Odisha khabar24

  • Home
  • Odisha khabar24

Odisha khabar24 Odisha khabar 24/7 news portal service
(1)

୫୮ ବର୍ଷରେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ
21/09/2022

୫୮ ବର୍ଷରେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ

କଟକ ବୁଦ୍ଧିଜୀବୀ ମାନଙ୍କ ମତରେ କଟକ ମେୟର ସୁବାସ ସିଂ କିପରି କାର୍ଯ୍ୟ କରୁଛନ୍ତି ସହର ବାସୀଙ୍କ ମନରେ ଆଶା ବଢାଇଛନ୍ତି ନିନ୍ଦୁକ ମାନଙ୍କ ପାଇଁ ...
19/09/2022

କଟକ ବୁଦ୍ଧିଜୀବୀ ମାନଙ୍କ ମତରେ କଟକ ମେୟର ସୁବାସ ସିଂ କିପରି କାର୍ଯ୍ୟ କରୁଛନ୍ତି ସହର ବାସୀଙ୍କ ମନରେ ଆଶା ବଢାଇଛନ୍ତି ନିନ୍ଦୁକ ମାନଙ୍କ ପାଇଁ କିଛି କଥା ।

Rohit Pujari higher education minister
05/06/2022

Rohit Pujari higher education minister

ବାରବାଟୀ ମ୍ୟାଚ ପାଇଁ ବଦଳିବ ଷ୍ଟାଡିୟମ ଲୁକ୍
24/05/2022

ବାରବାଟୀ ମ୍ୟାଚ ପାଇଁ ବଦଳିବ ଷ୍ଟାଡିୟମ ଲୁକ୍

ଶରତ ପଟ୍ଟନାୟକ  ହେଲେ ଓଡ଼ିଶା ପିସିସି ସଭାପତି । .
23/05/2022

ଶରତ ପଟ୍ଟନାୟକ ହେଲେ ଓଡ଼ିଶା ପିସିସି ସଭାପତି ।
.

05/03/2022

Mayor Candidates Announced By BJD

1.Smt. Sanghamitra Dalei for Berhampur Municipal Corporation
2.Smt. Sulochana Das for Bhubaneswar Municipal Corporation
3.Shri Subash Singh for Cuttack Municipal Corporation

କଟକରେ ଚାନ୍ଦା ଆଦାୟକୁ ଜିରୋ ଟଲେରାନ୍ସ...ଅଭିଯୋଗ ଆସିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ...ପୋଲିସ କମିଶନର
30/09/2021

କଟକରେ ଚାନ୍ଦା ଆଦାୟକୁ ଜିରୋ ଟଲେରାନ୍ସ...ଅଭିଯୋଗ ଆସିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ...ପୋଲିସ କମିଶନର

09/09/2021

ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିଲେ ଶାସକ ଦଳର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଦଳରୁ ନିଲମ୍ବିତ

11/08/2021

କଟକ ଚାଉଳିଆଗଞ୍ଜର ପୂର୍ବତନ ଥାନା ଅଧିକାରୀ ତାପସ ପ୍ରଧାନ ଆସନ୍ତା ସ୍ଵାଧୀନତା ଦିବସରେ ପୋଲିସ ଡ଼ିଜିଙ୍କ ଠାରୁ ପୁରସ୍କୃତ ହେବେ

ଆସନ୍ତା ୧୫ଅଗଷ୍ଟ ସ୍ଵାଧୀନତା ଦିବସ ପାଇଁ ସଟଡାଉନ୍ କଟକଣା କୋହଳ
08/08/2021

ଆସନ୍ତା ୧୫ଅଗଷ୍ଟ ସ୍ଵାଧୀନତା ଦିବସ ପାଇଁ ସଟଡାଉନ୍ କଟକଣା କୋହଳ

ଭୂବନେଶ୍ୱର ରସୁଲଗଡ ଓଭରବ୍ରିଜ୍ ଉପରେ ପିସିଆର କୁ ଧକାଦେଇ ଦୃତ ଗତି ରେ ଖସିଗଲା ମାଲ୍ ବାହି ଟ୍ରକ ।
16/06/2021

ଭୂବନେଶ୍ୱର ରସୁଲଗଡ ଓଭରବ୍ରିଜ୍ ଉପରେ ପିସିଆର କୁ ଧକାଦେଇ ଦୃତ ଗତି ରେ ଖସିଗଲା ମାଲ୍ ବାହି ଟ୍ରକ ।

17 Western & Southern Districts where Positivity Rate is less than 5%,  shops  for essential goods will open from 6 AM t...
16/06/2021

17 Western & Southern Districts where Positivity Rate is less than 5%, shops for essential goods will open from 6 AM to 5 PM

In 13 Coastal districts shops for essential goods will open from 6 AM to 1 PM

ଲକଡାଉନ ସମୟରେ ବି ଚାଲିଛି ସେକ୍ସ ରାକେଟ। ଆଜି କଟକର ଦୁଇଟି ସ୍ଥାନରେ ଚଢ଼ାଉ ବେଳେ ସାମ୍ନାକୁ ଆସିଛି ଏହି ଚିତ୍ର। ଗୋଟିଏ ଦାସ ସାହି ଅଞ୍ଚଳରେ ଅ...
12/06/2021

ଲକଡାଉନ ସମୟରେ ବି ଚାଲିଛି ସେକ୍ସ ରାକେଟ। ଆଜି କଟକର ଦୁଇଟି ସ୍ଥାନରେ ଚଢ଼ାଉ ବେଳେ ସାମ୍ନାକୁ ଆସିଛି ଏହି ଚିତ୍ର। ଗୋଟିଏ ଦାସ ସାହି ଅଞ୍ଚଳରେ ଅନ୍ୟଟି କଲେଜ ଛକ ଅଞ୍ଚଳରେ ଥିବା ଏକ ହୋଟେଲ ରେ।

You can see the LIVE location of the Cyclone Yaas👇🏽Click windy.com
24/05/2021

You can see the LIVE location of the Cyclone Yaas👇🏽

Click
windy.com

Wind map and weather forecast

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ସକାରାତ୍ମକ ଓ ଦୂରଦୃଷ୍...
24/05/2021

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ସକାରାତ୍ମକ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓଡ଼ିଶା ରାଜ୍ୟର ନିର୍ମାଣରେ ସହାୟକ ହୋଇଥିଲା। ସେହି ସ୍ମୃତି ସବୁ ଆଜି ମଧ୍ୟ ଓଡ଼ିଆଙ୍କ ପାଇଁ ଉଜ୍ଜୀବିତ।

ବାତ୍ୟା  #ୟାସକୁ ଦୃଷ୍ଟିରେ ରଖି ମେ ୨୪ ଓ ୨୫ ଦୁଇ ଦିନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ସମୟସୀମା ବଢ଼ିଲାସକାଳ ୭ ରୁ ଦିନ ୧ ଟା ଯାଏଁ ଖୋଲା ରହିବ।ବ...
24/05/2021

ବାତ୍ୟା #ୟାସକୁ ଦୃଷ୍ଟିରେ ରଖି ମେ ୨୪ ଓ ୨୫ ଦୁଇ ଦିନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ସମୟସୀମା ବଢ଼ିଲା
ସକାଳ ୭ ରୁ ଦିନ ୧ ଟା ଯାଏଁ ଖୋଲା ରହିବ।
ବାଲେଶ୍ୱର,ଭଦ୍ରକ,ଜଗତସିଂହପୁର,କେନ୍ଦ୍ରାପଡ଼ା, ମୟୁରଭଞ୍ଜ,କେଉଁଝର,ପୁରୀ,ଯାଜପୁର,କଟକ,
ଖୋର୍ଦ୍ଧା ଏହି ୧୦ଟି ଜିଲ୍ଲାରେ ଦିନ ୧ ଯାଏଁ ଦୋକାନ ଖୋଲା ରହି ପାରିବ

Cm will address people of Odisha  today
24/05/2021

Cm will address people of Odisha today

-ଅବପାତ ହେଇଗଲା-ଆସନ୍ତାକାଲି ବାତ୍ୟାର ରୂପ ନେବ-ବାଲେଶ୍ୱର,ଭଦ୍ରକ,ଜଗତସିଂହପୁର, କେନ୍ଦ୍ରାପଡ଼ା ଅଧିକ କ୍ଷୟକ୍ଷତି ହେବ-ବାଲେଶ୍ୱରର ଭୋଗରାଇ-ତଳସ...
23/05/2021

-ଅବପାତ ହେଇଗଲା
-ଆସନ୍ତାକାଲି ବାତ୍ୟାର ରୂପ ନେବ
-ବାଲେଶ୍ୱର,ଭଦ୍ରକ,ଜଗତସିଂହପୁର, କେନ୍ଦ୍ରାପଡ଼ା ଅଧିକ କ୍ଷୟକ୍ଷତି ହେବ
-ବାଲେଶ୍ୱରର ଭୋଗରାଇ-ତଳସାରି ପାଖରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା
-ପବନର ବେଗ ଘଣ୍ଟାପ୍ରତି ୧୫୫-୧୬୫ ଓ ଝଟକା ପବନ ୧୮୫କିମି ରହିବ
-ପ୍ରାୟ ୨୦ସେମିରୁ ଅଧିକ ବର୍ଷା ବାଲେଶ୍ୱର-ଭଦ୍ରକରେ ହେବ

କଟକ ସହରରେ ଲକଡାଉନ ସମୟରେ ବାହାଘର ଓ ଶବ ସତ୍କାର ପାଇଁ ଆବଶ୍ୟକ ପଡୁଥିବା କୌଣସି ପରମିଶନ ପାଇଁ ଆପଣଙ୍କୁ ଡିସିପି ଅଫିସ କିମ୍ବା ଥାନାକୁ ଦୌଡ଼ିବା...
06/05/2021

କଟକ ସହରରେ ଲକଡାଉନ ସମୟରେ ବାହାଘର ଓ ଶବ ସତ୍କାର ପାଇଁ ଆବଶ୍ୟକ ପଡୁଥିବା କୌଣସି ପରମିଶନ ପାଇଁ ଆପଣଙ୍କୁ ଡିସିପି ଅଫିସ କିମ୍ବା ଥାନାକୁ ଦୌଡ଼ିବା ପାଇଁ ପଡ଼ିବ ନାହିଁ। ଏଥିପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି କଟକ ଡ଼ିସିପି।

*🛑ରାଜ୍ୟରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଘୋଷଣା*📌ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚାଲି ପରିବା ଆଣି ଯାଇପାରିବେ📌ସ୍ୱାସ୍ଥ୍ୟ ସେବା ଓ ଅନ୍ୟ...
02/05/2021

*🛑ରାଜ୍ୟରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଘୋଷଣା*

📌ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚାଲି ପରିବା ଆଣି ଯାଇପାରିବେ
📌ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ଲାଗୁ ହେବ ନାହିଁ
📌*ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ
📌ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ।
📌ବସ୍ ଚଳାଚଳ ବନ୍ଦ ରହିବ।
📌ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ
📌ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ
📌ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ ଓ ଜିମ୍ ବନ୍ଦ ରହିବ,
📌ଯାତ୍ରା, ଅପେରା ଓ ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ,
📌ସେଲୁନ, ପାର୍ଲର ଓ ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
📌ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ ବନ୍ଦ ରହିବ
📌ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ,
📌ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ,
📌ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ
📌ଲକଡାଉନ ବେଳେ ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।
📌ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି।
📌ଛାପା, ବୈଦୁ୍ୟତିକ ଗଣମାଧ୍ୟମ,ୱେବ୍ ମିଡିଆକୁ ଅନୁମତି।
📌ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି
📌ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ
📌ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା

କଟକରେ କମିଶନରେଟ ପୋଲିସର ଏନକାଉଣ୍ଟର୍ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ ଆହତ
29/04/2021

କଟକରେ କମିଶନରେଟ ପୋଲିସର ଏନକାଉଣ୍ଟର୍
ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ ଆହତ

ମୁମ୍ବାଇ :ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରତେକ ଦିନ ଲକ୍ଷ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ବଲିଉଡର ଅନେକ ସେଲିବ୍ରିଟ...
17/04/2021

ମୁମ୍ବାଇ :ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରତେକ ଦିନ ଲକ୍ଷ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ବଲିଉଡର ଅନେକ ସେଲିବ୍ରିଟିମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ଭିତରେ ଲୋକଙ୍କୁ ସାହାଯ୍ୟ କରୁôଥିବା ସୋନୁ ସୁଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାର ସୂଚନା ସେ ନିଜେ ସୋସିଆଲ ମିଡିଆରେ ଜରିଆରେ ଦେଇଛନ୍ତି । କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସୋନୁ ସୁଦ୍ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି, ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ସୁରକ୍ଷା ଦୃଷ୍ଟିରୁ ଘରେ ହିଁ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି। ତେବେ ଏଭଳି ସ୍ଥିତିରେ ଏଥିରେ ଭୟ କିମ୍ବା ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି।

ମୁମ୍ବାଇର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରକୁ କୋଭିଡ ହସ୍ପିଟାଲରେ ପରିଣତ କରିଦେଲେ ପରିଚାଳନା କମିଟି.... ଏଠାରେ ଚିକିତ୍ସିତ ହେବାକୁଥିବା ରୋଗୀଙ୍...
17/04/2021

ମୁମ୍ବାଇର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରକୁ କୋଭିଡ ହସ୍ପିଟାଲରେ ପରିଣତ କରିଦେଲେ ପରିଚାଳନା କମିଟି....
ଏଠାରେ ଚିକିତ୍ସିତ ହେବାକୁଥିବା ରୋଗୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ମନ୍ଦିର କତ୍ତୃପକ୍ଷ..... ସାଧୁଜନ ସାଧୁବାଦ

କଟକ ଓ ଭୁବନେଶ୍ୱରରେ ଆରମ୍ଭ ହେଲା ନାଇଟ କର୍ଫ୍ୟୁରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ l
15/04/2021

କଟକ ଓ ଭୁବନେଶ୍ୱରରେ ଆରମ୍ଭ ହେଲା ନାଇଟ କର୍ଫ୍ୟୁ
ରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ l

ପିପିଲି ଉପନିର୍ଵାଚନକଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ।
14/04/2021

ପିପିଲି ଉପନିର୍ଵାଚନ
କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ।

ପୂର୍ବ ଭଳି ପୁଣି କଟକ ମହନଗର ନିଗମ ଅଞ୍ଚଳରେ କଡା କଡ଼ି ମାସ୍କ ଚେକିଂ ଆସନ୍ତା କାଲି ଠାରୁ ଆରମ୍ଭ ହେବ l
21/02/2021

ପୂର୍ବ ଭଳି ପୁଣି କଟକ ମହନଗର ନିଗମ ଅଞ୍ଚଳରେ କଡା କଡ଼ି ମାସ୍କ ଚେକିଂ ଆସନ୍ତା କାଲି ଠାରୁ ଆରମ୍ଭ ହେବ l

କଟକ ଚୌଦ୍ୱାର ଡିହ ସାହିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୃଷ୍ଟିହୀନ ଦମ୍ପତ୍ତି l
21/01/2021

କଟକ ଚୌଦ୍ୱାର ଡିହ ସାହିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୃଷ୍ଟିହୀନ ଦମ୍ପତ୍ତି l

Happy Birthday   was regarded as the emerging star of the Bollywood and was one of the most loveable actors of the film ...
21/01/2021

Happy Birthday was regarded as the emerging star of the Bollywood and was one of the most loveable actors of the film industry...💞💞

18/01/2021

ମାନକାନଗିରି: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କନଷ୍ଟେବଲ। ମାନକାନଗିରି ଜିଲ୍ଲା ଉପଖଣ୍ଡ ଜେଲ କର୍ମଚାରୀଙ୍କ ମହାନତା ପାଇଁ...

Address


Alerts

Be the first to know and let us send you an email when Odisha khabar24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha khabar24:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share