The Quiver Angul

  • Home
  • The Quiver Angul

The Quiver Angul media/news website

ବିଗତ ବର୍ଷ 2023 ରେ ବିତିଯାଇଥିବା ସମସ୍ତ ଦୁଃଖ ,କଷ୍ଟ ,ଶତୃତା ,ଗ୍ଲାନି ,କଠୋରତା କୁ ଭୁଲିଯାଇ ପୁଣି ଥରେ ଆଗାମୀ ନୂତନ ବର୍ଷ 2024 ସମସ୍ତଙ୍କ ...
01/01/2024

ବିଗତ ବର୍ଷ 2023 ରେ ବିତିଯାଇଥିବା ସମସ୍ତ ଦୁଃଖ ,କଷ୍ଟ ,ଶତୃତା ,ଗ୍ଲାନି ,କଠୋରତା କୁ ଭୁଲିଯାଇ ପୁଣି ଥରେ ଆଗାମୀ ନୂତନ ବର୍ଷ 2024 ସମସ୍ତଙ୍କ ପାଇଁ ନୂଆ ଆଶାର ଆଲୋକ ନେଇ ଆସୁ, ସମସ୍ତଙ୍କୁ ସୁଖୀ ଓ ସମୃଦ୍ଧିଶାଳୀ କରୁ , ସମସ୍ତଙ୍କ ପାଇଁ ସୁସ୍ଥ ନିରାମୟ ଜୀବନ ଆଣିଦେଉ ,ମନରେ ଉତ୍ସାହ, ଉଦ୍ଦୀପନା ,ଶାନ୍ତି ଆଣିଦେଉ ଏତିକି ପ୍ରାର୍ଥନା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ. ସର୍ବେ ଭବନ୍ତୁ ସୁଖିନଃ । ସର୍ବେ ସନ୍ତୁ ନିରାମୟାଃ ।। ସର୍ବେ ଭଦ୍ରାଣୀ ପସ୍ୟନ୍ତୁ ,। ମା କସଚିତ୍ ଦୁଃଖ ଭାଗ ଭବେତ ।। ଜୟ ଜଗନ୍ନାଥ🙏🙏🙏

31/12/2023
13/12/2022

ପ୍ରେମ କରି ବିବାହ ପରେ ସ୍ୱାମୀ ଫେରାର, ସ୍ୱାମୀଙ୍କୁ ଫେରିପାଇବା ପାଇଁ ଶଶୁର ଘର ଆଗରେ ଜଗି ବସିଛି ବୋହୂ ।

ସିକନ୍ଦରାବାଦ ଅଗ୍ନିକାଣ୍ଡ ଘଟଣାରେ ୨ ଓଡ଼ିଆ ମୃତସିକନ୍ଦରାବାଦ ଅଗ୍ନିକାଣ୍ଡ ଘଟଣାରେ ୨ ଓଡ଼ିଆ ମୃତ । ମୃତ ଦୁଇ ଓଡ଼ିଆ ହେଲେ କଟକ କାଫଲାବଜାର ମହାନ୍...
13/09/2022

ସିକନ୍ଦରାବାଦ ଅଗ୍ନିକାଣ୍ଡ ଘଟଣାରେ ୨ ଓଡ଼ିଆ ମୃତ

ସିକନ୍ଦରାବାଦ ଅଗ୍ନିକାଣ୍ଡ ଘଟଣାରେ ୨ ଓଡ଼ିଆ ମୃତ । ମୃତ ଦୁଇ ଓଡ଼ିଆ ହେଲେ କଟକ କାଫଲାବଜାର ମହାନ୍ତି ପଡ଼ାର ଦମ୍ପତି ଚନ୍ଦନ ଜେଠୀ ଓ ପତ୍ନୀ ମିତାଲି ମହାପାତ୍ର ଜେଠୀ । ଦୁଇ ଜଣ ଯାକ ଏକ ଟ୍ରେନିଂରେ ଯୋଗଦେବାକୁ ସିକନ୍ଦରାବାଦ୍‌ ଯାଇଥିଲେ।

13/09/2022

Bird Trap

କୋଠ ଘର ବିଲ ପାସ ହେଉ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗଅନୁଗୋଳ ବ୍ଲକ ଧୋକୁଟା ଗ୍ରାମର ଢିପ ସାହି ଗ୍ରାମବାସୀ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ଵ...
13/09/2022

କୋଠ ଘର ବିଲ ପାସ ହେଉ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ
ଅନୁଗୋଳ ବ୍ଲକ ଧୋକୁଟା ଗ୍ରାମର ଢିପ ସାହି ଗ୍ରାମବାସୀ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ଢିପ ସାହି ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ବିଗତ ବର୍ଷ ୨୦୧୮/୧୯ ମସିହାରେ ମାନ୍ୟବର ସାଂସଦ ତଥାଗତ ଶତପଥୀ ଙ୍କ ଅନୁଦାନ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା କମ୍ଯୁନିଟି ସେଣ୍ଟର ଅଟକଳ ଦେଇଥିଲେ। କମ୍ଯୁନିଟି ସେଣ୍ଟର କାର୍ଯ୍ୟ ଟି ଆଠ ମାସ ହେବ ସମାପ୍ତ ହୋଇଯାଇଛି। ବିଲ ପାସ ପାଇଁ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଯାହା ଫଳରେ ଢିପ ସାହି ବାସୀ ବାରମ୍ବାର ଅନୁଗୋଳ ବ୍ଲକ ରେ ଅଭିଯୋଗ କଲେ ବି ମଧ୍ୟ କେହି ଶୁଣୁ ନଥିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

media/news website

କୋଠଘର ବିଲ ପାସ ହେଉ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗଅନୁଗୋଳ ବ୍ଲକ ଧୋକୁଟା ଗ୍ରାମର ଢିପ ସାହି ଗ୍ରାମବାସୀ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ଵା...
13/09/2022

କୋଠଘର ବିଲ ପାସ ହେଉ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୋଳ ବ୍ଲକ ଧୋକୁଟା ଗ୍ରାମର ଢିପ ସାହି ଗ୍ରାମବାସୀ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ଢିପ ସାହି ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ବିଗତ ବର୍ଷ ୨୦୧୮/୧୯ ମସିହାରେ ମାନ୍ୟବର ସାଂସଦ ତଥାଗତ ଶତପଥୀ ଙ୍କ ଅନୁଦାନ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା କମ୍ଯୁନିଟି ସେଣ୍ଟର ଅଟକଳ ଦେଇଥିଲେ। କମ୍ଯୁନିଟି ସେଣ୍ଟର କାର୍ଯ୍ୟ ଟି ଆଠ ମାସ ହେବ ସମାପ୍ତ ହୋଇଯାଇଛି। ବିଲ ପାସ ପାଇଁ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଯାହା ଫଳରେ ଢିପ ସାହି ବାସୀ ବାରମ୍ବାର ଅନୁଗୋଳ ବ୍ଲକ ରେ ଅଭିଯୋଗ କଲେ ବି ମଧ୍ୟ କେହି ଶୁଣୁ ନଥିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Address


Website

Alerts

Be the first to know and let us send you an email when The Quiver Angul posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share