Mahanga News Service

  • Home
  • Mahanga News Service

Mahanga News Service Contact information, map and directions, contact form, opening hours, services, ratings, photos, videos and announcements from Mahanga News Service, Media/News Company, .

03/10/2020
08/08/2020

ମାହାଙ୍ଗା ବ୍ଲକରେ- JMFC (ସିଭିଲ ଜଜ କୋର୍ଟ )ଖୋଲିବା ପାଇଁ ମଞ୍ଜୁରୀ ପ୍ରଦାନ ll

11/06/2020
ଆଜି ମାହାଙ୍ଗା ଓ ନିଶ୍ଚିତକୋଇଲି ବ୍ଳକ୍ ରେ   ହୋଇଥିବା ଅସ୍ଥାୟୀ  ମେଡିକାଲ   ପରିଦର୍ଶନ କଲେ କଟକ ଜିଲ୍ଲାପାଳ ,  ପ୍ରତି ପଞ୍ଚାୟତ ରେ ହୋଇଥିବା...
29/04/2020

ଆଜି ମାହାଙ୍ଗା ଓ ନିଶ୍ଚିତକୋଇଲି ବ୍ଳକ୍ ରେ ହୋଇଥିବା ଅସ୍ଥାୟୀ ମେଡିକାଲ ପରିଦର୍ଶନ କଲେ କଟକ ଜିଲ୍ଲାପାଳ , ପ୍ରତି ପଞ୍ଚାୟତ ରେ ହୋଇଥିବା କ୍ୱାରେଣ୍ଟାଇନ୍ ମଧ୍ୟ ପରିଦର୍ଶନ କଲେ । କିଭଳି ଭାବରେ ବାହାର ରାଜ୍ୟରୁ ଆସୁଥିବା ଲୋକ ଅସୁବିଧାରେ ନ ରହିବେ ତାକୁ ମଧ୍ୟ ତଦାରଖ କଲେ ।

29/04/2020

ନବୀନଙ୍କ ସଂପୂର୍ଣ୍ଣ ଭିଡିଓ ବାର୍ତ୍ତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ ଦିନ ପରେ ପୁଣି ଥରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କରୋନା ସମ୍ପର୍କରେ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କଣ କହିଛନ୍ତି ଶୁଣନ୍ତୁ*

ନାମ- ଗୌରବ ରାଉଳବାପାଙ୍କ ନାମ-ନୃସିଂହ ଚରଣ ରାଉଳଗ୍ରାମ/ପୋଷ୍ଟ- ଝାଡେଶ୍ୱରପୁରଥାନା- ମାହାଙ୍ଗାଭାୟା- ନିଶ୍ଚିନ୍ତକୋଇଲିଜିଲ୍ଲା - କଟକପିନ୍-୭୫୪୨...
28/04/2020

ନାମ- ଗୌରବ ରାଉଳ
ବାପାଙ୍କ ନାମ-ନୃସିଂହ ଚରଣ ରାଉଳ
ଗ୍ରାମ/ପୋଷ୍ଟ- ଝାଡେଶ୍ୱରପୁର
ଥାନା- ମାହାଙ୍ଗା
ଭାୟା- ନିଶ୍ଚିନ୍ତକୋଇଲି
ଜିଲ୍ଲା - କଟକ
ପିନ୍-୭୫୪୨୦୭
୨୦ ବର୍ଷ ର ଏହି ବାଳକ ଗୌରବ ଏବେ ରକ୍ତ କର୍କଟ (Blood cancer) ଭଳି ଏକ ମାରାତ୍ମକ ରୋଗରେ ପୀଡିତ !
ଦୟାକରି କଥା ଟିକୁ ଏତେ ହାଲକା ନିଅନ୍ତୁ ନାହିଁ , କାରଣ ପ୍ରକୃତ ରେ ପିଲାଟି ବହୁତ୍ ଗରିବ ଘରୁ ଜନ୍ମ , ତାର ବାପା ଜଣେ ସାଧାରଣ ଟ୍ରକ୍ ଡ୍ରାଇଭର , ରୋଜଗାର ର ମାଧ୍ୟମ କେବଳ ତା ବାପାଙ୍କୁ ଛାଡ଼ିଦେଲେ ଅନ୍ୟ କିଛି ନାହିଁ, ବର୍ତ୍ତମାନ ଗୌରବ ଭୁନେଶ୍ଵରଠାରେ AIIMS ମେଡିକାଲ ରେ ଚିକିତ୍ସା ହେଉଛି , ଦୀର୍ଘ ଦେଢମାସ ଧରି ଗୌରବ ମେଡିକାଲ୍ ର ବେଡ଼ରେ | ଯେହେତୁ ତାଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ସେଥିପାଇଁ ଏ ଦେଶର ଜଣେ ସାଧାରଣ ନାଗରିକ ଭାବରେ ଆମର କିଛି କର୍ତ୍ତବ୍ୟ ରହିଛି, କିଛି ନହେଲେ ବି ଆମେ ପ୍ରତିଦିନ ଖର୍ଚ୍ଚ କରୁଥିବା କିଛି ଟଙ୍କା ଯଦି ଏହି ଭଳି ବିପଦ ସମୟରେ ଗୌରବ ର କାମରେ ଆସି ପାରିଲା , ତେବେ ତାଙ୍କ ପରିବାର ଲୋକ ବହୁତ୍ ଉପକୃତ ହେବେ, ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଗୌରବ ର ଆରୋଗ୍ୟ କାମନା କରି କିଛି ଅର୍ଥ ସାହାଯ୍ୟ କରିବା ହେଉଛି ଆମ କର୍ତ୍ତବ୍ୟ |
ଯେଉଁ ଭାଇ ମାନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ନିମ୍ନରେ ଥିବା Phone Pay ନମ୍ବର ରେ ସେମାନଙ୍କ ଅର୍ଥରାଶି ପଠାଇବାକୁ ଅନୁରୋଧ, 👇👇👇👇
7377128129
Only for phone pay
Plzzz support gourab

 #ନିଜ_ଗ୍ରାମ_କୁ_ନିଜେ_ସାନିଟାଇଜ_କରି_ଅନନ୍ୟ_ଉଦାହରଣ_ସୃଷ୍ଟି_କଲେ_ଗ୍ରାମବାସୀ। ଏମିତି ଏକ ଦୃଶ୍ୟ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନାହାଙ୍ଗ ପଞାୟ...
13/04/2020

#ନିଜ_ଗ୍ରାମ_କୁ_ନିଜେ_ସାନିଟାଇଜ_କରି_ଅନନ୍ୟ_ଉଦାହରଣ_ସୃଷ୍ଟି_କଲେ_ଗ୍ରାମବାସୀ।
ଏମିତି ଏକ ଦୃଶ୍ୟ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନାହାଙ୍ଗ ପଞାୟତର ଡିହିଗୋପ ଗାଁ ରେ ଦେଖିବାକୁ ମିଳିଥିଲା।ଆଜି ସେହି ଗ୍ରାମର ସବୁ ଲୋକ ଗାଁ ରୁ ଟଙ୍କା ଆଦାୟ କରି ପୁରା ଗାଁ ର ପରିବେଶ କୁ ହାଇଡ୍ରୋକ୍ଲୋରାଇଡ ଏସିଡ ସ୍ପ୍ରେ କରିବା ସହିତ ବ୍ଲିଚିଂ ପାଉଡର ଛିଞ୍ଚନ କରିଥିଲେ। ଏମିତିକି ସେଇ ଗ୍ରାମର କିଛି ଲୋକ ମୂଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ କରିବା ପାଇଁ ଘର ଘର ବୁଲି ପଇସା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା

06/02/2020

Address


Website

Alerts

Be the first to know and let us send you an email when Mahanga News Service posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share