ZillaNews24

ZillaNews24 Contact information, map and directions, contact form, opening hours, services, ratings, photos, videos and announcements from ZillaNews24, Media/News Company, .

  ଓଡିଶା ର ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି।ମୋହନ ଚରଣ ମାଝୀ ହେଲେ ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ।କାଲି ଵିଧି ବଧ୍ୟ ଭାବେ...
11/06/2024



ଓଡିଶା ର ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି।
ମୋହନ ଚରଣ ମାଝୀ ହେଲେ ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ।
କାଲି ଵିଧି ବଧ୍ୟ ଭାବେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ।

ମୋଦିଙ୍କୁ ସରକାର ଗଢିବାକୁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି । ଫୁଲତୋଡା ସହ ଶୁଭକାର୍ଯ୍ୟ ପାଇଁ ଖୁଆଇଲେ ଦହି ।
07/06/2024

ମୋଦିଙ୍କୁ ସରକାର ଗଢିବାକୁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି । ଫୁଲତୋଡା ସହ ଶୁଭକାର୍ଯ୍ୟ ପାଇଁ ଖୁଆଇଲେ ଦହି ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫାପତ୍ର ।      Naveen Patnaik
05/06/2024

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫାପତ୍ର । Naveen Patnaik

           #ତାଜ୍_ଏକ୍ସପ୍ରେସରେ_ନିଆଁଟ୍ରେନର ୪ଟି ବଗିରେ ଲାଗିଛି ନିଆଁଦିଲ୍ଲୀ-ସରିତା ବିହାର ନିକଟରେ ଅଗ୍ନିକାଣ୍ଡସମସ୍ତ ଯାତ୍ରୀ ସୁରକ୍ଷିତ, ...
03/06/2024





#ତାଜ୍_ଏକ୍ସପ୍ରେସରେ_ନିଆଁ
ଟ୍ରେନର ୪ଟି ବଗିରେ ଲାଗିଛି ନିଆଁ
ଦିଲ୍ଲୀ-ସରିତା ବିହାର ନିକଟରେ ଅଗ୍ନିକାଣ୍ଡ
ସମସ୍ତ ଯାତ୍ରୀ ସୁରକ୍ଷିତ, ନିଆଁ ଲିଭା କାମରେ ୫ ଦମକଳ ନିୟୋଜିତ

ସୂର୍ଯ୍ୟଙ୍କ ତାପରେ ଜଳୁଛି ଝାରସୁଗୁଡ଼ା, ହନ୍ତସନ୍ତ ଜନସାଧାରଣ  ଝାରସୁଗୁଡା: ଡହଡହ ଖରାରେ ଭାଜି ହେଉଛି ଝାରସୁଗୁଡା ସହର । ଖରାରେ ପଦାକୁ ଗୋଡ କ...
01/06/2024

ସୂର୍ଯ୍ୟଙ୍କ ତାପରେ ଜଳୁଛି ଝାରସୁଗୁଡ଼ା, ହନ୍ତସନ୍ତ ଜନସାଧାରଣ

ଝାରସୁଗୁଡା: ଡହଡହ ଖରାରେ ଭାଜି ହେଉଛି ଝାରସୁଗୁଡା ସହର । ଖରାରେ ପଦାକୁ ଗୋଡ କାଢିବାକୁ ଭୟ କରୁଛନ୍ତି ଲୋକେ । ସକାଳ 9ଟାରୁ ରାସ୍ତାଘାଟ ଶୂନଶାନ ହୋଇପଡିୁଛି । ଗତକାଲି ଝାଡସୁଗୁଡାରେ ତାପମାତ୍ରା 47 ଡିଗ୍ରୀ ରେକର୍ଡ କରାଯାଇଥିଲା । ଅସହ୍ୟ ଗରମ ସମୟରେ ବିଦ୍ୟୁତ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ବିଦ୍ୟୁତ କାଟ କରାଯାଉଥିବା ଦେଖାଯାଉଛି । ଯେଉଁଥିପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗ୍ରୀଷ୍ମ ଋତୁରେ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ସେବାକୁ ଯୋଗାଇ ଦେବା ଲାଗି ପଶ୍ଚିମ ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ତାର ସମସ୍ତ ପ୍ରସ୍ତୁତି ଜାରି ରଖିଥିବା ସୂଚନା ଦେଇଛି
ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଆବଶ୍ୟକତା 1750 ଏମଭିଏରୁ 1800 ଏମଭିଏ ହେବା ନେଇ ଆଶା କରାଯାଉଅଛି । ଯାହା ବିଗତ ବର୍ଷ ଗୁଡ଼ିକର ଗ୍ରୀଷ୍ମ ଋତୁ ତୁଳନାରେ 12 ପ୍ରତିଶତ ଅଧିକ ରହିପାରେ । ଏଥି ନିମନ୍ତେ ଯୋଗାଣ ପ୍ରକ୍ରିୟାକୁ ବଳବତ୍ତର ରଖିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ଯୋଗସୁତ୍ର ସ୍ଥାପନ କରାଯାଇଅଛି । ସମସ୍ତ 312 PSS ର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଛି ଏବଂ ଏହା ମାର୍ଚ୍ଚ 2024 ସୁଦ୍ଧା ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଅଛି । 5600 CKM , 33 କେଭି ଫିଡରର ରକ୍ଷଣାବେକ୍ଷଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ସେହିପରି 20,000 CKM , 11 କେଭି ଫିଡରର କାର୍ଯ୍ୟ ୨୦ ପ୍ରତିଶତ ସମ୍ପର୍କ କରାଯାଇଅଛି । ଏହି କାର୍ଯ୍ୟ ସମସ୍ତ ସହରାଞ୍ଚଳ ଏବଂ ଗ୍ରାମଞ୍ଚଳରେ ଜାରି ରହିଛି ।

29/05/2024
ଝାରସୁଗୁଡା ରେ ବିଜେଡି ଜିଲ୍ଲା ସଭାପତି ଙ୍କ ଗୁଣ୍ଡା ରାଜ। ଚୁପ ବସିଛନ୍ତି ପୋଲିସ ଏବଂ ପ୍ରଶାସନିକ ଅଧିକାର।ସାଧାରଣ ଆଇନ ଶୃଙ୍ଖଳା ଉପରରେ ପ୍ରଶ୍...
29/05/2024

ଝାରସୁଗୁଡା ରେ ବିଜେଡି ଜିଲ୍ଲା ସଭାପତି ଙ୍କ ଗୁଣ୍ଡା ରାଜ।
ଚୁପ ବସିଛନ୍ତି ପୋଲିସ ଏବଂ ପ୍ରଶାସନିକ ଅଧିକାର।
ସାଧାରଣ ଆଇନ ଶୃଙ୍ଖଳା ଉପରରେ ପ୍ରଶ୍ନବାଚୀ ସୃଷ୍ଟି।
ତାମିଲ ସରକାର ର ଜୋର ଜବର୍ଜସ୍ତି ଉପରେ ଚାପି ରହି ଛନ୍ତି କି ପ୍ରଶାସନିକ ଅଧିକାରୀ।
କଣ ପଦକ୍ଷେପ ନବ ପ୍ରଶାସନ।
ନା ଚାପି ଦେବାକୁ ଚେଷ୍ଟା କରିବ ପୋଲିସ ପ୍ରଶାସନ।

ଝାରସୁଗୁଡ଼ା :ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ଼ ହାସଲ କଲେ ବେଲପାହାଡ଼ ଅଞ୍ଚଳର ଫଳ ବ୍ୟବସାୟୀଙ୍କ ଝିଅ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ଼ ହାସଲ ...
27/05/2024

ଝାରସୁଗୁଡ଼ା :ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ଼ ହାସଲ କଲେ ବେଲପାହାଡ଼ ଅଞ୍ଚଳର ଫଳ ବ୍ୟବସାୟୀଙ୍କ ଝିଅ
ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ଼ ହାସଲ କଲେ ବେଲପାହାଡ଼ ଅଞ୍ଚଳର ଫଳ ବ୍ୟବସାୟୀଙ୍କ ଝିଅ ରୂପା ସା ।

ଆଗକୁ ଆଇଏଏସ ଅଧିକାରୀ ହେବାର ରଖିଛନ୍ତି ସ୍ଵପ୍ନ ।

ବିନା ଟିଉସନ୍ ରେ ଦିନକୁ 8 ଘଣ୍ଟା ପରିଶ୍ରମ କରିବା ପରେ ପାଇଛନ୍ତି ସଫଳତା ।

ସଫଳତା ଆଗରେ ବାଧା ସୃଷ୍ଟି କରି ପାରିଲା ନି କୌଣସି ସମସ୍ୟା ।

ନିଜ ଲକ୍ଷ୍ୟକୁ ପାଇବା ପାଇଁ ବାପାଙ୍କ କାମରେ ସାହାଯ୍ୟ କରିବା ସହିତ ପାଠ ପଢାରେ କରୁଥିଲେ ପରିଶ୍ରମ । ଓଡ଼ିଶା ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏବଂ ଝାରସୁଗୁଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଏମିତି ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି ଯେଉଁ ମାନେ କଠିନ ପରିଶ୍ରମ କରି ନିଜର ଲକ୍ଷ ପ୍ରାପ୍ତ କରିଛନ୍ତି । ସେଥି ମଧ୍ୟରେ ବେଲପାହାଡ ଗିରିଧାରି ଲାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ରୂପା ସା ନିଜର କଠିନ ପରିଶ୍ରମ ବଳରେ ସଫଳତାର ଶିଖର ପ୍ରାପ୍ତ କରିଛନ୍ତି । ଗରିବ ଘରରୁ ଆସିଥିବା ରୂପା ହେଉଛନ୍ତି ବେଲପାହାଡ ଅଞ୍ଚଳରେ ଫଳ ବ୍ୟବସାୟୀ କରୁଥିବା ଓମ୍ ପ୍ରକାଶ ସାଙ୍କ ଝିଅ । ମାଟ୍ରିକ ପରୀକ୍ଷା ରେ A1 ଗ୍ରେଡ ଆଣି ସମସ୍ତଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ବାପାଙ୍କ କାର୍ଯ୍ୟରେ ସାହାଯ୍ୟ କରିବା ସହିତ ନିଜ ପାଠ ପଢାରେ ମଧ୍ୟ ନିଜକୁ ସବୁବେଳେ ନିୟୋଜିତ ରଖୁଥିଲେ ରୂପା । ଦିନକୁ 8 ଘଣ୍ଟା ପରିଶ୍ରମ କରି ସଫଳତା ହାସଲ କରିଛନ୍ତି ସେ । ଆଗକୁ କଲେଜ୍ ପଢା ସାରିବା ପରେ ଆଇଏଏସ ଅଧିକାରୀ ହେବାକୁ ସ୍ବପ୍ନ ରହିଛି ରୂପାଙ୍କ । ନିଜ ସଫଳତା ପଛରେ ରୂପାଙ୍କ ପରିବାର ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି । ରୂପାଙ୍କ ଏହି ସଫଳତା ରେ ପରିବାର ସହିତ ଅଞ୍ଚଳବାସୀଙ୍କ ଖୁସି ଦେଖିବାକୁ ମିଳିଛି । ଗରିବ ଝିଅ ଟିଏ ଯେତେବେଳେ ସଫଳତା ପାଏ ସାରା ଅଞ୍ଚଳ ତା ପାଇଁ ଖୁସି ପ୍ରକାଶ କରନ୍ତି । ଆଉ ଆଜି ତାହା ହିଁ ହେଇଛି ସମସ୍ତେ ରୂପାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ତାଙ୍କର ସଫଳତା ପାଇଁ ।

20/05/2024

ନିଜ ପରିବାର ଙ୍କ ସହ ଯାଇ ନିଜର ମତ ସାବ୍ୟସ୍ତ କଲେ ଦିପାଲି ଦାସ.....

19/05/2024

ସାଧାରଣ ନିର୍ବାଚନ ପାଇଁ ଝାରସୁଗୁଡା ଜ଼ିଲ୍ଲା ସମସ୍ତ ବୂଥ କୁ ପହଁଚିଲେ ଇ ଭି ମ୍ ଏବଂ ପୁଲଲିଙ୍ଗ ପାର୍ଟି।

18/05/2024

ଉତ୍ରାଞ୍ଚଳ ଙ୍କ ନେତୃତ୍ୱ ରେ ଝାରସୁଗୁଡା ପୋଲିସ ପକ୍ଷରୁ ଝାରସୁଗୁଡା ମୁଖ୍ୟ ସହରରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

15/05/2024

ଝାରସୁଗୁଡା ବିମାନ ବନ୍ଦରରୁ ଆଜିଠୁ ଆରମ୍ଭ ହେଲା ଇଣ୍ଡିଗୋ ର ଦିଲ୍ଲୀ ଝାରସୁଗୁଡା ବିମାନ ସେବା। ୱାଟର କାନନ ଦେଇ ଦିଲ୍ଲୀ ରୁ ଆସିଥିବା ବିମାନ କୁ ଝାରସୁଗୁଡା ବିମାନ ବନ୍ଦରରେ ସ୍ୱାଗତ କରା ଗଲା।

14/05/2024

ଝାରସୁଗୁଡା ବିଜେଡ଼ି ବିଧାୟିକା ପ୍ରାଥୀନି ଦିପାଲି ଦାସ ଙ୍କ ପାଇଁ ପ୍ରଚାର ମୈଦାନ ରେ ବଲିଉଡ଼ ଅଭିନେତା ନିଲ ନୀତିନ ମୁକେଶ ଏବଂ ଅଭିନେତ୍ରୀ ଭାଗ୍ୟଶ୍ରୀ....

11/05/2024

ଗାଁ- ଗାଁ ରୁ ବଳ ଗୋଟାଉଛି ଝାରସୁଗୁଡା ବିଜୁ ଜନତା ଦଳ।:-ଝାରସୁଗୁଡା ବିଧାୟିକା ପ୍ରାର୍ଥୀନୀ ଦୀପାଳି ଦାସ।

10/05/2024

ଝାରସୁଗୁଡା ରେ #5 ସଚିବ vk ପାଣ୍ଡିଆନ।

09/05/2024

ପ୍ରଚାର ବେଳେ ଆଦିବାସୀ ନୃତ୍ୟ କଲେ ଝାରସୁଗୁଡା ବିଧାନସଭା ବିଧାୟକ ପ୍ରାର୍ଥୀନୀ ଦୀପାଲି ଦାସ।

09/05/2024

ଫୁଲବାଣୀ ରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

08/05/2024

ବରଗଡ ନିର୍ବାଚନ ପ୍ରଚାର ମଇଦାନ ରେ ଅଧ୍ୟକ ଭି. କେ ପାଣ୍ଡିଆନ।

08/05/2024

ଗାଁ ଗାଁ ରେ ରେ ବୁଲି ବୁଲି ପ୍ରଚାର କରୁଛନ୍ତି ଝାରସୁଗୁଡା ବିଧାନସଭା ପ୍ରାର୍ଥୀନୀ ସୁଶ୍ରୀ ଦୀପାଲି ଦାସ।
Deepali Das Naba Das Fan Club

06/05/2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ରେ ଵିଶାଲ ସମାବେଶ ସିଧା ପ୍ରସାରଣ।

02/05/2024

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦେଖିଲ କଲେ କୋଶଲ ପ୍ରେମୀ ନେତା ଜ୍ଞାନେନ୍ଦ୍ର ବେହେରା।

30/04/2024

ସ୍ୱାଧୀନ ପ୍ରାର୍ଥୀ ଭାବେ ଝାରସୁଗୁଡା ବିଧାନସଭା ରୁ ନାମାଙ୍କନ ପତ୍ର ଭରିବେ କୋଶଲ ପ୍ରେମୀ ନେତା ଜ୍ଞାନେନ୍ଦ୍ର ବେହେରା। ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ।

09/04/2024

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ର ଶକ୍ତି ପ୍ରଦର୍ଶନ।
100-100 କର୍ମୀ ଙ୍କ ସହିତ ବାଇକ ରାଲ୍ଲୀ ପରେ ବ୍ରଜରାଜନଗର ର ଇଷ୍ଟ ଦେବି ମା ରାମଚଣ୍ଡୀ ଙ୍କ ଆଶୀର୍ବାଦ ନେଲେ କଂଗ୍ରେସ ପ୍ରାର୍ଥୀ ଶ୍ରୀ କିଶୋର ଚନ୍ଦ୍ର ପଟେଲ।
Kishore Chandra Patel

08/04/2024

ଭାଉଜ ଏବଂ ବଡଭାଇ ସହିତ ବ୍ରଜରାଜନଗର ରେ ହବ ବିଗ ଫାଇଟ ବ୍ରଜରାଜନଗର ଭାରତୀୟ ଜନତା ପାର୍ଟି ବିଧାୟକ ପ୍ରାର୍ଥୀ ସୁରେଶ ପୁଝାରୀ।

06/04/2024

ଝଡ଼େଶ୍ୱରୀ ମନ୍ଦିର ରେ ପୂଜା ଅର୍ଚନା ପରେ ପ୍ରଚାର ମଇଦାନ କୁ ଓଲେହିଲେ ଝାରସୁଗୁଡା ବିଧାୟକ ପ୍ରାଥୀନି ସୁଶ୍ରୀ ଦୀପାଲି ଦାସ।

04/04/2024

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Address


Website

Alerts

Be the first to know and let us send you an email when ZillaNews24 posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share