State Politics

  • Home
  • State Politics

State Politics ଆପଣଙ୍କ ଖବର ଆମ ନଜର।

 #ଛଟପୂଜା_ବିହାରୀ_ଅସ୍ମିତା_ନାଁ_ଓଡ଼ିଆ_ଅସ୍ମିତା ?   ଏଠି ଓଡ଼ିଆଙ୍କ ଅସ୍ମିତା ଜଳ ଜଳ କରି ଦେଖା ଯାଉଛି।
28/10/2025

#ଛଟପୂଜା_ବିହାରୀ_ଅସ୍ମିତା_ନାଁ_ଓଡ଼ିଆ_ଅସ୍ମିତା ?
ଏଠି ଓଡ଼ିଆଙ୍କ ଅସ୍ମିତା ଜଳ ଜଳ କରି ଦେଖା ଯାଉଛି।

 #ଜବାବ_ମାଗୁଛି_ଓଡ଼ିଶା।
15/07/2025

#ଜବାବ_ମାଗୁଛି_ଓଡ଼ିଶା।

 #ପ୍ରତିଦିନ_ଓଡ଼ିଶା_ମାଟିରୁ_ହଜାର_ହଜାର_ଡବା_ଖଣିଜ_ପଦାର୍ଥ_ବହିନେଉଛନ୍ତି_ବିଦେଶ_କମ୍ପାନୀ...   ରେଳ ମାଧ୍ୟମରେ ବୁହା ହେଉଛି ଓଡ଼ିଶାର ଖଣିଜ, ...
04/06/2025

#ପ୍ରତିଦିନ_ଓଡ଼ିଶା_ମାଟିରୁ_ହଜାର_ହଜାର_ଡବା_ଖଣିଜ_ପଦାର୍ଥ_ବହିନେଉଛନ୍ତି_ବିଦେଶ_କମ୍ପାନୀ...
ରେଳ ମାଧ୍ୟମରେ ବୁହା ହେଉଛି ଓଡ଼ିଶାର ଖଣିଜ, କିନ୍ତୁ ଓଡ଼ିଶା ଆଜି ମଧ୍ୟ ଗରିବ ହୋଇ ରହିଛି କାରଣ ଏହି ଖଣିଜ ପଦାର୍ଥ କୁ ବିଦେଶୀ କମ୍ପାନୀ ମାନେ ନେଇଥାନ୍ତି ଏବଂ ଅନ୍ୟ କୌଣସି ସ୍ଥାନରେ କମ୍ପାନୀରେ ଏହି ପଦାର୍ଥରୁ ଅନେକ ସାମଗ୍ରୀ ବନାଇ ଲାଭବାନ ହୁଅନ୍ତି ପୁଞ୍ଜିପତି ମାନେ, ଓଡ଼ିଶାର ଖଣିଜ ସମ୍ପଦ ବିଦେଶୀ କମ୍ପାନୀ ହାତରେ ।

 #ବନ୍ୟାରେ_ଉବୁଡୁବୁ_ଅଷ୍ଟ୍ରେଲିଆ_ପ୍ରକୃତିର_ତାଣ୍ଡବ।୩ ଦିନର ଲଗାଣ ବର୍ଷାରେ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି। ରାସ୍ତାଘାଟ, ନଈ ନାଳ ସବୁ ଏକା...
25/05/2025

#ବନ୍ୟାରେ_ଉବୁଡୁବୁ_ଅଷ୍ଟ୍ରେଲିଆ_ପ୍ରକୃତିର_ତାଣ୍ଡବ।
୩ ଦିନର ଲଗାଣ ବର୍ଷାରେ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି। ରାସ୍ତାଘାଟ, ନଈ ନାଳ ସବୁ ଏକାକାର ହୋଇଯାଇଛି। ଘରେ ପାଣି, ବାହାରେ ପାଣି ଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଧନ ଜୀବନ ।

 #ଓଡ଼ିଶାର_ରତ୍ନ_ଶାଳ_କୁଆଡେ_ଗଲା ?   ଓଡ଼ିଶାର ରତ୍ନ ପଥର ଆଜି ଅନ୍ୟ ରାଜ୍ୟ ହାତରେ କାରଣ ହେଲା ଆମ ଓଡ଼ିଆଙ୍କ ଦୁର୍ବଳତା, ଏମିତି କି ସ୍ୱାଧୀନତ...
24/05/2025

#ଓଡ଼ିଶାର_ରତ୍ନ_ଶାଳ_କୁଆଡେ_ଗଲା ?
ଓଡ଼ିଶାର ରତ୍ନ ପଥର ଆଜି ଅନ୍ୟ ରାଜ୍ୟ ହାତରେ କାରଣ ହେଲା ଆମ ଓଡ଼ିଆଙ୍କ ଦୁର୍ବଳତା, ଏମିତି କି ସ୍ୱାଧୀନତା ପୂର୍ବରୁ ଆମ ଓଡ଼ିଶାରେ ଅନେକ ଲୋକ ମାନେ ରତ୍ନ କାର୍ଯ୍ୟ କରୁଥିଲେ କିନ୍ତୁ ଆଜି ତାହା ସମୟର ସୂଅ ରେ ଭାଷୀ ଯାଇ ସୂରତ ମୁହାଁ ହୋଇଯାଇଛି କିନ୍ତୁ ଆଜି ସମୟ ଆସିଛି ଓଡ଼ିଶାରେ ରତ୍ନ କାରାଗାର ଗଢି ତୋଳିବା ପାଇଁ....

Address


Website

Alerts

Be the first to know and let us send you an email when State Politics posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share