Dhenkanal News

  • Home
  • Dhenkanal News

Dhenkanal News dhenka**l ra news are available here

10/03/2021

ମୋର ନାମ ଚିତ୍ତରଞ୍ଜନ ବରାଳ ଗ୍ରାମ - ଗରୁଡ଼ବନ୍ଦି ପଞ୍ଚାୟତ- ବାଲିବୋ ଏହି କାମଟି ଆମ ଗ୍ରାମର ଜଳ ଅମଳ ପ୍ରକଳ୍ପ ଅଟେ । ଏହି କାମଟି ୨୦୧୯-୨୦ କାର୍ଯ୍ୟ ଅଟେ। ଏହା ଗୋଚର ଜାଗାରେ ହୋଇଛି । କିନ୍ତୁ କାମ
ସରିଯାଇଥିଲେବି ଏଠାରେ ଜଳ ରହୁନାହିଁ । ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବି ଡି ଓ ଙ୍କୁ କହିବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନି ।
ବହୁ ମାତ୍ରା ରେ ଶରେ କରି କଲେକ୍ଟର ଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ। Dn ମାଧ୍ୟମରେ

ଢେଙ୍କାନାଳ: ସଦର ବ୍ଲକ୍ ଅନ୍ତର୍ଗତ ସୁଗରପଶି ପଞ୍ଚାୟତ ର ନାଠୁଆ ଗ୍ରାମରେ ଥିବା ବିଶ୍ରାମ ଗାର ନିକଟରେ ଥିବା ଷ୍ଟ୍ରିଟ ଲାଇଟ ଗତ ୮ରୁ୧୦ମାସ ହେବ ...
10/03/2021

ଢେଙ୍କାନାଳ: ସଦର ବ୍ଲକ୍ ଅନ୍ତର୍ଗତ ସୁଗରପଶି ପଞ୍ଚାୟତ ର ନାଠୁଆ ଗ୍ରାମରେ ଥିବା ବିଶ୍ରାମ ଗାର ନିକଟରେ ଥିବା ଷ୍ଟ୍ରିଟ ଲାଇଟ ଗତ ୮ରୁ୧୦ମାସ ହେବ ଅଚଳ ହୋଇପଡିଛି ।

ଯାହା ଫଳରେ ସଂନ୍ଧ୍ୟା ହେବା ମାତ୍ରେ ଏହି ଅଞ୍ଚଳ ରେ ଜାତାୟତ ରେ ଅସୁବିଧା ହେବ ସହ ବିଶ୍ରାମ ଗାଁର ଟି ମଧ୍ୟ ଅନ୍ଧକାର ରେ ରହୁଛି । ତେବେ ଏ ନେଇ ଅନେକ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୁଇ ନଥିବାରୁ ସ୍ଥାନୀୟ ବାସିନ୍ଦା ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏ ନେଇ ସ୍ଥାନୀୟ ବାସିନ୍ଦା ସରପଞ୍ଚ ଙ୍କ ପାଖରେ ଅଭିଯୋଗ କରିଥିଲେ ତେବେ ସେ ଏହାକୁ କିଛି ଦିନ ଭିତରେ ଠିକ୍ କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ ମାତ୍ର ଷ୍ଟ୍ରାଟ୍ ଲାଇଟ୍ ଖୋଲିକି ନେବାର ୮ ରୁ ୧୦ ମାସ ହେଲାଣି ଏ ପର୍ଯ୍ୟନ୍ତ ଷ୍ଟ୍ରାଟ ଲାଇଟ ଠିକ୍ ହୋଇ ପାରିଲା ନାହିଁ ।

ତୁରନ୍ତ ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ଦୃଷ୍ଟି ଦେବା ପାଇଁ ନିବେଦନ କରିଛନ୍ତି।

07/03/2021

Plz send your areas news,culture and image/video with valid reason we will publish soon . And thanks for your love support we will comming soon with website. Love you all dhenka**l brothers and sisters stay tune with us and send udates.

Rengalire bharasamya harai 4chakia
14/02/2021

Rengalire bharasamya harai 4chakia

23/08/2020

#ଏକତା_ହିଁ_ବଳ
#ଦୁର୍ଘଟଣା_ଜନିତ_ରାସ୍ତା_ମରାମତି
୍ନାଥ_ସେବା_ସମିତି_ଟ୍ରଷ୍ଟ କଟକ ପକ୍ଷରୁ ତା୨୩:୮:୨୦ରିଖ ରବିବାର ରେ #କପିଳାସ_ମନ୍ଦିର ପରିସରରେ ଖାଦ୍ୟ ବଣ୍ଟନ ଯିବା ସମୟରେ ରାସ୍ତା ଖରାପ ହୋଇ ଏକ ବଡ଼ ଗାତ ହୋଇଥିଲା।ବର୍ଷା ପାଣି ରହି ସଠିକ ଭାବେ ରାସ୍ତା ଦେଖାନଯାଇଥିବାରୁ #ଦୁର୍ଘଟଣା ମଧ୍ୟ ହେଉଥିଲା।ବିଶେଷ କରି ଆମ୍ବୁଲାନ୍ସ ଓ ଦୁଇଚକିଆ ଯାନ ଙ୍କ ପାଇଁ ମଧ୍ୟ ବୋହୁତ ଅସୁବିଧା ହୋଇଥିଲା।
ତେଣୁ ଉପସ୍ଥିତ ସଦସ୍ୟମାନଙ୍କ ପାଖେ କୌଣସି ଅସ୍ତ୍ର ନ ଥିବା ସତ୍ୱେ କାଠ ଓ #ନିଜ_ହାତରେ ପଥର,ଗୋଡି,ମାଟି ଖୋଳି ସେହି ଗାତ ପୂର୍ଣ କଲେ ଏବଂ ଯିବା ଆସିବା କରିପାରିଲା ଭଳି ରାସ୍ତାଟି ମରାମତି କରିବାକୁ ପ୍ରୟାସ କରିଥିଲେ। ଏହି କାମ କରିଥିବାରୁ ଢେଙ୍କାନାଳ ନିଉଜ୍ ଆପଣଙ୍କୁ ସାଲୁ୍ୟଟ ଜଣାଉଛି। ଏବେ ଅପେକ୍ଷା ପ୍ରଶାସନକ ଉତ୍ତର କୁ।

Bhuban,kantaripata,goradia,kasipur,muranga,mathakaragola,tangarpada,kankadahad are aji 43 Corona +ve, sarbadhika bhuban ...
03/08/2020

Bhuban,kantaripata,goradia,kasipur,muranga,mathakaragola,tangarpada,kankadahad are aji 43 Corona +ve, sarbadhika bhuban re heithibaru bhuban Basi chintita hoithiba bele au Sabu anchala re Kam matra +ve asichhanti dinaku Dina +ve case badhuthibaru lokanka manare Dara pasibare lagichi,+ve case lokankara -ve kareiba au agaku +ve case ra pratikar lagi jilapal turanta karjyanusta neba uchit . Gosti sankramana ra kipari suchara pratikar haba ta pain focous Kariba uchit........

Bhuban block dhalapada g.p ra a**l gramare sankarsan nayakanka barire dekha deithiba bajrakabata ku a**l tala sahi ra lo...
07/07/2020

Bhuban block dhalapada g.p ra a**l gramare sankarsan nayakanka barire dekha deithiba bajrakabata ku a**l tala sahi ra loke dekhi turanta sarpancha abhimanyu sahoo nku janai thile . Abhimanyu sahoo(sarapancha) turanta bana bibhagaku khabara deithile.bana bibhagturanta asi bajrakabataku udhar karithile.
Report-dhenka**l news

06/07/2020

What a joke

05/07/2020

ଭୁବନ ର ଅନଳ ଗ୍ରାମରେ ,+ve କୁ ନେଇ ଆସ଼଼଼କାରେ ଲୋକେ।

05/07/2020

୩୧ଜୁଲାଇ ପର୍ଯ୍ୟନ୍ତ ଢେଙ୍କାନାଳ ଶନିବାର, ରବିବାର ସଟଡାଉନ ହେବ।

Qr code dhenka**l news
04/07/2020

Qr code dhenka**l news

04/07/2020

6370262470wp or telegram dm or send pic video for post.

04/07/2020

3july ୧୦ଜଣ କରୋନା ଢେଙ୍କାନାଳର +ve ସୁସ୍ଥ ୧୦ ଜଣଙ୍କୁ ମିଶାଇ ୭୫ ରେ ପହଞ୍ଚି ଲା ସୁସ୍ଥ ସଂଖ୍ୟା।

04/07/2020

ବଡ଼ମ୍ବା ବ୍ୟାଙ୍କ କର୍ମଚାରୀଙ୍କ ସଂସ୍ପର୍ଶରେ ଆସୀଥିବା test report ଘଟଣା ।

କିଛି ଦିନ ତଳେ ବ୍ୟାଙ୍କ କର୍ମଚାରୀଙ୍କ ସଂସ୍ପର୍ଶରେ ଆସୀଥିବା ସମସ୍ତ ବ୍ୟକ୍ତିଙ୍କ swap test report -ve ଆସିଛି । ଏହା ଢେଙ୍କାନାଳ ପାଇଁ ଖୁସୀ ର ଖବର ।

04/07/2020

Dhenka**l all news you are catch here plzz follow,like us .

Address


Website

Alerts

Be the first to know and let us send you an email when Dhenkanal News posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share