର ବିରୋଧୀ ଦଳର ନେତା ଓଡିଶାବାସୀଙ୍କ ପାଖେ କ୍ଷମ...
19/01/2024

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଭକ୍ତଙ୍କ ଭାବନାକୁ ନେଇ ନିମ୍ନ ସ୍ତରର ରାଜନୀତି କରୁଥିବା ଓଡ଼ିଶାର ବିରୋଧୀ ଦଳର ନେତା ଓଡିଶାବାସୀଙ୍କ ପାଖେ କ୍ଷମା ପ୍ରାର୍ଥନା କରନ୍ତୁ। ଜୟ ଜଗନ୍ନାଥ 🙏

ସମୟ ପାଖଉଛି, ଉତ୍ସାହ ଓ ଉତ୍କଣ୍ଠା ବଢୁଛି। ପରିକ୍ରମା ପ୍ରକଳ୍ପ ଉତ୍ସବରେ ସାମିଲ ହେବାକୁ ସାରା ଓଡ଼ିଶା ଶ୍ରୀକ୍ଷେତ୍ର ମୁହାଁ ହୋଇଛି... ଜୟ ଜଗନ...
11/01/2024

ସମୟ ପାଖଉଛି, ଉତ୍ସାହ ଓ ଉତ୍କଣ୍ଠା ବଢୁଛି। ପରିକ୍ରମା ପ୍ରକଳ୍ପ ଉତ୍ସବରେ ସାମିଲ ହେବାକୁ ସାରା ଓଡ଼ିଶା ଶ୍ରୀକ୍ଷେତ୍ର ମୁହାଁ ହୋଇଛି... ଜୟ ଜଗନ୍ନାଥ 🙏

ଜଗନ୍ନାଥଧାମକୁ ନିମନ୍ତ୍ରଣ... ଜାନୁଆରୀ ୧୭ରେ ଆସନ୍ତୁ ଏକ ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ସାଜିବା। ଜୟ ଜଗନ୍ନାଥ 🙏ShreeMandira Parikrama
08/01/2024

ଜଗନ୍ନାଥଧାମକୁ ନିମନ୍ତ୍ରଣ... ଜାନୁଆରୀ ୧୭ରେ ଆସନ୍ତୁ ଏକ ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ସାଜିବା। ଜୟ ଜଗନ୍ନାଥ 🙏
ShreeMandira Parikrama

କରି କରାଉଥାଏ ସେହି... ତା ବିନୁ ଅନ୍ୟ ଗତି ନାହିଁ... ପ୍ରଭୁଙ୍କ ଇଚ୍ଛାରେ ପରିକ୍ରମା ପ୍ରକଳ୍ପ। ଦିବ୍ୟ ଦିବସକୁ ଅପେକ୍ଷା 🙏 ଜୟ ଜଗନ୍ନାଥ 🙏
05/01/2024

କରି କରାଉଥାଏ ସେହି... ତା ବିନୁ ଅନ୍ୟ ଗତି ନାହିଁ... ପ୍ରଭୁଙ୍କ ଇଚ୍ଛାରେ ପରିକ୍ରମା ପ୍ରକଳ୍ପ। ଦିବ୍ୟ ଦିବସକୁ ଅପେକ୍ଷା 🙏 ଜୟ ଜଗନ୍ନାଥ 🙏

ପୁରୀକୁ ଆସିବ ସାରାଦେଶ। ସବୁରି ମୁହଁରେ ଗୋଟିଏ କଥା....ଚାଲ ଯିବା ଶ୍ରୀକ୍ଷେତ୍ର। ଜୟ ଜଗନ୍ନାଥ 🙏
28/12/2023

ପୁରୀକୁ ଆସିବ ସାରାଦେଶ। ସବୁରି ମୁହଁରେ ଗୋଟିଏ କଥା....ଚାଲ ଯିବା ଶ୍ରୀକ୍ଷେତ୍ର। ଜୟ ଜଗନ୍ନାଥ 🙏

28/12/2023

ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ 'ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ' ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ୍କୁ ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ନିମନ୍ତ୍ରଣ ରକ୍ଷା କରି ସେବାୟତଙ୍କୁ ଗୁଆ ଓ ଚାଉଳ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

୨୦୨୪ରେ ପୁଣି ବିଜେଡି ପୁଣି ନବୀନ
25/12/2023

୨୦୨୪ରେ ପୁଣି ବିଜେଡି ପୁଣି ନବୀନ


ନବୀନଙ୍କ ଛଡ଼ା ଆମ ଗରିବଙ୍କର ପେଟ ଆଉ କିଏ ଚିହ୍ନିଛି କହିଲେ.. ସଭିଙ୍କୁ ପୁଣି ଖୁସି କରିଦେଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ।
16/12/2023

ନବୀନଙ୍କ ଛଡ଼ା ଆମ ଗରିବଙ୍କର ପେଟ ଆଉ କିଏ ଚିହ୍ନିଛି କହିଲେ.. ସଭିଙ୍କୁ ପୁଣି ଖୁସି କରିଦେଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ।

ଫାଇଭ-ଟି ସ୍ପର୍ଶରେ ଆମ ମନ୍ଦିର ଝଟକୁଛି,  ଆଧ୍ୟାତ୍ମିକତାର ଭିନ୍ନ ଅନୁଭୂତି ମିଳୁଛି। ଇଏ ହିଁ ତ ଆମ 'ନବୀନ' ଓଡ଼ିଶା।
11/12/2023

ଫାଇଭ-ଟି ସ୍ପର୍ଶରେ ଆମ ମନ୍ଦିର ଝଟକୁଛି, ଆଧ୍ୟାତ୍ମିକତାର ଭିନ୍ନ ଅନୁଭୂତି ମିଳୁଛି। ଇଏ ହିଁ ତ ଆମ 'ନବୀନ' ଓଡ଼ିଶା।

ଆଉ ମନରେ ନଥିବ ଶଙ୍କା, ମେଟ୍ରୋ ଗଡିବ ଏକଥା ପକ୍କା। ବିରୋଧୀ ଏବେ ମୁହଁ ଦେଖାଇ ପାରିବେ ତ।
15/11/2023

ଆଉ ମନରେ ନଥିବ ଶଙ୍କା, ମେଟ୍ରୋ ଗଡିବ ଏକଥା ପକ୍କା। ବିରୋଧୀ ଏବେ ମୁହଁ ଦେଖାଇ ପାରିବେ ତ।

ଜୟ ମା‘ ମାଣିକେଶ୍ଵରୀ 🙏
01/11/2023

ଜୟ ମା‘ ମାଣିକେଶ୍ଵରୀ 🙏

ପରିଚୟ ବଦଳିଛି, ପ୍ରଗତିର ପଥେ ଆଗକୁ ବଢୁଛି କଳାହାଣ୍ଡି। ସମ୍ଭବ କରି ଦେଖାଇଛନ୍ତି ନବୀନ ପଟ୍ଟନାୟକ।
01/11/2023

ପରିଚୟ ବଦଳିଛି, ପ୍ରଗତିର ପଥେ ଆଗକୁ ବଢୁଛି କଳାହାଣ୍ଡି। ସମ୍ଭବ କରି ଦେଖାଇଛନ୍ତି ନବୀନ ପଟ୍ଟନାୟକ।

ଆସନ୍ତା ନଭେମ୍ବର ୨୭,୨୮ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୀର ଜାହନିଆଁ ବେଳାଭୂମି ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି ଅସ୍ତରଙ୍ଗ ବେଳାଭୂମି ମହୋତ...
31/10/2023

ଆସନ୍ତା ନଭେମ୍ବର ୨୭,୨୮ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୀର ଜାହନିଆଁ ବେଳାଭୂମି ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ।।

Address


Website

Alerts

Be the first to know and let us send you an email when Rudraprasad Lenka posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share