Samir Rout

Samir Rout ଭାରତୀୟ ଜନତା ପାର୍ଟି

ମିର୍ଜାପୁର ରେ  ଆଜି ଆମ ପ୍ରିୟ ଯୁବ ବିଜେପି ନେତା ଉମେଶ ଭାଇ. ଲୋକଙ୍କ ମନ ର କଥା..
22/02/2024

ମିର୍ଜାପୁର ରେ ଆଜି ଆମ ପ୍ରିୟ ଯୁବ ବିଜେପି ନେତା ଉମେଶ ଭାଇ. ଲୋକଙ୍କ ମନ ର କଥା..

ଭାରତୀୟ ଜନତା ପାର୍ଟି ବରୀ ନିର୍ବାଚନ ମଣ୍ଡଳୀ ଝାଲପଡା ପଂଚାୟତ ର ଯୁବ ସଂଗଠକ ସମର ଭାଇ (ବୁଟୁଆ )ର ସାନ ଭାଇ ବିବାହ ଭୋଜି ରେ ଯୋଗ ଦେଲେ ଆମ ପ୍ର...
21/02/2024

ଭାରତୀୟ ଜନତା ପାର୍ଟି ବରୀ ନିର୍ବାଚନ ମଣ୍ଡଳୀ ଝାଲପଡା ପଂଚାୟତ ର ଯୁବ ସଂଗଠକ ସମର ଭାଇ (ବୁଟୁଆ )ର ସାନ ଭାଇ ବିବାହ ଭୋଜି ରେ ଯୋଗ ଦେଲେ ଆମ ପ୍ରିୟ ବିଜେପି ଯୁବ ନେତା ଉମେଶଭାଇ.

ଅତଳା ପୁର ପଂଚାୟତ ର ପୂର୍ବତନ ସରପଞ୍ଚ ପଦନ ମଲିକ ଙ୍କ ପତ୍ନୀ ଙ୍କ ଅସୁସ୍ଥ ଖବର ପାଇ ମେଡିକାଲ ରେ ପହଁଚିଲେ ଆମ ପ୍ରିୟ ବିଜେପି ଯୁବ ନେତା ଉମେଶ ...
17/01/2024

ଅତଳା ପୁର ପଂଚାୟତ ର ପୂର୍ବତନ ସରପଞ୍ଚ ପଦନ ମଲିକ ଙ୍କ ପତ୍ନୀ ଙ୍କ ଅସୁସ୍ଥ ଖବର ପାଇ ମେଡିକାଲ ରେ ପହଁଚିଲେ ଆମ ପ୍ରିୟ ବିଜେପି ଯୁବ ନେତା ଉମେଶ ଭାଇ.

ଅଙ୍ଗାଲୋ ପଂଚାୟତ ର ଅରିଲୋ ଗ୍ରାମ ଜଗନ୍ନାଥ ମନ୍ଦିର ର ଯଂଜ୍ଞ କାର୍ଯ୍ୟକ୍ରମ ରେ ପହଂଚି ଆଶ୍ରିବାଦ ମାଗିଲେ ଆମ ପ୍ରିୟ ବିଜେପି ଯୁବ ନେତା ଉମେଶ ଭ...
17/01/2024

ଅଙ୍ଗାଲୋ ପଂଚାୟତ ର ଅରିଲୋ ଗ୍ରାମ ଜଗନ୍ନାଥ ମନ୍ଦିର ର ଯଂଜ୍ଞ କାର୍ଯ୍ୟକ୍ରମ ରେ ପହଂଚି ଆଶ୍ରିବାଦ ମାଗିଲେ ଆମ ପ୍ରିୟ ବିଜେପି ଯୁବ ନେତା ଉମେଶ ଭାଇ.

ମହାକାଳ ଜୀଉ ନାଟ୍ୟ ପରିଷଦ ରତ୍ନଗିରି ତରଫରୁ ଆୟୋଜିତ ଡ୍ରାମା କାର୍ଯ୍ୟକ୍ରମ ରେ ଯୋଗଦେଇ କଳାକାର ବନ୍ଧୁ ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କଲେ ଆମ...
07/11/2023

ମହାକାଳ ଜୀଉ ନାଟ୍ୟ ପରିଷଦ ରତ୍ନଗିରି ତରଫରୁ ଆୟୋଜିତ ଡ୍ରାମା କାର୍ଯ୍ୟକ୍ରମ ରେ ଯୋଗଦେଇ କଳାକାର ବନ୍ଧୁ ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କଲେ ଆମ ପ୍ରିୟ ନେତା ଉମେଶ ଭାଇ

ଭାରତୀୟ ଜନତା ପାର୍ଟି ବରୀ ଆଜି ବୀର ସହିଦ ମାନଙ୍କ ସନମାନ ନିମନ୍ତେ ଅମୃତ କଳସ ନେଇ ଦିଲ୍ଲୀ ଯାଇଥିବା ଆମ ଦେବ ଦୁର୍ଲଭ କାର୍ଯ୍ୟ କର୍ତା ଭାଇଙ୍କୁ...
06/11/2023

ଭାରତୀୟ ଜନତା ପାର୍ଟି ବରୀ ଆଜି ବୀର ସହିଦ ମାନଙ୍କ ସନମାନ ନିମନ୍ତେ ଅମୃତ କଳସ ନେଇ ଦିଲ୍ଲୀ ଯାଇଥିବା ଆମ ଦେବ ଦୁର୍ଲଭ କାର୍ଯ୍ୟ କର୍ତା ଭାଇଙ୍କୁ ସମର୍ଦ୍ଧନା ଜଣାଇଲା. ଏଥିରେ ଆମ ପ୍ରିୟ ବଡ଼ ଭାଇ ଆଶୁ ଭାଇ, ଉମେଶ ଭାଇ ଏବଂ ବହୁ ବିଜେପି ର ସମସ୍ତ ମଣ୍ଡଳ ର ସଭାପତି ଆଉ ଯୁବ ମୋର୍ଚା ର ସଭାପତି ମାନେ ଯୋଗ deithile

06/11/2023
ଅନ୍ୟାସପୁର ପଂଚାୟତ ରକୈଳାଶ ସାହୁ ଙ୍କ ଝିଅ ଲୋପାମୁଦ୍ରା ଙ୍କ accident ରେ ମୃତ୍ୟୁ ଖବର ପାଇ ପହଁଚିଲେ ବରୀ ବିଜେପି ନେତା ଉମେଶ ଜେନା ଏବଂ ବିଜ...
05/11/2023

ଅନ୍ୟାସପୁର ପଂଚାୟତ ରକୈଳାଶ ସାହୁ ଙ୍କ ଝିଅ ଲୋପାମୁଦ୍ରା ଙ୍କ accident ରେ ମୃତ୍ୟୁ ଖବର ପାଇ ପହଁଚିଲେ ବରୀ ବିଜେପି ନେତା ଉମେଶ ଜେନା ଏବଂ ବିଜେପି ନେତୃ ମଣ୍ଡଳୀ

22/09/2023

Manoj Sahu ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଅନ୍ତର୍ଗତ, ଘୋଷିତ 18 ପ୍ରକାର କାମ ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷ ମାନେ, ଯଥାଶୀଘ୍ର ନିକଟସ୍ଥ ଜନସେବା କେନ୍ଦ୍ରକୁ ନିମ୍ନୋକ୍ତ ସର୍ବନିମ୍ନ କାଗଜପତ୍ର ସହିତ ଯାଇ ପଞ୍ଜିକରଣ କରିନେବା ଦରକାର। ଏହି ଯୋଜନା, ଆଜିଠାରୁ ଅର୍ଥାତ 17 ସେପ୍ଟେମ୍ବର 2023 ଠାରୁ କାର୍ଯ୍ୟକ୍ଷମ ହୋଇଛି। ପଞ୍ଜିକରଣ ସମ୍ପୂର୍ଣ୍ଣ ମାଗଣା, ଏଣୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଲାଭ ଉଠେଇବା ପାଇଁ 18 ବର୍ଷରୁ ତଦୁର୍ଦ୍ଧ ବ୍ୟକ୍ତି ମାନେ ପଞ୍ଜିକରଣ କରିପାରିବେ।
*ଆବଶ୍ୟକୀୟ ଡକ୍ୟୁମେଣ୍ଟ*
୧- ଆଧାର କାର୍ଡ
୨- ବ୍ୟାଙ୍କ ପାସବୁକ
୩- ପାସପୋର୍ଟ ସାଇଜ ଫଟୋ
୪- ଜାତି ପ୍ରମାଣପତ୍ର
୫- ଆବାସିକ ପ୍ରମାଣପତ୍ର
6- ଆୟ ପ୍ରମାଣପତ୍ର
7- ଆଧାରକାର୍ଡ ସହିତ ଜଡ଼ିତ ମୋବାଇଲ ନମ୍ବର
*_କେଉମାନେ ଲାଭ ପାଇବେ_*
ବଢେଇ,କମାର,କୁମ୍ଭାର, ଡଙ୍ଗା ନିର୍ମାତା,ଅସ୍ତ୍ର ନିର୍ମାତା,ହାତୁଡି ଓ ଉପକରଣ ତିଆରି କାରିଗର, ତାଲା କାରିଗର, ବଣିଆ, ମୂର୍ତ୍ତି କାରିଗର, ପଥର କଟାଳି, ମୋଚି, ଜୋତା କାରିଗର, ରାଜମିସ୍ତ୍ରୀ,ଭଣ୍ଡାରୀ ମାଳୀ,ଧୋବା, ଦରଜି ଓ ମାଛ ଜାଲ ନିର୍ମାତା ଇତ୍ୟାଦି ଏହି ଯୋଜନା ର ଲାଭ ନେଇ ପାରିବେ।
*ସଫଳତାର ସହତ ପଞ୍ଜିକରଣ ହେବା ପରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ପରିଚୟ ପତ୍ର ମିଳିବ। ଯାହା ଯୋଜନା ଅନ୍ତର୍ଗତ ମିଳିବାକୁ ଥିବା ସମସ୍ତ ଆର୍ଥିକ ଓ ପ୍ରଶିକ୍ଷଣୀୟ ସୁବିଧା ସମୟରେ କାର୍ଯ୍ୟରେ ଆସିବ।

*ବିଶ୍ଵକର୍ମା ଯୋଜନା ଅନ୍ତର୍ଗତ ମିଳିବାକୁ ଥିବା ସୁବିଧା ବା ଫାଇଦା*
1- ପଞ୍ଜିକରଣ, ଯାଞ୍ଚ ଓ ଯୋଜନା ପ୍ରମାଣପତ୍ର ମିଳିବା ପରେ, ସମସ୍ତ ହିତାଧିକାରୀଙ୍କୁ ₹ 15,000/- ଟଙ୍କାର ଆର୍ଥିକ ସହାୟତା ଦିଆଯିବ ଯନ୍ତ୍ରପାତି କିଣିବା ନିମିତ୍ତ।
2- ବିନା ସିକ୍ୟୁରିଟରେ ପ୍ରଥମଥର ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ଯାହାକୁ 18 ମାସ ମଧ୍ୟରେ ସୁଝିବାକୁ ପଡ଼ିବ।
3- ପ୍ରଥମ ଋଣ ପରିଶୋଧ ପରେ ଦ୍ବିତୀୟ ଋଣ ₹2 ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଦେବ। ପରବର୍ତ୍ତୀ ସମୟରେ ଏହା ଅଧିକ ହେବ।
4-ମାଗଣା ପ୍ରଶିକ୍ଷଣ
5- ଉତ୍ପାଦିତ ସାମଗ୍ରୀର ବିଭିନ୍ନ ମାର୍କେଟ ରେ ବିକିବା ପାଇଁ ସରକାର ସୁବିଧା ଯୋଗାଇ ଦେବେ। ଆହୁରି ଅନେକ ସୁବିଧା ଆଗାମୀ ଦିନରେ ମିଳିବାର ସମ୍ଭାବନା ରହିଛି।
ଏହି ଯୋଜନାର ସଫଳତାର ନିମିତ୍ତ କେନ୍ଦ୍ର ସରକାର 13 ହଜାର କୋଟି ଟଙ୍କା, ବିଗତ ବଜେଟରେ ବ୍ୟବସ୍ଥା କରିଛନ୍ତି।
ଏଣୁ ବିଳମ୍ବ ନକରି ଯୋଜନାରେ ପଞ୍ଜିକରଣ କରନ୍ତୁ ଓ ଦେଶର ଆର୍ଥିକ ବିକାଶ ଯାତ୍ରାରେ ନିଜକୁ ସାମିଲ କରନ୍ତୁ।

🙏ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏.
04/09/2023

🙏ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏.

ଭାରତୀୟ ଜନତା ପାର୍ଟି ବରୀ ନିର୍ବାଚନ ମଣ୍ଡଳୀ ର ବାଲିଆ ମଣ୍ଡଳ ରେ ଆଜି ଯୁବ ମୋର୍ଚା ର ଏକ ପ୍ରସ୍ତୁତି ବୈଠକ  ଆଗାମୀ ନିର୍ବାଚନ କୁ ଲକ୍ଷ୍ୟ ରଖି...
23/08/2023

ଭାରତୀୟ ଜନତା ପାର୍ଟି ବରୀ ନିର୍ବାଚନ ମଣ୍ଡଳୀ ର ବାଲିଆ ମଣ୍ଡଳ ରେ ଆଜି ଯୁବ ମୋର୍ଚା ର ଏକ ପ୍ରସ୍ତୁତି ବୈଠକ ଆଗାମୀ ନିର୍ବାଚନ କୁ ଲକ୍ଷ୍ୟ ରଖି ବାଲିଆ ଠାରେ ଅନୁଷ୍ଠିତ ହୋଇଯାଇଛି.

23/08/2023

ପିହୁ ମା ର ହସ ଫେରିବା ପାଇଁ ଆଉ ବରୀ ର ସ୍ୱାର୍ଥ ପାଇଁ ଯଦି ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଆସୁଛନ୍ତି , ତାଙ୍କୁ ଆମର ସ୍ୱାଗତ.

21/08/2023

ମଣିଷ ଚତୁର ହେବା ଠିକ କିନ୍ତୁ ଅତି ଚତୁର ହେବା ମାନେ ପ୍ୟାରୀ ମହାପାତ୍ର ଅବସ୍ଥା ହେବା ସ୍ୱାଭାବିକ

21/08/2023

ପାଣ୍ଡା ବାବୁ ବରୀ ରେ କହିବେ କୁମ୍ଭୀର ଟା କାହାର ଆଉ ଦାୟୀ କିଏ

19/07/2023

Address


Website

Alerts

Be the first to know and let us send you an email when Samir Rout posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share