ଚଣ୍ଡିଖୋଲ ଖବର

  • Home
  • ଚଣ୍ଡିଖୋଲ ଖବର

ଚଣ୍ଡିଖୋଲ ଖବର ସତ୍ୟର ହେବ ଜୟ ♥️🙏

19/02/2025
19/02/2025

ଏମିତି ଝୁଲି ପଡ଼ିଥିଲେ କିଟ୍ ଛାତ୍ରୀ ପ୍ରକ୍ରିତି

19/02/2025
18/02/2025


18/02/2025

ଛି ଛି ଛିରେ ନନୀ ଛି... ଗୋଟେ ବର୍ଷ ତୁଇ ଜଗି ନ ପାରିଲୁ,ପଛ କଥା ଭୂଲି ଗଲୁ |ପଇସା ଲୋଭ କୁ ସମ୍ଭାଳି ନ ପାରି,ଦଳ ଡିଆଁ କରିଦେଲୁ ରେ ନନୀ ଛି ଛି ଛି

ବିଜେପି ଯାଜପୁର ଜିଲ୍ଲାର ନୂତନ ଜିଲ୍ଲା ସଭପତି ଭାବେ ଶ୍ରୀମତୀ ଦେବଯାନୀ ପ୍ରଧାନଙ୍କୁ ଚୟନ କରାଯାଇଛି ।
17/02/2025

ବିଜେପି ଯାଜପୁର ଜିଲ୍ଲାର ନୂତନ ଜିଲ୍ଲା ସଭପତି ଭାବେ
ଶ୍ରୀମତୀ ଦେବଯାନୀ ପ୍ରଧାନଙ୍କୁ ଚୟନ କରାଯାଇଛି ।

ଦେବଜାନୀ ପ୍ରଧାନ ହେଲେ ଯାଜପୁର ବିଜେପି ସଭାପତି।
16/02/2025

ଦେବଜାନୀ ପ୍ରଧାନ ହେଲେ ଯାଜପୁର ବିଜେପି ସଭାପତି।

16/02/2025

ବିକଶିତ ଓଡ଼ିଶାର ଦର୍ପଣ ହେଉଛି, ରାଜ୍ୟପାଳଙ୍କ ଅଭିଭାଷଣ।

ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣକୁ ସମର୍ଥନ କରି ବିଧାନସଭାରେ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି ବଡଚଣାର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ।

 #ଯାଜପୁର ଜିଲ୍ଲାପାଳ ଓ ଏସ ପି ଙ୍କ ନିର୍ଦେଶ ରେ ଜେନାପୁର ଥାନା ରେ ଜରୁରୀ ବୈଠକ ଦୁର୍ଘଟଣା ରୋକିବାକୁ   ଓ ପ୍ରଶାସନ ଙ୍କୁ ଆଉଥରେ ଅନୁରୋଧ, ହେ...
16/02/2025

#ଯାଜପୁର ଜିଲ୍ଲାପାଳ ଓ ଏସ ପି ଙ୍କ ନିର୍ଦେଶ ରେ ଜେନାପୁର ଥାନା ରେ ଜରୁରୀ ବୈଠକ

ଦୁର୍ଘଟଣା ରୋକିବାକୁ ଓ ପ୍ରଶାସନ ଙ୍କୁ ଆଉଥରେ ଅନୁରୋଧ, ହେଉ ପ୍ରତ୍ୟକ ଆକ୍ସିଡେଣ୍ଟ ର ଆନାଲିସିସ, ସୁରକ୍ଷିତ ହେଉ ସଡ଼କ ର ଅବସ୍ଥା

"ଅନ୍ଧାରିଆ ଅସୁରକ୍ଷିତ ସେତୁ ରେ ଦୁର୍ଘଟଣା ଗୋଡ଼ାଉଛି...
ଡିସେମ୍ବର ନଅ ଆନ୍ଦୋଳନ ର ପତିଶୃତି ପରେ ଅବହେଳା...
ନୂଆ ବର୍ଷ ର ପ୍ରଥମ ଦୁଇ ମାସ ରେ ସାତ ଟି ପ୍ରାଣ ଯିବା ଓ ପଚାଷ ରୁ ଅଧିକ ଆହତ ହେବା "



National Highways Authority of India - NHAI Nitin Gadkari

16/02/2025

ଆସନ୍ତୁ ଜାଣିବା ବଡଚଣାର ସାଧାରଣ ଲୋକଙ୍କ ଠାରୁ, ଡବଲ ଇଞ୍ଜିନ ସରକାରରେ କଣ ସବୁ ଚାଲିଛି।

16/02/2025

BIG BREAKING: ଭକ୍ତ ଦାସ ହେଲେ ପିସିସି ସଭାପତି Iସାଧାରଣ ସମ୍ପାଦକ କେସି ବେଣୁଗୋପାଲଙ୍କ ସୂଚନା I
11/02/2025

BIG BREAKING: ଭକ୍ତ ଦାସ ହେଲେ ପିସିସି ସଭାପତି I
ସାଧାରଣ ସମ୍ପାଦକ କେସି ବେଣୁଗୋପାଲଙ୍କ ସୂଚନା I

ପୁଅ ଜନ୍ମ ହେଲେ ୧୦ ହଜାର । ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ଼ ଘୋଷଣା।
11/02/2025

ପୁଅ ଜନ୍ମ ହେଲେ ୧୦ ହଜାର । ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ଼ ଘୋଷଣା।

11/02/2025

#ପୁରୀ_ଭୁବନେଶ୍ୱର_ଜାତୀୟ_ରାଜପଥ_NH316_କାଦୁଆ_ଛକରେ_ସଡ଼କ_ଦୁର୍ଘଟଣା_ଜଣେ_ମୃତ, #ଗ୍ରାମବାସୀଙ୍କ_ଦ୍ଵାରା_ରାସ୍ତାରୋକ।

Address


Alerts

Be the first to know and let us send you an email when ଚଣ୍ଡିଖୋଲ ଖବର posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share