𝕿𝖆𝖕𝖆𝖘 𝕽𝖆𝖓𝖏𝖆𝖓 𝕾𝖆𝖍𝖔𝖔

  • Home
  • 𝕿𝖆𝖕𝖆𝖘 𝕽𝖆𝖓𝖏𝖆𝖓 𝕾𝖆𝖍𝖔𝖔

𝕿𝖆𝖕𝖆𝖘 𝕽𝖆𝖓𝖏𝖆𝖓 𝕾𝖆𝖍𝖔𝖔 Contact information, map and directions, contact form, opening hours, services, ratings, photos, videos and announcements from 𝕿𝖆𝖕𝖆𝖘 𝕽𝖆𝖓𝖏𝖆𝖓 𝕾𝖆𝖍𝖔𝖔, Digital creator, .

01/07/2022

Happy RATHA_YATRA to All 🤗

ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ପବିତ୍ର 'ଅକ୍ଷୟ ତୃତୀୟା' ଉପଲକ୍ଷେ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ...
03/05/2022

ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ପବିତ୍ର 'ଅକ୍ଷୟ ତୃତୀୟା' ଉପଲକ୍ଷେ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜିର ଶୁଭ ଦିନରେ ଚାଷୀମାନେ ଅଖିମୁଠି ଅନୁକୂଳ କରି ଚାଷକାର୍ଯ୍ୟ ଶୁଭାରମ୍ଭ କରିଥାନ୍ତି। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।🙏

My hearty greetings & best wishes to all on the auspicious occasion of 💠. May Mahaprabhu Shri Jagannatha & Maa Mahalaxmi bless you all & your family with good health, wealth, happiness & prosperity.🙏

ସ୍ୱାଧୀନତା ସଂଗ୍ରାମୀ, ମହାନ ଜନନାୟକ, ପ୍ରବାଦପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ...
17/04/2022

ସ୍ୱାଧୀନତା ସଂଗ୍ରାମୀ, ମହାନ ଜନନାୟକ, ପ୍ରବାଦପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି l
ଜନସେବାକୁ ପ୍ରାଥମିକତା ଦେବାସହ ରାଜ୍ୟ ଠାରୁ ରାଷ୍ଟ୍ରର ସମୃଦ୍ଧିକୁ ଗୁରୁତ୍ୱ ଦେଇ ବିକାଶ କ୍ଷେତ୍ରରେ ଅଗ୍ରଣୀ କରିବାରେ ସଫଳ ହୋଇଥିବା ଏହି ଅଦ୍ଵିତୀୟ ଜନନାୟକଙ୍କ ଅବଦାନ ସର୍ବଦା ଓଡିଶା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ l ଆସନ୍ତୁ ତାଙ୍କରି ଆଦର୍ଶକୁ ପାଥେୟ କରି ଆମ ସଭିଙ୍କ ସେବା ମନୋବୃତ୍ତିକୁ ପରିବର୍ଦ୍ଧିତ କରିବା l
🙏

ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ପଣା ସଂକ୍ରାନ୍ତି,ହନୁମାନ ଜୟନ୍ତୀରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।  ୍ନାଥ 🙏
14/04/2022

ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ପଣା ସଂକ୍ରାନ୍ତି,ହନୁମାନ ଜୟନ୍ତୀରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
୍ନାଥ 🙏

14/12/2021
ପବିତ୍ର ରଥଯାତ୍ରା ଉପଲକ୍ଷେ  ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ I ମହାପ୍ରଭୁଙ୍କୁ ଏତିକି ପ୍ରାର୍ଥନା ସମସ୍ତଙ୍କ ଜୀବନ ସୁଖ,ସମୃଦ୍ଧି ରେ ପରିପୂ...
11/07/2021

ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ I
ମହାପ୍ରଭୁଙ୍କୁ ଏତିକି ପ୍ରାର୍ଥନା ସମସ୍ତଙ୍କ ଜୀବନ ସୁଖ,ସମୃଦ୍ଧି ରେ ପରିପୂର୍ଣ ହେଉ I ଜୟ ଜଗନ୍ନାଥ 🙏🏻

18/06/2021

JAY JAGANNATH ❤️🙏

Address


Website

Alerts

Be the first to know and let us send you an email when 𝕿𝖆𝖕𝖆𝖘 𝕽𝖆𝖓𝖏𝖆𝖓 𝕾𝖆𝖍𝖔𝖔 posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share