odisha samachar

  • Home
  • odisha samachar

odisha samachar Odisha samachar is a growing digital channel for voice of people's in Odisha
ଓଡ଼ିଶାବାସୀ ଙ୍କ ସ୍ବର

07/04/2025

#ମର୍ଯ୍ୟାଦା_ପୁରୁଷୋତ୍ତମ_ଶ୍ରୀରାମଙ୍କ_ରାମନବମୀରେ_ପ୍ରତିଷ୍ଠାହେଲା_ରଘୁନାଥ_ମନ୍ଦିର।
କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଅନ୍ତର୍ଗତ ସୁନ୍ଦରିଆ ଗ୍ରାମରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି। ଏଥିରେ ଗ୍ରାମର ସମସ୍ତ ନରନାରୀ ମାନଙ୍କ ସହଯୋଗ ରହିଛି। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମଧ୍ୟ ଏହି ପ୍ରତିଷ୍ଠା ଉତ୍ସବ ରେ ସାମିଲ୍ ହୋଇ ଶ୍ରଦ୍ଧାଳୁ ମାନଙ୍କ ପ୍ରତି ମନ୍ତବ୍ୟ ରଖିଥିଲେ।

30/03/2025

ଆଗାମୀ ଅପ୍ରେଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ୨ ସପ୍ତାହ ଧରି ଓଡ଼ିଶା ପକ୍ଷ ପାଳନ କରିବେ ରାଜ୍ୟ ସରକାର। ଏଥିପାଇଁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

 #ବରବେଶ_ରେ_ବାହାରିଲେ_ଅନୁଭବ_ମହାନ୍ତି।ଓଡ଼ିଶା ର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ବୈବାହିକ ଜୀବନର ଦିତୀୟ ଇନିସ ଆରମ୍ଭ ହେବାକୁ ଯାଉଛି।     ...
11/03/2025

#ବରବେଶ_ରେ_ବାହାରିଲେ_ଅନୁଭବ_ମହାନ୍ତି।
ଓଡ଼ିଶା ର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ବୈବାହିକ ଜୀବନର ଦିତୀୟ ଇନିସ ଆରମ୍ଭ ହେବାକୁ ଯାଉଛି।

ଶୁଭେଚ୍ଛା ଜଣେଇବେ କି ଆପଣ ମାନେ।

06/03/2025

WOMEN'S CELEBRATING 19TH FOUNDATION DAY! 4TH MARCH 2025
ଓମେନସ୍ ର ୧୯ ତମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ। ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଓଡ଼ିଶା ସମାଚାର ତରଫରୁ ଓଡ଼ିଶା ର ବରପୁତ୍ର, ଓଡ଼ିଆ ଅସ୍ମିତା ର ମହାନ ସାଧକ ବିଜୟାନନ୍ଦ ପଟ୍ଟନାୟକ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତି...
05/03/2025

ଓଡ଼ିଶା ସମାଚାର ତରଫରୁ ଓଡ଼ିଶା ର ବରପୁତ୍ର, ଓଡ଼ିଆ ଅସ୍ମିତା ର ମହାନ ସାଧକ ବିଜୟାନନ୍ଦ ପଟ୍ଟନାୟକ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂର୍ଣ୍ଣ ପ୍ରଣାମ ଏବଂ ଶ୍ରଦ୍ଧାଞ୍ଜଳି

03/03/2025

#ଅନ୍ତର୍ଜାତୀୟ_ମହିଳା_ଦିବସ_ପାଳିତ_ଭୁବନେଶ୍ୱର_ରେ
ନାରୀ ଠାରୁ ଆରମ୍ଭ ସୃଷ୍ଟି। ଭଲ ସମାଜ ପାଇଁ ଭଲ ସନ୍ତାନ ଆବଶ୍ୟକ। ଭଲ ସନ୍ତାନ ପାଇଁ ଭଲ ମା ହେବା ଆବଶ୍ୟକ।
odisha samachar

03/03/2025

ସାରସ୍ବତ ସମାଜ ତରଫରୁ ଆଲୋଚନାଚକ୍ର ଏବଂ କବିତା‌ ପାଠ ଉତ୍ସବ। odisha samachar

03/03/2025

ନବରତ୍ନ ସାହିତ୍ୟ ସଂସଦ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ
odisha samachar

28/02/2025
 #ମୋ_ପାଇଁ_କାଠ_ହଣା_ହେଇଥିଲା_ପୋଡା_ହେବା_ପାଇଁ ପ୍ରଭୁ ଲକ୍ଷେଶ୍ବର ଙ୍କ କୃପାରୁ ମରଣ ମୁହଁରୁ ଫେରି ନୂଆଁ ଜୀବନ ପାଇଲି।     odisha samachar
28/02/2025

#ମୋ_ପାଇଁ_କାଠ_ହଣା_ହେଇଥିଲା_ପୋଡା_ହେବା_ପାଇଁ
ପ୍ରଭୁ ଲକ୍ଷେଶ୍ବର ଙ୍କ କୃପାରୁ ମରଣ ମୁହଁରୁ ଫେରି ନୂଆଁ ଜୀବନ ପାଇଲି। odisha samachar

28/02/2025

#ଅଚ୍ୟୁତ_ସାମନ୍ତଙ୍କୁ_ଗିରଫ_କର
#ଦାବି_ଯୋର_ଧରୁଛି_ଗିରଫଦାରୀ
ସରକାର ଅଚ୍ୟୁତ ସାମନ୍ତ ଙ୍କ ଶିକ୍ଷା ସଂସ୍ଥାକୁ ନିଜ ହାତକୁ ନିଅନ୍ତୁ।
odisha samachar

 #ଉତ୍ତମ_ମହାନ୍ତି_ଙ୍କ_ପରୋଲୋକଆଉ ନାହାଁନ୍ତି ବିଶିଷ୍ଟ ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତି 🌼🌼🙏🙏⭐🌟
27/02/2025

#ଉତ୍ତମ_ମହାନ୍ତି_ଙ୍କ_ପରୋଲୋକ
ଆଉ ନାହାଁନ୍ତି ବିଶିଷ୍ଟ ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତି
🌼🌼🙏🙏⭐🌟

Address


Alerts

Be the first to know and let us send you an email when odisha samachar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to odisha samachar:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share